କଙ୍ଗନାଙ୍କ ବିରୋଧରେ ମାମଲା ଦାଏର ପାଇଁ ଆଦେଶ ଦେଲେ ବାନ୍ଦ୍ରା କୋର୍ଟ

ମୁମ୍ବାଇ, ୧୭।୧୦: କକଙ୍ଗନାଙ୍କ ବିରୋଧରେ ମାମଲା ଦାଏର ପାଇଁ ବାନ୍ଦ୍ରା କୋର୍ଟ ଆଦେଶ ଦେଇଛନ୍ତି। ବଲିଉଡ୍‌ରେ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରିବା ଲାଗି କଙ୍ଗନା ଉଦ୍ୟମ କରୁଥିବା ଅଭିଯୋଗରେ ତୁରନ୍ତ ମାମଲା ଦାଏର କରିବାକୁ କୋର୍ଟ କହିଛନ୍ତି। ଟୁଇଟ୍‌ କରି ଏବଂ ନ୍ୟୁଜ୍‌ ଚ୍ୟାନେଲ୍‌କୁ ସାକ୍ଷାତ୍‌କାର ଦେଇ କଙ୍ଗନା ମୁସଲମାନ୍‌ ଏବଂ ହିନ୍ଦୁ କଳାକାରଙ୍କ ମଧ୍ୟରେ ସାମାଜିକ ଦ୍ୱେଷ ବଢ଼ାଇବାର ପ୍ରୟାସ କରୁଥିବା କୋର୍ଟ ପକ୍ଷରୁ କୁହାଯାଇଛି। ଏହାଦ୍ୱାରା କଙ୍ଗନାଙ୍କ ସମସ୍ୟା ବଢ଼ିବାର ଆଶଙ୍କା ରହିଛି। ବାନ୍ଦ୍ରା କୋର୍ଟରେ ମୁନ୍ନା ଓ୍ବରାଲି ଏବଂ ସାହିଲ ଅଶରଫ୍‌ ସୈୟଦ୍‌ଙ୍କ ପକ୍ଷରୁ କଙ୍ଗନାଙ୍କ ବିରୋଧରେ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରାଯାଉଥିବା ଅଭିଯୋଗ କରାଯାଇଥିଲା। ଏହାର ବିଚାର କରି କୋର୍ଟ କଙ୍ଗନାଙ୍କ ବିରୋଧରେ ଧାରା ୧୫୩(କ), ୨୯୫(କ), ୧୨୪ ଏବଂ ଆଇପିସି ଧାରା ୩୪ ଅନ୍ତର୍ଗତ ମାମଲା ଦାଏର କରିବାକୁ ଆଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ ବାତିଲକୁ ନେଇ ମୁହଁ ଖୋଲିଲେ ରବିଶ

ନୂଆଦିଲ୍ଲୀ,୧୨।୧୨: ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏକେ ଅବଦୁଲ ମୋମେନ ହଠାତ୍‌ ତାଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିବା ପରେ ଉଠିଛି ଅନେକ ପ୍ରଶ୍ନ। ହେଲେ...

ଅନାବଶ୍ୟକ ଆଇନ ଲୋକଙ୍କ ଉପରେ ବୋଝ ଭଳି: ଆଇନମନ୍ତ୍ରୀ…

ଶିଲଂ,୨୨।୧୦ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଶନିବାର ମେଘାଳୟର ଶିଲଂରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ କିଛି ପୁରୁଣା ନିୟମ ସାଧାରଣ...

ମୈନପୁରୀରେ ୪ ହଜାର ବର୍ଷ ପୁରାତନ ଦ୍ୱାପର ଯୁଗର ଅସ୍ତ୍ରଶସ୍ତ୍ରର ସନ୍ଧାନ…

ମୈନପୁରୀ, ୨୪।୬ : ତ୍ତରପ୍ରଦେଶର ମୈନପୁରୀର ଏକ ଚାଷ ଜମିରୁ ଚାରି ହଜାର ବର୍ଷ ପୁରାତନଦ୍ୱାପର ଯୁଗର ଅସ୍ତ୍ରଶସ୍ତ୍ରର ସନ୍ଧାନ ମିଳିଛି। ମିଳିଥିବା ତମ୍ବା ଅସ୍ତ୍ରଶସ୍ତ୍ରର...

ଗୁଜରାଟରେ ପ୍ରବଳ ବର୍ଷା, ବନ୍ୟାଜଳରେ ବୁଡ଼ିଲା କାର୍‌, ସୋସିଆଲ ମିଡ଼ିଆରେ ଭାଇରାଲ…

ଅହମଦାବାଦ,୧୧।୭ : ମୋସୁମୀ ପ୍ରବାହ ଯୋଗୁ ଗୂଜରାଟରେ ପ୍ରବଳ ବର୍ଷା ହୋଇଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ଗୁଜରାଟର ବହୁ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି।...

ବାହା ହେବେ ଅନିଲ!

ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିଙ୍କ ବିବାହ ବିଚ୍ଛେଦକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଥାଏ । କେବେ କେବେ ଏହା ସତ ହୋଇଥିବା...

ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କେସିଆରଙ୍କ ପ୍ରାର୍ଥୀ ତାଲିକା ପରାଜୟର ଏକ ନିଶ୍ଚିତ ପଦ୍ଧତି: ପ୍ରକାଶ ଜାଭଡେକର…

ହାଇଦ୍ରାବାଦ,୨୨।୮ : ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ମଙ୍ଗଳବାର କହିଛନ୍ତି ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଆରଏସ ସୁପ୍ରିମୋ ତଥା...

ବିକିନି ପାଇଁ ଅଡୁଆରେ

ପରିଣୀତି ଚୋପ୍ରା ଏବେ ଲଙ୍ଗ୍‌ ଭ୍ୟାକେସନରେ ଅଛନ୍ତି। ମାଇଣ୍ଡ ଫ୍ରେସ କରିବାକୁ ସେ ବର୍ତ୍ତମାନ ମାଳଦ୍ୱୀପରେ ଡେରା ପକାଇଛନ୍ତି। ହେଲେ ତାଙ୍କୁ ନେଇ ଏବେ ବଲିଉଡ୍‌ରେ...

ଗୁଜରାଟ ଗସ୍ତରେ ରାଷ୍ଟ୍ରପତି

ଗାନ୍ଧିନଗର,୨୯।୧୦: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଶୁକ୍ରବାର ଗୁଜରାଟର ଭବନଗର ଜିଲାରେ ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ଇଡବ୍ଲ୍ୟୁଏସ୍‌ ପାଇଁ ଆବାସ...

Advertisement
Archives

Model This Week