ଫେକ୍ ଟିଆର୍ପି ସ୍କାମ୍ର ପର୍ଦ୍ଦାଫାଶ: ୪ ଗିରଫ, ସ୍କାନରରେ ରିପବ୍ଲିକ୍ ଟିଭି
ମୁମ୍ବାଇ, ୮ା୧୦-ମୁମ୍ବାଇ ପୋଲିସ ଗୁରୁବାର ଏକ ବଡ଼ଧରଣର ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଉକ୍ତ ର଼୍ୟାକେଟ ଜାଲିଆତି କରି ରିପବ୍ଲିକ୍ ଟିଭି ସମେତ ଆଉ କେତେକ ଟିଭି ଚ୍ୟାନେଲର ଟେଲିଭିଜନ ରେଟିଂସ୍ ପଏଣ୍ଟସ୍ (ଟିଆର୍ପି) ବଢ଼ାଇଥିବା ପୋଲିସ ଦାବି କରିଛି। ଏହି ମାମଲାରେ…
ସାମ୍ନାକୁ ଆସିଲା ହାଥରସ୍ ଘଟଣାସ୍ଥଳର ଭିଡିଓ
ଲକ୍ଷ୍ନୌ, ୮।୧୦- ଉତ୍ତରପ୍ରଦେଶ ହାଥରସ୍ ଗଣବଳାତ୍କାର ମାମଲାର ତଦନ୍ତ ଚାଲିଥିବାବେଳେ ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଘଟଣାର ପରବର୍ତ୍ତୀ ସ୍ଥିତି ରେକର୍ଡ କରାଯାଇଛି। ଏହି ଭିଡିଓଟି ସେପ୍ଟେମ୍ବର ୧୪ର ବୋଲି ପୋଲିସ କହିଛି। ଏହି ହୃଦୟଥରା ଘଟଣା ପରେ…
ଅଳ୍ପକେ ବର୍ତ୍ତିଗଲେ ୪୦ ଆଇଟିବିପି ଯବାନ
ମସୌରୀ, ୮।୧୦: ଉତ୍ତରାଖଣ୍ଡ ମସୌରୀରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ଇଣ୍ଡୋ-ତୀବ୍ଦତୀୟ ବର୍ଡର ପୋଲିସ (ଆଇଟିବିପି)ର ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ଅଳ୍ପକେ ଏକ ଖାଇକୁ ଖସି ପଡ଼ିବାରୁ ବର୍ତ୍ତିଯାଇଛି। ମସୌରୀର କ୍ୟାମ୍ପଟି ରୋଡ୍ ଜେଡବ୍ଲ୍ୟୁ ମେରିୟଟ୍ ହୋଟେଲ…
ସାହିତ୍ୟ ପାଇଁ ଲୁଇସଙ୍କୁ ନୋବେଲ
ଷ୍ଟକହୋମ,୮।୧୦-ଚଳିତ ବର୍ଷ ଆମେରିକାର କବୟତ୍ରୀ ଲୁଇସ ଗ୍ଲୁକ ନୋବେଲ ପୁରସ୍କାର ପାଇବେ। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ନୋବେଲ ପ୍ରଦାନ କରାଯିବ। ଏ ନେଇ ଗୁରୁବାର ନୋବେଲ ପୁରସ୍କାର କମିଟି ପକ୍ଷରୁ ଲୁଇସଙ୍କ ନାମ ଘୋଷଣା କରାଯାଇଛି। ସୁଲଳିତ…
ତବଲିଘ୍ ଜମାତ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ଛାଟ: ବାକ୍ ସ୍ବାଧୀନତାର ହୋଇଛି ଦୂରୁପଯୋଗ
ନୂଆଦିଲ୍ଲୀ,୮।୧୦: କରୋନା ମହାମାରୀ ସଙ୍କଟ ସମୟରେ ଦିଲ୍ଲୀରେ ହୋଇଥିବା ତବଲିଘ୍ ଜମାତ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ତାଗିଦ୍ କରିଛନ୍ତି। ଏହି ପ୍ରସଙ୍ଗରେ ବାକ୍ ସ୍ବାଧୀନତାର ବ୍ୟାପକ ଦୂରୁପଯୋଗ କରାଯାଇଥିବା କୋର୍ଟ କହିଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଜୁନିଅର ଅଫିସରଙ୍କ…
ମମତା ସରକାରଙ୍କୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲା ଭାଜପା
କୋଲକାତା,୮ ।୧୦: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି(ଭାଜପା)କର୍ମୀଙ୍କୁ ହତ୍ୟା ଘଟଣାରେ ଗୁରୁବାର ଦଳ ରାଜରାସ୍ତାକୁ ଓହ୍ଲାଇଛି । ରାଜଧାନୀ କୋଲକାତାର ସ୍ଥାନେ ସ୍ଥାନେ ବିରୋଧ ପ୍ରଦର୍ଶନ କରାଯାଉଛି । ଏଥିପାଇଁ ହାୱଡା ବ୍ରିଜକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି ।…
ମୋଦିଙ୍କ ଶାସନରେ ୧୨ ହଜାର କୋଟିର ଲୁହାପଥର ରପ୍ତାନୀ ଦୁର୍ନୀତି: କଂଗ୍ରେସ
ନୂଆଦିଲ୍ଲୀ,୮।୧୦: ଲୁହାପଥର ରପ୍ତାନୀ ଦୁର୍ନୀତି ନେଇ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍ କରାଯାଇଛି। କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ପଓ୍ବନ ଖେରା ଏନେଇ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ମୋଦିଙ୍କ ଶାସନରେ ୧୨ ହଜାର କୋଟି ଟଙ୍କାର…
ବୋବ୍ଡେଙ୍କୁ ୫୧୦ ଆଇନ ଛାତ୍ରୀଛାତ୍ରଙ୍କ ଚିଠି: ଦୋଷୀ ଅଧିକାରୀଙ୍କ ବିରୋଧରେ ହେଉ ଦୃଢ଼ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୮।୧୦: ଉତ୍ତରପ୍ରଦେଶ ହାଥରସ୍ ମାମଲାରେ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଏସ୍.ଏ. ବୋବ୍ଡେଙ୍କୁ ୫୧୦ଜଣ ଆଇନ ଛାତ୍ରୀଛାତ୍ର ଚିଠି ଲେଖିଛନ୍ତି। ଏହି ମାମଲାରେ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ଅନୁରୋଧ କରାଯାଇଛି। ମାମଲାରେ ସୁପ୍ରିମ୍କୋର୍ଟ ହସ୍ତକ୍ଷେପ କରିବା…
ପୁଣି ଧନୀ ତାଲିକାରେ ବାଜି ମାରିଲେ ମୁକେଶ
ନୂଆଦିଲ୍ଲୀ,୮ ।୧୦: ଫୋର୍ବସ୍ ମାଗାଜିନ ଚଳିତ ବର୍ଷର ଟପ୍ ୧୦ ଧନି ବ୍ୟକ୍ତିଙ୍କ ତାଲିକା ଜାରି କରିଛି । ଏଥର କିଛି ନୂଆ ଧନି ବ୍ୟକ୍ତି ଏହି ତାଲିକାରେ ସାମିଲ ହୋଇଛନ୍ତି । ତେବେ ପୂର୍ବ ବର୍ଷ ଅପେକ୍ଷା ଏମାନଙ୍କର ଧନର…
ଉପନିର୍ବାଚନ ପୂର୍ବରୁ ୨୭୧ ଇଭିଏମ୍ ମେସିନ୍ ଥିବା ଷ୍ଟ୍ରଙ୍ଗ୍ରୁମ୍ରେ ଲାଗିଲା ନିଆଁ: ଷଡ଼ଯନ୍ତ୍ର ଅଭିଯୋଗ ଆଣିଲା କଂଗ୍ରେସ
ଭୋପାଳ,୮।୧୦: ଆଗକୁ ମଧ୍ୟପ୍ରଦେଶର ୨୮ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ। ଏନେଇ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଛି। ଏପରିସ୍ଥଳେ ଖରଗୋନ୍ରେ ଇଭିଏମ୍ ମେସିନ୍ ଥିବା ଷ୍ଟ୍ରଙ୍ଗ୍ରୁମ୍ରେ ନିଆଁ ଲାଗିଯାଇଥିବାରୁ ପ୍ରଶାସନର ଅକଲ ଗୁଡୁମ୍ ହୋଇଯାଇଛି। ଷ୍ଟ୍ରଙ୍ଗ୍ରୁମ୍ରେ ୨୭୧ ଇଭିଏମ୍ ମେସିନ୍ ଥିଲା।…
କରୋନା ବିରୋଧରେ ମୋଦିଙ୍କ ଜନ ଆନ୍ଦୋଳନ: ଲଢ଼େଇ ପାଇଁ ହେବା ଏକଜୁଟ
ନୂଆଦିଲ୍ଲୀ, ୮।୧୦: କରୋନା ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁୁରୁବାର ଜନ ଆନ୍ଦୋଳନ ଆରମ୍ଭ କରିଛନ୍ତି। ମୋଦି ଟୁଇଟ୍ କରି ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, କରୋନା ଲଢ଼େଇରେ ଏକଜୁଟ ହେବାର ଆବଶ୍ୟକତା ରହିଛି। ଆଗକୁ ଆସୁଥିବା ପାର୍ବଣ ଋତୁ, ଶୀତଦିନ…
ବାଲାକୋଟ ବାୟୁବୀରଙ୍କୁ କରାଗଲା ସମ୍ମାନୀତ
ନୂଆଦିଲ୍ଲୀ,୮ ।୧୦: ବାୟୁସେନା ଦିବସ ଅବସରରେ ଗୁରୁବାର ଗାଜିଆବାଦର ହିଣ୍ଡନ ଏୟାର ବେସ୍ରେ ଅନୁଷ୍ଠିତ ହୋଇଛି ବିଶେଷ କାର୍ଯ୍ୟକ୍ରମ । ଏହି ଅବସରରେ କେତେଜଣ ବାୟୁବୀରଙ୍କୁ ସମ୍ମାନୀତ କରାଯାଇଛି । ଦେଶସେବାରେ ନିଜକୁ ନିୟୋଜିତ କରିଥିବା ଏହି ବାୟୁସେନା ବୀରଙ୍କୁ ବାୟୁସେନା…
Archives


