ଜାତୀୟ

କାହିଁକି ଭୟ କରୁଛି ତୃଣମୂଳ କଂଗ୍ରେସ: ଅମିତ ଶାହା

କୋଲକତା,୧୪।୩: ପଶ୍ଚିମବଙ୍ଗ ଏବଂ ଆସାମ ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ବିଧାନସଭା ନିର୍ବାଚନରେ ଭାଜପାକୁ ମଜବୁତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଆସାମରେ ପହଞ୍ଚିଛନ୍ତି। ଏଠାରେ ସେ ଏକ ରାଲିରେ ସମ୍ବୋଧିତ…

ଟିକେଟ୍‌ ନ ପାଇବାରୁ କଂଗ୍ରେସ ନେତ୍ରୀ ହେଲେ ଲଣ୍ଡା

ଥିରୁଭାନନ୍ତପୁରମ,୧୪।୩: ବିଧାନସଭା ନିର୍ବାଚନରେ ଟିକେଟ ନ ପାଇବାରୁ କେରଳ ମହିଳା କଂଗ୍ରେସର ମୁଖ୍ୟ ଲତିକା ସୁଭାଷ ଲଣ୍ଡା ହୋଇଛନ୍ତି। ଥିରୁବନନ୍ତପୁରମରେ ଥିବା ପାର୍ଟି କାର୍ଯ୍ୟାଳୟ ସମ୍ମୁଖରେ ସୁଭାଷ କେଶ କାଟିଛନ୍ତି। ସୁଭାଷ କହିଛନ୍ତି ଯେ ମୁଁ କୌଣସି ଦଳରେ ଯୋଗଦେବାକୁ ଯାଉନାହିଁ…

‘ ଘାଇଲା ବାଘ ବେଶ୍‌ ବିପଦଜନକ ’

କୋଲକାତା,୧୪।୩ : ମୋ ଜୀବନରେ ବହୁ ଆକ୍ରମଣର ସମ୍ମୁଖୀନ ହୋଇଛି। କିନ୍ତୁ ମୁଣ୍ଡ ନୁଆଁଇ ନାହିଁ। ଆଉ ଘାଇଲା ବାଘ ବେଶ୍‌ ବିପଦଜନକ। ହ୍ବିଲଚେୟାରରେ ବସି ରବିବାର କୋଲକାତାରେ ଏକ ରୋଡ୍‌ଶୋରେ ଏଭଳି କହି ପ୍ରତିଦ୍ୱନ୍ଦ୍ୱୀ ଭାଜପାକୁ ଚେତାଇ ଦେଇଛନ୍ତି ପଶ୍ଚିମବଙ୍ଗ…

ଏନ୍‌କାଉଣ୍ଟର୍‌ ସ୍ପେସାଲିଷ୍ଟ ସଚିନଙ୍କୁ ରିମାଣ୍ଡରେ ନେଲା ଏନ୍‌ଆଇଏ

ଗିରଫ ମୁମ୍ବାଇ,୧୪।୩: ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡି ରଖିବା ଅଭିଯୋଗରେ ଏନ୍‌କାଉଣ୍ଟର୍‌ ସ୍ପେସାଲିଷ୍ଟ ସଚିନ ବାଜେଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଦୀର୍ଘ ୧୧ ଘଣ୍ଟା ଧରି ପଚରାଉଚୁରା ପରେ ଗିରଫ କରିଥିଲା। ରବିବାର ମୁମ୍ବାଇ ଅଦାଲତରେ ହାଜର…

‘ଆକ୍ରମଣ ପାଇଁ ନୁହେଁ, ଦୁର୍ଘଟଣାରେ ଆହତ ହୋଇଛନ୍ତି ମମତା’ : ଇସି

କୋଲକାତା,୧୪।୩ : ନନ୍ଦିଗ୍ରାମ ରୋଡ୍‌ଶୋ ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିଲେ। ଏହାକୁ ଆକ୍ରମଣ ଦର୍ଶାଇ ନିର୍ବାଚନ ଆୟୋଗ (ଇସି) ନିକଟରେ ହାଜର ହୋଇଥିଲା ତୃଣମୂଳ କଂଗ୍ରେସ। ତେବେ ଆକ୍ରମଣ ପାଇଁ ନୁହେଁ, ଦୁର୍ଘଟଣା କାରଣରୁ ମମତା ଆହତ…

ମମତାଙ୍କ ସୁରକ୍ଷା ନିର୍ଦ୍ଦେଶକ ନିଲମ୍ବିତ

କୋଲକାତା,୧୪।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ସହ ହୋଇଥିବା ଦୁର୍ଘଟଣା ଘଟଣାରେ ନୂଆ ମୋଡ ଆସିଛି। ଏହି ମାମଲାରେ ନିର୍ବାଚନ ଆୟୋଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷା ନିର୍ଦ୍ଦେଶକ ବିବେକ ସହାୟଙ୍କୁ ନିଲମ୍ବିତ କରିଛନ୍ତି। ନିର୍ବାଚନ ଆୟୋଗ…

ମମତାଙ୍କ ମେଡିକାଲ ରିପୋର୍ଟ ସାର୍ବଜନୀନ କରାଯାଉ: ଭାଜପା

କୋଲକାତା,୧୪।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ମାର୍ଚ୍ଚ ୧୦ରେ ନନ୍ଦିଗ୍ରାମରେ ପ୍ରଚାର କରିବା ବେଳେ ମମତା ଆହତ ହୋଇଥିଲେ। ଏହାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଗୋଡ ଭାଙ୍ଗି ଯାଇଥିବା ରିପୋର୍ଟରୁ ଜଣାପଡିଥିଲା। ପଶ୍ଚିମବଙ୍ଗ ଭାଜପା…

ମନ୍ଦିରରେ ପାଣି ପିଇବାରୁ ମୁସଲମାନ ନାବାଳକଙ୍କୁ ନିସ୍ତୁକ ମାଡ଼

ଗାଜିଆବାଦ୍‌,୧୪।୩ : ଉତ୍ତର ପ୍ରଦେଶର ଗାଜିଆବାଦର ଏକ ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଜଣେ ନାବାଳକଙ୍କୁ ମନ ଦେଇକି ଜଣେ ବ୍ୟକ୍ତି ଛେଚୁଛି। ମାଡ଼ ଖାଉଥିବା ବ୍ୟକ୍ତିର ଭୁଲ ହେଲା ସେ ଜଣେ ମୁସଲମାନ ଓ…

୫ ରାଜ୍ୟ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୪।୩: ମାର୍ଚ୍ଚ-ଏପ୍ରିଲରେ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇ ଭାଜପା ନିଜର ପ୍ରାର୍ଥୀ ଘୋଷଣା କରିଛି। ରବିବାର ଭାଜପା ସାଧାରଣ ସମ୍ପାଦକ ଅରୁଣ ସିଂ କହିଛନ୍ତି ଯେ ତାମିଲନାଡୁରେ ଭାଜପା ଏନଡିଏ ସହଯୋଗୀ ଭାବରେ ଲଢୁଛି ଏବଂ ଆମେ…

କୁଶଓ୍ବାହାଙ୍କ ପାର୍ଟି ଜେଡ଼ିୟୁରେ ବିଲୟ

ପାଟନା,୧୪।୩: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶଓ୍ବାହାଙ୍କ ରାଜନୈତିକ ଦଳ ରାଷ୍ଟ୍ରୀୟ ଲୋକସମତା ପାର୍ଟିର ବିଲୟ ଜନତାଦଳ ୟୁନାଇଟେଡ୍‌ ( ଜେଡ଼ିୟୁ)ରେ ହୋଇଛି। ଏନେଇ ଔପଚାରିକ ଭାବେ ଘୋଷଣା କରାଯାଇଛି। ବିହାର ବିଧାନସଭା ନିର୍ବାଚନରେ ଉଭୟ ଦଳ ଅଲଗା ଅଲଗା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।…

ଆଣ୍ଟିଲିୟା ମାମଲା: ପୋଲିସ ଅଧିକାରୀ ସଚ୍ଚିନ ୱାଜେଙ୍କ ଗିରଫକୁ ନେଉ ରାଜନୀତି ସରଗରମ

ମୁମ୍ବାଇ,୧୪ ।୩: ଆଣ୍ଟିଲିୟା ମାମଲାରେ ବେଳକୁ ବେଳ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) ଦ୍ୱାରା ପୋଲିସ ଅଧିକାରୀ ସଚ୍ଚିନ ୱାଜେଙ୍କୁ ଗିରଫ କରାଯିବା ପରେ ମହାରାଷ୍ଟ୍ର ରାଜନୀତି ହୋଇଛି ସରଗରମ । ଶିବସେନା ନେତା…

ମମତାଙ୍କ ଉପରେ ଆକ୍ରମଣ ହେବାର ପ୍ରମାଣ ନାହିଁ: ନିର୍ବାଚନ କମିଶନ

କୋଲକାତା,୧୪।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିବାର ପ୍ରମାଣ ନାହିଁ ବୋଲି ନିର୍ବାଚନ କମିଶନ କହିଛନ୍ତି। ଭିନ୍ନ ଭିନ୍ନ ରିପୋର୍ଟ ଯାଞ୍ଚ୍‌ କରି କମିଶନ ଏହା ଏକ ଦୁର୍ଘଟଣା ବୋଲି ଦର୍ଶାଇଛନ୍ତି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?