ଭଉଣୀ ପଠାଇଥିବା ରାକ୍ଷୀକୁ କ’ଣ କଲେ କରୋନା ଆକ୍ରାନ୍ତ ଭାଇ: ଜାଣନ୍ତୁ…
ନୂଆ ଦିଲ୍ଲୀ, ୩୦।୭: କରୋନା (କୋଭିଡ୍-୧୯)କୁ ନେଇ ସମସ୍ତେ ଆତଙ୍କିତ ଅବସ୍ଥାରେ। କରୋନା ଭୟ ଯୋଗୁ ଏବେ ଆଉ କୌଣସି ପର୍ବପର୍ବାଣୀର ମଜା ରହୁନାହିଁ। ତେବେ ରାକ୍ଷୀକୁ ଆଉ ମାତ୍ର ଅଳ୍ପ କେଇଟା ଦିନ ବାକି ରହିଲା। ଏହି ଦିନ...
ସୁପ୍ରିମକୋର୍ଟ ଗଲେ ସୁଶାନ୍ତଙ୍କ ପରିବାର
ନୂଆଦିଲ୍ଲୀ,୩୦।୭: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଏବେ ବିହାର ପୋଲିସ ଯାଞ୍ଚ୍ ଆରମ୍ଭ କରିଛି। ଏହି ମାମଲାର ସିବିଆଇ ଯାଞ୍ଚ ଦାବିକୁ ନେଇ କରାଯାଇଥିବା ଜନସ୍ବାର୍ଥ ମାମଲା ଗୁରୁବାର ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ଏବେ ସୁଶାନ୍ତଙ୍କ କଥିତ...
ପବଜୀ ବ୍ୟାନ୍ ଆଶଙ୍କାରେ ନେଲା ଏମିତି ପଦକ୍ଷେପ
ଭାରତରେ ପ୍ରତିବନ୍ଧକକୁ ଏଡାଇବା ପାଇଁ ପବଜୀ ମୋବାଇଲ ୟୁଜର୍ସଙ୍କ ଗୋପନୀୟତା ନୀତିକୁ ଅପଡେଟ୍ କରିଛି। ଭାରତରେ ଚାଇନାର ଆପ ନିଷେଧକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଥିବା ପବଜୀ ଏକ ବିଜ୍ଞପ୍ତି ଦ୍ୱାରା କହିଛି। ଜଣେ ଉପଭୋକ୍ତାଙ୍କର ବ୍ୟକ୍ତିଗତ ସୂଚନା...
ସୁଶାନ୍ତଙ୍କ ଆତ୍ମହତ୍ୟାର ହେବ ନାହିଁ ସିବିଆଇ ଯାଞ୍ଚ୍: ସୁପ୍ରିମ୍କୋର୍ଟ
ମୁମ୍ବାଇ, ୩୦।୭: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ସିବିଆଇ ଯାଞ୍ଚ୍ ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରି ଦେଇଛନ୍ତି। ଆତ୍ମହତ୍ୟାର ସିବିଆଇ ଯାଞ୍ଚ୍ ହେଉବୋଲି ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ତେବେ ଏହାର ଶୁଣାଣି କରି ସୁପ୍ରିମ୍କୋର୍ଟ...
ରାଜସ୍ଥାନ ସଙ୍କଟ ମଧ୍ୟରେ ଏହି ରାଜ୍ୟର ୬ଜଣ ସଦସ୍ୟ ହାତ ଛାଡ଼ି ଧରିଲେ ପଦ୍ମ
ଇମ୍ଫାଲ,୩୦।୭: ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମଣିପୁର ଇମ୍ଫାଲ ନଗର ନିଗମରେ କଂଗ୍ରେସର ୬ଜଣ ଓ ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନ୍ପିପି)ର ଜଣେ ସଦସ୍ୟ ଭାଜପାରେ ଯୋଗଦେଇଥିବା ଜଣାପଡ଼ିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂହ ଓ ଭାଜପା ପ୍ରଦେଶ...
କଟକଣା କୋହଳ ସହ ଏହି ରାଜ୍ୟରେ ଅଗଷ୍ଟ ୩୧ ଯାଏଁ ବଢ଼ିଲା ଲକ୍ଡାଉନ
ଚେନ୍ନାଇ,୩୦।୭: ଦେଶରେ କରୋନା ସଙ୍କଟକୁ ଦେଖି କେନ୍ଦ୍ର ସରକାର ବୁଧବାର ଅନ୍ଲକ-୩ ଘୋଷଣା କରିଛନ୍ତି। ଜୁଲାଇ ୩୧ରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ ଶେଷ ହେଉଥିବା ବେଳେ ଅଗଷ୍ଟ ୧ରୁ ଅଗଷ୍ଟ ୩୧ ଯାଏ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ ଜାରି ରହିବ।...
ଭୂମିପୂଜା ପୂର୍ବରୁ ଅଯୋଧ୍ୟାରେ କରୋନା ସଙ୍କଟ: ରାମଲଲାଙ୍କ ପୂଜାରୀ ସମେତ ୧୬ ପୋଲିସ କର୍ମଚାରୀ ପଜିଟିଭ୍
ଅଯୋଧ୍ୟା,୩୦।୭: ଆଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିରର ଭୂମିପୂଜା କାର୍ଯ୍ୟକ୍ରମ ଉପରେ କରୋନା ସଙ୍କଟ ଦେଖାଦେଇଛି। ରାମ ଜନ୍ମଭୂମିର ପୂଜାରୀ ପ୍ରଦୀପ ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ହେଉଛନ୍ତି ମୁଖ୍ୟ ପୁଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ଶିଷ୍ୟ। ରାମ...
କଂଗ୍ରେସର ରାଜ୍ୟସଭା ସଦସ୍ୟଙ୍କ ସହ ସୋନିଆଙ୍କ ବୈଠକ: ରାଜନୈତିକ ସ୍ଥିତି ଉପରେ ଚର୍ଚ୍ଚା
ନୂଆଦିଲ୍ଲୀ,୩୦।୭: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଗୁରୁବାର ଦଳର ରାଜ୍ୟସଭା ସଦସ୍ୟଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏକ ବୈଠକ କରିଛନ୍ତି। ଏହି ବୈଠକରେ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଓ ଅନ୍ୟାନ୍ୟର ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି।...
୩୫ ବର୍ଷ ହେବ ଏଠାରେ ଚାଲିଛି ଅଖଣ୍ଡ ରାମନାମ ସଂକୀର୍ତ୍ତନ
ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ସନ୍ଥ ଏବଂ ପୁରୁଷଙ୍କ ଯୋଗଦାନ ରହିଛି। ରାମ ମନ୍ଦିର ନିର୍ମାଣର ଶୁଭ ସମୟରେ ସେମାନଙ୍କ ଅବଦାନକୁ ମନେ ପକାିବା ଜରୁରୀ ହୋଇପଡିଛି। ସରୟୁ ନଦୀ କୂଳରେ ଅବସ୍ଥିତ ଫଟିକ ଶୀଳା ଆଶ୍ରମର ପ୍ରତିଷ୍ଠାତା...
ଆଇଇଡି ବିସ୍ଫୋରଣ ପରେ ଆଖିବୁଜା ଗୁଳି ବର୍ଷା କଲେ ଉଗ୍ରବାଦୀ: ୩ ଯବାନ ଶହୀଦ, ୪ ଗୁରୁତର
ଇମ୍ଫାଲ୍, ୩୦।୭: ଉଗ୍ରବାଦୀଙ୍କ ଆକ୍ରମଣରେ ଆସାମ ରାଇଫଲ୍ସ୍ର ୩ ଜଣ ଯବାନ ଶହୀଦ୍ ହୋଇଛନ୍ତି। ଏଥିରେ ୬ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୪ ଜଣ ଯବାନ ଗୁରୁତର ଆହତ ଅବସ୍ଥାରେ...
ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖୁଛନ୍ତି ରାଜନେତା
ମୁମ୍ବାଇ,୩୦।୭: ସୁଶାନ୍ତ ସିଂ ରାଜପୁତ। ଏବେ ଏହି ନାଁଟି ଘରେ ଘରେ ପରିଚିତ। ବଲିଉଡ୍ ନାୟକ ଭାବେ ସେ ଯେତିକି ପରିଚୟ ପାଇଥିଲେ ଏବେ ତାଙ୍କ ମୃତ୍ୟୁ ମାମଲାକୁ ନେଇ ସେ ଆସିଛନ୍ତି ବେଶ୍ ଚର୍ଚ୍ଚାକୁ। ଗୋଟିଏ ପଟେ ମୁମ୍ବାଇ...
୪୩ ହଜାର ଛାଡ଼ିଲେଣି ଘରୋଇ ସ୍କୁଲ
ଗୁଡ଼ଗାଓଁ: କରୋନା ମହାମାରୀ ସଂକ୍ରମଣ ଯୋଗୁ ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଘୋଷଣା କରାଯାଇଛ। ଏପରିସ୍ଥଳେ ସମସ୍ତ ସ୍କୁଲ ବନ୍ଦ ରହିଛି। ତେବେ ପ୍ରାଇଭେଟ୍ ସ୍କୁଲରେ ପାଠ ପଢୁଥିବା ଛାତ୍ରୀଛାତ୍ରଙ୍କୁ ଲଗାତାର ଫି ଦେବାକୁ କୁହାଯାଉଛି। ଏଥିରେ ବ୍ୟସ୍ତ ବିବ୍ରତ ହୋଇ...
Archives


