ଶୌଚାଳୟ-ସାଧାରଣ ବସ୍ ସେବାକୁ ସାବଧାନ…
ନୂଆଦିଲ୍ଲୀ,୧୯।୪: ଭାରତରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦିନକୁ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ହାଇଦାବ୍ରାଦ୍ର ସେଣ୍ଟର ଫର୍ ସେଲୁଲାର ଆଣ୍ଡ୍ ମଲିକ୍ୟୁଲାର ବାୟୋଲୋଜିର ୧୭ ଜଣ ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଏକ…
ଅସହ୍ୟ ଗରମ ଯୋଗୁ ଶୀଘ୍ର ବ୍ୟାପୁଛି କରୋନା: ଭାରତୀୟ ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ତଥ୍ୟ…
ନୂଆଦିଲ୍ଲୀ,୧୯।୪: ଭାରତରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦିନକୁ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଖରା ଦିନରେ ହେଉଥିବା ଅସହ୍ୟ ଗରମ ଯୋଗୁ କରୋନା ଭୁତାଣୁ ସଂକ୍ରମଣ ଶୀଘ୍ର ବ୍ୟାପୁଥିବା ୧୭ ଜଣ…
ମୁଁ ମାସ୍କ ପିନ୍ଧିବିନି, ଦରକାର ପଡ଼ିଲେ ରାସ୍ତା ମଝିରେ ଦେବି ଚୁମ୍ବନ; ପୋଲିସ ନେଲା ଏମିତି ପଦକ୍ଷେପ
ନୂଆଦିଲ୍ଲୀ,୧୯।୪: କୋଭିଡ ନିୟମ ଉଲ୍ଲଂଘନ କରିବା ଏବଂ ଓ୍ବିକେଣ୍ଡ କର୍ଫ୍ୟୁ ନ ମାନି ଦିଲ୍ଲୀର ଏକ ଦମ୍ପତି ଫସିଛନ୍ତି। ଦିଲ୍ଲୀ ପୋଲିସ ଦମ୍ପତି ପଙ୍କଜ ଦତ୍ତା ଏବଂ ଆଭାଙ୍କ ନାମରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଏଫ୍ଆଇଆର ଦାଖଲ କରିଛି।…
ବୟଫ୍ରେଣ୍ଡଙ୍କୁ ଭେଟିବା ପାଇଁ ମୁମ୍ବାଇରୁ ଝାଡଖଣ୍ଡ ଆସିଲେ ଗର୍ଲଫ୍ରେଣ୍ଡ, ଆଉ ତା’ପରେ ଘଟିଲା ଏମିତି
ରାଞ୍ଚି,୧୯।୪: କୁହାଯାଏ ପ୍ରେମ ଅନ୍ଧ। ପ୍ରେମ ମାନେନା ବାଧା ବନ୍ଧନ। ଖାସ୍ ଏଥିପାଇଁ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ଭେଟିବା ପାଇଁ ମୁମ୍ବାଇରୁ ଝାଡଖଣ୍ଡ ଚାଲିଆସିଥିଲେ। କିନ୍ତୁ ପ୍ରେମିକ ଖୁସି ହେବା ପରିବର୍ତ୍ତେ ତାଙ୍କୁ ଚାପୁଡା ମାରିବା ସହ ତଳେ ପକାଇ…
ତାଣ୍ଡବ ରଚିବ ପ୍ରତିବର୍ଷ: ଏହି ଦୁଇ ମାସରେ ହେବ ବେଲଗାମ…
ନୂଆଦିଲ୍ଲୀ,୧୯।୪: ଭାରତରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ତେବେ ପ୍ରତିବର୍ଷ କରୋନା ସଂକ୍ରମଣର ନୂଆ ନୂଆ ଲହର ଏଭଳି ତାଣ୍ଡବ ରଚିବ ବୋଲି ଗବେଷକ ସୂଚନା…
ଏବେ ଧରିଲା ଭୟଙ୍କର ରୂପ…
ନୂଆଦିଲ୍ଲୀ,୧୯।୪: ଦେଶରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଏପ୍ରିଲ୍ ୧୧ରୁ ୧୮ ମଧ୍ୟରେ ଗତ ସାତ…
ମହାରାଷ୍ଟ୍ରରେ କରୋନା ସ୍ଥିତି ସଙ୍ଗିନ: ପ୍ରତି ୩ ମିନିଟ୍ରେ ଯାଉଛି ଜଣେ ବ୍ୟକ୍ତିଙ୍କ ଜୀବନ
ମୁମ୍ବାଇ,୧୯।୪ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨.୭୩ ଲକ୍ଷ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଦେଶର ପ୍ରାୟ ସମସ୍ତ ରାଜ୍ୟ କରୋନା ଦ୍ୱାରା ପ୍ରଭାବିତ ହୋଇଥିଲେ ମଧ୍ୟ ମହାରାଷ୍ଟ୍ରରେ ସବୁଠାରୁ…
ସପ୍ତାହେ ପର୍ଯ୍ୟନ୍ତ ଲୋକେ ଘରେ ବନ୍ଦୀ…
ନୂଆଦିଲ୍ଲୀ,୧୯।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ପକ୍ଷରୁ ଏଠାରେ ସାତ ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି। ଲୋକେ ୨୬ ଏପ୍ରିଲ୍ ପର୍ଯ୍ୟନ୍ତ ଘରେ ବନ୍ଦୀ ରହିବେ। ଘରୁ…
ମମତାଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ,୧୯।୪: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢୁଥିବା ବେଳେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ ମଧ୍ୟ ଏହା ପ୍ରଭାବ ପକାଇବା ଆରମ୍ଭ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପରେ ଏବେ ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…
ଏହି ରାଜ୍ୟରେ ମେ’ ୩ ପର୍ଯ୍ୟନ୍ତ ଲକ୍ଡାଉନ୍…
ଜୟପୁର,୧୯।୪: କରୋନା ସଂକ୍ରମଣ ନେଇ ରାଜସ୍ଥାନରେ ସ୍ଥିତ ବେକାବୁ ହେବାରେ ଲାଗିଛି। ଏପରି ସ୍ଥଳେ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ସରକାର ପକ୍ଷରୁ ରାଜ୍ୟରେ ୧୫ ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏପ୍ରିଲ୍ ୧୯ଠାରୁ ମେ’ ୩ ପର୍ଯ୍ୟନ୍ତ ରାଜ୍ୟରେ…
ଲକ୍ଡାଉନ୍ ଲାଗୁ କରିବା ଅଧିକାର ରାଜ୍ୟ ସରକାରଙ୍କର: ଶାହା
ନୂଆଦିଲ୍ଲୀ,୧୯।୪: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। କରୋନାର ଦ୍ୱିତୀୟ ଲହରରେ ଅଧିକ ସଂଖ୍ୟକ ଛୋଟ ପିଲା ଏବଂ ଯୁବବର୍ଗ ଆକ୍ରାନ୍ତ ହେବା ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେତେକ ରାଜ୍ୟ ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ…
ଶିଳ୍ପକୁ ଅକ୍ସିଜେନ୍ ଯୋଗାଣ ମନା
ନୂଆଦିଲ୍ଲୀ, ୧୯।୪: କରୋନା ରୋଗୀଙ୍କ ପାଇଁ ହସ୍ପିଟାଲରେ ଅକ୍ସିଜେନ୍ ସଙ୍କଟ ଦେଖାଦେଇଥିବାରୁ ସରକାର ଶିଳ୍ପସଂସ୍ଥାଗୁଡ଼ିକର ବ୍ୟବହାର ନିମନ୍ତେ ଅକ୍ସିଜେନ୍ ଯୋଗାଣକୁ ବନ୍ଦ କରିଛନ୍ତି। ରବିବାର ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସି ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ପତ୍ର…

