ଜାତୀୟ

୨ ହଜାର କୃଷକଙ୍କୁ ମାଗଣାରେ ଖାଇବାକୁ ଦେଇ ଚର୍ଚ୍ଚାରେ ଏହି ଢାବା

ହରିୟାଣା,୨୮ା୧୧: କୃଷକ ଆନ୍ଦୋଳନ ଶୁକ୍ରବାର ଉଗ୍ରରୂପ ଧାରଣ କରିଥିଲା। ଯେଉଁଥିପାଇଁ ସମଗ୍ର ରାଜପଥରେ ଯାନବାହନର ଲମ୍ବା ଧାଡ଼ି ଲଗାଯାଇଥିଲା। ଏହି ସମୟରେ ମୁର୍ଥଲର ପ୍ରସିଦ୍ଧ ଢାବା ‘ସୁଖଦେବ‘ ଚାଷୀଙ୍କ ପାଇଁ ମାଗଣା ଖାଦ୍ୟ ଏବଂ ପାନୀୟ ପାଇଁ ବ୍ୟବସ୍ଥା କରିଥିଲା। ଯାହା…

ଲିଭ୍‌ ଇନ୍‌ରେ ସରକାରୀ ଚାକିରିଆ: ରାଜ୍ୟ ସରକାରଙ୍କ ସେବା ସର୍ତ୍ତ ଲାଗି ଜବାବ ତଲବ କଲେ ହାଇକୋର୍ଟ

ପ୍ରୟାଗରାଜ୍‌,୨୮।୧୧: ଲିଭ୍‌ ଇନ୍‌ରେ ରହିଥିବା ଦୁଇ ସରକାରୀ ଚାକିରିଆଙ୍କୁ ସୁରକ୍ଷା ଯୋଗାଇ ଦେବା ମାମଲାରେ ଆହ୍ଲାବାଦ୍‌ ହାଇକୋର୍ଟ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସରକାରୀ ଚାକିରି ସେବା ସର୍ତ୍ତ ନେଇ ଜବାବ ତଲବ କରିଛନ୍ତି। ଏକ ସପ୍ତାହ ମଧ୍ୟରେ ରାଜ୍ୟ…

ମାସ୍କ ପିନ୍ଧିବାକୁ ରାଜି ନୁହେଁ ତେଜସ୍ୱୀ!

ପାଟନା,୨୮ ।୧୧: କରୋନା ମହାମାରୀ ବୃଦ୍ଧିକୁ ଦେଖି ଏହାର ଗାଇଡଲାଇନ୍ ପାଳନ କରିବାକୁ ସରକାର କଡାକଡି ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ପାଟନା ବିଧାନସଭାରେ ଅଧ୍ୟକ୍ଷ ଗୃହରେ ଉପସ୍ଥିତ ସଦସ୍ୟଙ୍କୁ ମାସ୍କ ପିନ୍ଧିବା କଥା କହିଥିଲେ । ବାରମ୍ବାର ସେ…

ପଶ୍ଚିମବଙ୍ଗ ସମେତ ତିନି ରାଜ୍ୟର ୪୦ ସ୍ଥାନରେ ସିବିଆଇ ଚଢାଉ

ନୂଆଦିଲ୍ଲୀ,୨୮ ।୧୧: ସିବିଆଇ ଦ୍ୱାରା ଶନିବାର ୩ ରାଜ୍ୟର ୪୦ଟି ସ୍ଥାନରେ ଚଢାଉ କରାଯାଉଥିବା ସୂଚନା ମିଳିଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏଥିରେ କୋଇଲା ମାଫିଆ ସାମିଲ ଥିବା ଜଣାପଡିଛି । ସେମାନେ କହିଛନ୍ତି କି ଚଢାଉ ବିଶେଷ କରି…

ଚାଷୀ ତାତି ଯୋଗୁ ଅଟକି ରହିଛି ୬୦୦ ସେଓ ଭର୍ତ୍ତି ଟ୍ରକ୍‌: ୬୦ କୋଟିର କ୍ଷତି ହେବା ଆଶଙ୍କା

ସୋନିପତ୍‌,୨୮।୧୧: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଶବ୍ୟାପି ଜାରି ରହିଥିବା ଚାଷୀ ଆନ୍ଦୋଳନ ଯୋଗୁ ବାଟରେ ୬୦୦ ସେଓ ଭର୍ତ୍ତି ଟ୍ରକ୍‌ ଅଟକି ରହିଛି। ଟ୍ରକ୍‌ ଗୁଡ଼ିକ ଜମ୍ମୁ-କଶ୍ମୀରରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲା। ପଞ୍ଜାବ ଟପିବା ପରେ ଟ୍ରକ୍‌ ଗୁଡ଼ିକ…

ମୋଦିଙ୍କ ଅହଙ୍କାର ଯୋଗୁ ଚାଷୀଙ୍କ ବିରୋଧରେ ଠିଆ ହୋଇଛନ୍ତି ଯବାନ: ରାହୁଲ

ନୂଆଦିଲ୍ଲୀ,୨୮।୧୧: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ଏହି ମର୍ମରେ ରାହୁଲ ଗାନ୍ଧୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି ଦେଶରେ ଜୟ ଯବାନ, ଜୟ କିଷାନ ସ୍ଲୋଗାନ…

କରୋନା ଭ୍ୟାକ୍ସିନକୁ ନେଇ ସମୀକ୍ଷା କଲେ ମୋଦି

ଅହମଦାବାଦ,୨୮ ।୧୧: କରୋନା ଭାଇରସ ପାଇଁ ଦେଶରେ ପ୍ରସ୍ତୁତ ହେଉଥିବା ଭ୍ୟାକ୍ସିନ ବା ଟିକା ସମ୍ପର୍କରେ ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ୩ଟି ପ୍ରୟୋଗଶାଳା ଗସ୍ତ କରିଛନ୍ତି । ପ୍ରଥମେ ମୋଦି ଅହମଦାବାଦ ପହଞ୍ଚିଛନ୍ତି ।…

ପାହାଡ଼ରେ ଭରି ରହିଛି ହୀରା: ଖୋଲିବା ଆରମ୍ଭ କଲେ ଲୋକେ, ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର

କୋହିମା,୨୮।୧୧: ନାଗାଲାଣ୍ଡରେ ଏବେ ହୀରା ଲୋଭରେ ଲୋକେ ଏକ ପାହାଡ଼କୁ ଖୋଳିବା ଆରମ୍ଭ କରିଛନ୍ତି। ମୋନ୍‌ ଜିଲାର ଓ୍ବାନଚିଙ୍ଗ୍‌ ଗାଁରେ ଥିବା ପାହାଡ଼ରେ ହୀରା ମିଳୁଥିବାଖବର ପ୍ରଚାର ହୋଇଥିଲା। ପ୍ରଥମେ କେତେକ ଗାଁ ଲୋକେ ପାହାଡ଼ ଖୋଲିବା ଆରମ୍ଭ କରିଥିଲେ। ଏବେ…

ଲଭ୍‌ ଜେହାଦ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ: ଆଇନ ହେଲା ଲାଗୁ

ଲକ୍ଷ୍ନୌ,୨୮।୧୧: ଲଭ୍‌ ଜିହାଦ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ପାରିତ ହୋଇଥିବା ଅଧ୍ୟାଦେଶକୁ ଶନିବାର ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲଙ୍କ ମଞ୍ଜୁରୀ ମିଳିଛି। ଫଳରେ ଏବେ ଏହା ଆଇନରେ ପରିଣତ ହୋଇଛି। ଧୋକା ଦେଇ ଧର୍ମପରିବର୍ତ୍ତନ କରୁଥିବା ଅଭିଯୋଗରେ…

ଏନ୍‌ସିପି ବିଧାୟକ ଭରତ ଭାଲକେଙ୍କ ପରଲୋକ, କରୋନାରେ ଥିଲେ ସଂକ୍ରମିତ

ମୁମ୍ବାଇ,୨୮ ।୧୧: ମହାରାଷ୍ଟ୍ରର ପଣ୍ଡରପୁର-ମଙ୍ଗଲବୈଧା ବିଧାନସଭା ଆସନରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ବିଧାୟକ ଭରତ ଭାଲକେଙ୍କର ଶନିବାର ପରଲୋକ ହୋଇଛି । ପୁଣେର ରୁବି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୩୦ ଅକ୍ଟୋବରରେ ସେ କରୋନାରେ ପୀଡ଼ିତ…

କେନ୍ଦ୍ରୀୟ ମନ୍ତ୍ରୀ କରୋନା ପଜିଟିଭ୍‌

କାନପୁର,୨୮।୧୧: କେନ୍ଦ୍ରୀୟ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ତଥା ଫତେହପୁର ଏମ୍‌ପି ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ନିଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଏଲ୍‌ଅଲ୍‌ଆର୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଇ ଫୁସଫୁସ୍‌ରେ ସଂକ୍ରମଣ ହୋଇଥିବାରୁ ତାଙ୍କୁ…

‘ଉତ୍ପୀଡ଼ନ ପାଇଁ ଆପରାଧିକ ଆଇନ ଅସ୍ତ୍ର ନୁହେଁ’

ନୂଆଦିଲ୍ଲୀ, ୨୮।୧୧: ରଚନାତ୍ମକ ଉତ୍ପୀଡ଼ନ ପାଇଁ ଆପରାଧିକ ଆଇନକୁ ଯେପରି ଅସ୍ତ୍ର ଭାବେ ବ୍ୟବହାର କରା ନ ଯାଏ ତାହା ଦେଖିବା ନ୍ୟାୟପାଳିକାର କାର୍ଯ୍ୟ। ରିପବ୍ଲିକ୍‌ ଟିଭିର ଏଡିଟର-ଇନ୍‌-ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀଙ୍କ ଅନ୍ତରୀଣ ଜାମିନ ସମୟ ସୀମାକୁ ଆଉ ୪ ସପ୍ତାହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri