ଟିଭି ବନ୍ଦ କରିବାକୁ କହିବାରୁ ବୃଦ୍ଧ ପିତାଙ୍କୁ ଗୁଳିକଲେ ସେନା କର୍ମଚାରୀ

ଲକ୍ଷ୍ନୌ,୬ା୧୧: ଉତ୍ତରପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ତାଙ୍କର ୮୦ ବର୍ଷୀୟ ପିତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପିତା ତାଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଟିଭି ଦେଖିବାକୁ ମନା କରିବାରୁ ସେ ଏପରି କାଣ୍ଡ ଘଟାଇଛନ୍ତି।
ପୋଲିସ ସୂଚନାନୁଯାୟୀ, ସେନାର ଅବସରପ୍ରାପ୍ତ କର୍ମଚାରୁ ଅଶୋକ କଟିହାର ତାଙ୍କ ପିତା ଲାଲା ରାମଙ୍କ ମଧ୍ୟରେ ଗୁରୁବାର ରାତିରେ ଟିଭି ବନ୍ଦ କରିବାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଶୋକ ପିତାଙ୍କୁ ଗୁଳି କରିଦେଇଥିଲେ। ଏହି ଘଟଣାରେ ଏଏସ୍‌ପି ଅନୁପ କୁମାର କହିଛନ୍ତି, ଅଶୋକ ପିତାଙ୍କୁ ଧକ୍କା ମାରିବା ପରେ ସେତିକିରେ ମନ ଥଣ୍ଡା ପଡ଼ି ନ ଥିଲା। ଶେଷରେ ଗୁଳି କରି ଦେଇଥିଲେ। ଏହି ଘଟଣା ପରେ ଅଶୋକ ଫେରାର ହୋଇଯାଇଛନ୍ତି। ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଅଶୋକଙ୍କୁ ଖୋଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀତୀଶ କହୁ କହୁ ତେଜସ୍ବୀଙ୍କୁ କହିଲେ ମୁଖ୍ୟମନ୍ତ୍ରୀ, ଏହା ଭୁଲ ନା ଭବିଷ୍ୟତର ସଙ୍କେତ ନେଇ ଚର୍ଚ୍ଚା…

ପାଟନା, ୨୮।୯ : ବିହାରରେ ଯେତେବେଳେ ନୀତୀଶ କୁମାର ଭାଜପା ଛାଡି ଆରଜେଡି ସହିତ ମେଣ୍ଟ କରିଥିଲେ ସେତେବେଳେ ସେ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଚେୟାରକୁ...

ସୁସ୍ଥ ହେବା ହାର ୯୭.୧୮ ପ୍ରତିଶତ ଛୁଇଁଲା…

ନୂଆଦିଲ୍ଲୀ,୭।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛିରେ...

୧୪ ବର୍ଷ ତଳେ ହଜିଯାଇଥିବା ପର୍ସ ମିଳିଲା, ସେଥିରେ ଥିବା ଟଙ୍କା…

ମୁମ୍ବାଇ,୯।୮: ୧୪ ବର୍ଷ ପୂର୍ବେ ହଜିଯାଇଥିବା ପୁରୁଣା ପର୍ସ ଟଙ୍କା ସହ ଫେରି ପାଇଲେ ଜଣେ ବ୍ୟକ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ୨୦୦୬...

ମହାରାଷ୍ଟ୍ରରେ କରୋନା ସହ ମାଡି ଚାଲିଛି ଓମିକ୍ରନ୍‌: ୬୮ ସଂକ୍ରମିତ ଚିହ୍ନଟ

ମୁମ୍ବାଇ,୪ ।୧: ମହାରାଷ୍ଟ୍ରରେ ସୋମବାର ୧୨,୧୬୦ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି । ୨୪ ଘଣ୍ଟାରେ ୧୧ ଜଣଙ୍କ...

ଲାଲୁଙ୍କୁ ଭେଟିଲେ କେସିଆର୍‌

ପାଟନା,୩୧।୮: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପାଟନାରେ ଆରଜେଡି ମୁଖ୍ୟ ଲାଲୁ ଯାଦବ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ଭେଟିଛନ୍ତି। ରାବ୍ରି...

ଅପରେଶନ ଲୋଟସକୁ ଆମେ ଭୟ କରୁନୁ, କହିଲେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ, ୨।୮ : ଝାଡଖଣ୍ଡରେ ସରକାରଙ୍କୁ ଅସ୍ଥିର କରିବା ପାଇଁ ଅପରେଶନ ଲୋଟସ ଅଭିଯାନ ଚଳାଇଥିବା ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଭାଜପାକୁ ଟାର୍ଗେଟ...

ଦେଶରେ ବଡ ଉଦ୍ୟୋଗରେ ପରିଣତ ହୋଇଛି ଶିକ୍ଷା, ଶିକ୍ଷାର୍ଥୀ ଯାଉଛନ୍ତି ୟୁକ୍ରେନ୍‌, ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ, ୩୧।୫ : ଶିକ୍ଷା ଦେଶରେ ଏକ ବଡ ଉଦ୍ୟୋଗରେ ପରିଣତ ହୋଇଛି। ଏହି କାରଣରୁ, ଶିକ୍ଷା ବ୍ୟୟ ବହୁଳ ହେବାରେ ଲାଗିଛି। ଫଳରେ ଯେଉଁ...

ଚଳନ୍ତା ବସ୍‌ରୁ ଯୁବତୀଙ୍କୁ କାହିଁକି ଫୋପାଡିଲେ କଣ୍ଡକ୍ଟର

ନୂଆଦିଲ୍ଲୀ,୬।୭: କରୋନା ଭାଇରସ୍‌ ପ୍ରକୋପ ସାରା ଦେଶରେ ଜାରି ରହିଛି। ପ୍ରତିଦିନ ନୂଆ ନୂଆ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏଥିରେ କେତେକଙ୍କ ଜୀବନ ମଧ୍ୟ...

Advertisement
Archives

Model This Week