କଙ୍ଗନାଙ୍କ ବିରୋଧରେ ମାମଲା ଦାଏର ପାଇଁ ଆଦେଶ ଦେଲେ ବାନ୍ଦ୍ରା କୋର୍ଟ

ମୁମ୍ବାଇ, ୧୭।୧୦: କକଙ୍ଗନାଙ୍କ ବିରୋଧରେ ମାମଲା ଦାଏର ପାଇଁ ବାନ୍ଦ୍ରା କୋର୍ଟ ଆଦେଶ ଦେଇଛନ୍ତି। ବଲିଉଡ୍‌ରେ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରିବା ଲାଗି କଙ୍ଗନା ଉଦ୍ୟମ କରୁଥିବା ଅଭିଯୋଗରେ ତୁରନ୍ତ ମାମଲା ଦାଏର କରିବାକୁ କୋର୍ଟ କହିଛନ୍ତି। ଟୁଇଟ୍‌ କରି ଏବଂ ନ୍ୟୁଜ୍‌ ଚ୍ୟାନେଲ୍‌କୁ ସାକ୍ଷାତ୍‌କାର ଦେଇ କଙ୍ଗନା ମୁସଲମାନ୍‌ ଏବଂ ହିନ୍ଦୁ କଳାକାରଙ୍କ ମଧ୍ୟରେ ସାମାଜିକ ଦ୍ୱେଷ ବଢ଼ାଇବାର ପ୍ରୟାସ କରୁଥିବା କୋର୍ଟ ପକ୍ଷରୁ କୁହାଯାଇଛି। ଏହାଦ୍ୱାରା କଙ୍ଗନାଙ୍କ ସମସ୍ୟା ବଢ଼ିବାର ଆଶଙ୍କା ରହିଛି। ବାନ୍ଦ୍ରା କୋର୍ଟରେ ମୁନ୍ନା ଓ୍ବରାଲି ଏବଂ ସାହିଲ ଅଶରଫ୍‌ ସୈୟଦ୍‌ଙ୍କ ପକ୍ଷରୁ କଙ୍ଗନାଙ୍କ ବିରୋଧରେ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରାଯାଉଥିବା ଅଭିଯୋଗ କରାଯାଇଥିଲା। ଏହାର ବିଚାର କରି କୋର୍ଟ କଙ୍ଗନାଙ୍କ ବିରୋଧରେ ଧାରା ୧୫୩(କ), ୨୯୫(କ), ୧୨୪ ଏବଂ ଆଇପିସି ଧାରା ୩୪ ଅନ୍ତର୍ଗତ ମାମଲା ଦାଏର କରିବାକୁ ଆଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ପ୍ରଥମ ସପ୍ତାହରେ ୨୦ ଲକ୍ଷ ଛୁଇଁପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଲଗାତାର ୫ମ ଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଟପିଲା

ନୂଆଦିଲ୍ଲୀ, ୧୫।୬: କରୋନା ମହାମାରୀ ଯୋଗୁ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ସୋମବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୪୨୪ରେ...

ମହାରାଷ୍ଟ୍ରରେ ପୁଣିଥରେ ବିଧାନସଭା ନିର୍ବାଚନ ହେବା ଆବଶ୍ୟକ:ଭାଜପା ମନ୍ତ୍ରୀ

ପୁଣେ,୫।୧୧: ମହାରାଷ୍ଟ୍ରରେ ସରକାର ଗଢିବା ନେଇ ଭାଜପା ଏବଂ ଶିବସେନା ମଧ୍ୟରେ ବିବାଦ ଜାରି ରହିଛି। ଏହାରି ଭିତରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜୟକୁମାର ରାଓ୍ବଲ...

ଆସନ୍ତାକାଲିଠାରୁ ୩ ଦିନ ଯାଏଁ ଉତ୍ତରପ୍ରଦେଶ ଲକ୍‌ଡାଉନ୍‌

ଲକ୍ଷ୍ନୌ,୨୪।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପକୁ ଦେଖି ଉତ୍ତରପ୍ରଦେଶର ସମସ୍ତ ଜିଲାକୁ ଲକ୍‌ଡାଉନ୍‌ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲିଠାରୁ ୩ ଦିନ ଯାଏଁ ଉତ୍ତରପ୍ରଦେଶର...

ପୁଞ୍ଚ୍‌ରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୧୦।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ବଢ଼ିବାରେ ଲାଗିଛି। ମଙ୍ଗଳବାର ପୁଞ୍ଚ୍‌ ଜିଲାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ପାକିସ୍ତାନ...

ଉଚ୍ଚ ରକ୍ତଚାପ ଏବଂ ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ଘରେ ପାଳନ୍ତୁ ଏହି ପ୍ରାଣୀ …

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଉଚ୍ଚ ରକ୍ତଚାପ ଏବଂ ହାର୍ଟଆଟାକ୍‌ ସମସ୍ୟା ଦେଖାଦେଇଥାଏ। ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ...

କେମିତି ଅଛନ୍ତି ସଞ୍ଜୟ

ମୁମ୍ବାଇ: ବଲିଉଡ୍‌ର ମୁନ୍ନାଭାଇ ସଞ୍ଜୟ ଦତ୍ତ ଏବେ କ୍ୟାନସରରେ ପୀଡ଼ିତ ହୋଇ ଚିକିିତ୍ସିତ ହେଉଥିବା ସମସ୍ତେ ଜାଣନ୍ତି । ହେଲେ ଏବେ ସେ କମେିତି ଅଛନ୍ତି...

୨୪ ବର୍ଷର ସ୍ବପ୍ନକୁ କାହିଁକି ଭାଙ୍ଗି ଦେଲେ ରଜନୀକାନ୍ତ

ରଜନୀକାନ୍ତ ଭାରତୀୟ ଫିଲ୍ମ ଇତିହାସର ସବୁଠୁ ବଡ଼ ନାମ କହିଲେ ଭୁଲ ହେବ ନାହିଁ। ଏହି ଅଭିନେତାଙ୍କ ଫ୍ୟାନ ଫଲୋଇଂ ବିଷୟରେ କିଏବା ଜାଣି ନାହିଁ।...

କିରଣ ବେଦୀଙ୍କୁ ରାକ୍ଷସ ବୋଲି କହିଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୧।୧୧: ଯେବେଠାରୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭାବେ ଭି. ନାରାୟଣସ୍ବାମୀ ଶାସନ ଭାର ଗ୍ରହଣ କଲେଣି ସେବେଠାରୁ ପୁଡୁଚେରୀ ଉପରାଜ୍ୟପାଳ ଥିବା କିରଣ ବେଦୀଙ୍କ ସହ ତାଙ୍କର...

Play 250+ Trending Games
Archives

Model This Week

Why Dharitri