୧୫ ମିନିଟ୍ରେ ଚାଇନା ସୈନ୍ୟଙ୍କୁ ହଟାଇଥାନ୍ତି
କୁରୁକ୍ଷେତ୍ର,୮।୧୦: କଂଗ୍ରେସ କ୍ଷମତାରେ ଥିଲେ ମାତ୍ର ୧୫ ମିନିଟ୍ରେ ଭାରତୀୟ ଅଞ୍ଚଳରୁ ଚାଇନା ସୈନ୍ୟ (ପିଏଲ୍ଏ)ଙ୍କୁ ହଟାଇଥାନ୍ତା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କହିଛନ୍ତି। ସୀମା ବିବାଦ ଲାଗିରହିବା ଓ ସମାଧାନର ରାସ୍ତା ନ ବାହାରିବା, ଭାରତୀୟ ଅଞ୍ଚଳକୁ…
ଉତ୍ତରପ୍ରଦେଶରେ ଅନର କିଲିଂ
ଶାହାଜାହାନ୍ପୁର,୮।୧୦ : ହାଥ୍ରସ ଗଣବଳାତ୍କାର ଓ ହତ୍ୟା ଘଟଣା ପରେ ପୁଣି ଉତ୍ତରପ୍ରଦେଶରେ ଏକ ଲଜ୍ଜାକର ଘଟଣା ଘଟିଛି। ରାଜ୍ୟର ଶାହାଜାହାନ୍ପୁର ଜିଲାରେ ଜଣେ ଦଳିତ ଗର୍ଭବତୀ ନାବାଳିକା(୧୬)ଙ୍କୁ ତାଙ୍କ ବାପା ଓ ଭାଇ ମିଶି ମାଡ଼ମାରିବା ସହ ମାରିଦେଇଛନ୍ତି। ଏମିତିକି…
ଦିନକୁ ଘଟୁଛି ୮୮ ବଳାତ୍କାର, ଦୋଷୀ ହାର ୩୦%ରୁ କମ୍
ନୂଆଦିଲ୍ଲୀ,୮।୧୦: ଦେଶରେ ମହିଳାଙ୍କ ପ୍ରତି ଅସଦାଚରଣ ବଢ଼ିବାରେ ଲାଗିଛି। ବଳାତ୍କାର ସହ ନାନାଦି ପ୍ରକାର ଅକଥନୀୟ ଅତ୍ୟାଚାର କରାଯାଉଛି। ଗତ ସେପ୍ଟେମ୍ବର ୧୪ରେ ଉତ୍ତରପ୍ରଦେଶର ହାଥ୍ରସ ଜିଲାରେ ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ହତ୍ୟା କରାଯାଇଥିଲା। ଏହାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ…
କରୋନା ବିରୋଧରେ ମୋଦି ଆରମ୍ଭ କରିବେ ଜନ ଆନ୍ଦୋଳନ
ନୂଆଦିଲ୍ଲୀ,୮ ।୧୦: କରୋନା ମହାମାରୀ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବରରେ ଆରମ୍ଭ ହେଉଥିବା ପର୍ବପର୍ବାଣୀ, ଶୀତ ତଥା ଅର୍ଥବ୍ୟବସ୍ଥାକୁ ଦେଖି କରୋନା ବିରୋଧରେ ଗୁରୁବାରଠାରୁ ଏକ ଜନ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛନ୍ତି…
ବାୟୁସେନାର ୮୮ ତମ ସ୍ଥାପନା ଦିବସ: ଗାଜିଆବାଦରେ ଗର୍ଜିବ ରାଫାଲ
ନୂଆଦିଲ୍ଲୀ,୮ ।୧୦: ଭାରତୀୟ ବାୟୁସେନା ଗୁରୁବାର ପାଳନ କରିବ ତା’ର ୮୮ ତମ ସ୍ଥାପନା ଦିବସ । ୧୯୩୨ ମସିହା ଠିକ୍ ଆଜିର ଦିନରେ ଭାରତୀୟ ବାୟୁସେନାର ସ୍ଥାପନା କରାଯାଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଦିଲ୍ଲୀ ନିକଟ…
ପୂର୍ବତନ ମଣିପୁର ରାଜ୍ୟପାଳ ତଥା ସିବିଆଇ ନିର୍ଦ୍ଦେଶକଙ୍କ ଆତ୍ମହତ୍ୟା
ସିମ୍ଲା, ୭।୧୦: ମଣିପୁରର ପୂର୍ବତନ ରାଜ୍ୟପାଳ ତଥା ସିବିଆଇର ପ୍ରାକ୍ତନ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ସିମ୍ଲାସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ସିମଲା ଏସ୍ପି ମୋହିତ୍ ଚାଓ୍ବଲା କହିଛନ୍ତି, ମଣିପୁର ତଥା ନାଗାଲାଣ୍ଡର ପୂର୍ବତନ…
କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ କରୋନା
ନୂଆଦିଲ୍ଲୀ,୭।୧୦-କେନ୍ଦ୍ର ସଂସଦୀୟ ବ୍ୟାପାର ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବୁଧବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ବର୍ତ୍ତମାନ ସେ ହୋମ କ୍ୱାରାଣ୍ଟାଇନରରେ ଅଛନ୍ତି। ତାଙ୍କଠାରେ କୌଣସି କରୋନା ଲକ୍ଷଣ ନ ଥିବା…
ହରିୟାଣା ସରକାରଙ୍କ ଚାକିରି ଛାଡ଼ିଲେ ରେସ୍ଲର ବବିତା ଫୋଗତ୍
ଚଣ୍ଡିଗଡ଼, ୭।୧୦: ଜଣାଶୁଣା ରେସ୍ଲର ବବିତା ଫୋଗତ୍ ବୁଧବାର ହରିୟାଣା ସରକାରଙ୍କ କ୍ରୀଡ଼ା ବିଭାଗ ଉପନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ଗତ ଜୁଲାଇ ୩୦ରେ ହରିୟାଣା ସରକାର ବବିତାଙ୍କ ସମେତ କବାଡ଼ି ଖେଳାଳି କବିତା ଦେବୀଙ୍କୁ ରାଜ୍ୟ କ୍ରୀଡ଼ା ବିଭାଗରେ ଉପନିର୍ଦ୍ଦେଶକ…
ଉତ୍ତରପ୍ରଦେଶରେ ଅନର କିଲିଂ: ଗର୍ଭବତୀ ନାବାଳିକାଙ୍କୁ ନିର୍ମମ ହତ୍ୟା
ଶାହାଜାହାନ୍ପୁର,୭।୧୦: ହାଥ୍ରସ ଗଣବଳାତ୍କାର ଓ ହତ୍ୟା ଘଟଣା ପରେ ପୁଣି ଉତ୍ତରପ୍ରଦେଶରେ ଏକ ଲଜ୍ଜାକର ଘଟଣା ଘଟିଛି। ରାଜ୍ୟର ଶାହାଜାହାନ୍ପୁର ଜିଲାରେ ଜଣେ ଦଳିତ ଗର୍ଭବତୀ ନାବାଳିକା(୧୬)ଙ୍କୁ ତାଙ୍କ ବାପା ଓ ଭାଇ ମିଶି ମାଡ଼ମାରିବା ସହ ଜୀବନରେ ମାରିଦେଇଛନ୍ତି। ଏମିତିକି…
କରୋନା ଆକ୍ରାନ୍ତ ସତ୍ତ୍ୱେ ହାଥରସ୍ ଯାଇଥିଲେ ଏହି ଦଳର ବିଧାୟକ
ହାଥରସ୍, ୭।୧୦: ବହୁଚର୍ଚ୍ଚିତ ହାଥରସ୍ କେସ୍ରେ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ଏକ ପ୍ରତିନିଧି ମଣ୍ଡଳ ଯାଇଥିଲା। ଯେଉଁଥିରେ ବିଧାୟକ କୁଲଦୀପ କୁମାର ସାମିଲ ଥିଲେ। ତେବେ କରୋନା ଆକ୍ରାନ୍ତ ସତ୍ତ୍ୱେ କୁଲଦୀପ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ…
ରାମମନ୍ଦିର ପାଇଁ ଅଯୋଧ୍ୟାରେ ପହଞ୍ଚିଲା ୬୧୩ କିଲୋଗ୍ରାମ ଓଜନର ଘଣ୍ଟି; ୮ କିମି ପର୍ଯ୍ୟନ୍ତ ଶୁଭିବ ଧ୍ୱନି
ଅଯୋଦ୍ଧା, ୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରାମେଶ୍ୱରମରୁ ବାହାରିଥିବା ରାମରଥ ଯାତ୍ରା ୪,୫୫୫ କିଲୋମିଟର ଅତିକ୍ରମ କରି ଅଯୋଧ୍ୟାରେ ପହଞ୍ଚିଛି। ଏହି ଯାତ୍ରାରେ ୧୮ ଜଣିଆ ଏକ ଦଳ ସାଥୀରେ ୬୧୩ କିଲୋଗ୍ରାମ ଓଜନର ଏକ ବିଶାଳ ଘଣ୍ଟି…
ଶଶିକଳାଙ୍କର ୨୦୦୦ କୋଟି ଟଙ୍କାର ସମ୍ପତ୍ତି ଜବତ
ଚେନ୍ନାଇ,୭।୧୦-ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ସହଯୋଗୀ ଭିକେ ଶଶିକଳାଙ୍କର ୨୦୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଆୟକର ବିଭାଗ। ସିରୁଥାଭୁର ଓ କୋଡାନାଡୁରୁ ଏହି ସମ୍ପତ୍ତି ଗୁଡିକ ରହିଛି। ବେନାମୀ ସମ୍ପତ୍ତି ଆକ୍ଟ ଅନୁଯାୟୀ ବୁଧବାର ଶଶିକଳାଙ୍କ ଏହି…
Archives


