ମୋଦି ସରକାରଙ୍କ ଯୋଗୁ କୋଟି କୋଟି ଲୋକଙ୍କ ଚାକିରି ଯାଇଛି: ରାହୁଲ
ନୂଆଦିଲ୍ଲୀ,୧୦।୮: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣି ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଯୋଗୁ କୋଟି କୋଟି ଲୋକ ନିଯୁକ୍ତି ହରାଇଛନ୍ତି। ଏହାସହ ଜିଡିପିରେ ମଧ୍ୟ ହ୍ରାସ ଘଟିଛି।...
ଶିବସେନା ପାଇଁ ଚୁଡ଼ି ପଠାଇବ ଭାଜପା
ଶିମଲା,୧୦ ।୯: ବଲିଉଡ୍ ନାୟିକା କଙ୍ଗନା ରାନାୱତ ଓ ଶିବସେନା ମଧ୍ୟରେ ବିବାଦ ବେଳକୁ ବେଳ ବଢିବାରେ ଲାଗିଛି । ମୁମ୍ବାଇରେ ଥିବା କଙ୍ଗନାଙ୍କ କାର୍ଯ୍ୟାଳୟକୁ ବୁଧବାର ଭାଙ୍ଗିବା ଘଟଣା ଏବେ ରାଜନୈତିକ ମୋଡ ନେଲାଣି ଗୁରୁବାର ଏହାକୁ ନେଇ...
ମଶା କାମୁଡ଼ାରୁ ରକ୍ଷା କରିବ ଏହି ମାଛ
ଏବେ ମଶା କାମୁଡ଼ାରୁ ରକ୍ଷା କରିବ ମାଛ। ମଶାଠାରୁ ଦୂରେଇ ରହିବା ପାଇଁ ଗାମ୍ବୁଜିଆ ମାଛକୁ ବାହାରୁ ଅଣାଯାଇ ପୋଖରୀ ଏବଂ ଡ୍ରେନରେ ଛଡାଯାଉଛି। ବିହାରର ଦରଭଙ୍ଗାରେ ଏମିତି ପ୍ରୟୋଗ କରାଯାଉଛି। କୁହାଯାଉଛି ଯେ ଏହି ମାଛର ମୁଖ୍ୟ ଖାଦ୍ୟ...
କରୋନା ସମୟରେ ପୁଅ-ବୋହୂଙ୍କୁ ଘରେ ପୁରାଇଲେ ନାହିଁ ପରିବାର
ବଦାୟୁ,୧୦ ।୯: କରୋନା ମହାମାରୀ ଏବେ ଅଧିକାଂଶଙ୍କ ଜୀବନ ଜୀବିକା ଛଡାଇ ନେଇଛି କହିଲେ ଚଳେ । ଉତ୍ତର ପ୍ରଦେଶର ଜଣେ ଯୁବକ ଏବେ ବେରୋଜଗାର ହୋଇ ଦୁବଇରୁ ଘରକୁ ଫେରିଥିବା ବେଳେ ତାଙ୍କ ଉପରେ ପରିବାରର ରାଗ ଆହୁରି...
୮୦ ସ୍ପେଶାଲ ଟ୍ରେନ୍ ପାଇଁ ବୁକିଂ ଆରମ୍ଭ
ନୂଆଦିଲ୍ଲୀ, ୧୦।୯: ସେପ୍ଟେମ୍ବର ୧୨ରୁ ଯାତ୍ରା ଆରମ୍ଭ କରୁଥିବା ନୂଆ ୮୦ ସ୍ପେଶାଲ ଟ୍ରେନ୍ ପାଇଁ ଟିକଟ ବୁକିଂ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହାଦ୍ୱାରା ଭାରତୀୟ ରେଳ ବିଭାଗର ସ୍ପେଶାଲ ଟ୍ରେନ୍ ସଂଖ୍ୟା ୩୧୦ ହୋଇଛି ବୋଲି ରେଲଓ୍ବେ ବୋର୍ଡ...
ରାଫାଲକୁ ଦେଖି ଛାନିଆ ହେଲାଣି ପାକିସ୍ତାନ, ଚାଇନାକୁ ମାଗୁଛି ସାହାଯ୍ୟ
ନୂଆଦିଲ୍ଲୀ,୧୦ ।୯: ଭାରତୀୟ ବାୟୁ ସେନାରେ ସାମିଲ ହୋଇଛି ଯୁଦ୍ଧ ବିମାନ ରାଫାଲ । ଭିଜୁଆଲ ରେଞ୍ଜ ବାହାରେ ବା ମିଟିଅର ବିମାନଭେଦୀ ତୋପ(ମିଶାଇଲ) ସହ ରାଫାଲ ଏସିଆର ବସୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ବୋଲି କୁହାଯାଉଛି । ତେବେ...
ଚାଇନା-ପାକିସ୍ତାନକୁ କଡ଼ା ଜବାବ ଦେବ ରାଫାଲ
ଅମ୍ବାଲା, ୧୦।୯: ଏଣିକି ଏଲ୍ଓସି ଏବଂ ଏଲ୍ଏସିରେ ଚାଇନା-ପାକିସ୍ତାନକୁ କଡ଼ା ଜବାବ ମିଳିବ। ଯୁଦ୍ଧ ବିମାନ ରାଫାଲ ବୁଧବାର ଭାରତୀୟ ବାୟୁସେନାରେ ସାମିଲ ହୋଇଛି। ଅମ୍ବାଲାସ୍ଥିତ ବାୟୁସେନା ଘାଟିରେ ବିଧିବଦ୍ଧ ଭାବେ ରାଫାଲକୁ ବାୟୁସେନାରେ ସାମିଲ କରାଯାଇଛି। ବାୟୁସେନାର ୧୭...
କରୋନାକୁ ମାତ୍ର ୯ ଦିନରେ ହରାଇଲେ ୧୦୮ ବର୍ଷୀୟା ମହିଳା
ଆଜମଗଡ,୧୦।୯: କରୋନାକୁ ମାତ୍ର ୯ ଦିନରେ ହରାଇଲେ ୧୦୮ ବର୍ଷୀୟା ମହିଳା। ଆଜମଗଡ ମେଡିକାଲ କଲେଜର ଡାକ୍ତରଙ୍କ ପରିଶ୍ରମରେ ଦୁଲାରୀ ଦେବୀ ନାମକ ଜଣେ ମହିଳା କରୋନାରୁ ସୁସ୍ଥ ହୋଇଛନ୍ତି। ଆଜମଗଡ ମେଡିକାଲ କଲେଜର ଡେପୁଟି ପ୍ରିନ୍ସପାଲ ଡା. ରାଜେଶ...
‘ଗୁଡ ମର୍ଣ୍ଣିଂ କଶ୍ମୀର’ରୁ ଆରମ୍ଭ ହେବ ଘାଟିର ସକାଳ
ନୂଆଦିଲ୍ଲୀ,୧୦ ।୯: ଜମ୍ମୁ-କଶ୍ମୀରରେ ଯୁବବର୍ଗଙ୍କୁ ଏକାଠି କରିବା ଲାଗି ଭାରିତୀୟ ସେନା ପକ୍ଷରୁ ଏକ କମ୍ୟୁନିଟି ରେଡିଓ ଷ୍ଟେଶନ ଆରମ୍ଭ କରାଯାଇଛି । ପ୍ରତିଦିନ ସକାଳେ ‘ଗୁଡ ମର୍ଣ୍ଣିଂ କଶ୍ମୀର’ରୁ ଏହା ଆରମ୍ଭ କରାଯିବ । ୯୦.୮ ଫ୍ରିକ୍ୱିଏନ୍ସିରେ ‘ଦିଲ...
ଫିଙ୍ଗର-୪ରେ ଭାରତୀୟ ସେନା
ଲେହ, ୧୦।୯: ଏଲ୍ଏସିରେ ଭାରତ ଚାଇନା ମୁହାଁମୁହିଁ ହୋଇଛନ୍ତି। ପୂର୍ବ ଲଦାଖ ଅଞ୍ଚଳରେ ଚାଇନା ୫୦ ହଜାର ସୈନ୍ୟ ମୁତୟନ କରିଥିବାବେଳେ ଭାରତ ମଧ୍ୟ ସମାନ ସଂଖ୍ୟକ ଯବାନକୁ ସଜାଗ ରଖିଛି। ଏବେ ଭାରତୀୟ ସେନା ଫିଙ୍ଗର-୪ରେ ନିଜର ସ୍ଥିତି...
କରୋନା କଲା ରେକର୍ଡ: ଗୋଟିଏ ଦିନରେ ୯୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ, ୧୦।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ତାଣ୍ଡବ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗୁରୁବାର କରୋନା ସଂକ୍ରମଣ...
ଶୁଟିଂ ସେଟ୍କୁ ଫେରିଲେ ଅମିତାଭ
ମୁମ୍ବାଇ,୧୦ ।୯: ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ଘରକୁ ଫେରିଥିଲେ । ଆଉ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସହ ପୁଣିଥରେ ଶୁଟିଂ ସେଟକୁ ଫେରିଥିବା ଦେଖାଯାଇଛି...
Archives


