କରୋନାକୁ ୧୦ ରାଜ୍ୟ ହରାଇଲେ ଦେଶ ଜିତିବ
ନୂଆଦିଲ୍ଲୀ, ୧୨ା୮: ଭାରତ ମହାମାରୀ କରୋନାକୁ ଜିତିବା ଲାଗି ପ୍ରୟାସ ଜାରି ରଖିଛି। ଏଥିଲାଗି ପ୍ରତ୍ୟେକ ରାଜ୍ୟର ଗୁରୁଦାୟିତ୍ୱ ରହିଛି। ଦେଶର ୧୦ ରାଜ୍ୟର ସ୍ଥିତି ଜଟିଳ ରହିଛି। ଏହି ରାଜ୍ୟଗୁଡ଼ିକରେ ୮୦%ରୁ ଅଧିକ ଆକ୍ରାନ୍ତ ଅଛନ୍ତି। ଯଦି ଆମେ...
ପ୍ରଣବ ମୁଖାର୍ଜୀ ଗୁରୁତର
ନୂଆଦିଲ୍ଲୀ, ୧୨ା୮: ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ି ଥିବା ଜଣାପଡ଼ିଛି। ସେ ଏବେ ମିଲିଟାରି ହସ୍ପିଟାଲରେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ୮୪ ବର୍ଷୀୟ ମୁଖାର୍ଜୀ ସୋମବାର ମସ୍ତିଷ୍କ ସର୍ଜରି ପୂର୍ବରୁ...
ମୋଦିଙ୍କ ଯୋଜନା ଗୁଜରାଟରେ ପ୍ରତ୍ୟାଖ୍ୟାତ
ଅହମ୍ମଦାବାଦ/ନୂଆଦିଲ୍ଲୀ,୧୨ା୮ : ଭାଜପା ଶାସିତ ଗୁଜରାଟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମ୍ଏଫ୍ବିଓ୍ବାଇ)କୁ ଶକ୍ତ ଝଟ୍କା ଲାଗିଛି। ଗୁଜରାଟ ଏହି ମହତ୍ତ୍ୱାକାଂକ୍ଷୀ ଶସ୍ୟ ବୀମା ଯୋଜନାକୁ ଅତ୍ୟଧିକ ପ୍ରିମିୟମ ବୋଝ ସୃଷ୍ଟିକାରୀ ଭାବେ ଅଭିହିତ କରି ପ୍ରତ୍ୟାଖ୍ୟାନ କରିଦେଇଛି। ପୂର୍ବରୁ ପଶ୍ଚିମବଙ୍ଗ,...
ସଞ୍ଜୟ ଦତ୍ତଙ୍କୁ ଫୁସ୍ଫୁସ୍ କ୍ୟାନସର, ଚିକିତ୍ସା ପାଇଁ ଯିବେ ବିଦେଶ
ମୁମ୍ବାଇ, ୧୨।୮: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର। ସଞ୍ଜୟଙ୍କୁ ଫୁସ୍ଫୁସ୍ କର୍କଟ (କ୍ୟାନସର) ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ଏହା ତୃତୀୟ ଷ୍ଟେଜ୍ରେ ଅଛି। ଏହାର ଚିକିତ୍ସା ପାଇଁ ସେ ଶୀଘ୍ର ବିଦେଶ...
ବାଇକ୍ରେ ପକାଇ ପାରିବେ ନାହଁ ୫ ଲିଟରରୁ ଅଧିକ ତେଲ
ନୂଆଦିଲ୍ଲୀ, ୧୧।୮: ମିଜୋରାମ ସରକାର ମଙ୍ଗଳବାର ପ୍ରତି ଯାନ ପାଇଁ ଇନ୍ଧନ ପରିମାଣ ସ୍ଥିର କରିଛନ୍ତି। ବର୍ତ୍ତମାନ ମିଜୋରମରେ ସ୍କୁଟର ପ୍ରତି ୩ ଲିଟର, ଅନ୍ୟ ଦୁଇ ଚକିଆ ଯାନ ଲାଗି ୫ ଲିଟର ଏବଂ କାର୍ ପାଇଁ ୧୦...
‘ବୁଲାତି ହେ ପର୍ ଜାନେକା ନେହିଁ’: ଆଜି ବି ଇଣ୍ଟରନେଟରେ ଭାଇରାଲ ଇନ୍ଦୋରୀଙ୍କ କବିତାର ଏହି ପଂକ୍ତି
ନୂଆଦିଲ୍ଲୀ,୧୧।୮: ପରଲୋକରେ ଖ୍ୟାତନାମା କବି ରାହତ ଇନ୍ଦୋରୀ। ହୃଦଘାତରେ ତାଙ୍କର ନିଧନ ହୋଇଥିବା ସୂଚନା ମିଳିଥିବା ବେଳେ ସେ କରୋନାରେ ମଧ୍ୟ ଆକ୍ରାନ୍ତ ଥିବା ଜଣାପଡ଼ିଛି। ତେବେ ଅନେକ କବିତା ପାଇଁ ସେ ଚର୍ଚ୍ଚିତ ହୋଇଛନ୍ତି। ସେଥିରୁ ଗୋଟିଏ ଥିଲା...
ୟେଦୁରପ୍ପାଙ୍କ ପରେ କରୋନାକୁ ହରାଇଲେ ଏହି ମୁଖ୍ୟମନ୍ତ୍ରୀ
ଭୋପାଳ, ୧୧।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା ସୋମବାର କରୋନାରୁ ଆରୋଗ୍ୟ ଲାଭ କରିଥିଲେ। ଏହାର ଦିନକ ପରେ ମଙ୍ଗଳବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନାକୁ ମାତ୍ ଦେଇଛନ୍ତି। କରୋନାରୁ ସୁସ୍ଥ ହୋଇଥିବା ନେଇ ନିଜେ ଶିବରାଜ...
ପରଲୋକରେ ପ୍ରସିଦ୍ଧ କବି ଇନ୍ଦୋରୀ
ଭୋପାଳ,୧୧।୮: ପ୍ରସିଦ୍ଧ କବି ରାହତ ଇନ୍ଦୋରୀଙ୍କ ମଙ୍ଗଳବାର ନିଧନ ଘଟିଛି। ହୃଦ୍ଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ କାବ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ...
ପିଲାଙ୍କୁ ବେକ ପର୍ଯ୍ୟନ୍ତ ଗାତରେ ପୋତିବା ପ୍ରଥାକୁ ନେଇ ରାଜ୍ୟସରକାରଙ୍କୁ ଏନଏଚଆରସିର ନୋଟିସ
ବେଙ୍ଗାଲୁରୁ,୧୧।୮: କର୍ନାଟକର କେତେକ ସ୍ଥାନରେ ଦିବ୍ୟାଙ୍ଗ ଶିଶୁଙ୍କୁ ସୁସ୍ଥ କରିବା ପାଇଁ ବେକ ପର୍ଯ୍ୟନ୍ତ ଏକ ଗାତରେ ପୋତିଦିଆଯିବା ନେଇ ଏକ ପ୍ରଥା ରହିଛି। ଯାହାକୁ ନେଇ ଜାତୀୟ ମାନବ ଅଧିକାର ଆୟୋଗ (NHRC) ରାଜ୍ୟ ସରକାରଙ୍କୁ ସୋମବାର ଏକ...
ଶାରିରୀକ ସମ୍ପର୍କ ନ ରଖିବାକୁ ସ୍ତ୍ରୀ ରାଣ ପକାଇବାରୁ ସ୍ବାମୀ ନେଲେ ଏମିତି ନିଷ୍ପତ୍ତି
ଅହମଦାବାଦ୍,୧୧।୮: ଗୁଜରାଟର ଅହମଦାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀଙ୍କୁ ଆତ୍ମହତ୍ୟା ପାଇଁ ଉସ୍କାଇଥିବା ଅଭିଯୋଗରେ ଜଣେ ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମୃତ ସୁରେନ୍ଦ୍ର ସିଂଙ୍କ ମା ମୁଲି ପରମାରଙ୍କ ଅଭିଯୋଗ ମୁତାବକ ପୁଅର ବିବାହ ୨୦୧୮ରେ...
ମନ୍ତ୍ରୀଙ୍କ ମାସ୍କ ଦେଖି କିଛି ସମୟ ଅଟକିଗଲେ ଲୋକେ
ଭୋପାଳ,୧୧।୮: ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିଛି। ଆଉ ଯିଏ ତାଙ୍କର ଏହି ରୂପ ଦେଖିଛି ସେ କିଛି ସମୟ ପାଇଁ ଅଟକି ଯାଇଛି। କରୋନା ମହାମାରୀ ସମୟରେ ମାସ୍କ ନ ପିନ୍ଧି ଚର୍ଚ୍ଚାକୁ...
ବଜାରରେ ବିକ୍ରି ହେଉଛି ପିପିଇ କିଟ୍, କ୍ୟାପ, ମାସ୍କ, ଫେସସିଲ୍ଡ ପିନ୍ଧା କୃଷ୍ଣଙ୍କ ମୂର୍ତ୍ତି
ବାରାଣସୀ,୧୧।୮: କରୋନା ମହାମାରୀ ପାଇଁ ସାରା ବିଶ୍ୱରେ ପାଳନ କରାଯାଉଥିବା ଅନେକ ପର୍ବପର୍ବାଣୀ ତା’ର ଚମକ ହରାଇଛି। ଭାରତଭଳି ଏକ ଧର୍ମନିରପେକ୍ଷ ଦେଶରେ ବି ପ୍ରାୟ ସମସ୍ତ ପର୍ବପର୍ବାଣୀର ରଙ୍ଗ ମଉଳି ଯାଇଛି କହିଲେ ଚଳେ। ଚଳିତ ବର୍ଷ ଅଗଷ୍ଟ୧୧...
Archives


