ସବୁ ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ସର୍ବାଧିକ ୩୪ ହଜାର ୯୫୬ ନୂଆ ଆକ୍ରାନ୍ତ, ୬୮୭ ମୃତ
ନୂଆଦିଲ୍ଲୀ,୧୭।୭: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଶୁକ୍ରବାର କରୋନା ଦେଶରେ ସବୁ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୩୪ ହଜାର ୯୫୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...
ନେପାଳ ଯୁବକଙ୍କୁ ଲଣ୍ଡା କରାଇ ମୁଣ୍ଡରେ ଲେଖିଲେ ‘ଜୟ ଶ୍ରୀରାମ’
କାଠମାଣ୍ଡୁ,୧୭।୭:ନିଜ ଗାଦିକୁ ନେଇ ଲାଗି ରହିଥିବା ଅସ୍ଥିରତାକୁ ଘୋଡ଼ାଇବା ପାଇଁ ଭାରତ ବିରୋଧରେ ଅଯଥା ବିଷ ଓଗାଳୁଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ସେ କହିଛନ୍ତି, ପ୍ରଭୁ ଶ୍ରୀରାମ ନେପାଳରେ ଜନ୍ମ ହୋଇଛନ୍ତି। ଭାରତରେ ନକଲି ଅଯୋଧ୍ୟା ନିର୍ମାଣ...
ଲଦାଖରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ
ଶ୍ରୀନଗର,୧୭।୭:ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଲଦାଖରେ ପହଞ୍ଚିଛନ୍ତି। ତାଙ୍କ ସହ ଡିଫେନ୍ସ ଷ୍ଟାଫ ଜେନେରାଲ ମୁଖ୍ୟ ଜେନେରାଲ ବିପିନ ରାୱତ ଏବଂ ସେନା ମୁଖ୍ୟ ଜେନେରାଲ ଏମ ନରୱାନେ ଯାଇଛନ୍ତି। ଦୁଇ ଦିନଆ ଗସ୍ତ କାଳରେ ରାଜନାଥ ଶୁକ୍ରବାର...
ଆସାମ ବନ୍ୟା ମୃତ୍ୟୁସଂଖ୍ୟା ୭୧କୁ ବୃଦ୍ଧି
ଗୁଆହାଟୀ,୧୭ା୭(ଆଇଏଏନ୍ଏସ୍):ଆସାମରେ ବନ୍ୟା ସ୍ଥିତି ସଙ୍ଗିନ୍ ରହିଛି। ଗୁରୁବାର ଆଉ ୫ ଜଣଙ୍କ ମୃତ୍ୟୁ ଘଟିବା ଫଳରେ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୭୧ରେ ପହଞ୍ଚତ୍ଛି। ୨୭ ଜିଲାରୁ ପ୍ରାୟ ୪୦ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏହାବ୍ୟତୀତ ବନ୍ୟାରେ...
ଭାଜପା ଶିବିରକୁ ଯାଇପାରନ୍ତି ଝାଡ଼ଖଣ୍ଡ କଂଗ୍ରେସ ବିଧାୟକ
ରାଞ୍ଚତ୍,୧୭ା୭:(ଆଇଏଏସ୍ଏସ୍):ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ରାଜନୈତିକ ସଙ୍କଟ ପରେ ଏବେ ଝାଡ଼ଖଣ୍ଡର କଂଗ୍ରେସ ବିଧାୟକମାନେ ଭାଜପା ଶିବିରକୁ ଡେଇଁପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଭାଜପା ଏବେ କଂଗ୍ରେସର କେତେଜଣ ବିଧାୟକଙ୍କୁ ନିଜ ପଟକୁ ନେବା ଲାଗି ଉଦ୍ୟମ ଚଳାଇଥିବା ବରିଷ୍ଠ...
ମାନବ ଶରୀରରେ ଦ୍ୱିତୀୟ କୋଭିଡ୍ ଟିକା ପରୀକ୍ଷା ଆରମ୍ଭ
ନୂଆଦିଲ୍ଲୀ,୧୭ା୭:ଭାରତର ଦ୍ୱିତୀୟ କୋଭିଡ୍ ଟିକା ଜିକୋଭ-ଡିର ମାନବ ଶରୀରରେ ପରୀକ୍ଷା ଆରମ୍ଭ ହୋଇଛି। ଜାଇଡସ୍ କାଡିଲା କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ଟିକା ପାଇଁ ବାୟୋଟେକ୍ନୋଲୋଜି ବିଭାଗ ଆଂଶିକ ପାଣ୍ଠି ଯୋଗାଇଛି। ପ୍ରଥମ କୋଭିଡ୍ ଟିକା କୋଭାକ୍ସିନ୍ ଭାରତ ବାୟୋଟେକ୍...
‘ମାଇଁ ଲର୍ଡ’ ନୁହେଁ, ‘ସାର୍’ ସମ୍ବୋଧନ କର
କୋଲକାତା,୧୭ା୭(ପି.ଟି.):କଲିକତା ହାଇକୋର୍ଟ ମୁଖ୍ୟ ବିଚାରପତି ଟିବିଏନ୍ ରାଧାକ୍ରିଷ୍ଣନ୍ ବିଚାର ବିଭାଗୀୟ ବ୍ୟବସ୍ଥାରେ ଏକ ନୂଆ ପରମ୍ପରା ଆରମ୍ଭ କରିଛନ୍ତି। ତାଙ୍କୁ ‘ମାଇଁ ଲର୍ଡ’ କିମ୍ବା ‘ଲର୍ଡଶିପ୍’ ପରିବର୍ତ୍ତେ ‘ସାର୍’ ସମ୍ବୋଧନ କରିବା ପାଇଁ ପଶ୍ଚିମବଙ୍ଗ ଓ ଆଣ୍ଡାମାନର ନ୍ୟାୟିକ ଅଧିକାରୀମାନଙ୍କୁ...
କିଲୋ ପ୍ରତି ୨ ଟଙ୍କା ମୂଲ୍ୟରେ କିଣାଯିବ ଗୋବର
ରାୟପୁର, ୧୬।୭- ଚାଷୀଙ୍କଠାରୁ ୨ ଟଙ୍କାରେ ଗୋବର କିଲୋ କିଣିବାକୁ ଛତିଶଗଡ଼ ଭୂପେଷ ବାଘେଲା ସରକାର ନିଷ୍ପତ୍ତି ନେଇଛନ୍ତି। ‘ଗୋଦାନ ନ୍ୟାୟ ଯୋଜନା’ରେ ଚାଷୀଙ୍କଠାରୁ ସିଧାସଳଖ କିଲୋ ପ୍ରତି ୨ ଟଙ୍କା ମୂଲ୍ୟରେ ଗୋବର କିଣାଯିବାକୁ ଛତିଶଗଡ଼ କ୍ୟାବିନେଟ୍ ଅନୁମୋଦନ...
ଲକ୍ଡାଉଡ୍ ନିୟମ ନ ମାନିଲେ ମୃତ୍ୟୁ ଦଣ୍ଡ
କରୋନା ସଂକ୍ରମଣ ଯୋଗୁ ସମଗ୍ର ବିଶ୍ୱରେ ଲକ୍ଡାଉନ୍ ଜାରିରହିଛି। କେତେକ ସ୍ଥାନରେ ଲକ୍ଡାଉନ୍ ଶେଷ ହୋଇଥିବା ବେଳେ ଆଉ କେଉଁଠି ଦ୍ୱିତୀୟ, ତୃତୀୟ ଥର ଲକ୍ଡାଉନ୍ ଜାରି କରାଯାଇଛି। ହେଲେ ଏମିତି ଏକ ଦେଶ ରହିଛି, ଯେଉଁଠାରେ ଲକ୍ଡାଉନ୍ ନିୟମ...
କଂଗ୍ରେସର ଲଢ଼େଇ ଏଭଳି ଚିନ୍ତାଧାରା, ଅନ୍ୟାୟ ବିରୋଧରେ: ରାହୁଲ
ଭୋପାଳ,୧୬।୭: ମଧ୍ୟପ୍ରଦେଶର ଗୁନା ଜିଲାରେ ଏକ ଜମିକୁ ଖାଲି କରିବାକୁ ଯାଇଥିବା ପୋଲିସର ବର୍ବରକାଣ୍ଡକୁ ନେଇ ଚାରିଆଡୁ ପ୍ରତିକ୍ରିୟା ମିଳୁଛି। ଏହି କ୍ରମରେ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜର ମତ ରଖିଛନ୍ତି। ତାଙ୍କର ଲଢ଼େଇ ଏଭଳି ଚିନ୍ତାଧାରା...
ମାନିନେଲେ ପାକିସ୍ତାନ ସରକାର
ନୂଆଦିଲ୍ଲୀ,୧୬।୭: ପାକିସ୍ତାନ ଜେଲରେ ବନ୍ଦିଥିବା କୁଳଭୂଷଣ ଯାଦବ ମାମଲାରେ ଭାରତକୁ ଦ୍ୱିତୀୟ କନସୁଲାର ଆକ୍ସେସ ଦେକାବୁ ଶେଷରେ ରାଜି ହୋଇଛନ୍ତି ପାକିସ୍ତାନ ସରକାର। କୁଳଭୂଷଣଙ୍କ ମାମଲାରେ ଭାରତ ଯୁକ୍ତି ବିହିନ କନ୍ସୁଲାରର ଆକ୍ସେସ ପାକିସ୍ତାନଠାରୁ ଚାହୁଁଥିଲା। ଆଉ ଶେଷରେ ଏହାକୁ...
ଗରିବ ଛାତ୍ରଙ୍କ ମହଙ୍ଗା କାର୍, ପୋଲ୍ ଖୋଲିବାରୁ ପରିବାର ଫେରାର
ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ଧନୀ ବ୍ୟକ୍ତି ନିଜ ସନ୍ତାନକୁ ନାମୀ ସ୍କୁଲରେ ଆଡମିଶନ କରିବା ପାଇଁ ଏମିତି ପନ୍ଥା ଆପଣାଇ ଥିଲେ, ଯାହା ଜଣାପଡିବା ପରେ ମାମଲା କୋର୍ଟରେ ପହଞ୍ଚିଛି। ସୂଚନାଯୋଗ୍ୟ,...
Archives


