ଜାତୀୟ

ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ

ପୁଣେ,୨୮।୨: ଦେଶରେ କରୋନା ଆତଙ୍କ ଯୋଗୁ ପୁଣି କୋକୁଆ ଭୟ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର କେତେକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ପୁଣେରେ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜକୁ ବନ୍ଦ…

ସରକାରଙ୍କ ନୂଆ ରେକର୍ଡ: ୧୮ ଘଣ୍ଟାରୁ କମ୍‌ ସମୟରେ ୨୫.୫୪ କିଲୋମିଟର ରାଜରାସ୍ତା ନିର୍ମାଣ ଶେଷ

ହାଇଦ୍ରାବାଦ୍‌,୨୮।୨: ସଡ଼କ ନିର୍ମାଣ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ନୂଆ ରେକର୍ଡ କରିଛନ୍ତି। ମାତ୍ର ୧୭ ଘଣ୍ଟା ୪୫ ମିନିଟରେ ୨୫,୫୪ କିଲୋମିଟର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏନେଇ କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ…

ପୁଡୁଚେରୀରେ ସରକାର ଗଢିବ ଏନ୍‌ଡିଏ: ଶାହା

ପୁଡୁଚେରୀ,୨୮ ।୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବେ ପୁଡୁଚେରୀ ଗସ୍ତରେ ଅଛନ୍ତି । ରବିବାର ସେ କରାଇକଲଠାରେ ଏକ ଜନସଭାକୁ ସାମ୍ବାଧନ କରିବା ଅବସରରେ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ନାରାୟଣସ୍ୱାମୀ ସରକାର କେନ୍ଦ୍ର ଶାସିତ ପ୍ରଦେଶରେ…

ଅନ୍‌ଲାଇନରେ ଆଉ ଖେଳି ପାରିବେନି ରମି ଗେମ୍‌, ଏହି ରାଜ୍ୟ ସରକାର ଲଗାଇଲେ ପ୍ରତିବନ୍ଧକ

ଥିରୁଭନନ୍ତପୁରମ,୨୮।୨: ଏବେ ଅନ୍‌ଲାଇନରେ ଆଉ ରମି ଗେମ୍‌ ଖେଳିପାରିବେ ନାହିଁ। ଏନେଇ କେରଳ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଶନିବାର ସରକାର ଏହି ଘୋଷଣା କରିଛନ୍ତି। ଏନେଇ ଅଧିସୂଚନା ଜାରି କରାଯାଇଛି। ଏଥିରେ କୁହାଯାଇଛି କି, ଅନ୍‌ଲାଇନରେ ରମି ଗେମ୍‌ ଖେଳାଯାଇପାରିବ ନାହିଁ।…

ଅରୁଣାଚଳ ପ୍ରଦେଶ ହେଲା କରୋନା ମୁକ୍ତ ରାଜ୍ୟ

ଇଟାନଗର,୨୮ ।୨: ଅରୁଣାଚଳ ପ୍ରଦେଶ ଏବେ କରୋନା ମୁକ୍ତ ରାଜ ପାଲଟି ଯାଇଛି । ରବିବାର ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ୩ କରୋନା ସଂକ୍ରମିତ ସୁସ୍ଥ ହେବା ପରେ ଏବେ ଏହି ରାଜ୍ୟ କରୋନା…

ଗୋଟିଏ ସୋସାଇଟିରେ ୨୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ

ଗୁରୁଗ୍ରାମ,୨୮ ।୨: କରୋନା ମହାମାରୀର କଡ ଲେଉଟାଣି ପୁଣି ଦେଶବାସୀଙ୍କୁ ଚିନ୍ତାରେ ପକାଇଲାଣି । ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ କମ୍ ହୋଇ ଆସିଥିବା ବେଳେ ଗତ କିଛିଦିନ ହେବ କିଛି ରାଜ୍ୟରେ ପୁଣି ଏହା ବୃଦ୍ଧି ପାଇବାରେ ଲାଗିଛି ।…

କଂଗ୍ରେସର ନାଁ ପରିବର୍ତ୍ତନ କରିବାକୁ ରାହୁଲଙ୍କୁ ଚିଠି ଲେଖିଲା ହିନ୍ଦୁ ମହାସଭା!

ନୂଆଦିଲ୍ଲୀ,୨୮ ।୨: ହିନ୍ଦୁ ମହାସଭାର ନେତା କଂଗ୍ରେସର ସଦସ୍ୟତା ଗ୍ରହଣ କରିବା ପରେ କଂଗ୍ରେସ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଏବେ ହିନ୍ଦୁ ମହାସଭା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଳେଖିଥିବା ସୂଚନା ମିଳିଛି ।…

ଜଳ ପାରସ ମଣିଠାରୁ ବି ମୂଲ୍ୟବାନ: ମୋଦି

ନୂଆଦିଲ୍ଲୀ,୨୮।୨: ଦେଶରେ ଜଳ ସଂରକ୍ଷଣ ଜରୁରୀ। ଏହା ଜୀବନ ତଥା ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ। ପାରସ ମଣି ଲୁହାକୁ ମଧ୍ୟ ସୁନାରେ ପରିଣତ କରିଥାଏ ବୋଲି କୁହାଯାଇଥାଏ। ସେହିପରି ଜଳର ପ୍ରତି ବୁନ୍ଦାର ସ୍ପର୍ଶ ଜୀବନ ଲାଗି ମୂଲ୍ୟବାନ। ସରକାରଙ୍କ ପକ୍ଷରୁ…

‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ପୂର୍ବରୁ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୨୮ ।୨:କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଲଗାତାର ଭାବେ ଦୋଷ ଲଦି ଆସୁଥିବା ଦେଖାଯାଇଛି । ଏଥର ବି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ପ୍ରତି ରବିବାର…

ମାର୍ଚ୍ଚ-୧ରୁ କ୍ଷୀର ଲିଟର ୧୦୦ ଟଙ୍କା

ହିସାର,୨୮।୨: କୃଷି ଆଇନ ବିରୋଧରେ ଜାରି ରହିଥିବା ଆନ୍ଦୋଳନକୁ ହରିୟାଣା ଖାପ୍‌ ପଞ୍ଚାୟତର ସମର୍ଥନ ମିଳିଛି। ମାର୍ଚ୍ଚ ୧ରୁ କ୍ଷୀର ଲିଟର ପିଛା ୧୦୦ଟଙ୍କାରେ ବିକ୍ରି କରିବାକୁ ପଞ୍ଚାୟତ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସରକାରୀ ସମିତି ସମେତ ଡାଏରୀ କମ୍ପାନୀଗୁଡ଼ିକୁ…

ମହାକାଶ ମୁହାଁ ଆମାଜୋନିଆ-୧

ଶ୍ରୀହରିକୋଟା,୨୮।୨: ଆନ୍ଧ୍ରପ୍ରଦେଶର ନେଲୋର ଜିଲାର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ରବିବାର ପୂର୍ବାହ୍ନ ୧୦ଟା ୨୪ରେ ଉପଗ୍ରହ ଆମାଜୋନିଆ-୧ର ଉତ୍‌କ୍ଷେପଣ କରାଯାଇଛି। ୨୦୨୧ର ପ୍ରଥମ ମିଶନରେ ଇସ୍ରୋକୁ ସଫଳତା ମିଳିଛି। ପିଏସ୍‌ଏଲଭି-ସି-୫୧ ରକେଟ ସହାୟତାରେ ବ୍ରାଜିଲର ଏହି ଅପ୍ଟିକାଲ ଅବଜରଭେଶନ…

ଭିକ ମାଗି ଧନୀ: ମାସକୁ ରୋଜଗାର ୭୫ ହଜାର

ନୂଆଦିଲ୍ଲୀ,୨୮।୨: ଭିକ ମାଗି ମାସକୁ ରୋଜଗାର ୭୫ ହଜାର ଟଙ୍କା। ପାଖରେ ୭୦ ଟଙ୍କାର ଦୁଇ ଦୁଇଟି ଆପାର୍ଟମେଣ୍ଟ୍‌। ଏସବୁ ଯେକେହି ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ସତ୍ୟ। ଭାରତର ୫ ଜଣ ଧନୀ ଭିକାରିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?