ଜାତୀୟ

ବାରମୂଳାରେ ସେନାର ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୨।୮: ଜମ୍ମୁ-କଶ୍ମୀରରେ ସେନା ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ବାରାମୂଳା ଜିଲାର ସୋପୋରେର ହାଇଗାମ ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ବୁଧବାର ସେନାଙ୍କ ଉପରେ ଅଚାନକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ଯବାନ ଆହତ ହୋଇଥିବା ବେଳେ...

ମୃତ୍ୟୁର ୨ ବର୍ଷ ପରେ ବି ଶିକ୍ଷକଙ୍କୁ ମିଳୁଥିଲା ଦରମା: ଶିକ୍ଷା ବିଭାଗର ଅକଲ ଗୁଡୁମ୍‌

ଲକ୍ଷ୍ନୌ, ୧୨।୮: ଉତ୍ତରପ୍ରଦେଶ ସରକାର ଶିକ୍ଷା ବିଭାଗକୁ ସଜାଡ଼ିବାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ତେବେ ବି ବିଭାଗରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇପଡ଼ିଛି। ସ୍ଥାନୀୟ ପୋଲିଭିତ ଅଞ୍ଚଳରେ ୨ ବର୍ଷ ତଳେ ମୃତ୍ୟୁ ଘଟିଥିବା ଜଣେ ଶିକ୍ଷକଙ୍କୁ ଶିକ୍ଷା...

ଆମେରିକା ରାଷ୍ଟ୍ରପତିଙ୍କଠାରୁ ସୁଶାନ୍ତଙ୍କୁ ଅଧିକ ପ୍ରାଧାନ୍ୟ ଦେଉଛି ଗଣମାଧ୍ୟମ

ନୂଆଦିଲ୍ଲୀ,୧୨।୮: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଗଣମାଧ୍ୟମର ଚର୍ଚ୍ଚାକୁ ନାପସନ୍ଦ କରିଛନ୍ତି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ମାଜିଦ ମେମନ। ସେ କହିଛନ୍ତି ଯେ ସୁଶାନ୍ତ ତାଙ୍କ ଜୀବନ କାଳରେ ଯେତିକି ପ୍ରସିଦ୍ଧ ନ ଥିଲେ,...

ଜୋତାରେ ଥିଲା ସାପ: ଏସ୍‌ପିଙ୍କୁ ମାରିଲା ଚୋଟ

ପାନ୍ନା, ୧୨।୮: ମଧ୍ୟପ୍ରଦେଶ ପାନ୍ନାରେ ଏକ ଅଭାବନୀୟ ଘଟଣା ଘଟଛି। ମଙ୍ଗଳବାର ସ୍ଥାନୀୟ ଏସ୍‌ପିଙ୍କୁ ସାପ ଦଂଶନ କରିଛି। ମଙ୍ଗଳବାର ଏସ୍‌ପି ମୟଙ୍କ ଅଓ୍ବସ୍ତିି ଘରୁ କାର୍ଯ୍ୟାଳୟକୁ ବାହାରୁଥିଲେ। ସେ ଜୋତା ପିନ୍ଧିବା ସମୟରେ ଏଥିରେ ଲୁଚିଥିବା ସାପ ତାଙ୍କ...

ରିୟାଙ୍କ ପାଇଁ ଗାଳି ଖାଉଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ କାହିଁକି

ମୁମ୍ବାଇ,୧୨।୮: ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ପାଖକୁ ଗତ କିଛି ଦିନ ହେବ ଏତେ ଅଜଣା କଲ୍‌ ଆସୁଥିଲା,ଯେ ସେ ମାତ୍ର ୩ ଦିନରେ ନିଜ ମୋବାଇଲ୍‌ ନମ୍ବର ବଦଳାଇବାକୁ ବାଧ୍ୟ ହୋଇଥିଲେ। ତାଙ୍କ ପାଖକୁ ଏତେ କଲ୍‌ ଆସିବାର କାରଣ...

ଛାତରୁ ଡେଇଁଲେ ମେଡିକାଲ ଛାତ୍ରୀ

ଶାହଜାହଁପୁର,୧୨।୮: ଉତ୍ତର ପ୍ରଦେଶର ଶାହଜାହାଁପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ବରୁଣ ଅର୍ଜୁନ ମେଡିକାଲ କଲେଜର ଜଣେ ଛାତ୍ରୀ ଛାତରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତରୁ ଡେଇଁବା ପୂର୍ବରୁ...

ମାନ ଅଭିମାନ ଶେଷ: ରାଜସ୍ଥାନରୁ ଉଭେଇଲା ରାଜନୈତିକ ଝଡ଼

ଜୟପୁର, ୧୨।୮: ଗତ କିିଛି ଦିନ ଧରି କଂଗ୍ରେସ ଶାସିତ ରାଜସ୍ଥାନ ସରକାରଙ୍କ ଘର କଳିର ଅନ୍ତ ଘଟିଛି। ସଚିନ ପାଇଲଟ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମାନ ଅଭିମାନ ଶେଷରେ ଦଳର ସ୍ବାର୍ଥ ଆଗରେ...

ଭାବପ୍ରବଣ ପୋଷ୍ଟ କଲେ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ

ନୂଆଦିଲ୍ଲୀ,୧୨।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଗତ ସୋମବାର ତାଙ୍କ ବ୍ରେନ୍‌ ସର୍ଜରୀ କରାଯାଇଥିଲା। ଏବେ ସେ ଭେଣ୍ଟିଲେଟରରେ ଅଛନ୍ତି। ବୁଧବାର ତାଙ୍କ କଂଗ୍ରେସ ନେତ୍ରୀ...

ମଦମୃତ୍ୟୁ ଘଟଣାର ପର୍ଦ୍ଦାଫାଶ୍‌: ମିଥାନଲ୍‌ ମିଶ୍ରିତ ସାନିଟାଇଜର ପିଇବା ଯୋଗୁ ହୋଇଥିଲା ମୃତ୍ୟୁ

ହାଇଦ୍ରାବାଦ୍‌, ୧୨।୮: ଆନ୍ଧ୍ରପ୍ରଦେଶରେ ଗତ ମାସରେ ଘଟିଥିବା ମଦମୃତ୍ୟୁ ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ପ୍ରକାଶମ୍‌ ଜିଲାର କୁରୁଚେଡୁରେ ଘଟିଥିବା ଏହି ଘଟଣାରେ ୧୬ ଜଣ ମୃତକ ମିଥାନଲ୍‌ ମିଶ୍ରିତ ସାନିଟାଇଜର ପିଇଥିବା ପୋଲିସ କହିଛି। ସେମାନେ ପରଫେକ୍ଟ ଗୋଲ୍ଡ ନାମକ...

ନେତାରୁ ପୁଣି ଆଇଏଏସ୍‌ ପଦବୀକୁ ଫେରିବେ କି ଶାହ ଫୈଜଲ

ନୂଆଦିଲ୍ଲୀ, ୧୨।୮: ୨୦୦୯ ଆଇଏଏସ୍‌ ପରୀକ୍ଷାରେ ଟପ୍‌ ର଼୍ୟାଙ୍କ୍‌ ହାସଲ କରିଥିବା ଶାହ ଫୈଜଲ୍‌ ୨୦୧୯ରେ ଚାକିରି ଛାଡି ରାଜନୀତିରେ ଯୋଗ ଦେଇଥିଲେ। ସେ ଜମ୍ମୁ-କଶ୍ମୀରରେ ଜମ୍ମୁ ଆଣ୍ଡ୍‌ କଶ୍ମୀର ପିପୁଲ୍ସ ମୁମେଣ୍ଟ(ଜେକେପିଏମ୍‌) ଦଳ ଗଠନ କରିଥିଲେ। ଏହି ଦଳର...

ଖିଲାପକାରୀ ଚାଷୀଙ୍କ ମୁହଁରେ ହସ: ପୁଣି ମିଳିବ ଫସଲ ଋଣ

ଜୟପୁର, ୧୨।୮: ଋଣ ଖିଲାପକାରୀ ଚାଷୀଙ୍କ ପାଇଁ ଖୁସି ଖବର ଆସିଛି। ଋଣ ସୁଝି ନ ଥିବା ଚାଷୀଙ୍କୁ ପୁଣି ଫସଲ ବୀମା ଯୋଗାଇ ଦିଆଯିବ। ରାଜସ୍ଥାନ ସରକାର ଏଭଳି ନିଷ୍ପତ୍ତିି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ରାଜ୍ୟରେ ଚାଷୀଙ୍କ...

ଭିଡ଼ ହିଂସାରୁ ମନ୍ଦିରକୁ ସୁରକ୍ଷା ଦେଲେ ମୁସଲମାନ ଯୁବକ: ଭିଡ଼ିଓ ଭାଇରାଲ

ବେଙ୍ଗାଲୁରୁ, ୧୨।୮: କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ପୁଲକେଶୀ ନଗରରେ ମଙ୍ଗଳବାର ରାତିରେ ଭିଡ଼ ହିଂସା ଘଟିଛି। ଲୋକେ ମିଳିତ ଭାବେ ପୋଲିସ ଷ୍ଟେଶନ ଏବଂ ସ୍ଥାନୀୟ କଂଗ୍ରେସ ବିଧାୟକଙ୍କ ବାସ ଭବନରେ ଭଙ୍ଗାରୁଜା କରିଛନ୍ତି। ବିଧାୟକଙ୍କ ଜଣେ ସମ୍ପର୍କୀୟ ସୋସିଆଲ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri