ମୋଦି ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା: ସର୍ଭେ
ନୂଆଦିଲ୍ଲୀ, ୩ା୧: ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ବୋଲି ଆମେରିକାର ମର୍ନିଂ କନ୍ସଲ୍ଟ ସର୍ଭେ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ୭୫ ପ୍ରତିଶତ ଲୋକେ ମୋଦିଙ୍କୁ ପସନ୍ଦ କରିଥିବାବେଳେ ୨୦ ପ୍ରତିଶତ ନାପସନ୍ଦ କରିଛନ୍ତି। ସର୍ଭେରେ…
ଭାଜପା ଟିକାକୁ ବିଶ୍ୱାସ ନାହିଁ: ଅଖିଳେଶ
ଲକ୍ଷ୍ନୌ, ୩।୧: କରୋନା ମହାମାରୀ ବିରୋଧରେ ଟିକାକରଣ ଲାଗି ଭାରତ ପ୍ରସ୍ତୁତ ହେଉଥିବାବେଳେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଭାଜପାର ଏହି ଟିକାକୁ ସେ କଦାପି ବିଶ୍ୱାସ କରିପାରିବେନି…
ନୂଆବର୍ଷ ପାର୍ଟିରେ ଯୁବତୀଙ୍କୁ ହତ୍ୟା
ମୁମ୍ବାଇ, ୩ା୧: ନୂଆବର୍ଷ ପାର୍ଟି ଚାଲିଥିବାବେଳେ ମୁମ୍ବାଇରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ସାଙ୍ଗମାନେ ହତ୍ୟା କରିଛନ୍ତି। ଘଟଣା ମୁତାବକ, ଖାର ଅଞ୍ଚଳରେ ଜାହ୍ନବୀ କୁକରେନା ସାଙ୍ଗମାନଙ୍କ ସହ ଏକ ବିଲ୍ଡିଂ ଛାତ ଉପରେ ପାର୍ଟି କରୁଥିଲେ। ସେହି ସମୟରେ…
‘ଆଗୁଆ ଜାମିନରେ ପ୍ରତିବନ୍ଧକ ନାହିଁ’
ନୂଆଦିଲ୍ଲୀ, ୩।୧(ପି.ଟି.): ୨୦୧୯ରେ କାର୍ଯ୍ୟକାରୀ ହୋଇଥିବା ଆଇନର ବ୍ୟବସ୍ଥା ଅନୁଯାୟୀ ଜଣେ ମୁସଲମାନ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଏକସଙ୍ଗେ ତିନିଥର ତଲାକ୍ କହିଲେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ମିଳିପାରେ। ତେବେ ଏହି ମୁସଲମାନ ମହିଳା (ବିବାହ ଅଧିକାର ସୁରକ୍ଷା)…
ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟାକଲେ ୧୦ ଲକ୍ଷ
ଚଣ୍ଡୀଗଡ଼, ୩ା୧: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ହତ୍ୟା କଲେ ୧୦ ଲକ୍ଷ ଟଙ୍କା ମିଳିବ ବୋଲି ଲେଖାଥିବା ଏକ ପୋଷ୍ଟରକୁ ପୋଲିସ ଜବତ କରିଛି। ଘଟଣାରେ ପଞ୍ଜାବ ପୋଲିସ ମାମଲା ରୁଜୁ କରି କିଏ ଏହି ପୋଷ୍ଟର ଲଗାଇଥିଲା ତାହାର…
ଧୂମପାନର ଆଇନଗତ ବୟସ ୨୧ ହେବ
ନୂଆଦିଲ୍ଲୀ, ୩।୧(ଆଇଏଏନ୍ଏସ୍): ଭାରତରେ ଧୂମପାନର ସର୍ବନିମ୍ନ ଆଇନଗତ ବୟସ ୨୧ ବର୍ଷ ହେବ। ପୂର୍ବରୁ ୧୮ ବର୍ଷରୁ କମ୍ ବୟସ୍କଙ୍କୁ ସିଗାରେଟ ଓ ଅନ୍ୟାନ୍ୟ ତମାଖୁ ସାମଗ୍ରୀ ବିକ୍ରି ଅନୁମତି ନ ଥିଲା। ଏବେ ସେହି ସମୟସୀମା ୨୧ ବର୍ଷକୁ ବୃଦ୍ଧି…
କୋଭିଶିଲ୍ଡ ପରେ କୋଭାକ୍ସିନ୍କୁ ମଞ୍ଜୁରୀ
ନୂଆଦିଲ୍ଲୀ, ୩।୧: ଭାରତର ଔଷଧ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ବିଶେଷଜ୍ଞ କମିଟି ଶୁକ୍ରବାର ସେରମ୍ ଇନ୍ଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିଶିଲ୍ଡ ଟିକାକୁ ଅନୁମୋଦନ ଲାଗି ସୁପାରିସ କରିବା ପରେ ଶନିବାର ଭାରତ ବାୟୋଟେକ୍ ପ୍ରସ୍ତୁତ ‘କୋଭାକ୍ସିନ୍’କୁ ଜରୁରୀ ବ୍ୟବହାର ଲାଗି ସବୁଜ ସଙ୍କେତ ଦେଇଛି।…
ବିଶ୍ୱ ନେତାଙ୍କ ମଧ୍ୟରେ ମୋଦିଙ୍କ ଲୋକପ୍ରିୟତା ସର୍ବାଧିକ : ନଡ୍ଡା
ନୂଆଦିଲ୍ଲୀ,୨।୧- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଲୋକପ୍ରିୟ ବିଶ୍ୱ ନେତା। ମୋଦିଙ୍କୁ ଏହି ମାନ୍ୟତା ଦେଇଛି ଆମେରିକାର ଏକ ସର୍ଭେ ସଂସ୍ଥା ମର୍ନିଂ କନସଲ୍ଟ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଭାଜପାର ରାଷ୍ଟ୍ରମୁଖ୍ୟ ଜେ. ପି. ନଡ୍ଡା। ବିଭିନ୍ନ ଅନ୍ତର୍ଜାତୀୟ…
ଆକ୍ରମଣ ପରେ ପ୍ରଥମ ଥର ପଶ୍ଚିମବଙ୍ଗ ଯିବେ ନଡ୍ଡା
ନୂଆଦିଲ୍ଲୀ,୨।୧: ଭାଜପା ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଆକ୍ରମଣ ପରେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ଗସ୍ତ କରିବେ। ଆସନ୍ତା ୯ତାରିଖରେ ବୀରଭୂମ ଜିଲାରେ ହେବାକୁ ଥିବା ରୋଡ ଶୋ’ରେ ସେ ଯୋଗ ଦେବେ। ଏନେଇ ଶନିବାର ଭାଜପା ସୂଚନା ଦିଆଯାଇଛି।…
୫୧ ଲକ୍ଷ ଟଙ୍କାରେ ମଇଁଷି ବିକି କୃଷକ ଆନ୍ଦୋଳନରେ ଦେଲେ ମାଗଣା ଭୋଜନ
ଚଣ୍ଡିଗଡ଼,୨।୧: କେନ୍ଦ୍ର ସରକାରଙ୍କ ଦ୍ୱାରା ପାସ୍ କରାଯାଇଥିବା କୃଷି ବିଲ୍ ବିରୋଧରେ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନରେ ହରିୟାଣାର ଜଣେ କୃଷକଙ୍କ ଦ୍ୱାରା ୫୧ ଲକ୍ଷ ଟଙ୍କାର ମଇଁଷି ବିକ୍ରି କରାଯାଇ ଆନ୍ଦୋଳନକାରୀଙ୍କୁ ମାଗଣା ଖାଇବାକୁ ଦିଆଯାଇଛି। ଯାହା ଏବେ ଚର୍ଚ୍ଚାରେ…
ଭାଜପାର କରୋନା ଭ୍ୟାକ୍ସିନ ଉପରେ ଭରସା ନାହିଁଁ : ଅଖିଳେଶ
ଲକ୍ଷ୍ନୌ,୨ ।୧: କରୋନା ମହାମାରୀକୁ ନେଇ ରାଜନୀତି ମୁଣ୍ଡ ଟେକିବା ଏକ ସାଧାରଣ କଥା ଥିବା ବେଳେ ଏବେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହାକୁ ଏନ ନୂଆ ରଙ୍ଗ ଦେଇଛନ୍ତି ।…
ଚାଇନାର ବଢ଼ିଲା ଚିନ୍ତା: ପୈଙ୍ଗୋଗ ହ୍ରଦ ନିକଟରେ ୧୨ ପାଟ୍ରୋଲିଂ ବୋଟ୍ ମୁତୟନ କରିବ ଭାରତ
ଲଦାଖ,୨।୧: ପୂର୍ବ ଲଦାଖର ଏଲ୍ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ଏଠାରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ୧୨ ପାଟ୍ରୋଲିଂ ବୋଟ ମୁତୟନ କରାଯିବାକୁ ଯୋଜନା…
Archives


