ଜାତୀୟ

ବଜାରରେ ମିଳିବ ମୋଦି ଇଡ୍‌ଲୀ, ୧୦ ଟଙ୍କାରେ ଏତିକିଟା ଖାଇପାରିବେ

ଚେନ୍ନାଇ,୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ତାମିଲନାଡୁର ସାଲେମ ସହରରେ ମୋଦି ଇଡ୍‌ଲୀ ବିକ୍ରି ପାଇଁ ପ୍ରସ୍ତୁତି ଚାଲିଛି। ସହରର ପ୍ରଥମ ୨୨ଟି ଦୋକାନରେ ଏହା ଉପଲବ୍ଧ ହେବ। ଏହା ପରେ ଏହାର ବିକ୍ରିକୁ ଦେଖି ଦୋକାନଗୁଡ଼ିକ...

ଆଇଏସ୍‌ଆଇ ଏଜେଣ୍ଟ ଗିରଫ

ନୂଆଦିଲ୍ଲୀ, ୧।୯(ପି.ଟି.): ପାକିସ୍ତାନୀ ଗୋଇନ୍ଦା ସଂସ୍ଥା (ଆଇଏସ୍‌ଆଇ) ପାଇଁ କାର୍ଯ୍ୟ କରୁଥବା ଗୁଜରାଟ ମୁନ୍ଦ୍ରା ଡକ୍‌ୟାର୍ଡର ସୁପରଭାଇଜର ରଜକଭାଇ କୁମ୍ଭାରଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ରବିବାର ଗିରଫ କରିଛି। ଗୁଜରାଟ ପଶ୍ଚିମ କଚ୍ଛ ବାସିନ୍ଦା ରଜକଭାଇ ଉତ୍ତରପ୍ରଦେଶ ପ୍ରତିରକ୍ଷା/ଆଇଏସ୍‌ଆଇ...

ପଶ୍ଚିମବଙ୍ଗରେ ୩୦ ଯାଏ ଲକ୍‌ଡାଉନ

କୋଲକାତା, ୧।୯(ପି.ଟି.): ପଶ୍ଚିମବଙ୍ଗ ସରକାର କରୋନାଜନିତ ଲକ୍‌ଡାଉନ୍‌କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ସେପ୍ଟେମ୍ବର ୭, ୧୧ ଏବଂ ୧୨ରେ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଲକ୍‌ଡାଉନ ରହିବ ବୋଲି ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନା କହିଛନ୍ତି। ତେବେ କେନ୍ଦ୍ର ସରକାରଙ୍କ...

ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷ ଶୁଣାଣି ପାଇଁ ଏସ୍‌ଓପି ଜାରି

ନୂଆଦିଲ୍ଲୀ, ୧।୯(ପି.ଟି.): କରୋନା ମହାମାରୀ ଯୋଗୁ ମାର୍ଚ୍ଚ ୨୫ରୁ ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷ ଶୁଣାଣି ବନ୍ଦ ରହିଥିବାବେଳେ ଭିଡିଓ କନ୍‌ଫରେନ୍ସ ଜରିଆରେ କେବଳ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକର ଶୁଣାଣି ହେଉଛି। ବିଭିନ୍ନ ଆଇନଜୀବୀ ସଂଗଠନର ଅନୁରୋଧ କ୍ରମେ ପରୀକ୍ଷାମୂଳକ ଭାବେ ପ୍ରତ୍ୟକ୍ଷ ଶୁଣାଣି...

ନିର୍ବାଚନ ପରିଚାଳକରୁ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୧ା୯: ପାଞ୍ଚ ଦଶନ୍ଧି ଧରି ପ୍ରଣବ ମୁଖାର୍ଜୀ ରାଜନୀତିରେ ସକ୍ରିୟ ରହିବା ସହ ଜଣେ ନିର୍ବାଚନ ପରିଚାଳକଠାରୁ ଆରମ୍ଭ କରି ଦେଶର ୧୩ତମ ରାଷ୍ଟ୍ରପତି ହେବାରେ ସଫଳ ହୋଇଥିଲେ। ପଶ୍ଚିମବଙ୍ଗର ମିରାଟିରେ ୧୯୩୫ରେ ଜନ୍ମଗ୍ରହଣ କରିଥିବା ମୁଖାର୍ଜୀ କାଲ୍‌କାଟା...

ପ୍ରଣବଙ୍କୁ ପ୍ରଣାମ

ଭାରତରତ୍ନ ପ୍ରଣବ ମୁଖାର୍ଜୀ ଥିଲେ ରାଷ୍ଟ୍ରନୀତିଜ୍ଞ। ଭାରତୀୟ ଜାତୀୟ କଂଗ୍ରେସର ତୁଙ୍ଗ ନେତା ଭାବେ ସେ ଥିଲେ ଜଣାଶୁଣା। ବିଭିନ୍ନ ସରକାରରେ ଭିନ୍ନ ଭିନ୍ନ ମନ୍ତ୍ରୀ ହେବା ସହ ଭାରତର ରାଷ୍ଟ୍ରପତି ହେବାର ସୌଭାଗ୍ୟ ସେ ଅର୍ଜନ କରିଥିଲେ। ଜଣେ...

ଭାରତର ତ୍ରୟୋଦଶ ରାଷ୍ଟ୍ରପତି ଥିଲେ ପ୍ରଣବ

ନୂଆଦିଲ୍ଲୀ,୩୧।୮-ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସୋମବାର ପରଲୋକ ଘଟିଛି। ମୃତ୍ୟୁବେଳକକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। କିଛିଦିନ ହେବ ସେ ଅସୁସ୍ଥ ଥିଲେ। ପରେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାରତୀୟ ରାଜନୀତିରେ...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ

ନୂଆଦିଲ୍ଲୀ, ୩୧।୮-ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସୋମବାର ପରଲୋକ ହୋଇଯାଇଛି। ଏ ନେଇ ତାଙ୍କ ପୁଅ ଅଭିଜିତ୍‌ ମୁଖାର୍ଜୀ ଟୁଇଟ କରି ସୂଚନା ଦେଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ଅଗଷ୍ଟ ୧୦ରୁ ସେ ହସ୍ପିଟାଲରେ ଚିକିତ୍ସାଧୀନ...

କେବେ ଖୋଲିବ ମୋଦିଙ୍କ ନାଲି ଆଖି: କଂଗ୍ରେସ

ନୂଆଦିଲ୍ଲୀ,୩୧।୮: ଭାରତ-ଚାଇନା ସୀମା ବିବାଦକୁ ନେଇ ଏବେ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଅଗଷ୍ଟ ୨୯-୩୦ରେ ଚାଇନା ସେନା ଦେଶର ସୀମାରେ ପ୍ରବେଶ ଉଦ୍ୟମ କରୁଥିବା ଜଣାପଡିବା ପରେ ଏବେ ମୋଦିଙ୍କୁ ଘେରିଛି କଂଗ୍ରେସ। ଚାଇନା ସେନାଙ୍କ...

ଦୀପାବଳୀ ସୁଦ୍ଧା କମିଯିବ କରୋନା ସଂକ୍ରମଣ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: କରୋନା ଭାଇରସ ସଂକ୍ରମଣ ଏବେ ବେଳକୁ ବେଳ ବଢି ଚାଲିଛି। ସଂକ୍ରମିତଙ୍କ ତୁଳନାରେ ସୁସ୍ଥତାହାର ମଧ୍ୟ ବଢିଛି। ହେଲେ ବର୍ଦ୍ଧିତ ସଂକ୍ରମଣକୁ ଦେଖି ଲୋକେ ଏବେବି କରୋନା ଭାଇରସ ନାଁ ଶୁଣି ଭୟ କରି ଯାଉଛନ୍ତି। ହେଲେ କରୋନା...

ଗୋଟିଏ ଡୋଜ୍‌ରେ ଭଲ ହେବନାହିଁ କରୋନା ଭାଇରସ !

ନୂଆଦିଲ୍ଲୀ,୩୧।୮: କରୋନା ଭାଇରସ ମହାମାରୀର ରୂପ ନେଇଥିବା ବେଳେ ପ୍ରତିଦିନ ସାରା ବିଶ୍ୱରେ ଏହି ମହାମାରୀର ଶିକାର ହୋଇ ହଜାର ହଜାର ଜନତାଙ୍କ ଜୀବନ ଯାଉଛି। ହେଲେ ଏଥିରୁ ମୁକ୍ତି ପାଇବାକୁ ବିଶେଷଜ୍ଞମାନେ ଦିନରାତି ଏକାଠି କରି ସାରିଲେଣି। ଏବେ...

ବର୍ଷାରେ ଉବୁଟୁବୁ ସହର: ଦେଶର ୫୬ ପ୍ରତିଶତ ସହରରେ ସ୍ବିରେଜ ବ୍ୟବସ୍ଥା ଖରାପ

ନୂଆଦିଲ୍ଲୀ, ୩୧।୮: ବର୍ଷା ହେଲେ ଦେଶର ବହୁ ସହରର ଅବସ୍ଥା ଖରାପ ହୋଇଯାଇଥାଏ। କେତେକ ସହରରେ ଉବୁଟୁବୁ ସ୍ଥିତି ଦେଖାଦେଇଥାଏ। ଏକ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର ୫୬.୪ ସହରରେ ସ୍ବିରେଜ ବ୍ୟବସ୍ଥା ଅତି ଖରାପ ଅବସ୍ଥାରେ ରହିଛି। ବହୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri