ସଞ୍ଜୟ ରାଉତଙ୍କୁ ଧମକ ଦେଇ ଗିରଫ ହେଲେ କଙ୍ଗନାଙ୍କ ପ୍ରଶଂସକ
ମୁମ୍ବାଇ,୧୧ ।୯: ଶିବସେନା ନେତା ସଞ୍ଜୟ ରାଉତଙ୍କୁ ସୋସିଆଲ ମିଡିଆରେ ଧମକ ଦେବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ମୁମ୍ବାଇ ପୋଲିସର ଏକ ଟିମ୍ କୋଲକାତା ପୋଲିସର ସହଯୋଗରେ ପଲାଶ ଘୋଷ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି…
ଆଉ ତିନି ଦିନ ଜେଲରେ ରହିବେ ରିଆ
ମୁମ୍ବାଇ,୧୧ ।୯: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକଶନକୁ ନେଇ ଫସି ଯାଇଛନ୍ତି ସୁଶାନ୍ତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତି । ଶୁକବ୍ରାର ରିଆ ଓ ତାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତିଙ୍କ ସମେତ ୬ ଜଣଙ୍କ ଜାମିନ ଆବେଦନ ମୁମ୍ବାଇ…
ସମୁଦୁଣୀଙ୍କ ପାଇଁ ବିବାହର ୪୦ ବର୍ଷ ପରେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଲେ ଏହି ବ୍ୟକ୍ତି, ଜାଣନ୍ତୁ କାହିଁକି
କୁହାଯାଏ, ପ୍ରେମରେ ବୟସ ଦେଖାଯାଏନି। ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଗଢ଼ଓ୍ବା ଜିଲାରେ। ଯେଉଁଠାରେ ଜଣେ ବ୍ୟକ୍ତି ନିଜ ସମୁଦୁଣୀଙ୍କୁ ପ୍ରେମ କରି ବିବାହର ୪୦ ବର୍ଷ ପରେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଅନ୍ୟପକ୍ଷରେ ଗଢ଼ଓ୍ବା ଜିଲା…
ଦାଉଦଙ୍କ ଘର ଭଙ୍ଗା ଯାଇ ପାରୁ ନ ଥିବା ବେଳେ କାହିଁକି ଭଙ୍ଗାଗଲା କଙ୍ଗନାଙ୍କ ଘର: ଫଡନବିଶ
ମୁମ୍ବାଇ,୧୧ ।୯: ମହାରାଷ୍ଟ୍ର ସରକାର ଓ ବଲିଉଡ୍ ନାୟିକା କଙ୍ଗନା ରାନାୱତଙ୍କ ମଧ୍ୟରେ ତୁତୁ ମେମେ ଲାଗି ରହିଛି । ଇତିମଧ୍ୟରେ ମୁମ୍ବାଇ ପୋଲିସ କଙ୍ଗନାଙ୍କ ବିରୋଧରେ ଡ୍ରଗ୍ସ ମାମଲାର ଯାଞ୍ଚ ଆରମ୍ଭ କରି ସାରିଲାଣି । ଏଥିପାଇଁ ମହାରାଷ୍ଟ୍ର ସରକାର…
ଆର୍ଜେଡି ଛାଡିବା ପରେ ନୀତୀଶଙ୍କ ସହ ସମ୍ପର୍କ ଯୋଡୁଛନ୍ତି ରଘୁବଂଶ!
ପାଟନା,୧୧ ।୯: ବିହାରରେ ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବରରେ ବିଧାନସଭା ନିର୍ବାଚନ ହେବାର ଅନୁମାନ କରାଯାଉଛି । ତେବେ ନିର୍ବାଚନ ପାଇଁ ସମୟ ଯେତିକି ପାଖେଇ ଆସୁଛି ରାଜନୀତି ବି ସେତିକି ସରଗରମ ହେଉଛି । ଗୁରୁବାର ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି)ର…
ରାଗି କି ବିନା ବିଜୁଳିରେ ୧ ଘଣ୍ଟା କାମ କଲେ ଏହି ଆଇଏଏସ୍ ଅଫିସର, ଜାଣନ୍ତୁ କାହିଁକି?
ଲକ୍ଷ୍ନୌ,୧୧ା୯: ଆଇଏଏସ୍ ଅଫିସର ତଥା ଜିଲାପାଳ (ଡିଏମ୍) ଅଜୟ ଶଙ୍କର ପାଣ୍ଡେ ଗାଜିଆବାଦ ଅଫିସରେ ବିନା ବିଜୁଳିରେ ୧ ଘଣ୍ଟା କାମ କରିଛନ୍ତି। କାରଣ ସରକାରୀ କାର୍ଯ୍ୟାଳୟରେ ଅଯଥାରେ ଫ୍ୟାନ୍ ଚାଲୁଥିବା ଦେଖି ସେ ପ୍ରଚଣ୍ଡ ରାଗି ଯାଇଥିଲେ। ରାଗରେ ଫଁ…
ଭେଟେନାରୀ ଅଫିସର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ମୋହନ ଭାଗବତ: ଏପରି ଥିଲା ଆର୍ଏସ୍ଏସ୍ ମୁଖ୍ୟ ହେବାର ଯାତ୍ରା
ନୂଆଦିଲ୍ଲୀ,୧୧।୯: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍ଏସ୍ଏସ୍)କୁ ବିଶ୍ୱର ସବୁଠାରୁ ବଡ଼ ସ୍ବୟଂସେବକ ସଂସ୍ଥା ବୋଲି କୁହାଯାଏ। ବର୍ତ୍ତମାନ ଆର୍ଏସ୍ଏସ୍ର ମୁଖ୍ୟ ଅଛନ୍ତି ମୋହନ ଭାଗବତ। ଆଜି ଅର୍ଥାତ ଶୁକ୍ରବାର ସେ ନିଜର ୭୦ତମ ଜନ୍ମଦିବସ ପାଳନ କରୁଛନ୍ତି। ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ୧୯୫୦…
ଚାଇନାର ଅସଲ ମୁଖା ଖୋଲିଲା: ଏପଟେ ସୈନ୍ୟ ବୃଦ୍ଧି, ସେପଟେ ଆଲୋଚନା
ଲଦାଖ,୧୧।୯: ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ-ଚାଇନା ମଧ୍ୟରେ ସୀମା ବିବାଦ ଚରମ ସୀମାରେ ପହଞ୍ଚିଛି। ଗୋଟିଏ ପଟେ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ରୁଷିଆର ମସ୍କୋରେ ଭାରତ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ…
ମାର୍କସିଟକୁ ‘ପ୍ରେସର ସିଟ୍’ କହିଲେ ମୋଦି: ଏହାଦ୍ୱାରା ଛାତ୍ରଙ୍କର ମୂଲ୍ୟାଙ୍କନ ନ ହେଉ
ନୂଆଦିଲ୍ଲୀ,୧୧ ।୯: ରାଷ୍ଟ୍ରୀୟ ଶିକ୍ଷାନୀତି ବା ନ୍ୟାଶନାଲ ଏଜୁକେଶନ ପଲିସି(ଏନ୍ଇପି)୨୦୨୦ ଆସିବା ପରେ ଏବେ ଏହା ଉପରେ ପୂରା ଧ୍ୟନ ଦିଆଯାଉଛି । ଏହାରି ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୨୧ଶତାଦ୍ଦୀରେ ସ୍କୁଲ ଶିକ୍ଷାକୁ ନେଇ ସାରା ଦେଶର ଶିକ୍ଷକମାନଙ୍କ…
ରିୟାଙ୍କ ଜାମିନ ଆବେଦନ ଖାରଜ, ଜେଲ୍ରେ ରହିବେ ଭାଇ, ଭଉଣୀ
ମୁମ୍ବାଇ,୧୧।୯: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଡ୍ରଗ୍ସ ମାମଲାରେ ମୁମ୍ବାଇ ସେସନ୍ସ କୋର୍ଟ ୬ ଅଭିଯୁକ୍ତ ରିୟା, ତାଙ୍କ ସୋଭିକ, ଦୀପେଶ ସାଓ୍ବନ୍ତ, ସାମୁଏଲ ମିରାଣ୍ଡା, ଜୈଦ୍, ବାସିଦ ପରିହାରଙ୍କ ଜଣଙ୍କ…
୮ ବର୍ଷ ହେବ ସ୍ବାମୀ-ସ୍ତ୍ରୀ ହୋଇ ରହୁଥିଲେ ଦୁଇ ଯୁବକ, ଏମିତି ହେଲା ଖୁଲାସା
ଭୋପାଳ,୧୧।୯: ମଧ୍ୟପ୍ରଦେଶର ସିହୋର ଜିଲାରେ ଏକ ପୋଷ୍ଟମର୍ଟମ ରିପୋର୍ଟରୁ ରୋଚକ ଘଟଣାର ଖୁଲାସା ହୋଇଛି। ସ୍ତ୍ରୀ-ସ୍ବାମୀ ଭଳି ଦୁଇ ଯୁବକ ଜୀବନ ବିତାଉଥିଲେ। ଏହି ବିବାହକୁ ଲୁଚାଇ ରଖିବା ପାଇଁ ଏକ ସନ୍ତାନ ମଧ୍ୟ ଆପଣାଇ ରଖିଥିଲେ। ଦିନେ ଦୁହିଁଙ୍କ ମଧ୍ୟରେ…
ମୋ ଶରୀର ଅସୁସ୍ଥ, ପୁଅର ସବୁ ନିଷ୍ପତ୍ତିକୁ ସମର୍ଥନ କରୁଛି: ରାମବିଳାସ ପାଶଓ୍ବାନ୍
ପାଟନା,୧୧।୯: କରୋନା ସଙ୍କଟ ମଧ୍ୟରେ ବିହାରରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଲେଣି। ସେପଟେ କେନ୍ଦ୍ର ମନ୍ତ୍ରୀ ତଥା ଲୋକ ଜନତା ପାର୍ଟି ନେତା ରାମବିଲାସ ପାଶୱାନ ଶୁକ୍ରବାର ଏକ…
Archives


