ଜାତୀୟ

ପୁଣି ଏହି ରାଜ୍ୟରେ ହୋଇପାରେ ଲକ୍‌ଡାଉନ!

ଚଣ୍ଡିଗଡ଼,୨୨।୧୧: ଦେଶରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ପୁଣି ଥରେ ଏହାର ଆତଙ୍କ ଦେଖିବାକୁ ମିଳିଛି। ଭାରତର କେତୋଟି ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବର୍ଦ୍ଧିତ କରୋନା ମାମଲାକୁ ଦେଖି ସୁରକ୍ଷା ଦୃଷ୍ଟିରୁ କେତେକ…

ହଠାତ୍‌ ରକ୍ତ ପରି ଲାଲ୍‌ ହେଲା ନଦୀ ପାଣି: ଦୋଷୀଙ୍କ ବିରୋଧରେ ୧ ଲକ୍ଷ ରାଶି ପୁରସ୍କାର ଘୋଷଣା

ମୁମ୍ବାଇ,୨୨ା୧୧: ମହାରାଷ୍ଟ୍ରର ଥାନେ ଜିଲା ଭାଲଧୁନି ନଦୀର ଜଳ ହଠାତ୍‌ ଲାଲ୍‌ ରଙ୍ଗ ଦେଖାଯାଇଥିଲା। ଏହା ପରେ ସୋସିଆଲ ମିଡିଆରେ ନଦୀର ଫଟୋ ଭାଇରାଲ ହୋଇଥିଲା। ନଦୀ ନିକଟରେ ରହୁଥିବା ଉଲହାସନଗର ଏବଂ ଅମ୍ବରନାଥ ଟାଉନଶିପ୍‌ର ବାସିନ୍ଦା ଅଭିଯୋଗ କରିଛନ୍ତି ଯେ,…

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ମାଓବାଦୀ ନିହତ: କୁଖ୍ୟାତ ମାଓବାଦୀ ଉପରେ ଥିଲା ୧୦ଲକ୍ଷ ଟଙ୍କା ପୁରସ୍କାର

ଗୟା,୨୨।୧୧: ବିହାର ଗୟା ଜିଲାର ବାରାଚଟି ଅନ୍ତର୍ଗତ ଏକ ଜଙ୍ଗଲରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟର ୩ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ମୃତ ୩ ମାଓବାଦୀଙ୍କ ମଧ୍ୟରେ ଜଣେ…

କୁକୁରର ହେଲା ଡିଏନ୍‌ଏ ଟେଷ୍ଟ, ଏହି କାରଣ ପାଇଁ ପୋଲିସ ନେଲା ଏମିତି ପଦକ୍ଷେପ

ହୋଶଙ୍ଗାବାଦ,୨୨ା୧୧: ସାଧାରଣତଃ କୁକୁର ତା’ର ମାଲିକଙ୍କୁ ସହଜରେ ଚିହ୍ନି ପାରିଥାଏ। ମାତ୍ର ଯେତେବେଳେ ଏଥିରେ ବ୍ୟତିକ୍ରମ ଘଟେ ସେତେବେଳେ ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଥାଏ। ମଧ୍ୟପ୍ରଦେଶର ହୋଶଙ୍ଗାବାଦ ଜିଲାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ଲାବ୍ରାଡର…

‘ଗୋ କ୍ୟାବିନେଟ’ର ପ୍ରଥମ ବୈଠକ କଲେ ଶିବରାଜ

ଭୋପାଳ,୨୨ ।୧୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରବିବାର ଭୋପାଳରେ ‘ଗୋ କ୍ୟାବିନେଟ’ର ପ୍ରଥମ ବୈଠକ ଆୟୋଜନ କରିଛନ୍ତି । ଏଥିରେ ସେ କହିଛନ୍ତି ପ୍ରାଣୀ ସମ୍ବନ୍ଧିତ ବିଭାଗର ମନ୍ତ୍ରୀ ଓ ପ୍ରମୁଖ ସଚିବ ମିଶି ଗୋରକ୍ଷା ଓ ସମ୍ବର୍ନ୍ଧନ…

କଂଗ୍ରେସରେ ନେତୃତ୍ୱ ସଙ୍କଟ ନେଇ ହେଉଛି ମିଥ୍ୟା ଚର୍ଚ୍ଚା: ସଲମାନ୍‌ ଖୁର୍ଶିଦ୍‌

ନୂଆଦିଲ୍ଲୀ,୨୨।୧୧: କଂଗ୍ରେସରେ ନେତୃତ୍ୱ ସଙ୍କଟ ନେଇ କିଛି ନେତା ଚର୍ଚ୍ଚା କରୁଛନ୍ତି। ତେବେ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଦଳର ବରିଷ୍ଠ ସଦସ୍ୟ ସଲମାନ ଖୁର୍ଶିଦ୍‌ ରବିବାର ପ୍ରକାଶ କହିଛନ୍ତି। ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପ୍ରତି ସମସ୍ତଙ୍କର ସମର୍ଥନ ରହିଛି। ସେହିପରି…

ଡିସେମ୍ବର ୪ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ ଭାରତୀ-ହର୍ଷ

ମୁମ୍ବାଇ,୨୨ ।୧୧: ଡ୍ରଗ୍ସ ମାମଲାରେ କମେଡିଆନ୍ ଭାରତି ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ରବିବାର କୋର୍ଟରେ ହାଜର ହୋଇଥିଲେ । ଏବେ ସେମାନଙ୍କୁ କୋର୍ଟ ଡିସେମ୍ବର ୪ ପର୍ଯ୍ୟନ୍ତ ଅର୍ଥାତ୍ ୧୪ ଦିନିଆ ବିଚାର ବିଭାଗୀୟ ଅଦାଲତକୁ ପଠାଇ…

ମୁଲାୟମଙ୍କ ସହ କଥା ହୋଇ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୨ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସହ କଥା ହୋଇଛନ୍ତି । ଏହି ଅବସରରେ ସେ ଶ୍ରୀ ଯାଦବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।…

ଆପତ୍ତିଜନକ ପୋଷ୍ଟ କଲେ ଯିବାକୁ ପଡିବ ଜେଲ୍‌!

ଥିରୁଭାନନ୍ତପୁରମ,୨୨ ।୧୧: କେରଳର ଏଲ୍‌ଡିଏଫ୍ ସରକାର ମହିଳା ଓ ଶିଶୁଙ୍କ ଉପରେ ବଢି ଚାଲିଥିବା ସାଇବର କ୍ରାଇମରେ ଲଗାମ ଲାଗାଇବାକୁ ଯାଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଶନିବାର ରାଜ୍ୟପାଳ ଆରିଫ ମହମ୍ମଦ ଖାଁ ଏହାକୁ ନେଇ ଏକ ନୂଆ…

ନିର୍ବାଚନ ପୂର୍ବରୁ ମିଶନ ତାମିଲନାଡୁରେ ଶାହା: ବିମାନବନ୍ଦରରୁ ହୋଟେଲ ଯାଏଁ ଚାଲି ଚାଲି ଗଲେ

ଚେନ୍ନାଇ,୨୨।୧୧: ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଚାଣକ୍ୟଙ୍କ ମିଶନ ତାମିଲନାଡୁ। ଜନତାଙ୍କ ମନ ମୋହିବା ପାଇଁ ଚେନ୍ନାଇ ରାସ୍ତାରେ ଚାଲିଲେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଯାହା ଆଗାମୀ ଦିନରେ ଭାଜପାର ଆକ୍ରଣାତ୍ମକ ରାଜନୀତିର ସଙ୍କେତ ଦେଇଛି। ସୂଚନାଯୋଗ୍ୟ, ୨୦୨୧ରେ ତାମିଲନାଡୁରେ ବିଧାନସଭା…

କରୋନାକୁ ନେଇ କେନ୍ଦ୍ର ସତର୍କ: ୟୁପି, ପଞ୍ଜାବ, ହିମାଚଳରେ ନିଯୁକ୍ତ ହେବେ କେନ୍ଦ୍ରୀୟ ଟିମ୍‌

ନୂଆଦିଲ୍ଲୀ,୨୨ ।୧୧: ଦେଶରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ସତର୍କ ହୋଇଯାଇଛନ୍ତି । ଯେଉଁ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି ସେହି ରାଜ୍ୟରେ କେନ୍ଦ୍ରର ସ୍ୱତନ୍ତ୍ର ଟିମକୁ ନିଯୁକ୍ତ କରାଯିବ । ଏହି ଟିମ୍ କରୋନା…

୨୩ ଜଳ ଯୋଜନାର ଶିଳାନ୍ୟାସ: ୪୨ ଲକ୍ଷଙ୍କୁ ମିଳିବ ପିଇବା ପାଣି

ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶର ସୋନଭଦ୍ର ଏବଂ ମିର୍ଜାପୁର ଜିଲାରେ ୨୩ ଜଳ ଯୋଜନାର ଶିଳାନ୍ୟାସ କରିଛନ୍ତି। ଭିଡ଼ିଓ କନଫରେନ୍ସିଂରେ ଆୟୋଜିତ ଏହି ଉତ୍ସବରେ ଯୋଗ ଦେଇ ମୋଦି କହିଛନ୍ତି ଯେ, ଏହି ଯୋଜନା ଦ୍ୱାରା ୩ ହଜାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri