Posted inଜାତୀୟ

ଭିତରେ କରୋନା-ସୀମାରେ ଚାଇନା: ଭାରତ ଲଢୁଛି ଦୋହରା ଯୁଦ୍ଧ…

ଲଦାଖ, ୨୨।୪: ଭାରତ ଏବେ ଦୋହରା ଯୁଦ୍ଧ ଜାରି ରଖିଛି। ଦେଶ ଭିତରେ କରୋନା ସଂକ୍ରମଣ ସହିତ ଲଢ଼େଇ ହେଉଥିବାବେଳେ ପୂର୍ବ ଲଦାଖର ଭାରତ ସୀମାରେ ଚାଇନା ସହିତ ବିବାଦ ଥମିବାର ନାଁ ଧରୁନି। ଫଳରେ ଭାରତ ଦୋହରା ଲଢ଼େଇ ଜାରି ରଖିଛି। ଏବେ ପୁଣି ଡ୍ରାଗନ ପଛକୁ ନ ହଟିବାକୁ କହି ନାଲି ଆଖି ଦେଖାଇବା ଆରମ୍ଭ କରିଛି। ପୂର୍ବ ଲଦାଖର ଗୋଗରା ହାଇଟ୍ସ,ହଟ୍‌ ସ୍ପ୍ରିଙ୍ଗ୍‌, ଡେପସାଙ୍ଗ୍‌ ଏବଂ ହେମଚୋକ୍‌ ଅଞ୍ଚଳରୁ ହଟିବ ନାହିଁ ବୋଲି ଚାଇନା କହିଛି। ଏହା ସହିତ ଚାଇନା ଏୟାର ଡିଫେନ୍ସ୍‌ ସିଷ୍ଟମ୍‌ ଏଚ୍‌କ୍ୟୁ-୯ ଏବଂ ଏଚ୍‌କ୍ୟୁ-୨୨ ଲଦାଖରେ ମୁତୟନ କରିଛି। ତେବେ ଭାରତ ରୋକଠୋକ୍‌ କହିଛି ଯେ, ପଛକୁ ହଟିବା ପରେ ହିଁ ଅନ୍ୟ କୌଣସି ଅଞ୍ଚଳର ଡି-ଏସ୍କେଲେଶନ ଉପରେ ବିଚାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍ ହସ୍ପିଟାଲରେ ନିଆଁ: ୫ମୃତ, ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭ ।୧୧: ଗୁଜରାଟର ରାଜକୋଟରେ ଥିବା ଶିବାନନ୍ଦ କୋଭିଡ ହସ୍ପିଟାଲରେ ଗୁରୁବାର ରାତିରେ ନିଆଁ ଲାଗିଯିବା ଫଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥିରେ...

କେନାଲରୁ ପାଣି ଚୋରି ରୋକିବା ପାଇଁ ପହରା ଦେବେ ୬୦ ଯବାନ…

ଜୟପୁର,୬।୬: ପାଣି ଚୋରି ରୋକିବା ପାଇଁ ରାଜସ୍ଥାନର ହନୁମାନଗଡ଼ ଜିଲାରେ ପ୍ରଥମ ପୋଲିସ ଥାନା ପ୍ରତିଷ୍ଠା କରାଯିବ। ସ୍ଥାନୀୟ ଇନ୍ଦିରା ଗାନ୍ଧୀ କେନାଲରୁ ବାରମ୍ବାର ପାଣି...

ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତଙ୍କୁ ୧୧ ଥର ଚପଲ ମାଡ଼ ଏବଂ ୫ ଲକ୍ଷ ଜରିମାନା ଦଣ୍ଡରେ ଦଣ୍ଡିତ କଲା ପଞ୍ଚାୟତ

ପାଟନା,୨୫।୮: ବିହାର ରାଧୋପୁର ସ୍ଥିତ ରସୁଖଦାର ଗଣେଶ ସ୍ବର୍ଣ୍ଣକାରରେ ଘଟିଛି ଏକ ଅଭାବନୀୟ ଘଟଣା। ୧୧ ବର୍ଷ ବୟସ୍କ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯିବା ଘଟଣାରେ...

୨ ଦଳରୁ ଇସ୍ତଫା ଦେଲେ ୩ ବିଧାୟକ

ଶିଲ୍‌ଂ,୨୮।୧୧: ମେଘାଳୟରେ ଶାସନରେ ଥିବା ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନ୍‌ପିପି)ର ୨ ଓ ଟିଏମ୍‌ସିର ଜଣେ ବିଧାୟକ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ ୨ଦଳକୁ...

ଶରଦ ପାଓ୍ବାରଙ୍କୁ ମନାଇବାକୁ ଚେଷ୍ଟା କରୁଛନ୍ତି ଅଜିତ

ମୁମ୍ବାଇ,୧୩।୮: ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ଗୁପ୍ତ ବୈଠକ ପରେ ମହାରାଷ୍ଟ୍ରରେ କଳ୍ପନା ଜଳ୍ପନା ଜାରି ରହିଛି। ଏହି ସମୟରେ ବୈଠକ ସମ୍ପର୍କରେ ବଡ...

କୋଭିଡ୍‌ ବିରୋଧରେ ଲଢ଼େଇକୁ ଦୁର୍ବଳ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୧୧।୫ : ଦେଶରେ କୋଭିଡ୍‌-୧୯ ବିରୋଧରେ ଚାଲିଥିବା ଲଢ଼େଇକୁ କଂଗ୍ରେସ ଦୁର୍ବଳ କରୁଛି। କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ଭାଜପା ମୁଖ୍ୟ ଜେ. ପି. ନଡ୍ଡା...

ଗୁରୁ ଦକ୍ଷିଣା ପାଇଁ ନିଜ ଆଙ୍ଗୁଠି କାଟିଥିଲେ ଏକଲବ୍ୟ

ସମଗ୍ର ଦେଶରେ ଗୁରୁବାର ଗୁରୁ ଦିବସ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ସ୍କୁଲ, କଲେଜର ଛାତ୍ରୀଛାତ୍ରମାନେ ଏହି ଉପଲକ୍ଷେ ନିଜ ଗୁରୁଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ପୂର୍ବତନ...

ପୋଷ୍ଟିଂ ଅର୍ଡର ନ ଆସୁଣୁ ଜଏନିଂ

ଭୁବନେଶ୍ୱର,୪।୨(ବ୍ୟୁରୋ):ପୋଲିସ ବିଭାଗରେ ଏବେ ଅଜବ ଘଟଣା ନଜରକୁ ଆସିଛି। ଆଇନକାନୁନ, ନୀତିନିୟମ ପାଳନ ପାଇଁ କାର୍ଯ୍ୟ କରୁଥିବା ଏହି ବିଭାଗରେ ବଡ଼ ବ୍ୟତିକ୍ରମ ଘଟିଛି। ପଦୋନ୍ନତି...

Advertisement
Archives

Model This Week