୬୫ ବର୍ଷୀୟା ବୃଦ୍ଧା ୧୪ ମାସ ଭିତରେ ଜନ୍ମ ଦେଇଛନ୍ତି ୮ ସନ୍ତାନ!
ପାଟନା,୨୨ା୮: ବିହାରରେ ବିଭିନ୍ନ ବିଭାଗରେ ଅନିୟମିତତା ହେଉଥିବା ଖବର ଅନେକ ସମୟରେ ଜାଣିବାକୁ ମିଳିଥାଏ। ଏବେ ଏଠାରେ ଆଉ ଏକ ସରକାରୀ ଯୋଜନାରେ ଘୋଟାଲା ହୋଇଥିବା ଜଣାପଡ଼ିଛି। ଆଶ୍ଚର୍ଯ୍ୟର କଥା, ଲୋକମାନେ ଏହି ଦୁର୍ନୀତିରେ ପ୍ରକୃତିର ନିୟମ ମଧ୍ୟ ଭୁଲି ଯାଇଛନ୍ତି।…
୨ ସନ୍ତାନ ଥିବା ବିବାହିତା ମହିଳାଙ୍କୁ ବିବାହ କରିବା ପ୍ରତିଶ୍ରୁତି ଦେଇ ୧୯ ବର୍ଷ ବୟସ୍କ ଯୁବକ କଲେ ଏପରି…
ଲକ୍ଷ୍ନୌ, ୨୨।୮: ଜଣେ ବିବାହିତା ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶେଷରେ ହତ୍ୟା କରାଯାଇଛି। ଉତ୍ତରପ୍ରଦେଶ ଅଲୀଗଡ଼ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବଦାୟୁଁରେ ବାସ କରୁଥିବା ଜଣେ ୩୪ ବର୍ଷ ବୟସ୍କା ମହିଳାଙ୍କ ସହିତ ୧୯ ବର୍ଷ ବୟସ୍କ ଯୁବକଙ୍କର…
ବାରମୂଳାରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର: ଜଣେ ଆତଙ୍କବାଦୀ ନିପାତ
ଶ୍ରୀନଗର,୨୨।୮: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଜାରି ରହିଛି। ଶନିବାର ବାରମୂଳାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍କାଉଣ୍ଟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବାରମୂଳା ସଲୁସାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ…
କ୍ଷୀରରେ ମିଶାଉଥିଲେ ମଇଁଷିକୁଣ୍ଡ ପାଣି: ଷ୍ଟିଙ୍ଗ୍ ଅପରେଶନ୍ରେ ପର୍ଦ୍ଦାଫାଶ୍
ହାଇଦ୍ରାବାଦ୍, ୨୨।୮: କ୍ଷୀରରେ ପାଣି ଏବଂ ଅନ୍ୟ ପଦାର୍ଥ ମିଶାଇବା କାର୍ଯ୍ୟ ତେଲଙ୍ଗାନାରେ ଜାରି ରହିଛି। ଏଭଳି ଅସାଧୁ ବ୍ୟବସାୟୀଙ୍କ ଯୋଗୁ ଲୋକେ ହଇରାଣ ହରକତ ହେଉଛନ୍ତି। ସମ୍ପ୍ରତି ସୋସିଆଲ୍ ମିଡ଼ିଆରେ ହାଇଦ୍ରାବାଦ୍ର ଜଣେ ବ୍ୟବସାୟୀ ମଇଁଷିକୁଣ୍ଡ ପାଣି କ୍ଷୀରରେ ମିଶାଉଥିବାର…
ଲାଲବାଗ ରାଜାରେ ‘ଆରୋଗ୍ୟ ଉତ୍ସବ’ ରୂପେ ପାଳନ ହେଲା ଗଣେଶ ଉତ୍ସବ
ମୁମ୍ବାଇ,୨୨।୮: ସାରା ଦେଶରେ ଶନିବାର ଉତ୍ସବର ମାହୋଲ ଦେଖାଦେଇଛି। ଚଳିତ ଥର କରୋନା କାଳ ଯୋଗୁ ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା ଉପରେ କଟକଣା ଲଗାଯାଇଥିବା ବେଳେ ନିଜ ନିଜ ଘରେ ସମସ୍ତେ ପୂଜାର୍ଚ୍ଚନା କରିଛନ୍ତି। ପ୍ରତିବର୍ଷ ମାୟାନଗରୀ ମୁମ୍ବାଇରେ ବେଶ୍…
କରୋନା ଯୋଗୁ ଅତି ଗରିବ ହେବେ ୧୦ କୋଟିରୁ ଊର୍ଦ୍ଧ୍ୱ ଲୋକ !
ନୂଆଦିଲ୍ଲୀ,୨୨।୮: କରୋନା ମହାମାରୀ ଯୋଗୁ ସାରା ବିଶ୍ୱର ଅର୍ଥବ୍ୟବସ୍ଥା ବିଗିଡି ଯାଇଛି। ବିଶେଷ କରି ଗରିବ ଦେଶ ଗୁଡିକର ଅବସ୍ଥା ଅତ୍ୟଧିକ ଖରାପ ହୋଇ ଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଡାଭିସ ମାଲପାସ କହିଛନ୍ତି କରୋନା ଭାଇରସ…
ପୁଅର ଆତ୍ମା ନେବାକୁ ହାତରେ ଖଣ୍ଡାଧରି ହସ୍ପିଟାଲରେ ପହଞ୍ଚିଲେ ବାପା
ଯୋଧପୁର, ୨୨।୮: ଆଧୁନିକ ଯୁଗରେ ବେଳେବେଳେ ତନ୍ତ୍ରମନ୍ତ୍ର ଜାଲରେ କେତେକ ନିରୀହ ଲୋକ ପଡୁଥିବାର ଘଟଣା ନଜରକୁ ଆସିଥାଏ। ରାଜସ୍ଥାନର ଯୋଧପୁରରେ ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ ମଥୁରାଦାସ ମାଥୁର ହସ୍ପିଟାଲରେ ଦୁଇଜଣ ବ୍ୟକ୍ତି ସନ୍ଦିଗ୍ଧ ଅବସ୍ଥାରେ ହାତରେ ଖଣ୍ଡା…
ସୁଶାନ୍ତ ମାମଲା: ପୋଷ୍ଟମାର୍ଟମ ରିପୋର୍ଟକୁ ନେଇ ସନ୍ଦେହ ପ୍ରକାଶ କଲା ସିବିଆଇ
ମୁମ୍ବାଇ,୨୨।୮: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘଟଣାରେ ସିବିଆଇ ଜୋରସୋରରେ ତଦନ୍ତ ଚଳାଇଛି। ଶୁକ୍ରବାର ସୁଶାନ୍ତଙ୍କ ରୋଷେୟାଙ୍କୁ ସିବିଆଇ ୫ଘଣ୍ଟା ଧରି ଜେରା କରିଥିଲା। ତେବେ ଶନିବାର ସୁଶାନ୍ତଙ୍କ ପୋଷ୍ଟମାର୍ଟମ କରିଥିବା ଡାକ୍ତର ଓ ଏକ୍ସପର୍ଟ ଟିମ୍ଙ୍କୁ ସିବିଆଇ ପଚରାଉଚରା…
ଧରା ପଡ଼ିବା ଭୟ: ଜଳାଇଲେ ୫୦ କୋଟି ଟଙ୍କାର ନକଲି ଏନ୍ସିଇଆର୍ଟି ପୁସ୍ତକ
ମିରଟ, ୨୨।୮: ଉତ୍ତରପ୍ରଦେଶରେ ଅପରାଧୀ ଆଇନ ଶୃଙ୍ଖଳାକୁ ଆଉ ଭୟ କରୁ ନାହାଁନ୍ତି। ଅପରାଧ ଘଟାଇ ପ୍ରମାଣ ଲୁଚାଇବା ଏକ ନିତିଦିନିଆ ଘଟଣାରେ ପରିଣତ ହେବାରେ ଲାଗିଛି। ସ୍ଥାନୀୟ ପରତାପୁର ଅଞ୍ଚଳର ଏକ ଗୋଦାମରେ ୫୦ କୋଟି ଟଙ୍କାର ନକଲି ଏନ୍ସିଇଆର୍ଟି…
ପାକିସ୍ତାନକୁ ବିଏସ୍ଏଫ୍ର କଡ଼ା ଜବାବ: ୫ ଅନୁପ୍ରବେଶକାରୀଙ୍କ ମୁଣ୍ଡ ଗଡ଼ିଲା
ଚଣ୍ଡିଗଡ଼, ୨୨।୮: ପଞ୍ଜାବର ଭାରତ ପାକିସ୍ତାନ ସୀମାରେ ବିଏସ୍ଏଫ୍କୁ ଏକ ବଡ଼ ସଫଳତା ମିଳିଛି। ବିଏସ୍ଏଫ୍ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ସୀମାବର୍ତ୍ତୀ ତାରନ ତରାନ ଜିଲାରେ ଭାରତ ମଧ୍ୟକୁ ଭୋର୍ ୪ଟା ୪୫ରେ ଅନୁପ୍ରବେଶ କରୁଥିବା ୫ ଅଜଣା ପାକିସ୍ତାନୀଙ୍କ…
ଚାଇନାକୁ ପୁଣି ବଡ଼ ଝଟ୍କା ଦେଲା ଭାରତୀୟ ରେଲଓ୍ବେ
ନୂଆଦିଲ୍ଲୀ, ୨୨।୮: ଚାଇନାକୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗିବାରେ ଲାଗିଛି। ଏବେ ଭାରତୀୟ ରେଲଓ୍ବେ ପୁଣି ଏକ ବଡ଼ ଝଟ୍କା ଚାଇନାକୁ ଦେଇଛି। ଭାରତୀୟ ରେଲଓ୍ବେ ପକ୍ଷରୁ ୪୪ଟି ସେମି ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ ନିର୍ମାଣ ଠିକାକୁ ରଦ୍ଦ…
୧୩୯ ଜଣଙ୍କ ନାଁରେ ବଳାତ୍କାର ଅଭିଯୋଗ ଆଣିଲେ ଜଣେ ମହିଳା
ହାଇଦ୍ରାବାଦ,୨୨।୮: ଗତ କିଛି ବର୍ଷ ହେବ ଜଣେ ମହିଳାଙ୍କୁ ୧୩୯ ଜଣ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ପୋଲିସ ଏହି ଅଭିଯୋଗ ପାଇ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି। ମହିଳାଙ୍କ ସୂଚନା ଅନୁଯାୟୀ, ତାଙ୍କ ବିବାହର ମାତ୍ର…
Archives


