ଜାତୀୟ

ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ରାଜି ନୁହେଁ ରାହୁଲ

ନୂଆଦିଲ୍ଲୀ,୬।୭: କଂଗ୍ରେସ ଦଳରେ ଖୁବ୍‌ଶୀଘ୍ର ବଡ ଧରଣର ଅଦଳବଦଳ ହେବାକୁ ଯାଉଥିବା ସୂଚନା ମିଳିଛି। ଯେଉଁ ନେତାମାନେ ସଚିବ ଓ ପ୍ରଭାରୀଙ୍କ ମଧ୍ୟରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶକୁ ମହାସଚିବ କରିବାର ଯୋଜନା ରହିଛି। ଏଥିରେ କେତେଜଣ…

କରୋନା ରୋଗୀଙ୍କୁ ଚିକିତ୍ସା କରିବାକୁ ଏଠି ନାହାନ୍ତି ଡାକ୍ତର

ନୂଆଦିଲ୍ଲୀ,୬।୭: କରୋନା ଭାଇରସ ଏବେ ମହାମାରୀର ରୂପ ନେଇଥିବା ବେଳେ ଏହାଠାରୁ ଦୂରେଇ ରହିବାକୁ ସରକାରୀ ଓ ବେସରକାରୀ ସ୍ତରରେ ସମସ୍ତ ଚେଷ୍ଟା ଜାରି ରହିଛି। ଏହାପରେ ବି କରୋନା ତା’ର କାୟା ବିସ୍ତାର କରି ଚାଲିଛି। କରୋନା ରୋଗୀଙ୍କ ପାଇଁ…

ପ୍ରତିଦିନ ସ୍କୁଲକୁ ୨୪ କିଲୋମିଟର ସାଇକେଲରେ ଯାଆନ୍ତି ଏହି ଛାତ୍ରୀ: ହାଇସ୍କୁଲ ପରୀକ୍ଷାରେ ରଖିଛନ୍ତି ୯୮.୫ ପ୍ରତିଶତ ନମ୍ବର

ଭୋପାଳ,୬ା୭: କଥାରେ ଅଛି କଠିନ ପରିଶ୍ରମର ଫଳ ଦିନେ ଦିନେ ମିଳିଥାଏ। ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ମଧ୍ୟପ୍ରଦେଶର ଭିଣ୍ଡ୍‌ ଜିଲା ଅନ୍ତର୍ଗତ ଆଜନୋଲ୍‌ ଗାଁର ଦଶମ ଶ୍ରେଣୀ ଛାତ୍ରୀ ରୋଶ୍‌ନି ଭଦୌରିଆ। ହାଇସ୍କୁଲ ପରୀକ୍ଷାରେ ସେ ୯୮.୫ ପ୍ରତିଶତ…

ଗୋବର କିଣିବେ ସରକାର: ଚାଷୀ ହେବେ ମାଲାମାଲ୍‌

ରାୟପୁର, ୬।୭: ଛତିଶଗଡ଼ ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ସରକାର ଚାଷୀଙ୍କଠାରୁ କିଲୋ ପିଛା ଦେଢ଼ ଟଙ୍କାରେ ଗୋବର କିଣିବେ। ଏନେଇ ରାଜ୍ୟ କୃଷିମନ୍ତ୍ରୀ ରବିନ୍ଦ୍ର ଚୌବେ ସୂଚନା ଦେଇଛନ୍ତି। ଏସମ୍ପର୍କରେ…

କରୋନା ଲଢେଇରେ ଜିତିଲେ ୧୦୬ ବର୍ଷୀୟ ବୃଦ୍ଧ, ୪ ବର୍ଷ ବୟସରେ ଦେଖିଥିଲେ ସ୍ପାନିଶ୍‌ ଫ୍ଲୁ

ନୂଆଦିଲ୍ଲୀ,୬।୭: ନିକଟରେ ଦିଲ୍ଲୀରେ ଜଣେ ୧୦୬ ବର୍ଷୀୟ ବୃଦ୍ଧ କରୋନା ଲଢେଇରେ ଜିତିଛନ୍ତି। ୧୯୧୮ରେ ବ୍ୟାପିଥିବା ସ୍ପାନିଶ୍‌ ଫ୍ଲୁ ସମୟରେ ଉକ୍ତ ବୃଦ୍ଧ ଜଣଙ୍କୁ ମାତ୍ର ୪ ବର୍ଷ ହୋଇଥିଲା। ବୃଦ୍ଧଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ସ୍ପାନିଶ୍‌ ଫ୍ଲୁ ଦେଖିଥିବା…

ଭାରତ-ଚାଇନା ସଙ୍କଟ: ତିବ୍ବତ କାର୍ଡ ଖେଳିବେ କି ମୋଦି

ଧର୍ମଶାଳା,୬।୭: ଭାରତ ଚାଇନା ସଙ୍କଟ ମଧ୍ୟରେ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ସୋମବାର ୮୫ ବର୍ଷରେ ପାଦ ଦେଇଛନ୍ତି। ଦଲାଇ ଲାମାଙ୍କୁ ନେଇ ତିବ୍ବତ କାର୍ଡ ଖେଳିବାକୁ ଭାରତ ପକ୍ଷରୁ ଚିନ୍ତା କରାଯିବା ସପକ୍ଷରେ କେତେକ ବୁଦ୍ଧିଜୀବୀ ମତପୋଷଣ କରିଛନ୍ତି। ଏହା…

ଏସ୍‌ଏଫ୍‌ଜେର ୪୦ ଓ୍ବେବ୍‌ସାଇଟ ବ୍ଲକ୍‌

ନୂଆଦିଲ୍ଲୀ,୬ା୭: ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ବେଆଇନ ସଂଗଠନ ଶିଖ୍‌ ଫର ଜଷ୍ଟିସ୍‌ (ଏସ୍‌ଏଫ୍‌ଜେ)ର ୪୦ ଓ୍ବେବ୍‌ସାଇଟ୍‌କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବ୍ଲକ୍‌ କରିଦେଇଛି। ଆମେରିକାରେ ଥିବା ଏହି ସଂଗଠନ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ସପକ୍ଷବାଦୀ ଏବଂ ବିଚ୍ଛିନ୍ନତାବାଦୀ କାର୍ଯ୍ୟକୁ ସମର୍ଥନ…

ଆଇସିଏସ୍‌ଇ, ଆଇଏସ୍‌ସି ପାଠ୍ୟକ୍ରମ ହ୍ରାସ

ଲକ୍ଷ୍ନୌ,୬ା୭: କରୋନା ମହାମାରୀ ଯୋଗୁ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ଚଳିତ ଶିକ୍ଷାବର୍ଷ ପାଇଁ ଆଇସିଏସ୍‌ଇ ଏବଂ ଆଇଏସ୍‌ସି ପାଠ୍ୟକ୍ରମ ହ୍ରାସ କରାଯାଇଛି। ହ୍ରାସ ପାଇଥିବା ପାଠ୍ୟକ୍ରମ କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ (ସିଆଇଏସ୍‌ସିଇ) ଓ୍ବେବ୍‌ସାଇଟରେ ପ୍ରକାଶ ପାଇଛି।…

‘ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ମିଳିବ ଭାରତର ନାଗରିକତ୍ୱ’

ନୂଆଦିଲ୍ଲୀ,୬ା୭(ଆଇଏଏନ୍‌ଏସ୍‌): ରାଜଧାନୀ ଦିଲ୍ଲୀରେ ରହିଥିବା ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀମାନଙ୍କୁ ଦୀର୍ଘମିଆଦୀ ଭିଜା ଯୋଗାଇ ଦିଆଯିବା ସହ ସେମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ ସ୍ଥାୟୀ ଭାବେ ରହିବାର ସୁଯୋଗ ପ୍ରଦାନ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ପ୍ରତିଶ୍ରୁତି ଦେଇଛନ୍ତି। ଆଇନର…

ରୁଷିଆକୁ ଟପିଲା ଭାରତ

ନୂଆଦିଲ୍ଲୀ,୬ା୭(ପି.ଟି.): ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବେକାବୁ ହେଲାଣି। ଗୋଟିଏ ଦିନରେ ସର୍ବାଧିକ ୨୪,୮୫୦ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ୬୧୩ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ରବିବାର ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬.୯୦,୩୯୬ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୧୯,୨୬୮କୁ…

ପୋଲିସ ବର୍ବରତା ଥମୁନାହିଁ

ନୂଆଦିଲ୍ଲୀ/ଭୁବନେଶ୍ୱର(ବ୍ୟୁରୋ), ୬ା୭ : ଏକ ସଭ୍ୟ ସମାଜର ପରିଚୟ ହେଉଛି ଏହାର ପ୍ରଭାବୀ ବିଚାର ଓ ପୋଲିସ ବ୍ୟବସ୍ଥା। ଯେତେବେଳେ ଦେଶରେ ଜଙ୍ଗଲରାଜ ଚାଲିଛି ବୋଲି କୁହାଯିବ ସେତେବେଳେ ବୁଝିବାକୁ ପଡ଼ିବ ଯେ ପୋଲିସର ନିଷ୍କ୍ରିୟତା ଓ କଚେରୀର ଅପାରଗତା ରହିଛି।…

କେବେ ଆସିବ କରୋନା ଟିକା, ସରକାର ଦେଲେ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ,୫।୭:ମହାମାରୀ କରୋନା ଭୂତାଣୁକୁ ରୋକିବା ଲାଗି ପ୍ରସ୍ତୁତ କରାଯାଉଥିବା ଟିକାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମ୍‌ଆର୍‌) କରୋନା ଭାଇରସ୍‌ ଟିକା ପ୍ରସ୍ତୁତ କରିବା ଅଭିଯାନକୁ ଜୋର୍‌ଦାର କରି ଅଗଷ୍ଟ ୧୫ ତାରିଖରେ ଏହି ଟିକା ଲଞ୍ଚ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri