ଜାତୀୟ

ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ କରୋନା ଆକ୍ରାନ୍ତ

ରାଞ୍ଚି,୧୮।୪: ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ କରୋନା ଆକ୍ରାନ୍ତ ହୋଇଛନ୍ତି। ଶନିବାର ତାଙ୍କର ଆର୍‌ଟିପିସିଆର ରିପୋର୍ଟ ପଜିଟିଭ୍‌ ଆସିଥିଲା ବୋଲି ରାଜଭବନର ଜଣେ ଡାକ୍ତର କହିଛନ୍ତି। ରାଜ୍ୟପାଳଙ୍କୁ ଚିକିତ୍ସା ଲାଗି ରାଞ୍ଚିର ‘ଭଗବାନ ମହାବୀର ମେଡିକାଲ ସୁପରସ୍ପେଶାଲିଷ୍ଟ ହସ୍ପିଟାଲ’ରେ ଭର୍ତ୍ତି କରାଯାଇଛି…

କେନ୍ଦ୍ରମନ୍ତ୍ରୀଙ୍କ ଭାଇଙ୍କୁ ବି ମିଳୁନି ବେଡ୍‌: କଲେ ଗୁହାରି…

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। କରୋନା ସଂକ୍ରମଣ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟଗୁଡ଼ିକର ବିଭିନ୍ନ ହସ୍ପିଟାଲରେ ଏବେ ବେଡ୍‌ର ଅଭାବ ଦେଖାଦେଇଛି। ପରିସ୍ଥିତି ଏଭଳି ହୋଇଛି ଯେ, କେନ୍ଦ୍ର ମନ୍ତ୍ରୀଙ୍କ ଭାଇଙ୍କୁ ମଧ୍ୟ ବେଡ୍‌ ମିଳିବା…

ଡ୍ରାଗନ ପୁଣି ଦେଖାଇଲା ନାଲିଆଖି: ଯେତିକି ପାଇଲା ସେତିକିରେ ଖୁସି ରହୁ ଭାରତ…

ଲଦାଖ,୧୮।୪: ଭାରତ ଏବଂ ଚାଇନା ମଧ୍ୟରେ ଲଦାଖ ଅଞ୍ଚଳରେ ସୀମା ବିବାଦ ଥମିବାର ନାଁ ଧରୁନି। ଏବେ ଡ୍ରାଗନ ଭାରତକୁ ପୁଣି ନାଲିଆଖି ଦେଖାଇଛି। ଏବେ ଚାଇନା ହଟ୍‌ ସ୍ପ୍ରିଙ୍ଗ୍‌, ଗୋଗ୍ରା ଏବଂ ଡେସପାଙ୍ଗ୍‌ ଅଞ୍ଚଳରୁ ହଟିବାକୁ ମନା କରିଛି। ଚାଇନା…

ଜେଇଇ ମେନ୍‌ ପରୀକ୍ଷା ସ୍ଥଗିତ: ପରେ ଘୋଷଣା ହେବ ନୂଆ ତାରିଖ…

ନୂଆଦିଲ୍ଲୀ,୧୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ଏହାର ପ୍ରଭାବ ଶିକ୍ଷା ବ୍ୟବସ୍ଥା ଉପରେ ପଡ଼ିବାରେ ଲାଗିଛି। ସୁରକ୍ଷା ଦୃଷ୍ଟିରୁ ପୂର୍ବରୁ ଏପ୍ରିଲ୍‌ ୧୮ରେ ହେବାକୁ ଥିବା ଏନ୍‌ଇଇଟି ପିଜି ପରୀକ୍ଷାକୁ ବାତିଲ କରାଯାଇଥିଲା। ଏବେ ଏପ୍ରିଲ୍‌…

ସାବଧାନ ! ଛୋଟପିଲା-ଯୁବବର୍ଗଙ୍କ ଉପରେ ମାଡ଼ି ଆସୁଛି ବିପଦ…

ନୂଆଦିଲ୍ଳୀ,୧୮।୪: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। କରୋନାର ଦ୍ୱିତୀୟ ଲହରରେ ଅଧିକ ସଂଖ୍ୟକ ଛୋଟ ପିଲା ଏବଂ ଯୁବବର୍ଗ ଆକ୍ରାନ୍ତ ହେବା ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨ ମାସ ମଧ୍ୟରେ ଦେଶରେ ୧୮ ବର୍ଷରୁ…

‘କୋଭିଡ୍‌ ପରିଚାଳନାରେ କେନ୍ଦ୍ର ବିଫଳ’

ନୂଆଦିଲ୍ଲୀ, ୧୮।୪(ପି.ଟି.): କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର କୋଭିଡ୍‌ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ବର୍ଷକର ପ୍ରସ୍ତୁତି ସତ୍ତ୍ୱେ ଦେଶବାସୀ ଏବେ ଅସୁରକ୍ଷିତ। ଦ୍ରୁତ ବେଗରେ କାୟା ମେଲାଇ ଚାଲିଛି କରୋନା। ଟିକାକରଣର ସର୍ବନିମ୍ନ ବୟସ ୨୫ ବର୍ଷ ରଖିବା ସହ…

ନାରାୟଣନଙ୍କୁ ଫସାଇବା ପାଇଁ ଚାପ ପକାଯାଇଥିଲା

ଥିରୁଭାନନ୍ତପୁରମ୍‌, ୧୮।୪: ଇସ୍ରୋର ୨୭ ବର୍ଷର ପୁରୁଣା ଗୁପ୍ତଚର ବୃତ୍ତି ମାମଲାରେ ଷଡ଼ଯନ୍ତ୍ର ହୋଇଥିଲା କି ନାହିଁ ତାହାର ସାନି ତଦନ୍ତ ପାଇଁ ସୁପ୍ରିମକୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଥିଲେ। ଏହାର ଦୁଇ ଦିନ ପରେ ମାଳଦ୍ୱୀପର ଜଣେ ମହିଳା ଗୁରୁତ୍ୱପୂର୍ଣ୍ଣ ସୂଚନା…

ଓଡ଼ିଶାକୁ ଜଳବାୟୁ ପରିବର୍ତ୍ତନ ବିପଦ

ନୂଆଦିଲ୍ଲୀ, ୧୮।୪: ଓଡ଼ିଶା ସମେତ ଦେଶର ୮ ରାଜ୍ୟ ପ୍ରତି ଜଳବାୟୁ ପରିବର୍ତ୍ତନ ଜନିତ ବିପଦ ସର୍ବାଧିକ ବୋଲି ଏକ ରିପୋର୍ଟରେ କୁହାଯାଇଛି। ଅନ୍ୟ ରାଜ୍ୟଗୁଡ଼ିକ ହେଲା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମିଜୋରାମ, ଛତିଶଗଡ଼, ଆସାମ, ବିହାର ଏବଂ ଅରୁଣାଚଳପ୍ରଦେଶ। ପୂର୍ବ ହିମାଳୟ…

ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୧ ହଜାର ଟପିଲା…

ନୂଆଦିଲ୍ଲୀ,୧୮।୪: ଦେଶରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେକାବୁ ହେବା ଯୋଗୁ ଲୋକଙ୍କ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ…

ଜାମିନ ପରେ ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ, ୧୮ା୪: ଜାନୁୟାରୀ ୨୬ ଲାଲକିଲ୍ଲା ହିଂସା ମାମଲାରେ ଗିରଫ ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କୁ ଶନିବାର ଦିଲ୍ଲୀର ଏକ କୋର୍ଟ ଜାମିନ୍‌ ପ୍ରଦାନ କରିବାର କିଛି ଘଣ୍ଟା ପରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପୋଲିସ ତାଙ୍କୁ ପୁଣି ଗିରଫ କରିଛି। ଦୀପ…

ରେମ୍‌ଡେସିଭିର୍‌ ଦାମ୍‌ କମିଲା

ମୁମ୍ବାଇ, ୧୮।୪(ଆଇଏଏନ୍‌ଏସ୍‌): କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଜୀବନ ରକ୍ଷାକାରୀ ଔଷଧ ଭାବେ ବ୍ୟବହୃତ ହେଉଥିବା ରେମ୍‌ଡେସିଭିର୍‌ ଇଞ୍ଜେକ୍‌ଶନ ଦାମ୍‌ ସରକାର ପାଖାପାଖି ୫୦ ପ୍ରତିଶତ ହ୍ରାସ କରିଛନ୍ତି। ଏବେ ଏହି ଇଞ୍ଜେକ୍‌ଶନ ୨,୪୫୦ ଟଙ୍କାରେ ଉପଲବ୍ଧ ହେବ। ଫଳରେ ବହୁସଂଖ୍ୟାରେ…

ମମତାଙ୍କ ଅଡିଓ କ୍ଲିପ୍‌କୁ ନେଇ ବିବାଦ

କୋଲକାତା, ୧୮।୪: ପଶ୍ଚିମବଙ୍ଗ ବିଧାନସଭା ଲାଗି ଶନିବାର ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଅଧ୍ୟକ୍ଷା ମମତା ବାନାର୍ଜୀଙ୍କ ଏକ ଅଡିଓ କ୍ଲିପ୍‌କୁ ଭାଜପାର ଆଇଟି ସେଲ୍‌ ଲିକ୍‌ କରିଦେଇଛି। ଏହାକୁ ନେଇ ଦୁଇ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?