ଜାତୀୟ

ଦୃଶ୍ୟମର ନିର୍ଦ୍ଦେଶକଙ୍କ ନିଧନ ମିଥ୍ୟା: ମିଲାପ ଜାଭେରି

ହାଇଦ୍ରାବାଦ,୧୭।୮: ଚଳିତ ବର୍ଷ ବଲିଉଡ୍‌ ପାଇଁ ଏକ କଳା ବର୍ଷ ରୂପେ ପରିଲକ୍ଷିତ ହେବାରେ ଲାଗିଛି। ଗତ କିଛି ମାସ ହେଲା ବଲିଉଡ୍‌ର କେତେକ ଜଣାଶୁଣା ସେଲିବ୍ରିଟିଙ୍କ ସମେତ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ପରଲୋକ ଘଟିଛି। ଇତିମଧ୍ୟରେ ସୋମବାର ବଲିଉଡ୍‌ ଅଭିନେତା…

ଆରଜେଡିରେ ସାମିଲ ହେଲେ ଶ୍ୟାମ ରଜକ

ପାଟନା,୧୭।୮: ବିହାରରେ ନିର୍ବାଚନ ପୂର୍ବରୁ ରାଜନୈତିକ ସରଗରମ ଆରମ୍ଭ ହୋଇଗଲାଣି। ନୀତୀଶ ସରକାରରେ ମନ୍ତ୍ରୀ ଥିବା ଶ୍ୟାମ ରଜକ ସୋମବାର ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ରେ ସାମିଲ ହୋଇଛନ୍ତି। ଆରଜେଡି ନେତା ତେଜସ୍ବୀ ଯାଦବ ତାଙ୍କୁ ଦଳର ସଦସ୍ୟତା ଗ୍ରହଣ କରାଇଛନ୍ତି। ୧୧ବର୍ଷ…

ଧାର୍ଯ୍ୟ ସମୟରେ ହେବ ଏନ୍‌ଇଇଟି-ଜେଇଇ ପରୀକ୍ଷା: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୧୭।୮: ଧାର୍ଯ୍ୟ ସମୟରେ ଏନ୍‌ଇଇଟି ଏବଂ ଜେଇଇ ପରୀକ୍ଷା କରାଯିବ ବୋଲି ସୋମବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଏହା ସହିତ ପରୀକ୍ଷା ସ୍ଥଗିତ କରାଯିବାକୁ କରାଯାଇଥିବା ପିଟିଶନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଏବେ ଜେଇଇ ମେନ୍‌…

ସଂସଦ ଭବନରେ ନିଆଁ

ନୂଆଦିଲ୍ଲୀ, ୧୭।୮: ଦିଲ୍ଲୀରେ ଥିବା ସଂସଦ ଭବନରେ ସୋମବାର ସକାଳ ୭ଟା ୩୦ରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସଂସଦ ଭବନର ଆନେକ୍ସ୍‌ ବିଲ୍ଡିଂର ୬ ମହଲାରେ ଏଭଳି ଘଟିଛି। ଶର୍ଟ…

ସୁସ୍ଥ ହେଉଥିବା କରୋନା ରୋଗୀଙ୍କ ନିକଟରେ ହୃଦ୍‌ସମସ୍ୟା ସହ ନିଶ୍ୱାସ ନେବାକୁ ହେଉଛି କଷ୍ଟ

ନୂଆଦିଲ୍ଲୀ,୧୭।୮: କରୋନା ମହାମାରୀ ଏବେ ଦେଶର ସବୁ ପ୍ରାନ୍ତକୁ ମାଡି ଯାଇଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬ ଲକ୍ଷ ଅତିକ୍ରମ କରିଥିବା ବେଳେ ଅନ୍ୟ ଦେଶମାନଙ୍କ ଅପେକ୍ଷା ଭାରତରେ ସୁସ୍ଥତା ହାର ଅଧିକ ରହିଛି ବୋଲି କୁହାଯାଉଛି। ହେଲେ ଯେଉଁ…

ବର କରୋନା ପଜିଟିଭ୍‌: କ୍ୱାରାଣ୍ଟାଇନରେ‌ ୫ଶହରୁ ଅଧିକ ଲୋକ

ବିଶାଖାପଟ୍ଟନମ୍‌, ୧୭।୮: ବରଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ବିବାହରେ ଯୋଗଦେଇଥିବା ୫ ଶହରୁ ଅଧିକ ଲୋକଙ୍କୁ ଏବେ କ୍ୱାରାଣ୍ଟାଇନ୍‌ କରାଯିବ। ଏଭଳି ଅଭାବନୀୟ ଘଟଣା ବିଶାଖାପଟ୍ଟନମ୍‌ରେ ଘଟିଛି। ସ୍ଥାନୀୟ କୋଟଓ୍ବରଟଲା ମଣ୍ଡଳର କୋଡ଼ଓ୍ବଡ଼ିପୁଡ଼ି ଗାଁର ଚର୍ଚ୍ଚରେ ଏକ…

ସୁଧୁରୁନି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା: ଆର୍ମି ହସ୍ପିଟାଲ

ନୂଆଦିଲ୍ଲୀ,୧୭।୮: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ସୋମବାର ସକାଳୁ ପୁଣିଥରେ ବିଗିଡି ଯାଇଥିବା ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଶରୀରର ମୁଖ୍ୟଅଙ୍ଗ ଗୁଡିକ ପୂର୍ବଭଳି ସ୍ଥିର ଥିବା ବେଳେ ଏବେବି ସେ ଭେଣ୍ଟିଲେଟରରେ…

ଚାଉଳ ଦୋକାନୀଙ୍କ ଦାନ୍ତ ଭାଙ୍ଗି ଦେଲେ ଉପମୁଖ୍ୟମନ୍ତ୍ରୀଙ୍କ ଭଉଣୀ, ଆଉ ତା’ପରେ

ପାଟନା,୧୭।୮: ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଭଉଣୀ ଜଣେ ଚାଉଳ ଦୋକାନୀଙ୍କୁ ମାରି ଦାନ୍ତ ଭାଙ୍ଗି ଦେଇଥିବା ସୂଚନା ମିଳିଛି। ମାମଲା ଏତେ ବଢିଯାଇଥିଲା ଯେ ପୋଲିସ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲା। ସୂଚନାଯୋଗ୍ୟ, ରେଖା ପାଟନାରେ ଜଣେ ଚାଉଳ ଦୋକାନୀଙ୍କ…

୫୦ ବର୍ଷ ଧରି ପାକିସ୍ତାନ ଜେଲରେ: ରେଡ଼ିଓରେ ଦେଇଥିଲେ ଜୀବିତ ଥିବା ସୂଚନା

ନୂଆଦିଲ୍ଲୀ, ୧୭।୮: ପାକିସ୍ତାନ ଜେଲରେ ଗତ ୫୦ ବର୍ଷ ଧରି ଭାରତୀୟ ଯବାନ ମଙ୍ଗଳ ସିଂ ବନ୍ଦୀ ଜୀବତ ବିତାଉଛନ୍ତି। ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ ସେ ବନ୍ଦୀ ହୋଇଥିଲେ। ତାଙ୍କର ମୃତ୍ୟୁ ଘଟିଛି ବୋଲି ପ୍ରଥମେ ସୂଚନା ଦିଆଯାଇଥିଲା। ତେବେ…

ଚାଇନାକୁ ପୁଣି ଝଟ୍‌କା: ୪୦ ହଜାର କୋଟିର ସାମଗ୍ରୀ ବର୍ଜନ କରିବେ ଭାରତବାସୀ

ନୂଆଦିଲ୍ଲୀ, ୧୭।୮: ଗଲଓ୍ବାନ ଘାଟିର ସଂଘର୍ଷ ଯୋଗୁ ଗୋଟିଏ ପରେ ଗୋଟିଏ ବିପଦ ଚାଇନା ଉପରେ ମାଡ଼ି ଆସୁଛି। ଆଗକୁ ଗଣେଶ ପୂଜା। ତେବେ ଭାରତରେ ବ୍ୟବସାୟୀମାନେ ଏକଜୁଟ ହୋଇ ୪୦ ହଜାର କୋଟି ଟଙ୍କାର ଚାଇନା ସାମଗ୍ରୀ ବର୍ଜନ କରିବା…

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନ ଶହୀଦ

ଜମ୍ମୁ,୧୭।୮: ଜମ୍ମୁ-କଶ୍ମୀରର ବାରମୂଳାରେ ଆତଙ୍କବାଦୀମାନେ ପୁଣିଥରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି। ବାରମୂଳାର କ୍ରେରି ଅଞ୍ଚଳରେ ସିଆର୍‌ପିଏଫ୍‌ ଓ ପୋଲିସର ନାକା ପାର୍ଟି ଉପରେ ଆତଙ୍କବାଦୀମାନେ ଗୁଳି ବର୍ଷଣ କରିଛନ୍ତି। ଏଥିରେ ଜମ୍ମୁ-କଶ୍ମୀର ପୋଲିସର ଜଣେ ଏସ୍‌ପିଓ ଓ ସିଆର୍‌ପିଏଫ୍‌ର ୨ ଯବାନ…

ମୁଖ୍ୟମନ୍ତ୍ରୀ ତଡ଼ିବେ ମାଙ୍କଡ଼: ୫ ବର୍ଷରେ ଖର୍ଚ୍ଚ ହେବ ୫ କୋଟି

ନୂଆଦିଲ୍ଲୀ, ୧୭।୮: ରାଜଧାନୀ ଦିଲ୍ଲୀରେ ମାଙ୍କଡ଼ ଉପଦ୍ରବ ବଢ଼ିବାରେ ଲାଗିଛି। ମାଙ୍କଡ଼କୁ ତଡ଼ିବା ଲାଗି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପରିବେଶ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ମାଙ୍କଡ଼ ତଡ଼ିବା ଲାଗି ୫ ବର୍ଷରେ ୫ କୋଟି ଟଙ୍କାର ବ୍ୟୟ ବରାଦକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri