ଜାତୀୟ

ଥରିଲା ଆଣ୍ଡାମାନ

ପୋର୍ଟବ୍ଲେୟାର୍‌,୬।୧୨: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଡିଜିଲିପୁରରୁ ୫୫ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ଭୂକମ୍ପ ସୃଷ୍ଟି ହୋଇଛି। ରିଚ୍ଟର ସ୍କେଲରେ ହୋଇଥିବା ଭୂକମ୍ପର ମାତ୍ରା…

ଆନ୍ଧ୍ର ପ୍ରଦେଶର ଏଲୁରୁରେ ଅଜଣା ରୋଗ: ମେଡିକାଲରେ ୨୦୦ ଭର୍ତ୍ତି

ଏଲୁରୁ,୬।୧୨: ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରି ଜିଲା ଇଲୁରୁ ଟାଉନର ଏକ ଭିନ୍ନ ଅଞ୍ଚଳର ବାସୀନ୍ଦାଙ୍କଠାରେ ଏକ ଅଜଣା ରୋଗର ଲକ୍ଷଣ ଦେଖାଯାଉଛି। ଏହା ଉପରେ ନଜର ରଖିଛନ୍ତି ସ୍ବାସ୍ଥ୍ୟ ଓ ମେଡିକାଲ ବିଶେଷଜ୍ଞମାନେ। ମିଳିଥିବା ସୂଚନା ମୁତାବକ, ଅଜଣା ରୋଗରେ…

ଆମେ ମୋଦିଙ୍କ ‘ମନ କି ବାତ୍‌’ ଶୁଣୁଛୁ, ଏବେ ସେ ଆମ ମନ କଥା ଶୁଣନ୍ତୁ

ନୂଆଦିଲ୍ଲୀ,୬।୧୨: ନୂତନ କୃଷି ଆଇନ ବିରୋଧରେ କୃଷକଙ୍କ ବିରୋଧ ଏକାଦଶ ଦିନରେ ପ୍ରବେଶ କରିଛି। ଗତ ୧୦ ଦିନ ହେବ ୨୪ ଘଣ୍ଟା ଦିଲ୍ଲୀ-ହରିୟାଣାର ସିନ୍ଦୂର ସୀମାରେ ହଜାର ହଜାର କୃଷକ ଠିଆ ହୋଇଛନ୍ତି। ଟିକାରୀ ସୀମା, ଗାଜୀପୁର ସୀମାରେ ଚାଷୀଙ୍କ…

କଂଗ୍ରେସରୁ ଇସ୍ତଫା ଦେଲେ ବିଜୟାଶାନ୍ତି: ଭାଜପାରେ ହେବେ ସାମିଲ

ହାଇଦ୍ରାବାଦ,୬।୧୨-କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଅଭିନେତ୍ରୀ ବିଜୟା ଶାନ୍ତି ରବିବାର ଦଳରୁ ଇସ୍ତଫା ଦେଇଛନ୍ତି। ଫଳରେ ତେଲେଙ୍ଗାନା କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ସୋମବାର ବିଜୟା ଦିଲ୍ଲୀରେ ଭାଜପା ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହେବେ। ଏହାପୂର୍ବରୁ ଆଜି…

ପରସ୍ପରକୁ ବିବାହ କଲେ ଦୁଇ ଭଉଣୀ

ରାଞ୍ଚି,୬।୧୨: ଝାଡଖଣ୍ଡର ରାଜଧାନୀ ରାଞ୍ଚିଠାରୁ ୧୬୦ କିମି ଦୂର କୋଡରମା ଜିଲାରେ ଏକ ନିଆରା ଘଟଣା ଘଟିଛି। ଏଠାରୁ ଦୁଇ ସମ୍ପର୍କୀୟ ଭଉଣୀ ସାତ ଜନମର ସାଥୀ ହୋଇଛନ୍ତି। ଗତ ୫ ର୍ବେ ଉଭୟ ପ୍ରେମ କରୁଥିଲେ। ଗତ ମାସରେ ଉଭୟ…

ମଙ୍ଗଳସୂତ୍ର, ସିନ୍ଦୁର ଧରି ଶ୍ରେଣୀଗୃହରେ ପଶିଲେ ନାବାଳକ, ଆଉ ତା’ ପରେ…

ହାଇଦ୍ରାବାଦ,୬ା୧୨: ବାଲ୍ୟ ବିବାହ ପ୍ରଥା ଆଇନସଙ୍ଗତ ହୋଇ ନ ଥିବା ବେଳେ ଦୁଇ ନାବାଳିକା-ନାବାଳକ ଶ୍ରେଣୀଗୃହରେ ବିବାହ କରିବା ଘଟଣା ସାମ୍ନାକୁ ଆସିଛି। ଏହି ବିବାହ ସମୟର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏକ…

ଜରୁରୀ କାଳୀନ ସ୍ଥିତିରେ ପ୍ରୟୋଗ କରାଯିବ ଫାଇଜର-ବାୟୋଏନ୍‌ଟେକ୍‌ ଟିକା: ଡିସିଜିଆଇ ମଞ୍ଜୁରୀକୁ ଅପେକ୍ଷା

ନୂଆଦିଲ୍ଲୀ, ୬।୧୨: ଭାରତରେ ଜରୁରୀକାଳୀନ ସ୍ଥିତିରେ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକାକୁ ପ୍ରୟୋଗ କରାଯିବ ଲାଗି ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜିଆଇ)ର ମଞ୍ଜୁରୀ ଲୋଡ଼ାଯାଇଛି। ଏବେ ଡିସିଜିଆଇ ମଞ୍ଜୁରୀକୁ ଅପେକ୍ଷା କରାଯାଇଛି। ଜର୍ମାନୀର ବାୟୋଫାର୍ମାସି୍ୟଟିକାଲ…

ଚାଇନାର ଷଡ଼ଯନ୍ତ୍ର: ଅରୁଣାଚଳ ସୀମାରେ ସ୍ଥାପନ କରିଛି ୩ ଗାଁ

ନୂଆଦିଲ୍ଲୀ, ୬।୧୨: ଭାରତ ସହିତ ଚାଇନା ସୀମା ବିବାଦ ବଢ଼ାଇବାରେ ଲାଗିଛି। ଭାରତର ଜମିକୁ ଜୋର୍‌ ଜବରଦସ୍ତ ନିଜର ବୋଲି କହି ଚାଇନା ଅରୁଣାଚଳ ସୀମାରେ ୩ ଗାଁ ସ୍ଥାପନ କରିଛି। ବୁମ୍‌ ଲା ଗରିପଥଠାରୁ ଗାଁ ଗୁଡ଼ିକ ୫ କିଲୋମିଟର…

ସରକାର କୃଷକଙ୍କ ଦାବି ନ ମାନିଲେ ଦିଲ୍ଲୀରେ ସୀମିତ ରହିବ ନାହିଁ ଆନ୍ଦୋଳନ: ଶରଦ ପାୱାର

ନୂଆଦିଲ୍ଲୀ,୬ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ୧୧ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ୨୪ ଘଣ୍ଟିଆ ଏହି ଆନ୍ଦୋଳନ ଫଳରେ ଗାଜିପୁର ବର୍ଡର, ଟିକରି ବର୍ଡରରେ…

ଦିଦିଙ୍କ ଘରେ ଭାଜପା ମିଶନ: ବିଦ୍ରୋହୀ ତାଲିକାରେ ଆଉ ଜଣେ ମନ୍ତ୍ରୀ

କୋଲକାତା, ୬।୧୨: ଭାଜପାର ପଶ୍ଚିମବଙ୍ଗ ମିଶନ ଜାରି ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳରେ ଫାଟ ବଢ଼ାଇବା ପାଇଁ ଭାଜପା ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଦଳ ଛାଡ଼ିଥିବାବେଳେ ଏବେ ରାଜ୍ୟ ବନ ମନ୍ତ୍ରୀ ତଥା ଡୋମଜୁଡ଼…

ନୀତୀଶଙ୍କୁ ତେଜସ୍ୱୀଙ୍କ ଖୋଲା ଚ୍ୟାଲେଞ୍ଜ: ଶକ୍ତି ଅଛିି ତ ଗିରଫ କର

ପାଟନା,୬ ।୧୨: ବିହାର ବିରୋଧି ଦଳ ତଥା ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତା ତେଜସ୍ୱୀ ଯାଦବ ନୀତୀଶ କୁମାର ସରକାରଙ୍କ ଉପରେ ବର୍ଷିଛନ୍ତି । ସେ ଏନ୍‌ଡିଏ ସରକାରଙ୍କୁ ଅଳସୁଆ ଓ ଭୟାଳୁ ବୋଲି କହିଛନ୍ତି । ତେଜସ୍ୱୀ କହିଛନ୍ତି…

ମିଳିତ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର, ୬।୧୨: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ଉପରେ ରବିବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଜଣେ ଯବାନ ଏବଂ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ରୀନଗରର ହାଓ୍ବାଲସ୍ଥିିିତ ସାଜ୍‌ଗାରିପୋରାରେ ପୋଲିସ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri