ଜାତୀୟ

ମହଙ୍ଗା ଯୋଗୁ ଲୋକେ ଗାଡ଼ି କିଣୁନାହାନ୍ତି: ମାରୁତି ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୧-୯:ଓଲା,ଉବର କ୍ୟାବ୍‌ ଯୋଗୁ ଦେଶରେ କାର୍‌ ବିକ୍ରି ପ୍ରଭାବିତ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଯୁକ୍ତି ସହ ଏକମତ ନୁହନ୍ତି ମାରୁତି ସୁଜୁକି ଅଧ୍ୟକ୍ଷ ଆର୍‌.ସି. ଭାର୍ଗବ। ଏଥିଲାଗି ସରକାରଙ୍କ ନୀତିକୁ ସେ ଦାୟୀ କରିଛନ୍ତି। ତାଙ୍କର କହିବାନୁଯାୟୀ, ପେଟ୍ରୋଲ-ଡିଜେଲ…

କ୍ୟାନସରରୁ ଦୂରେଇ ରହିବାକୁ ଚାହୁଁଛନ୍ତି;ସକାଳେ ଗ୍ଲାସେ ଉଷୁମ ପାଣି ସହିତ ଚୋବାଇ ଖାଆନ୍ତୁ ଏହାକୁ…

ପ୍ରତିଦିନ ସକାଳେ ଗ୍ଲାସେ ଉଷୁମ ପାଣି ସହିତ ୭ଟି ଗୋଲମରିଚ ଚୋବାଇ ଖାଇଲେ ଅନେକ ରୋଗରୁ ରକ୍ଷା ମିଳିଥାଏ । ନିୟମିତ ଏପରି କଲେ ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଯୋଗୁ କ୍ୟାନସରରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।…

ଏଠି ଠାକୁରଙ୍କୁ ନଗଦ ଅର୍ଥ ଦାନ କରିପାରିବେନି ଭକ୍ତ

ଭାରତରେ ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ନୋଟବନ୍ଦୀ ଘୋଷଣା କରିବା ପରେ ପ୍ରାୟ ସମସ୍ତେ କ୍ୟାଶ୍‌ ଲେସ୍‌ ଟ୍ରାଞ୍ଜାକଶନ୍‌କୁ ଗୁରୁତ୍ୱ ଦେଇଆସୁଛନ୍ତି। ଏମିତିକି ଏଥିରୁ ବାଦ୍‌ ପଡି ନାହାନ୍ତି ଦେବାଦେବୀ। ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଭକ୍ତ ଭଗବାନଙ୍କୁ ନଗଦ…

ସୋନମ୍‌ କପୁରଙ୍କ ଫିଲ୍ମରେ ବିରାଟ କୋହଲିଙ୍କ ଏଣ୍ଟ୍ରି

ବଲିଉଡ୍‌ ଅଭିନେତ୍ରୀ ସୋନମ କପୁରଙ୍କ ଆଗାମୀ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ରେ ବିରାଟ କୋହଲିଙ୍କୁ ଦେଖିବାକୁ ମିଳିବ। କିନ୍ତୁ ଫିଲ୍ମରେ ଅସଲ ନୁହେଁ, ନକଲି ବିରାଟ କୋହଲିଙ୍କୁ ଦେଖିବାକୁ ମିଳିବ। ଫିଲ୍ମରେ ଜୋୟା ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି ସୋନମ। ଗୋଟିଏ ଇନିଂଶ…

ଡାଇବେଟିସ୍‌ ଦୂର କରିବ ଏହି ଜୁସ୍‌

ଆଜିକାଲି ଅଧିକାଂଶ ବ୍ୟକ୍ତି ଡାଇବେଟିସରେ ପୀଡ଼ିତ। ଡାଇବେଟିସ ରୋଗୀ ଯେହେତୁ ନିଜର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହନ୍ତି, ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ ପ୍ରତି ଅଧିକ ସଚେତନ ରହିବାକୁ ପଡେ। ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଉ ଜୁସ୍‌ ଉପକାରୀ…

ମନ୍ଦିରରେ ଲାଗି ହୁଏ କେବଳ ପିଆଜ ଭୋଗ…

ଭାରତର ବିଭିନ୍ନ ଅଞ୍ଚଳରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। ରାଜସ୍ଥାନ ଚୁରୁ ଜିଲା ସାଦୁଲପୁର ସ୍ଥିତ ଦଦରଓ୍ବୋ ଧାମରେ ଠାକୁରଙ୍କ ପାଖରେ ଭୋଗ ଭାବେ କେବଳ ପିଆଜ ଲାଗି ହୋଇଥାଏ। ମନ୍ଦିରରେ ଏହି ପରମ୍ପରା ଅତି ପ୍ରାଚୀନ କାଳରୁ ଚଳି ଆସିଛି।…

ଟ୍ରେନରେ ଓମ୍‌ ବିର୍ଲା ଭର୍ସେସ୍‌ ମଦୁଆ: ଯୁବକଙ୍କୁ ଗିରଫ କଲା ଆରପିଏଫ୍‌ ପୋଲିସ

ନୂଆଦିଲ୍ଲୀ,୧୦।୯: ଟ୍ରେନରେ ମଦୁଆଙ୍କୁ ଉଚିତ ଶିକ୍ଷା ଦେଲେ ଲୋକ ସଭା ବାଚସ୍ପତି। ନୂଆଦିଲ୍ଲୀରୁ ଇନ୍ଦୋର ଇଣ୍ଟରସିଟି ଏକ୍ସପ୍ରେସର ଏସି ବଗିରେ ରବିବାର ଲୋକ ସଭା ବାଚସ୍ପତି ଯାତ୍ରା କରୁଥିଲେ। ସେହି ସମୟରେ ତାଙ୍କ ପାଖ ବଗିରେ ବସିଥିବା କିଛି ଯୁବକ ନିଶା…

ବାପାଙ୍କ ପରେ କଂଗ୍ରେସ ନେତାଙ୍କ ଝିଅଙ୍କୁ ଇଡିର ନୋଟିସ୍‌

ନୂଆଦିଲ୍ଲୀ,୧୦।୯: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଡି.କେ. ଶିବକୁମାରଙ୍କ ଝିଅଙ୍କୁ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଶିବକୁମାରଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ ଆସନ୍ତା ୧୨ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ୍‌…

ମହରମର ଜୁଲୁସ ବାହାରିବା ସମୟରେ ଦୁର୍ଘଟଣା

ହାଇଦ୍ରାବାଦ, ୧୦।୯: ଆନ୍ଧ୍ର ପ୍ରଦେଶ କୁର୍ନଲ ଜିଲାରେ ବି ଖଣ୍ଡ୍ରାପାଡୁ ଗଁ।ରେ ସୋମବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ମୁସଲମାନ ସମ୍ପ୍ରଦାୟର ବଡ଼ ପର୍ବ ମହରମର ଜୁଲୁସକୁ ଦେଖିବା ପାଇଁ ଶହ ଶହ ଲୋକ ଜମା ହୋଇଥିଲେ। ଏହାକୁ ଦେଖିବା…

ମାନିଲା ପାକିସ୍ତାନ: ଜମ୍ମୁ-କଶ୍ମୀର ଭାରତର

ନୂଆଦିଲ୍ଲୀ,୧୦।୯: ଶେଷରେ ପାକିସ୍ତାନ ମାନିଛି ଯେ ଜମ୍ମୁ-କଶ୍ମୀର ହେଉଛି ଭାରତର ରାଜ୍ୟ। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସି ଜେନେଭାରେ କଶ୍ମୀରକୁ ନେଇ ଭାରତକୁ ଟାର୍ଗେଟ କରିବାକୁ ଉଦ୍ୟମ କରିଛନ୍ତି। ହେଲେ ସତ୍ୟ କ’ଣ ତାହା ତାଙ୍କ ମୁହଁରୁ ଆପଣାଛାଏଁ…

ମିଛ ବିଇଡି ସାର୍ଟିଫିକେଟ୍‌ ଦେଇ ସରକାରୀ ଶିକ୍ଷକ ହୋଇଥିଲେ, ଏବେ ୨୦ ବର୍ଷର ଦରମା ଫେରେଇବେ

ଲକ୍ଷ୍ନୌ, ୧୦।୯: ନକଲି ବିଇଡି ସାର୍ଟିଫିକେଟ୍‌ ଦେଇ ଚାକିରି କରୁଥିଲେ। ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୨୦ ବର୍ଷ ସରକାରୀ ଶିକ୍ଷକ ଭାବେ ରହିବା ପରେ ଏବେ ପୋଲିସ ହାତରେ ଧରାପଡିଛନ୍ତି ଭଣ୍ଡ ଶିକ୍ଷକ ନାରାୟଣ ଯାଦବ। ଉତ୍ତରପ୍ରଦେଶର…

ଚାଲାଣ କାଟିବାରୁ ବଞ୍ଚିବାକୁ ଯାଇ ନୂଆ ଉପାୟ ଆପଣାଇଲେ ଯୁବକ

ଗାନ୍ଧିନଗର,୧୦।୯: ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରଠାରୁ ସାଧାରଣ ଜନତାଙ୍କ ଚିନ୍ତା ବଢି ଯାଇଛି। କାରଣ ଏବେ ଗାଡିର ଦାମ୍‌ ଅପେକ୍ଷା ଅଧିକ ଚାଲାଣ କଟାଯାଉଥିବାରୁ ଏହା ସମସ୍ତଙ୍କର ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ନିକଟରେ ଗୁଜରାଟ ଭଦୋଦରାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri