ଜାତୀୟ

ବାଣ ବ୍ୟବସାୟୀଙ୍କୁ ଗିରଫ ବେଳେ ପୋଲିସ ଜିପ୍‌ରେ ମୁଣ୍ଡ ବାଡେଇ କାନ୍ଦିଲେ କୁନି ଝିଅ: ଭିଡିଓ ଭାଇରାଲ

ବୁଲନ୍ଦସହର,୧୪ ।୧୧: ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଏକ ପୋଲିସ ଜିପ୍ ବାହାରେ ଠିଆ ହୋଇ ଜଣେ କୁନି ଝିଅ କାନ୍ଦି କାନ୍ଦି କିଛି କହୁଛନ୍ତି । ତେବେ ଘଟଣାରୁ…

ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୬୩ ବର୍ଷର ପରମ୍ପରା: ଦୀପାବଳି ଶୁଭ ମୂହୁର୍ତ୍ତ ଟ୍ରେଡିଂ; ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ ଘଣ୍ଟେ ପାଇଁ ହେବ ଅନୁଷ୍ଠିତ

ମୁମ୍ବାଇ,୧୪।୧୧: ଦୀପାବଳି ଉପଲକ୍ଷେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୬୩ ବର୍ଷର ପରମ୍ପରା ଶୁଭ ମୂହୁର୍ତ୍ତ ଟ୍ରେଡିଂ ଶନିିବାର ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ ଘଣ୍ଟେ ପାଇଁ ଅନୁଷ୍ଠିତ ହେବ। ସନ୍ଧ୍ୟା ୬ଟାରୁ ୬ଠା ୮ ପ୍ରର୍ଯ୍ୟନ୍ତ ପ୍ରି-ଓପନ ମୂହୁର୍ତ୍ତ…

ଜମ୍ମୁ-କଶ୍ମୀରର ୩୩ ନେତାଙ୍କୁ ବିଦେଶ ଯିବା ମନା

ନୂଆଦିଲ୍ଲୀ,୧୪ ।୧୧: ଜମ୍ମୁ-କଶ୍ମୀରର ୩୩ ଜଣ ନେତାଙ୍କ ବିଦେଶ ଗସ୍ତ ଉପରେ ଅଙ୍କୁଶ ଲଗାଯାଇଛି । ଏହାସହ ନ୍ୟାଶନାଲ କନଫରେନ୍ସର ପୂର୍ବତନ ବିଧାୟକ ଅହମ୍ମଦ ୱାନି ଦୁବଇ ଗସ୍ତ କରୁଥିବା ସମୟରେ ତାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଅଟକାଇ ଦିଆଯାଇଥିବା ସୂଚନା…

ଚାଚା ନେହେରୁଙ୍କ ୧୩୧ ଜନ୍ମ ତିଥି: ଶାନ୍ତିବନରେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୪।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୧ତମ ଜନ୍ମ ତିଥିରେ ବରିଷ୍ଠ ରାଜନେତାଙ୍କ ସମେତ ସାଧାରଣ ବ୍ୟକ୍ତି ବିଶେଷ ଶାନ୍ତିବନରେ ଶନିବାର ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା,…

ଲୋଙ୍ଗେଓ୍ବାଲା ସୀମାରେ ମୋଦି

ଜୈସେଲମର,୧୪।୧୧: ଭାରତୀୟ ଯବାନଙ୍କ ମନୋବଳ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାଜସ୍ଥାନର ଜୈସେଲମରର ଲୋଙ୍ଗେଓ୍ବାଲାଠାରେ ପହଞ୍ଚିଛନ୍ତି। ଦୀପାବଳି ଅବସରରେ ସେ ଯବାନମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦିଙ୍କ ସହିତ ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାପ୍‌ ବିପନ ରାଓ୍ବତ, ସେନା ମୁଖ୍ୟ…

ଡ୍ରଗ୍ସ ମାମଲାରେ ଅଷ୍ଟ୍ରେଲୀୟ ଗିରଫ

ନୂଆଦିଲ୍ଲୀ,୧୪।୧୧: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଓ ବଲିଉଡ୍‌ ଡ୍ରଗ୍ସ ମାମଲାକୁ ନେଇ ଏକାଧିକ ବ୍ୟକ୍ତିଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଜେରା କରିବା ପରେ ଶୁକ୍ରବାର ଅଷ୍ଟ୍ରେଲିଆ ନାଗରିକ ପଲ୍‌ ବାର୍‌ଟେଲ୍‌ଙ୍କୁ ଗିରଫ କରାଯାଇଛି। ଗୁରୁବାର ତାଙ୍କୁ ୬ ଘଣ୍ଟା…

ଦୀପାବଳିରେ ଝଲସିଲା ଅଯୋଧ୍ୟା

ଲକ୍ଷ୍ନୌ,୧୪।୧୧: ଦୀପାବଳିରେ ମନ୍ଦିରମାଳିନୀ ସହର ଅଯୋଧ୍ୟା ଝଲସିଛି। ସରାୟୁ ନଦୀର ୨୮ ଘାଟରେ ୫.୮୪ ଲକ୍ଷ ଦୀପ ଜଳାଯାଇ ଗିନିଜ୍‌ ରେକର୍ଡ କରିବା ଲାଗି ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଛି। ଗତବର୍ଷ ୪.୧୦ ଲକ୍ଷ ଦୀପ ଏଠାରେ ଜଳାଯାଇ ଗିନିଜ୍‌ ରେକର୍ଡ…

ଦିଦିଙ୍କ ପାଇଁ ବଡ଼ ଆହ୍ବାନ

କୋଲକାତା/ନୂଆଦିଲ୍ଲୀ,୧୪ା୧୧: ନଭେମ୍ବର ୧୦ ତାରିଖ। ଏହି ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଦୁଇଟି ଅଶୁଭ ଖବର ଆସିଥିଲା। ଗୋଟିଏ ଥିଲା ଦଳ ଭିତରୁ ଓ ଅନ୍ୟଟି ଦଳ ବାହାରୁ। ବିହାର ଏକ୍‌ଜିଟ୍‌ ପୋଲ୍‌ର ଭବିଷ୍ୟବାଣୀକୁ ସତ ମାନି ଦିଦି…

ଆସନ୍ତା ମାସ ସୁଦ୍ଧା ଆସିପାରେ କରୋନା ଟିକା

ନୂଆଦିଲ୍ଲୀ,୧୪ ।୧୧: ଆସନ୍ତା ମାସ ସୁଦ୍ଧା ଦେଶକୁ ୧୦ କୋଟି କରୋନା ଟିକା ମିଳିଯିବ ବୋଲି ଦାବି କରିଛନ୍ତି ସିରମ ଇନଷ୍ଟିଚ୍ୟୁଟର ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲା । ସିରମ ଇନଷ୍ଟିଚ୍ୟୁଟ ଅକ୍ସଫୋର୍ଡ ୟୁନିଭର୍ସିଟି ସହ ମିଶି ଏହି ଟିକା…

ଦେଶବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୪ ।୧୧: ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ସାରା ଦେଶ ପ୍ରସ୍ତୁତ ହୋଇ ସାରିଛି । ଏଥରର ଦୀପାବଳି ସବୁଠାରୁ ନିଆରା ହେବ ବୋଲି କୁହାଯାଉଛି । କାରଣ କରୋନା କଟକଣା ମଧ୍ୟରେ ଏଥର ପାଳନ କରାଯିବ ଦୀପାବଳି ।…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର

ନୂଆଦିଲ୍ଲୀ, ୧୩।୧୧-ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ରବିବାର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର ଶୁକ୍ରବାର କହିଛନ୍ତି। ଏନ୍‌ଡିଏ ଆନୁଷ୍ଠାନିକ ଭାବେ ନେତା ବାଛିବାର ଦୁଇଦିନ ପୂର୍ବରୁ…

ଅନ୍ତବସ୍ତ୍ରରେ ୨ ମହିଳା ଲୁଚାଇ ନେଉଥିଲେ ୬୨ ଲକ୍ଷ ଟଙ୍କାର ସୁନା: ଧରାଇଦେଲା ମେଟାଲ ଡିଟେକ୍ଟର

ନୂଆଦିଲ୍ଲୀ,୧୩।୧୧-ଅନ୍ତବସ୍ତ୍ରରେ ସୁନା ସ୍ମଗଲିଂ କରୁଥିବାବେଳେ ୨ ମହିଳାଙ୍କୁ ଗିରଫ କରିଛି ସୀମା ଶୁଳ୍କ ବିଭାଗ। ତାମିଲନାଡୁର କୋଏମ୍ବାଟୁର ଅନ୍ତର୍ଜାତୀୟ ବିମାନବନ୍ଦରେ ଶୁକ୍ରବାର ଏଭଳି ଘଟଣା ଘଟିଛି। ଗିରଫ ହୋଇଥିବା ଦୁଇ ମହିଳା ହେଲେ ଦେବନାନୀ ରାଧାକୃଷ୍ଣନ ଓ ବାସନ୍ତୀ ରାମାସ୍ବାମୀ। ଉଭୟେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri