ସିରମ ଇନ୍ଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ: ୫ ମୃତ
ନୂଆଦିଲ୍ଲୀ,୨୧।୧: ମହାରାଷ୍ଟ୍ରର ପୁଣେସ୍ଥିତ ଦେଶରେ କରୋନା ଟିକା ପ୍ରସ୍ତୁତ କରୁଥିବା ସିରମ ଇନ୍ଷ୍ଟିଚ୍ୟୁଟର ଟର୍ମିନାଲ-୧ରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ। ନିଆଁ ଆୟତକୁ ଆସିବା ପରେ…
ନଷ୍ଟ ହେଉଛି ଡୋଜ୍: ସରକାର ଜାରି କଲେ ସଚେତନତା ପୋଷ୍ଟର
ନୂଆଦିଲ୍ଲୀ, ୨୧।୧: ଦେଶରେ ସାର୍ବଜନୀକ କରୋନା ଟିକାକରଣ ଜାରି ରହିଛି। ତେବେ ଟିକାର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଫଳରେ ଲୋକେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି। ଏହାଯୋଗୁ ଡୋଜ୍ ନଷ୍ଟ ହେବାରେ ଲାଗିଛି। ଏହାକୁ…
ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ଭାଜପା ଏମ୍ପି ଗମ୍ଭିର
ନୂଆଦିଲ୍ଲୀ,୨୧ ।୧: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ଚାନ୍ଦା ଏକାଠି କରାଯାଉଛି । ଭାରତୀୟ ଜନତା ପାର୍ଟି(ଭଜାପା)ଏମ୍ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭିର ଏଥିପାଇଁ ୧ କୋଟି ଟଙ୍କା ଦାନ…
ସେରମ୍ ଇନଷ୍ଟିଚ୍ୟୁଟ୍ର ଟର୍ମିନାଲ-୧ ଗେଟ୍ରେ ଅଗ୍ନିକାଣ୍ଡ
ପୁଣେ, ୨୧।୧: କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ଖ୍ୟାତି ହାସଲ କରିଥିବା ମହାରାଷ୍ଟ୍ରର ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ର ଟର୍ମିନାଲ-୧ ଗେଟ୍ରେ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ୧୦ ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଅଗ୍ନିକାଣ୍ଡର କାରଣ…
କରୋନା ଟିକା ନେବାକୁ ଲୋକେ ଅମଙ୍ଗ: ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ
ନୂଆଦିଲ୍ଲୀ,୨୧ ।୧: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଦେଶରେ ଆରମ୍ଭ ହୋଇଯାଇଛି କରୋନା ଟିକାକରଣ କାର୍ଯ୍ୟକ୍ରମ । ହେଲେ କରୋନାର ଟିକାକୁ ନେଇ ଏବେବି ଲୋକଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରୁଛି । ଯାହାକୁ ଦୂରେଇ ଦେବାକୁ ଏବେ କେନ୍ଦ୍ର…
୧୧୦୦ରୁ ଅଧିକ ସ୍କୁଲରେ ପ୍ରଦାନ କରାଯିବ ଏନ୍ସିସି ତାଲିମ୍
ନୂଆଦିଲ୍ଲୀ, ୨୧।୧: ଦେଶର ଉପକୂଳବର୍ତ୍ତୀ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ଏନ୍ସିସି ତାଲିମ ପ୍ରଦାନ କରାଯିବ। ଏନେଇ ୧୧୦୦ରୁ ଅଧିକ ସ୍କୁଲକୁ ଚିହ୍ନଟ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏସମ୍ପର୍କରେ ଗୁରୁବାର ସୂଚନା ଦେଇଛନ୍ତି। ଦିଲ୍ଲୀର ଏନ୍ସିସି…
ସ୍ବାମୀଙ୍କୁ ହତ୍ୟା କରି ପୁଅ ମୃତ୍ୟୁର ପ୍ରତିଶୋଧ ନେଲେ ମହିଳା
ଲକ୍ଷ୍ନୌ,୨୧।୧: ଉତ୍ତର ପ୍ରଦେଶର ସାମଲି ଜନପଦରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏଠାରେ ଜଣେ ମହିଳା ମଦୁଆ ସ୍ବାମୀଙ୍କ ମୁଣ୍ଡକୁ ଛୋଚି ହତ୍ୟା କରିଛନ୍ତି। ଏହାପରେ ମୃତଦେହକୁ ଘରେ ୨ ଦିନ ଧରି ଲୁଚାଇ ରଖିଥିଲେ। ପୋଲିସ ମହିଳାଙ୍କୁ ଗିରଫ କରିଛି।…
ଟିକା ନେବା ପରେ ଡ୍ରାଇଭରଙ୍କ ମୃତ୍ୟୁ, ଆଶାକର୍ମୀ ଅସୁସ୍ଥ: ପରୀକ୍ଷା ନିରୀକ୍ଷା ଜାରି
ହାଇଦ୍ରାବାଦ୍/ଚଣ୍ଡିଗଡ଼, ୨୧।୧: କରୋନା ଟିକା ନେବା ପରେ ତେଲଙ୍ଗାନାର ନିର୍ମଳ ଜିଲାରେ ଆମ୍ବୁଲାନ୍ସ୍ ଡ୍ରାଇଭର ବିଠୁଲଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଏଭଳି ହୋଇଥିବା ସେମାନେ କହିଛନ୍ତି। ଟିକାନେବାର କିଛି ଘଣ୍ଟା…
ଭାରତରେ କରୋନା ଟିକାର କମ୍ ପାର୍ଶ୍ୱ ପ୍ରତିକ୍ରିୟା: ଅସୁସ୍ଥଙ୍କ ସଂଖ୍ୟା ୬୦୦ ଛୁଇଁଲା
ନୂଆଦିଲ୍ଲୀ, ୨୧।୧: ଭାରତରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଜାରି ରହିଛି। କରୋନା ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଜାନୁୟାରୀ ୧୬ଠାରୁ ଇତିମଧ୍ୟରେ ୬୦୦ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସେଥିମଧ୍ୟରୁ ୧୦ ଜଣଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି…
ପିପିଇ କିଟ୍ ପିନ୍ଧି ଲୁଟି ନେଇଥିଲେ ୧୩ କୋଟି ଟଙ୍କାର ଅଳଙ୍କାର
ନୂଆଦିଲ୍ଲୀ, ୨୧।୧:ପିପିଇ କିଟ୍ ପିନ୍ଧି ଫିଲ୍ମ ଷ୍ଟାଇଲ୍ରେ ଜଣେ ଇଲେକ୍ଟ୍ରିସିଆନ୍ ଦକ୍ଷିଣ ପୂର୍ବ ଦିଲ୍ଲୀର କାଲକାଜି ସ୍ଥିତ ଅଞ୍ଜଳି ଜୁଏଲରର୍ସରୁ ୧୩ କୋଟି ଟଙ୍କାର ଅଳଙ୍କାର ଲୁଟି ନେଇଥିବା ଘଟଣାର ପର୍ଦ୍ଦାଫାଶ୍ ହୋଇଛି। ଦିଲ୍ଲୀ ପୋଲିସ ପକ୍ଷରୁ ୨୪ ଘଣ୍ଟା ମଧ୍ୟରେ…
ଗେହଲଟ ହେବେ କଂଗ୍ରେସ ଅଧ୍ୟକ୍ଷ!
ନୂଆଦିଲ୍ଲୀ,୨୧ ।୧: ଗୋଟିଏ ପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜ ମନ୍ତ୍ରିମଣ୍ଡଳଳ ସମ୍ପ୍ରସାରଣକୁ ନେଇ ସଜବାଜ ହେଉଥିବା ବେଳେ ଅନ୍ୟପଟେ ତାଙ୍କୁ ଦିଲ୍ଲୀରୁ ଡାକରା ଆସିପାରେ ବୋଲି ଆଲୋଚନା କରାଉଛି । ଏହାସହ କଂଗ୍ରେସ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…
ପାକିସ୍ତାନ ଉପରେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍: ରତଲେ ଜଳ ବିଦ୍ୟୁତ୍ ପରିଯୋଜନାକୁ ମଞ୍ଜୁରୀ
ନୂଆଦିଲ୍ଲୀ, ୨୧।୧: ଭାରତ ସରକାରଙ୍କ ପକ୍ଷରୁ ପୁଣି ଥରେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଛି। ଜମ୍ମୁ-କଶ୍ମୀରର କିସ୍ତଓ୍ବାଡ ଜିଲାର ଚେନାବ୍ ନଦୀ ଉପରେ ରତଲେ ଜଳ ଜଳବିଦ୍ୟୁତ୍ ପରିଯୋଜନାକୁ ଭାରତ ସରକାର ମଞ୍ଜୁରୀ ଦେଇଛନ୍ତି। ୮୫୦ ମେଗାଓ୍ବାଟ ଏହି ଜଳ…
Archives


