ଶ୍ମଶାନ ବାହାରେ ମୃତଦେହର ଲମ୍ବା ଲାଇନ୍‌: ସରକାର ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଅଭିଯୋଗ…

ନୋଏଡା,୨୨।୪: କରୋନା ସଂକ୍ରମଣ ନେଇ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ନୋଏଡ଼ାରେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ବାହାରେ ମୃତଦେହର ଲମ୍ବା ଲାଇନ୍‌ ଲାଗିଛି। ଶ୍ମଶାନରେ ଜୁଇ ଲିଭୁନି। ତେବେ ସରକାର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଅଭିଯୋଗ ହୋଇଛି। ଗତ ଦୁଇଦିନ ମଧ୍ୟରେ ଶ୍ମାଶନକୁ ୭୫ ମୃତଦେହ ଆସିଛି। ମାତ୍ର ସରକାରୀ ଖାତାରେ କରୋନା ମୃତ୍ୟୁ ସଂଖ୍ୟା ୧୨ ରହିଛି। ଏହାପୂର୍ବରୁ ସୋମବାର ଏବଂ ମଙ୍ଗଳବାର ଗ୍ରେଟର ନୋଏଡ଼ାରେ ଥିବା ଶ୍ମଶାନକୁ ୯୫ ମୃତଦେହ ଆସିଛି। ମାତ୍ର ସରକାରୀ ହିସାବରେ ମୃତ୍ୟୁ ସଂଖ୍ୟା ରହିଛି। ଅନ୍ତିମ ସଂସ୍କାର ପାଇଁ କବରସ୍ତାନ ଏବଂ ଶ୍ମଶାନରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ଦିନ ହେଲା ଜଳୁଛି କୋଇଲା ଖଣି

ଜୟପୁର,୧୫ା୨: ଦୀର୍ଘ ୨୦ ଦିନ ହେଲା ମାଟାସୁଖର ଲିଗ୍ନାଇଟ କୋଇଲା ଖଣିରୁ ବିଷାକ୍ତ ଧୂଆଁ ବାହାରୁଛି। ନାଗୋର ଜିଲାର ପ୍ରସିଦ୍ଧ କସନାଉ-ମାଟାସୁଖ ଲିଗ୍ନାଇଟ କୋଇଲା ପ୍ରକଳ୍ପ...

ଲକ୍‌ଡାଉନ ସମୟରେ ଲଣ୍ଡା ହୋଇ କାହିଁକି ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରୁଛନ୍ତି ଲୋକେ

ନୂଆଦିଲ୍ଲୀ,୧୯।୪: ବର୍ତ୍ତମାନ କରୋନା ଭାଇରସକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଅଧିକାଂଶ ଲୋକେ ଘରେ ରହି ସମୟ କାଟୁଛନ୍ତି। ବିଶେଷ ଭାବେ ପୁରୁଷମାନେ ଏହି...

ଭାରତୀୟ ରେଳରେ ଯୋଡି ହେଲା ନୂଆ ଅଧ୍ୟାୟ : ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୭।୮(ଅଭିଜିତ ଦାସ): ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ଭାରତ ଷ୍ଟେଶନ ଯୋଜନାରେ ସାମିଲ ହୋଇଥିବା ଦେଶର ୧୩୦୯ ରେଳ ଷ୍ଟେଶନ ମଧ୍ୟରୁ...

ଅଭିନେତ୍ରୀଙ୍କୁ ବନ୍ଧୁକ ମୁନରେ ଲୁଟିଲେ

ନୂଆଦିଲ୍ଲୀ, ୧୫।୯: ଅଭିନେତ୍ରୀ ନିକିତା ରାଓ୍ବାଲଙ୍କୁ କିଛି ଦୁର୍ବୃତ୍ତ ବନ୍ଧୁକ ମୁନରେ ଲୁଟିଛନ୍ତି। ନିକିତା ତାଙ୍କ ମାଉସୀଙ୍କ ଘରେ ଏକା ଥିବା ବେଳେ କିଛି ଦୁର୍ବୃତ୍ତ...

ବାହୁବଳୀ ବିଧାୟକଙ୍କ ହୋଟେଲ ଉପରେ ଚାଲିଲା ବୁଲ୍‌ଡୋଜର

ଲକ୍ଷ୍ନୌ,୧।୧୧: ଉତ୍ତରପ୍ରଦେଶର ମଉ ବିଧାନସଭା ଆସନର ବାହୁବଳୀ ବିଧାୟକ ମୁକ୍ତାର ଅନସାରୀଙ୍କ ହୋଟେଲରେ ରବିବାର ସକାଳେ ପ୍ରଶାସନ ପକ୍ଷରୁ ବୁଲ୍‌ଡୋଜର ଚଲାଯାଇଛି। ବେଆଇନ ନିର୍ମାଣ ହଟାଇବା...

ବନ୍ଦ ରାସ୍ତା ପାଇଁ ଧାରଣାରେ ବସିଲେ ବର, ସୋସିଆଲ ମିଡ଼ିଆରେ ଭାଇରାଲ…

ଡେରାଡୁନ,୭।୧୨ : ଉତ୍ତରାଖଣ୍ଡରେ ଜଣେ ବର ବିବାହ ପାଇଁ କନ୍ୟାଘରେ କଷ୍ଟେମଷ୍ଟେ ପହଞ୍ଚି ବିବାହ ପରେ ଧାରଣାରେ ବସିଥିବା ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ...

ବିଦେଶରେ ମୋଦିଙ୍କ ପାଇଁ ଆୟୋଜିତ ସଫଳ କାର୍ଯ୍ୟକ୍ରମର ପ୍ରଚ୍ଛଦ ନାୟକ ବିଜୟ

ନୂଆଦିଲ୍ଲୀ,୧୬।୯: ବିଦେଶରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବ। ଆମେରିକାର ହଷ୍ଟନରେ ସେପ୍ଟେମ୍ବର ୨୨ରେ ‘ହାଓଡି ମୋଦି’(Howdy Modi)...

କ୍ରିମିୟା ବିଜ୍‌ ବିସ୍ଫୋରଣ ପାଇଁ ୟୁକ୍ରେନ୍‌କୁ ଦାୟୀ କଲା ରୁଷିଆ, କହିଲା ଏହା ଆତଙ୍କବାଦୀ କାର୍ଯ୍ୟ…

ମସ୍କୋ,୧୦।୧୦ : ରୁଷିଆ-କ୍ରିମିୟାକୁ ସଂଯୋଗ କରୁଥିବା କର୍ଚ ରେଳ-ରୋଡ ବ୍ରିଜ ବିସ୍ଫୋରଣକୁ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅନୁସନ୍ଧାନକାରୀ ଦଳଙ୍କ ସହ ଏକ ବୈଠକ କରିଛନ୍ତି।...

Advertisement
Archives

Model This Week