ନିଜ ଜୀବନ ନିଜେ ବଞ୍ଚାନ୍ତୁ, ପ୍ରଧାନମନ୍ତ୍ରୀ ମୋଦି ମୟୂର ସହ ବ୍ୟସ୍ତ ଅଛନ୍ତି: ରାହୁଲ
ନୂଆଦିଲ୍ଲୀ,୧୪।୯: ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୁଣି ଥରେ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ଟୁଇଟ୍ ଯୋଗେ ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଛନ୍ତି ଆତ୍ମର୍ନିଭରଶୀଳ ହୁଅ ଅର୍ଥାତ୍ ନିଜ...
ମୋଦିଙ୍କ ୭୦ ତମ ଜନ୍ମଦିନରେ ଆୟୋଜିତ ହେବ ୭୦ ଭର୍ଚ୍ୟୁଆଲ ରାଲି
ନୂଆଦିଲ୍ଲୀ,୧୪ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିନ ପାଳନ କରିବାକୁ ଭାରତୀୟ ଜନତା ପାର୍ଟି(ଭାଜପା) ବେଶ୍ ଉତ୍ସାହିତ ରହିଛି । ସେପ୍ଟେମ୍ବର ୧୭ରେ ପାଳନ ହେବାକୁ ଥିବା ଏହି ଦିବସ ଅବସରରେ ଭାଜପା ପକ୍ଷରୁ ସେପ୍ଟେମର ୧୪-୨୦ ପର୍ଯ୍ୟନ୍ତ...
ପ୍ରତି ମିନିଟରେ ଜଣଙ୍କ ମୁଣ୍ଡ ନେଉଛି କରୋନା
ନୂଆଦିଲ୍ଲୀ, ୧୪।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଲଗାତାର ୧୨ ଦିନ ଧରି ଦେଶରେ ପ୍ରତିଦିନ ଏକ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ପ୍ରତି ମିନିଟରେ ଦେଶରେ କରୋନା ଜଣଙ୍କର ମୁଣ୍ଡ ନେଉଛି।...
ଡେଙ୍ଗୁ ଭଳି କମୁଛି କରୋନା ରୋଗୀଙ୍କ ପ୍ଲେଟଲେଟ!
ନୂଆଦିଲ୍ଲୀ,୧୪ ।୯: କରୋନା ଭାଇରସ ସଂକ୍ରମଣକୁ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଏବେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଯାହା ଉଭୟ ଚିକିତ୍ସକ ଓ ରୋଗୀଙ୍କୁ ଚିନ୍ତାରେ ପକାଇ ଦେଇଛି...
ଆଙ୍ଗଲିଙ୍ଗ୍ ଗାଁକୁ ଚାଇନାର ଭୟ: ପ୍ରତିଘରେ ସିକ୍ରେଟ ଫୋର୍ସ ସଦସ୍ୟ
ଲେହ, ୧୪।୯: ପୂର୍ବ ଲଦାଖରେ ଏଲ୍ଏସି ଅଞ୍ଚଳରେ ଚାଇନା ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଛି। ଭାରତୀୟ ସୀମା ମଧ୍ୟରେ ଅନୁପ୍ରବେଶ କରିବାକୁ ଚାଇନାର ପିପୁଲସ୍ ଲିବରେଶନ୍ ଆର୍ମି(ପିଏଲ୍ଏ) ଲଗାତାର ପ୍ରୟାସ କରୁଛି। ପେଙ୍ଗୋଙ୍ଗ୍ ତ୍ସୋର ଦକ୍ଷିଣରେ ଥିବା ଗୁରଙ୍ଗ୍ ହିଲ୍...
ବୀର ଯବାନଙ୍କ ପଛରେ ରହିଛି ଦେଶ: ମୋଦି
ନୂଆଦିଲ୍ଲୀ, ୧୪।୯: ସୋମବାର ଲୋକ ସଭା ଏବଂ ରାଜ୍ୟ ସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନରେ ପହଞ୍ଚି ସୀମାରେ ଶତ୍ରୁ ସହିତ ଲଢୁଥିବା ଯବାନଙ୍କ ମନୋବଳ ବଢ଼ାଇଛନ୍ତି। ମୋଦି କହିଛନ୍ତି...
ଚାଇନାର ଗୁପ୍ତଚରୀ: ୧୩୫୦ ରାଜନେତାଙ୍କ ତଥ୍ୟ କରୁଛି ସଂଗ୍ରହ
ନୂଆଦିଲ୍ଲୀ, ୧୪।୯: ଚାଇନାର ଏଲ୍ଏସିରେ ଭାରତ ସହିତ ମୁହାଁମୁହିଁ ହେବା ସହିତ ଦେଶର ରାଜନେତାଙ୍କ ସମ୍ପର୍କରେ ଗୁପ୍ତରେ ତଥ୍ୟ ସଂଗ୍ରହ କରୁଛି। ଡିଜିଟାଲ ପ୍ଲାଟଫର୍ମ ସହାୟତାରେ ଚାଇନା ଏଭଳି କାର୍ଯ୍ୟ ଜାରି ରଖିଥିବା ନେଇ ପର୍ଦ୍ଦାଫାଶ୍ ହୋଇଛି। ଗଣମାଧ୍ୟମ ସଂସ୍ଥା...
ମୌସୁମୀ ଅଧିବେଶନ ଆରମ୍ଭ: ମାସ୍କ, ଫେସ୍ ସିଲ୍ଡ ପିନ୍ଧି ପହଞ୍ଚିଲେ ଏମ୍ପି
ନୂଆଦିଲ୍ଲୀ,୧୪।୯: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। କରୋନା କଟକଣା ମଧ୍ୟରେ ବସୁଥିବା ଏହି ଅଧିବେଶନକୁ ଏମ୍ପିମାନେ ମାସ୍କ ଏବଂ ଫେସ୍ ସିଲ୍ଡ ଲଗାଇ ପହଞ୍ଚୁଥିବା ଦେଖାଯାଇଛି। ଲୋକ ସଭା ଆରମ୍ଭ ହେବା କ୍ଷଣି ପୂର୍ବତନ ରାଷ୍ଟ୍ରପତି ପ୍ରଣବ...
ସୋମବାର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ
ନୂଆଦିଲ୍ଲୀ,୧୩।୯-ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ଏନ୍ଡିଏ ପକ୍ଷରୁ ହରିବଂଶ ନାରାୟଣ ସିଂଙ୍କୁ ପ୍ରର୍ଥୀ କରାଯାଇ ଥିବାବେଳେ ମିଳିତ ବିରୋଧୀ ପକ୍ଷରୁ ଆର୍ଜେଡି ଏମ୍ପି ମନୋଜ ଝା’ଙ୍କୁ ପ୍ରାର୍ଥୀ କରାଯାଇଛି। ଅପରାହ୍ନରେ ଉପାଧ୍ୟକ୍ଷ ନିର୍ବାଚନ ହେବ ବୋଲି...
୭୫ ଲକ୍ଷ କରୋନା ପରୀକ୍ଷା କରିବାରେ ଦେଶର ପ୍ରଥମ ରାଜ୍ୟ ହେଲା ଉତ୍ତର ପ୍ରଦେଶ
ଲକ୍ଷ୍ନୌ, ୧୩।୯: ୭୫ ଲକ୍ଷରୁ ଊର୍ଦ୍ଧ୍ୱ କରୋନା ପରୀକ୍ଷା କରାଇବାରେ ଉତ୍ତର ପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହୋଇଛି। ରବିବାର ଉତ୍ତର ପ୍ରଦେଶ ଗୃହ ସଚିବ ଅବନୀଶ ଆଓ୍ବସ୍ତି ଏହି ସୂଚନା ଦେଇଛନ୍ତି। ‘ଶନିବାର ଆମେ ଏକ ଲକ୍ଷ ୪୭ରୁ...
ସୋମବାରଠାରୁ ସଂସଦର ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ,୧୩।୯: ସୋମବାରଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। କରୋନା କଟକଣା ମଧ୍ୟରେ ଏହି ଅଧିବେଶନରେ କେନ୍ଦ୍ର ସରକାରଙ୍କ ୧୧ଟି ଅଧ୍ୟାଦେଶ ସମ୍ବନ୍ଧୀୟ ୨୩ଟି ନୂଆ ବିଲ ଆସିବ। ସଂସଦର ୧୮ ଦିନିଆ ଅଧିବେଶନ କାଳରେ ଅଧ୍ୟାଦେଶଗୁଡ଼ିକୁ ବିଧେୟକ ରୂପେ...
କଠିନ ପରିସ୍ଥିତିରେ ଆରମ୍ଭ ହେଉଛି ସଂସଦ ଅଧିବେଶନ: ଗୁଲାମ ନବୀ ଆଜାଦ
ନୂଆଦିଲ୍ଲୀ,୧୩।୯: ଏକ କଠିନ ପରିସ୍ଥିତିରେ ଏଥର ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ବୋଲି କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ରବିବାର କହିଛନ୍ତି। ସମଗ୍ର ଦେଶରେ ଏକ ଭୟର ବାତାବରଣ ରହିଛି। ଏମ୍ପିଙ୍କ ମଧ୍ୟରେ ମଧ୍ୟ ଭୟ...
Archives


