କରୋନାରେ ପ୍ରାଣ ହରାଇଲେ ୩୫ ବର୍ଷୀୟ ଯୁବ ଆଇଏଏସ୍ ଅଫିସର
ମୁମ୍ବାଇ, ୧୦।୧୦: ୨୦୧୫ ବ୍ୟାଚ୍ର ଯୁବ ଆଇଏଏସ୍ ଅଧିକାରୀ ସୁଧାକର ସିନ୍ଧେ କରୋନାରେ ପ୍ରାଣ ହରାଇଛନ୍ତି। କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ୩୫ ବର୍ଷୀୟ ସୁଧାକରଙ୍କୁ ପ୍ରଥମେ ନାନ୍ଦେଡରୁ ଔରଙ୍ଗାବାଦ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ମଧ୍ୟ ସ୍ବାସ୍ଥ୍ୟବସ୍ଥା ଆହୁରି ବିଗିଡ଼ିଯିବାରୁ…
ବାପାଙ୍କୁ ମୁଖାଗ୍ନି ଦେଲାବେଳେ ଚେତା ବୁଡ଼ିଗଲେ ଚିରାଗ ପାଶ୍ୱାନ
ପାଟନା, ୧୦।୧୦: ଦିଗଂବତ କେନ୍ଦ୍ରମନ୍ତ୍ରୀ ତଥା ବିହାରର ଲୋକ ଜନଶକ୍ତି ପାର୍ଟି (ଏଲ୍ଜେପି)ର ପ୍ରତିଷ୍ଠାତା ରାମବିଳାସ ପାଶ୍ୱାନଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶନିବାର ଶେଷ ହୋଇଛି। ସ୍ଥାନୀୟ ଜର୍ଦାନ ଘାଟରେ ଅନୁଷ୍ଠିତ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଅବସରରେ ରାମବିଳାସଙ୍କ…
ରାଜଧାନୀରେ ଛାତ୍ରଙ୍କୁ ପିଟି ପିଟି ହତ୍ୟା : ୫ ଗିରଫ
ନୂଆଦିଲ୍ଲୀ,୧୦।୧୦-ରାଜଧାନୀ ଦିଲ୍ଲୀ ଆଦର୍ଶନଗରରେ ଜଣେ ୧୮ ବର୍ଷୀୟ ଛାତ୍ରଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଯୁବତୀଙ୍କ ସହ ସମ୍ପର୍କ ରଖିବା ଯୋଗୁ ଏପରି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ମୃତକ ହେଲେ ପଶ୍ଚିମ ଦିଲ୍ଲୀର ଆଦର୍ଶ ନଗର ରାହୁଲ। ସେ ଦିଲ୍ଲୀ ୟୁନିଭରସିଟିର ସ୍କୁଲ…
୪୫ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ: ୩ ମୃତ
ଲକ୍ଷ୍ନୌ,୧୦।୧୦-ଦିଲ୍ଲୀରୁ କାନପୁର ୪୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଶନିବାର ଆଲିଗଡଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ…
କମଲନାଥଙ୍କୁ ଟାର୍ଗେଟ କଲେ ଶିବରାଜ
ଭୋପାଳ,୧୦ ।୧୦: ମଧ୍ୟପ୍ରଦେଶରେ ଆଗକୁ ବାକି ଅଛି ଉପ ନିର୍ବାଚନ । ହେଲେ ଏବେଠାରୁ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇ ଗଲାଣି । ଶନିବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୂର୍ବତନ…
ରାକେଶ ରୋଶନଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ସାର୍ପସୁଟର ଗିରଫ
ମୁମ୍ବାଇ,୧୦ ।୧୦: ବଲିଉଡ୍ ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଉପରେ ୨୦୦୦ମସିହାରେ ଆକ୍ରମଣ କରିବା ଘଟଣାରେ ଗିରଫ ହୋଇ ପାରୋଲରେ ଥିବା ଜଣେ ସାର୍ପ ସୁଟର ପାରୋଲ ଅବଧି ପୂରଣ ହେବା ପରେ ମଧ୍ୟ ଧରା ଛୁଆଁ ଦେଉ ନ ଥିଲେ ।…
ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଆଡଭାଇଜରୀ ଜାରି କଲା କେନ୍ଦ୍ର
ନୂଆଦିଲ୍ଲୀ, ୧୦।୧୦: ଉତ୍ତରପ୍ରଦେଶ ହାଥରସ୍ ମାମଲାକୁ ଦୃଷ୍ଟିରେ ରଖି ମହିଳାଙ୍କୁ ସୁରକ୍ଷା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ମର୍ମରେ କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କ ଲାଗି ଆଡଭାଇଜରୀ ଜାରି କରାଯାଇଛି। ମହିଳା ଉପରେ ବୃଦ୍ଧି…
ମୂଷା କାଟି ଦେଲେ ଜମିଜମା କାଗଜପତ୍ର: ପ୍ରଶାସନର ଅକଲ ଗୁଡୁମ୍
ଆଗ୍ରା, ୧୦।୧୦: ଆଗ୍ରା ନଗର ନିଗମ କାର୍ଯ୍ୟାଳୟର ଅବହେଳା ସମ୍ପର୍କରେ ଏକ ଖବର ପଦାକୁ ଆସିଛି। ଏଠାରେ ମୂଷାମାନେ ଲୋକଙ୍କ ଜମିଜମା କାଗଜ ପତ୍ରର ରେକର୍ଡ କାଟିକୁଟି ନଷ୍ଟ କରିଦେଇଛନ୍ତି। ଏଠାରେ ୧୯୮୭ରୁ ୧୯୯୨ ପର୍ଯ୍ୟନ୍ତ ଜମିଜମା ରେକର୍ଡ ରହିଥିଲା। ଏହି…
ହାଥରସ ମାମଲା: ଅଭିଯୁକ୍ତ ପରିବାର ସଦସ୍ୟଙ୍କୁ ଭେଟିଲେ ନିର୍ଭୟା ମାମଲାର ଓକିଲ ଏପି ସିଂ
ହାଥରସ,୧୦ ।୧୦: ଉତ୍ତର ପ୍ରଦେଶ ହାଥରସ ଜିଲା ଚମ୍ପଦା କୋତବାଲି ଅଞ୍ଚରେ ହୋଇଥିବା ଗଣ ବଳାତ୍କାର ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମନାକୁ ଆସୁଛି । ପୋଲିସ ପୀଡ଼ିତାଙ୍କ ଘରେ ସିସିଟିଭି ଲାଗାଇଥିଲା । ପୀଡ଼ିତାଙ୍କ ଘରେ ସିସିଟିଭି ଓ…
ବିହାର ନିର୍ବାଚନ: ମୋଦିଙ୍କ ରାଲି ଉପରେ ଜେଡିୟୁର ନଜର
ନୂଆଦିଲ୍ଲୀ,୧୦ ।୧୦: ପାଖେଇ ଆସିଲାଣି ବିହାର ବିଧାନସଭା ନିର୍ବାଚନ ତାରିଖ । ଏହାକୁ ନେଇ ସବୁ ରାଜନୈତିକ ଦଳ ମଧ୍ୟ ତତ୍ପର । ଏଥର ଭାରତୀୟ ଜନତା ପାର୍ଟି(ଭାଜପା) ସହ ମିଶି ନିର୍ବାଚନ ଲଢୁଥିବା ଜନତା ଦଳ ୟୁନାଇଟେଡ(ଜେଡିୟୁ) ବିଜୟ ଲକ୍ଷ୍ୟକୁ…
କନ୍ନଡ ଫିଲ୍ମ ନିର୍ଦ୍ଦେଶକ ବିଜୟ ରେଡ୍ଡିଙ୍କ ପରଲୋକ
ବେଙ୍ଗାଲୁରୁ,୧୦ ।୧୦: କନ୍ନଡ ଫିଲ୍ମର ଜଣାଶୁଣା ନିର୍ଦ୍ଦେଶକ ବିଜୟ ରେଡ୍ଡିଙ୍କର ଶୁକ୍ରବାର ରାତିରେ ୮୪ ବର୍ଷ ବୟରେ ପରଲୋକ ହୋଇଛି । ତାଙ୍କ ପୁଅ ତ୍ରିପନ ରେଡ୍ଡି ଏହି ସୂଚନା ଦେଇଛନ୍ତି । ପ୍ରଥମେ ୧୯୭୦ରେ ସେ କନ୍ନଡ ଫିଲ୍ମ ‘ରଙ୍ଗମହଲ…
ଲଞ୍ଚ୍ପ୍ୟାଡ୍ରେ ୩୦୦ ଆତଙ୍କବାଦୀ: ଭାରତରେ ଅନୁପ୍ରବେଶ ଲାଗି ବସିଛନ୍ତି ସୁଯୋଗ ଉଣ୍ଡି
ଶ୍ରୀନଗର, ୧୦।୧୦: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ସୃଷ୍ଟି ହେବାରେ ଲାଗିଛି। ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ଜାଣିଶୁଣି ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ଚିନରା କର୍ପସ୍ର ଜେନେରାଲ କମାଣ୍ଡିଂ ଅଫିସର ଲ୍ୟୁଟନାଟ୍ ଜେନେରାଲ ବି.ଏସ୍.…
Archives


