ଜାତୀୟ

୨୩ ଜଳ ଯୋଜନାର ଶିଳାନ୍ୟାସ: ୪୨ ଲକ୍ଷଙ୍କୁ ମିଳିବ ପିଇବା ପାଣି

ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶର ସୋନଭଦ୍ର ଏବଂ ମିର୍ଜାପୁର ଜିଲାରେ ୨୩ ଜଳ ଯୋଜନାର ଶିଳାନ୍ୟାସ କରିଛନ୍ତି। ଭିଡ଼ିଓ କନଫରେନ୍ସିଂରେ ଆୟୋଜିତ ଏହି ଉତ୍ସବରେ ଯୋଗ ଦେଇ ମୋଦି କହିଛନ୍ତି ଯେ, ଏହି ଯୋଜନା ଦ୍ୱାରା ୩ ହଜାର…

ବିଗୁଡୁଛି ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ୱାସ୍ଥ୍ୟାବସ୍ଥା

ଗୁଆହାଟି,୨୨ ।୧୧: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ୱାସ୍ଥ୍ୟାବସ୍ଥା ବେଳକୁ ବେଳ ବିଗିଡିବାରେ ଲାଗିଛି । ଏଏନ୍‌ଆଇର ରିପୋର୍ଟ ଅନୁଯାୟୀ, ଏବେ ସେ ଭେଣ୍ଟିଲେଟରରେ ରହିଛନ୍ତି । ଗୁଆହାଟି ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟ ଅଭିଜିତ ଶର୍ମା କହିଛନ୍ତି…

ଲକ୍‌ଡାଉନ୍‌ ମୁହାଁ ଭାରତ: ପୁଣି ଫେରିଲା କରୋନା

ନୂଆଦିଲ୍ଲୀ,୨୨।୧୧: ଭାରତରେ କରୋନା ମହମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦେଶରେ ପୁଣି ଥରେ କରୋନା ଆତଙ୍କ ଫେରିଛି। ସୁରକ୍ଷା ଦୃଷ୍ଟିରୁ କେତେକ ରାଜ୍ୟର ବଡ଼ ବଡ଼ ସହରରେ ରାତ୍ରକାଳୀନ କର୍ଫ୍ୟୁ ଜାରି କରାଯାଇଛି। ଏହାଦ୍ୱାରା ଭାରତ ପୁଣି ଲକ୍‌ଡାଉନ୍‌ ମୁହାଁ…

ଏଲ୍‌ଓସିରେ ସନ୍ଦିଗ୍ଧ ଉଡ଼ନ୍ତା ବସ୍ତୁ: ବିଏସ୍‌ଏଫ୍‌ ପକ୍ଷରୁ ଆଲର୍ଟ ଜାରି

ଶ୍ରୀନଗର,୨୨।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ଉତ୍ତେଜନା କମିବାର ନା ଧରୁନି। ପାକିସ୍ତାନ ପକ୍ଷରୁ ଏଠାରେ ଜାଣିଶୁଣି ଅନୁପ୍ରବେଶ ଉଦ୍ୟମ କରାଯାଉଛି। ରବିବାର ସକାଳେ ପୁଞ୍ଚ୍‌ ଜିଲାର ମେଣ୍ଢର ସେକ୍ଟରରେ ସୀମାପାରରୁ ଏକ ଉଡ଼ନ୍ତା ସନ୍ଦିଗ୍ଧ ବସ୍ତୁ ଉଡ଼ିବୁଲୁଥିବା ଦେଖିବାକୁ…

ଉତ୍ତରାଖଣ୍ଡ ସରକାରଙ୍କ ନୂଆ ସ୍କିମ୍‌: ଅନ୍ୟ ଧର୍ମରେ ବିବାହ କଲେ ମିଳିବ ୫୦ ହଜାର ପ୍ରୋତ୍ସାହନ ରାଶି

ଡେରାଡୁନ,୨୨।୧୧: ଗୋଟିଏ ପଟେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ହରିଆଣା ଭଳି ଭାଜପା ଶାସିତ ରାଜ୍ୟରେ ଲଭ ଜିହାଦ ବିରୋଧରେ ଯେଉଁଠାରେ କଡ଼ା ଆଇନ ପ୍ରଣୟନ କରିବାକୁ ନିଷ୍ପତ୍ତି ନିଆଯାଉଛି। ସେଠାରେ ଉତ୍ତରାଖଣ୍ଡ ସରକାର ଅନ୍ୟ ଧର୍ମ କିମ୍ବା ଜାତିରେ ବିବାହ କରୁଥିବା…

ସୁରକ୍ଷାକର୍ମୀଙ୍କୁ ସଫଳତା: ଜୈଶ୍‌ ଆତଙ୍କବାଦୀ ଗିରଫ

ଶ୍ରୀନଗର,୨୨।୧୧: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ପୁଲଓ୍ବାମା ଜିଲାର ଚଟପୋରା ବୋଲେରା ଅଞ୍ଚଳରୁ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ସଦସ୍ୟ ନସିର ଅହମ୍ମଦ ଡାରଙ୍କୁ ଗିରଫ କରାଯାଇଛି। ସେ ତ୍ରାଲର ବାସିନ୍ଦା ବୋଲି କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ କୁହାଯାଇଛି। ନସିରଙ୍କ…

କଂଗ୍ରେସ ଏକ ଦୁର୍ବଳ ବିରୋଧୀ ଦଳ: ସିବଲ୍‌

ନୂଆଦିଲ୍ଲୀ,୨୨।୧୧: ବିହାର ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ନେଇ ଦଳରେ ଫାଟ ବଢ଼ିବାରେ ଲାଗିଛି। ଲଗାତାର କଂଗ୍ରେସର ବରିଷ୍ଠ ସଦସ୍ୟ କପିଲ ସିବଲ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି। ନେତୃତ୍ୱ ଦୁର୍ବଳ ହେଉଥିବାରୁ ଦଳ ସାଂଗଠନିକସ୍ତରରେ ସୁଦୃଢ଼ ହୋଇପାରୁ…

ଆୟୁର୍ବେଦିକ୍‌ ଡାକ୍ତର ବି କରିପାରିବେ ଅପରେଶନ୍‌: କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୨।୧୧: ଏବେ ଆୟୁର୍ବେଦିକ୍‌ ଡାକ୍ତରମାନେ ମଧ୍ୟ ସାଧାରଣ ଅପରେଶନ୍‌ କରିପାରିବେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ଦିଆଯାଇଛି। ଆୟୁର୍ବେଦିକ୍‌ ଡାକ୍ତରମାନେ ସାଧାରଣ ଅପରେଶନ୍‌ ସହିତ ଆର୍ଥୋପେଡ଼ିକ୍‌, ଆଖି, କାନ ଏବଂ ଗଳା ଆଦିରେ ସର୍ଜରୀ କରିପାରିବେ। ଭାରତୀୟ କେନ୍ଦ୍ରୀୟ…

ମୃତ କରୋନା ଆକ୍ରାନ୍ତ ଶ୍ରାଦ୍ଧର ଗୋଟିଏ ଦିନ ପୂର୍ବରୁ ଫେରିଲେ ଘରକୁ

କୋଲକାତା,୨୨।୧୧: କରୋନା ମହାମାରୀ ଯୋଗୁ ଦେଶରେ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଅଞ୍ଚଳରେ ହସ୍ପିଟାଲ ପକ୍ଷରୁ ମୃତ ଘୋଷଣା କରାଯାଇଥିବା ଜଣେ କରୋନା ଆକ୍ରାନ୍ତ ତାଙ୍କ ଶ୍ରାଦ୍ଧର ଗୋଟିଏ ଦିନ ପୂର୍ବରୁ ଘରକୁ ଫେରିଛନ୍ତି। ଏହାଯୋଗୁ…

୧୫ ଘଣ୍ଟାର ପଚରା ଉଚରା ପରେ ଭାରତୀଙ୍କ ସ୍ୱାମୀ ଗିରଫ, ଏବେ ହେବ ମେଡିକାଲ ଟେଷ୍ଟ

ମୁମ୍ବାଇ,୨୨ ।୧୧: ବଲିଉଡ୍ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ରବିବାର କମେଡିଆନ୍ ଭାରତୀ ସିଂଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରିଛି । ତାଙ୍କୁ ଗିରଫ କରିବା ପୂର୍ବରୁ ଯାଞ୍ଚ ଏଜେନ୍ସି ପାଖାପାଖି ୧୫ ଘଣ୍ଟା ପଚରା ଉଚରା କରିଛି…

କୋଭିଡ୍‌ ପରୀକ୍ଷା ବଢ଼ାଇବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୨।୧୧: ସଂକ୍ରମଣ ବଢ଼ିଚାଲିଥିବାରୁ ଏହାକୁ ନଜରରେ ରଖି କୋଭିଡ୍‌ ପରୀକ୍ଷା ବଢ଼ାଇବା ଲାଗି କେନ୍ଦ୍ର ସରକାର ଶନିବାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ୟୁରୋପ ଓ ଆମେରିକୀୟ ଦେଶଗୁଡ଼ିକରେ ଦୈନିକ ସଂକ୍ରମଣ ମାମଲା କ୍ରମାଗତ ଭାବେ ବଢ଼ିଚାଲିଛି।…

ମିଥ୍ୟା ନପୁଂସକତା ଅଭିଯୋଗ ନିଷ୍ଠୁରତା

ନୂଆଦିଲ୍ଲୀ, ୨୨।୧୧(ପି.ଟି.): ମିଥ୍ୟା ନପୁଂସକତା ଅଭିଯୋଗ ଆଣିବା ନିଷ୍ଠୁରତା ବୋଲି ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସ୍ବାମୀଙ୍କଠାରୁ ଅଲଗା ରହୁଥିବା ଜଣେ ମହିଳା ତାଙ୍କ ବିରୋଧରେ ଯୌନ ଅକ୍ଷମତା ଅଭିଯୋଗ ଆଣିଥିଲେ। ଉକ୍ତ ବ୍ୟକ୍ତିଙ୍କୁ ଛାଡ଼ପତ୍ର ପାଇଁ ତଳକୋର୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri