ପୃଥିବୀକୁ ସର୍ବଦା ଶାନ୍ତି-ଅହିଂସା-ବନ୍ଧୁତ୍ୱର ମାର୍ଗ ପ୍ରଦର୍ଶିତ କରିଛି ଭାରତ: ମୋଦି
ନୂଆଦିଲ୍ଲୀ,୧୬।୧୧: ଭାରତ ସବୁବେଳେ ବିଶ୍ୱ ଭାତୃତ୍ୱରେ ବିଶ୍ୱାସ କରେ। ପୃଥିବୀକୁ ଶାନ୍ତି,ଅହିଂସା ଓ ବନ୍ଧୁତ୍ୱର ମାର୍ଗ ପ୍ରଦର୍ଶିତ କରିବାରେ ଭାରତ ଆଗୁଆ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସୋମବାର ରାଜସ୍ଥାନର ପାଲିରେ ଜୈନାଚାର୍ଯ୍ୟ ବିଜୟ ବଲ୍ଲଭ ସୁରିଶ୍ୱର ମହାରାଜଙ୍କ…
ପାକିସ୍ତାନୀ ଲଞ୍ଚ୍ପ୍ୟାଡ୍ରେ ୩୦୦ ଆତଙ୍କବାଦୀ: ଅନୁପ୍ରବେଶ ପାଇଁ ବସିଛନ୍ତି ସୁଯୋଗ ଉଣ୍ଡି
ଶ୍ରୀନଗର,୧୬।୧୧: ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକିସ୍ତାନ ପକ୍ଷରୁ ଉଦ୍ୟମ ଜାରି ରହିଛି। ସେଥିପାଇଁ ଏଲ୍ଓସିରେ ଲଗାତାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ପାକିସ୍ତାନୀ ଲଞ୍ଚ୍ପ୍ୟାଡ୍ରେ ୩୦୦ ପାଖାପାଖି ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ସୁଯୋଗ ଉଣ୍ଡି ବସିଥିବା ବିଏସ୍ଏଫ୍ ଆଇଜି…
ଲକ୍ଡାଉନ୍ ଲାଗୁ ହେବାର ଆବଶ୍ୟକତା ନାହିଁ, ମାସ୍କ୍ ଦ୍ୱାରା ସଂକ୍ରମଣରୁ ରହିହେବ ଦୂରେଇ: ସତ୍ୟେନ୍ଦ୍ର ଜୈନ
ନୂଆଦିଲ୍ଲୀ,୧୬।୧୧: ଦିଲ୍ଲୀରେ କରୋନା ମହାମାରୀର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି। ଦିନକୁ ଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଏଥିପାଇଁ ଲକ୍ଡାଉନ୍ ଲାଗୁ କରିବାର ଆବଶ୍ୟକତା ନାହିଁ। ମାସ୍କ୍ ପିନ୍ଧିବାକୁ ବାଧ୍ୟତା ମୂଳକ କରିବା ଦ୍ୱାରା…
ନୀତୀଶଙ୍କ ଶପଥ ଗ୍ରହଣ ସମାରୋହଠାରୁ ଦୂରେଇ ରହିବେ ତେଜସ୍ୱୀ!
ପାଟନା,୧୬ ।୧୧: ବିହାରରେ ନୂଆ ସରକାର ଗଠନ ହେବାକୁ ଯାଉଛି । ଏନ୍ଡିଏ ନୀତୀଶ କୁମାରଙ୍କୁ ନିଜର ପ୍ରତିନିଧି ମାନି ନେଇଥିବା ବେଳେ ସେ ସପ୍ତମଥର ଲାଗି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । କୁହାଯାଉଛି କି ନୀତୀଶଙ୍କ ସହ ୧୫ ମନ୍ତ୍ରୀ…
ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ: ସଂସଦର ଶୀତ ଅଧିବେଶନ ନେଇ ଅନିଶ୍ଚିତତା !
ନୂଆଦିଲ୍ଲୀ,୧୬।୧୧: ଦିଲ୍ଲୀରେ କରୋନା ମହାମାରୀର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି। ଦିନକୁ ଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଙ୍କଟ ଯୋଗୁ ସଂସଦର ଶରତ ଅଧିବେଶନ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଶୀତ ଅଧିବେଶନ ପାଇଁ…
ବିହାର ପରାଜୟକୁ ନେଇ ମହାମେଣ୍ଟରେ ମହାଭାରତ
ପାଟନା,୧୬ ।୧୧: ବିହାରରେ ଗୋଟିଏ ପଟେ ଏନ୍ଡିଏ ସରକାର ଗଠନ କରିବାକୁ ଯାଉଥିବା ବେଳେ ଅନ୍ୟପଟେ ପରାଜୟକୁ ନେଇ ମହାମେଣ୍ଟ ମଧ୍ୟରେ ମହାଭାରତ ଦେଖିବାକୁ ମିଳିଛି । ବିଧାନସଭା ନିର୍ବାଚନର ପରାଜୟକୁ ନେଇ ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) କହିଛି କଂଗ୍ରେସ ପାଇଁ…
ବିହାର ବିଧାନସଭା: ବାଚସ୍ପତି ପଦ ପାଇଁ ଅଡି ବସିଛି ଭାଜପା!
ପାଟନା,୧୬ ।୧୧: ବିହାର ବିଧାନସଭାର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ୭ମ ଥର ପାଇଁ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ରାଜଭବନର ରାଜେନ୍ଦ୍ର ମଣ୍ଡପରେ ସନ୍ଧ୍ୟା ସାଢେ ୪ଟାରେ ସେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ନୀତୀଶଙ୍କ…
ଛଠ୍ ପୂଜା ଉପରେ କରୋନା ସଙ୍କଟ: କଟକଣା ଜାରି
ନୂଆଦିଲ୍ଲୀ,୧୬।୧୧: ଦୀପାବଳିର ୬ ଦିନ ପରେ ପାଳନ କରାଯାଉଥିବା ଛଠ୍ ପର୍ବ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କଟକଣା ଜାରି କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସାର୍ବଜନୀକ ଭାବେ ଛଠ୍ ପାଳନ କରା ନ…
କେଦାରନାଥ ମନ୍ଦିରରେ ଅଟକି ରହିଲେ ୨ ମୁଖ୍ୟମନ୍ତ୍ରୀ
କେଦାରନାଥ,୧୬।୧୧: ଶୀତଦିନ ଯୋଗୁ କେଦାରନାଥ ମନ୍ଦିର କପାଟ(ଫାଟକ) ସୋମବାରଠାରୁ ବନ୍ଦ କରାଯାଇଛି। ଏଠାରେ କପାଟ ବନ୍ଦ ପୂର୍ବରୁ ସକାଳ ୮ଟା ୩୦ରେ ହୋଇଥିବା ପାରମ୍ପରିକ ପୂଜାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ ଯୋଗଦେଇଥିଲେ।…
କଂଗ୍ରେସ ହାଇକମାଣ୍ଡ କରନ୍ତୁ ଆତ୍ମମନ୍ଥନ: ସିବଲ
ନୂଆଦିଲ୍ଲୀ,୧୬।୧୧: ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ନେଇ ଏବେ ଦଳରେ ଚର୍ଚ୍ଚା ଆରମ୍ଭ ହୋଇଛି। ସେହିପରି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ ସମେତ ଅନ୍ୟ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ମଧ୍ୟ ଦଳର ପ୍ରଦର୍ଶନ ଭଲ ନାହିଁ। ମହାମେଣ୍ଟର ଅନ୍ୟ ସହଯୋଗୀ…
ଖୋଲିଲା ଧାର୍ମିକ ସ୍ଥଳ
ମୁମ୍ବାଇ,୧୬।୧୧: ମହାରାଷ୍ଟ୍ରରେ ସୋମବାର ଠାରୁ ଧାର୍ମିକ ସ୍ଥଳଗୁଡ଼ିକୁ ଖୋଲାଯାଇଛି। ତେବେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ଧାର୍ମିକସ୍ଥଳରେ ୬୫ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ…
ଭାକ୍ସିନ ନ ଆସୁଣୁ ଭିଡ଼
ନୂଆଦିଲ୍ଲୀ,୧୬ା୧୧: ମହାମାରୀ କରୋନାରୁ ମୁକ୍ତି ପାଇଁ ଟିକାକୁ ସାରା ବିଶ୍ୱ ଅପେକ୍ଷା କରିଥିବାବେଳେ ଏହା ଉପରେ ଏବେଠାରୁ ଅଧିକାର ଜମାଇ ବସିଲେଣି ଧନୀ ରାଷ୍ଟ୍ର। ଫଳରେ ସ୍ବଳ୍ପ ଆୟକାରୀ ଗରିବ ଦେଶଗୁଡ଼ିକରେ କୋଭିଡ୍-୧୯ ବିରୋଧୀ ଯୁଦ୍ଧ ଆହୁରି ୪ ବର୍ଷ ଧରି…
Archives


