ଜାତୀୟ

ଗ୍ରୀନ କ୍ରାକର ବିକ୍ରି ଅନୁମିତି ପାଇଁ ସରକାରଙ୍କୁ ଅନୁରୋଧ କଲେ ବାଣ ବ୍ୟବସାୟୀ

ନୂଆଦିଲ୍ଲୀ,୬ ।୧୧: ଦିଲ୍ଲୀ ସରକାର ଗୋଟିଏ ପଟେ ଲୋକଙ୍କ ସ୍ୱାସ୍ଥ୍ର‌୍ୟକୁ ଦୃଷ୍ଟିରେ ରଖି ଆସନ୍ତା ଦୀପାବଳିରେ ବାଣ ନ ଫୁଟାଇବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ଶୁକ୍ରବାର ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ବାଣ ଫୁଟାଇବା ଦ୍ୱାରା ପରିବେଶ ଦୂଷିତ ହେଉଥିବାରୁ ନଭେମ୍ବର…

ଏଲ୍‌ଏସିରେ ଏବେବି ସ୍ଥିତି ଉତ୍ତେଜନାପୂର୍ଣ୍ଣ: ସିଡିଏସ୍‌

ନୂଆଦିଲ୍ଲୀ,୬ ।୧୧: ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଜେନରାଲ ବିପିନ ରାୱତ ଶୁକ୍ରବାର କହିଛନ୍ତି ପୂର୍ବ ଲଦ୍ଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି) ନିକଟରେ ଏବେବି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଜମ୍ମୁ-କଶ୍ମୀରରେ ପାକିସ୍ତାନ ଲଗାତାର ଛାୟା…

ନଭେମ୍ବର ୭ରୁ ୩୦ ମଧ୍ୟରେ ରାଜଧାନୀରେ ଫୁଟିବନି କୌଣସି ପ୍ରକାର ବାଣ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬ ।୧୧: ଗୋଟିଏ ପଟେ କରୋନା ମହାମାରୀ ଅନ୍ୟପଟେ ବାୟୁ ପ୍ରଦୂଷଣ ଦିଲ୍ଲୀବାସୀଙ୍କୁ ଅସ୍ତବ୍ୟସ୍ତ କରି ସାରିଲାଣି । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦୀପାବଳିରେ ବାଣ ନ ଫୁଟାଇବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅନୁରୋଧ କରିଥିବା ବେଳେ ଏବେ ଦିଲ୍ଲୀ…

ମହାରାଷ୍ଟ୍ରରେ ଖୋଲିଲା ସିନେମା ହଲ୍‌: ଦର୍ଶକେ ଦେଖିବେ ଡିଡିଏଲ୍‌

ମୁମ୍ବାଇ,୬ ।୧୧: କରୋନା ମହାମାରୀ କାରଣରୁ ପ୍ରାୟ ସାରା ଦେଶରେ ସିନେମା ହଲ୍ ବନ୍ଦ ଥିବା ବେଳେ ଏବେ କିଛି କିଛି ରାଜ୍ୟରେ ଏହା ଖୋଲୁଥିବା ଦେଖାଯାଇଛି । ତେବେ ମହାରାଷ୍ଟ୍ରରେ ଶୁକ୍ରବାରଠାରୁ ସିନେମା ହଲ୍ ଖୋଲିଛି । ପ୍ରଥମେ କିଛି…

ହସ୍ପିଟାଲରେ ମିଳିଲାନି ଶଯ୍ୟା: ହାତରେ ସାଲାଇନ୍‌ ବୋତଲ ଧରି ଆହତ ପିତାଙ୍କ ସହ ବୁଲିଲେ ନାବାଳକ

ଆରା,୬।୧୧: ଲୋକଙ୍କୁ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ତାହା କେତେଦୂର ସତ? ଦେଶରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବିହାରର ଏକ ହସ୍ପିଟାଲରେ। ଏହି କଥା…

ଟିଭି ବନ୍ଦ କରିବାକୁ କହିବାରୁ ବୃଦ୍ଧ ପିତାଙ୍କୁ ଗୁଳିକଲେ ସେନା କର୍ମଚାରୀ

ଲକ୍ଷ୍ନୌ,୬ା୧୧: ଉତ୍ତରପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ତାଙ୍କର ୮୦ ବର୍ଷୀୟ ପିତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପିତା ତାଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଟିଭି ଦେଖିବାକୁ ମନା କରିବାରୁ ସେ ଏପରି…

ବିନା ବାଣରେ ଗୁରୁଗ୍ରାମରେ ପାଳନ ହେବ ଦୀପାବଳି

ଗୁରୁଗ୍ରାମ,୬।୧୧: ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ବିନା ବାଣରେ ପାଳନ ହେବ ଦୀପାବଳି। କରୋନା ଓ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି କିଛି ଏଭଳି ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। ନଭେମ୍ବର ୧୪ ଅର୍ଥାତ୍‌ ଦୀପାବଳି ପୂର୍ବରୁ ବା ପରେ ଜିଲାରେ ବାଣ…

ଆମ୍ବୁଲାନ୍ସକୁ ରାସ୍ତା ଦେବା ପାଇଁ ୨ କିଲୋମିଟର ଦୌଡ଼ିଲେ ଟ୍ରାଫିକ ପୋଲିସ, ଛୁଟୁଛି ପ୍ରଶଂସାର ସୁଅ

ହାଇଦ୍ରାବାଦ,୬ା୧୧: ହାଇଦ୍ରାବାଦର ଜଣେ ଟ୍ରାଫିକ କନଷ୍ଟେବଳ ଏକ ଆମ୍ବୁଲାନ୍ସ ପାଇଁ ରାସ୍ତା ଦେବାକୁ ବ୍ୟସ୍ତବହୁଳ ସହରରେ ଦୁଇ କିଲୋମିଟର ପର୍ଯ୍ୟନ୍ତ ଦୌଡ଼ିଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ ରିପୋର୍ଟ ଅନୁଯାୟୀ, ଜଣେ ଗୁରୁତର…

ଏବେ ବି ଜେଲ୍‌ରେ ରହିବେ ଲାଲୁ, ଶୁଣାଣି ଘୁଞ୍ଚିଲା

ରାଞ୍ଚି,୬।୧୧: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣି ନଭେମ୍ବର ୨୭ ପର୍ଯ୍ୟନ୍ତ ଘୁଞ୍ଚିଛି। ଫଳରେ ଚାରା ଘୋଟାଲା ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା ଲାଲୁ ଙ୍କୁ ପୁଣି ଝଟ୍‌କା ଲାଗିଛି। ସୂଚନାଯୋଗ୍ୟ, ଡୁମ୍‌କା ଟ୍ରେଜେରୀ ମାମଲାରେ ଲାଲୁ…

ଇମୋଶନାଲ କାର୍ଡ ଖେଳିଲେ ନୀତୀଶ: ବିରୋଧି କହିଲେ ଅବସର ସ୍ୱୀକାର କଲେ ମୁଖ୍ୟମନ୍ତ୍ରୀ

ପାଟନା,୬ ।୧୧: ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇ ଗଲାଣି । ଆଉ ଏହାରି ଭିତରେ ପୁଣିଥରେ ରାଜନୀତି ହୋଇଛି ସରଗରମ । ବିହାର ମୁଖ୍ୟମନ୍ତୀ ନୀତୀଶ କୁମାର ଶେଷ ଦିନରେ ଇମୋଶନାଲ କାର୍ଡ…

ପୁଲଓ୍ବାମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ଜଣେ ଆତଙ୍କବାଦୀ

ପୁଲଓ୍ବାମା,୬।୧୧: ଦକ୍ଷିଣ କଶ୍ମୀରର ପୁଲଓ୍ବାମା ଜିଲାର ପାମ୍ପପୋରେରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିବା ବେଳେ ଏହି ଏନ୍‌କାଉଣ୍ଟରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଅନ୍ୟଜଣଙ୍କ ସୁରକ୍ଷାକର୍ମୀଙ୍କ ଆଗରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ସେହିପରି ଆତଙ୍କବାଦୀଙ୍କ…

ପଶ୍ଚିମବଙ୍ଗ ଗସ୍ତରେ ଶାହା: ରାଜ୍ୟର ଉନ୍ନତି ପାଇଁ ଦକ୍ଷିଣେଶ୍ୱରକାଳୀଙ୍କୁ କଲେ ପ୍ରାର୍ଥନା

କୋଲକାତା,୬।୧୧: ପଶ୍ଚିମବଙ୍ଗ ଗସ୍ତରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଶୁକ୍ରବାର ତାଙ୍କ ଗସ୍ତର ଦ୍ୱିତୀୟ ଦିନ ହୋଇଥିବା ବେଳେ ସକାଳେ ସେ ଦକ୍ଷିଣେଶ୍ୱରକାଳୀଙ୍କ ପୂଜାର୍ଚ୍ଚନା ପାଇଁ ମନ୍ଦିରରେ ପହଞ୍ଚିଥିଲେ। ଦକ୍ଷିଣେଶ୍ୱରକାଳୀଙ୍କୁ ଦର୍ଶନ କରିବା ପରେ ଶାହା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?