ତାଲା ଭାଙ୍ଗି ଜେଲରୁ ଫେରାର୍ ହୋଇଗଲେ ୮ କଏଦୀ
ହରିଦ୍ୱାର, ୨୨।୯: ଉତ୍ତରାଖଣ୍ଡ ହରିଦ୍ୱାରର ଏକ ଅସ୍ଥାୟୀ ଜେଲରୁ ୮ ଜଣ ବିଚାରଧୀନ କଏଦୀ ତାଲା ଭାଙ୍ଗି ଫେରାର୍ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ନରେନ୍ଦ୍ର ବାଲ୍ମିକୀ ଗ୍ୟାଙ୍ଗର ସଦସ୍ୟ ଥିଲେ। ଫେରାର୍ ହୋଇଥିବା ସମସ୍ତ ୮ ଜଣ କଏଦୀ…
ପିତା ଶ୍ରମିକ, ଝିଅ ବ୍ୟାଙ୍କ୍ ଆକାଉଣ୍ଟରେ ଅଛି ୯ କୋଟି ୯୯ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି
ଲକ୍ଷ୍ନୌ,୨୨।୯: ଉତ୍ତର ପ୍ରଦେଶର ବାଲିଆ ଜିଲାର ବାଂଶଡିହ ଅଞ୍ଚଳର ରୁକୁନପୁରା ଗାଁରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। ଗାଁର ଜଣେ ଯୁବତୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୯ କୋଟି ୯୯ ଲକ୍ଷ ଟଙ୍କା ଆସିଥିଲା। ଏହା ଦେଖି ଯୁବତୀ ଜଣଙ୍କ ମା’ଙ୍କ…
ବୁଧବାର ୭ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ମୋଦି
ନୂଆଦିଲ୍ଲୀ, ୨୨।୯: କରୋନା ସଂକ୍ରମଣ ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। କରୋନା ଦ୍ୱାରା ଅଧିକ ସଂକ୍ରମିତ ହୋଇଥିବା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ନାଟକ, ଉତ୍ତରପ୍ରଦେଶ, ତାମିଲନାଡୁ, ଦିଲ୍ଲୀ ଏବଂ ପଞ୍ଜାବ ଆଦି…
ଶରଦ ପାଓ୍ବାର-ଉଦ୍ଧବ ଠାକ୍ରେଙ୍କୁ ଆୟକର ନୋଟିସ୍
ନୂଆଦିଲ୍ଲୀ, ୨୨।୯: ରାଜ୍ୟ ସଭାରେ ୮ ଏମ୍ପିଙ୍କ ନିଲମ୍ବନ ନେଇ ଦେଶର ରାଜନୈତିକ କ୍ଷେତ୍ରରେ ଝଡ଼ ଉଠିଛି। ଏପରିସ୍ଥଳେ ମଙ୍ଗଳବାର ଏନ୍ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ଏବଂ ଶିବସେନା ସୁପ୍ରିମୋ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆୟକର ବିଭାଗ ପକ୍ଷରୁ ନୋଟିସ୍…
ତୃତୀୟ କୃଷି ବିଧେୟକକୁ ରାଜ୍ୟ ସଭାରେ ମଞ୍ଜୁରୀ
ନୂଆଦିଲ୍ଲୀ, ୨୨।୯: ନିଲମ୍ବିତ ଏମ୍ପିଙ୍କୁ ବିରୋଧୀ ଦଳ ସଦସ୍ୟ ମଙ୍ଗଳବାର ଗୃହତ୍ୟାଗ କରିବା ପରେ ତୃତୀୟ କୃଷି ବିଧେୟକକୁ ଧ୍ୱନି ମତରେ ମଞ୍ଜୁରୀ ମିଳିଛି। ଶାସକ ଦଳ ଏଭଳି ସୁଯୋଗକୁ ହାତଛଡ଼ା ନ କରି ଗୃହରେ ଉପସ୍ଥିତ ଥିବା ସଦସ୍ୟଙ୍କ ଦ୍ୱାରା…
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଚା’ ଚର୍ଚ୍ଚା: କପ୍ ଧରିଲେ ହରିବଂଶ
ନୂଆଦିଲ୍ଲୀ, ୨୨।୯: ଆଗକୁ ବିହାର ବିଧାନସଭା ନିର୍ବାଚନ। ଏପରିସ୍ଥଳେ ମୌସୁମୀ ଅଧିବେଶନରେ ରାଜ୍ୟ ସଭାରେ ହୋଇଥିବା ହଙ୍ଗାମାରେ ୮ ଏମ୍ପିଙ୍କୁ ନିଲମ୍ବିତ କରାଯିବା ପରେ ଘଟଣା ନୂଆ ମୋଡ ନେଇଛି। ଉପ ବାଚସ୍ପତି ବିହାର ଜନସାଧାରଣଙ୍କ ପାଇଁ ବେଶ୍ ଗୁରୁତ୍ୱ ବହନ…
ରାଜ୍ୟ ସଭା ଅଚଳ: ବିରୋଧୀ କଲେ ଗୃହ ତ୍ୟାଗ, ଉପବାସ ପାଇଁ ଅନୁମତି ଲୋଡ଼ିଲେ ହରିବଂଶ
ନୂଆଦିଲ୍ଲୀ, ୨୨।୯: ରାଜ୍ୟ ସଭାରେ ୮ ଏମ୍ପିଙ୍କୁ ନିଲମ୍ବିତ କରାଯିବା ଘଟଣା ନେଇ ଏବେ ଗୃହ ଅଚଳ ହୋଇପଡ଼ିଛି। କଂଗ୍ରେସ ସମତେ ଅନ୍ୟ ବିରୋଧୀ ଦଳ ମଙ୍ଗଳବାର ଗୃହ ତ୍ୟାଗ କରିଛନ୍ତି। ନିଲମ୍ବନ ଆଦେଶ ଉଠାଇ ନେବାକୁ ବିରୋଧୀ ସଦସ୍ୟ ଦାବି…
ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର: ଜଣେ ଆତଙ୍କବାଦୀ ମୃତ
ଶ୍ରୀନଗର, ୨୨।୯: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ମଙ୍ଗଳବାର ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ୯୨-ବେସ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବୁଦଗାମ୍ର ଚରାର-ଇ-ଶରିଫ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ଥିବା…
୨୪ ଘଣ୍ଟାରେ ଲକ୍ଷେରୁ ଅଧିକ ସୁସ୍ଥ
ନୂଆଦିଲ୍ଲୀ, ୨୨।୯: ଭାରତ ପୃଥିବୀରେ ରେକର୍ଡ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦେଶରେ ଲକ୍ଷେ ଏକ ହଜାର ୪୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏସମ୍ପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ…
ସେପ୍ଟେମ୍ବର ୨୪ରେ ବିରାଟ କୋହଲିଙ୍କ ସହ କଥା ହେବେ ମୋଦି, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୨୨।୯: ସେପ୍ଟେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତା ମିଲିନ୍ଦ ସୋମନଙ୍କ ସହ ଆଲୋଚନା କରିବେ। ସେହି ଦିନ ଫିଟ ଇଣ୍ଡିଆ ଆନ୍ଦୋଳନର ପ୍ରଥମ ବାର୍ଷିକୀ ପାଳନ କରାଯିବ। ଏହି ସମୟ…
ଝାଡୁ ଯୋଗୁ ବ୍ୟାପିପାରେ କରୋନା!
ନୂଆଦିଲ୍ଲୀ,୨୨।୯: ଦେଶରେ କରୋନା ଭୂତାଣୁ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏସବୁ ଭିତରେ କରୋନା ବିଷୟରେ ବିଶ୍ୱବ୍ୟାପୀ ଅନୁସନ୍ଧାନ ଚାଲିଛି। ନିକଟରେ ଏହା ସହ ଜଡିତ କିଛି ତଥ୍ୟ ପ୍ରକାଶ ପାଇଛି। ଏମ୍ସର ଜଣେ ଡାକ୍ତର ଦାବି କରିଛନ୍ତି ଯେ, ଝାଡୁ…
ଧାରଣା ଦେଉଥିବା ୮ ଏମ୍ପିଙ୍କ ପାଇଁ ଚା’ ନେଇ ପହଞ୍ଚିଲେ ଉପବାଚସ୍ପତି ହରିବଂଶ
ନୂଆଦିଲ୍ଲୀ, ୨୨।୯: ରାଜ୍ୟ ସଭାରେ ଶୃଙ୍ଖଳା ଭଙ୍ଗ କରିଥିବାରୁ ୮ ଏମ୍ପିଙ୍କୁ ନିଲମ୍ବିତ କରାଯାଇଛି। ଏମ୍ପିମାନେ ସଂସଦ ଭବନ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ମୂର୍ତ୍ତି ସମ୍ମୁଖରେ ସାରା ରାତି ଧାରଣାରେ ବସିଛନ୍ତି। ମଙ୍ଗଳବାର ସକାଳେ ଏମ୍ପି ମନେଇବା ପାଇଁ ରାଜ୍ୟ ସଭା…
Archives


