ସାବଧାନ! ଦିନକୁ ଚିହ୍ନଟ ହେବେ ୬ ଲକ୍ଷରୁ ଅଧିକ ଆକ୍ରାନ୍ତ: ନୀତି ଆୟୋଗ…

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏବେ ପ୍ରତି ଦିନ ୩ ଲକ୍ଷ ୪୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ତେବେ ଏବେ କରୋନାର ଟ୍ରେଲର ଚାଲିଛି। ପୂରା ଫିଲ୍ମ ବାକି ରହିଛି ବୋଲି ନୀତି ଆୟୋଗ ସଦସ୍ୟ ଭି.କେ. ପଲ୍‌ ସୂଚନା ଦେଇଛନ୍ତି। ଏପ୍ରିଲ୍‌ ଶେଷ ସୁଦ୍ଧା ଦେଶରେ ପ୍ରତିଦିନ ୫ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେବେ। ପରବର୍ତ୍ତୀ ସମୟରେ ମେ’ ମଧ୍ୟଭାଗରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବ। ଏହି ସମୟରେ ପ୍ରତିଦିନ ୬ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେବାର ଆଶଙ୍କା ରହିଥିବା ସେ କହିଛନ୍ତି। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ଭାରତ ପ୍ରତିଦିନ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗୁଥିବା ସେ କହିଛନ୍ତି। ଏଭଳି ଧାରା ଜାରି ରହିଲେ ସ୍ଥିତି ଅଧିକ ସଙ୍କଟ ଜନକ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖରାପ ରହିଲା ଲକ୍‌ଡାଉନ ୪.୦: ପ୍ରତି ଘଣ୍ଟାରେ ସଂକ୍ରମିତ ହେଲେ ୨୭୧ ଜଣ

ନୂଆଦିଲ୍ଲୀ,୩୧।୫: ବେଳକୁ ବେଳ ଚିନ୍ତା ବଢାଇ ଚାଲିଛି କରୋନା ଭାଇରସ ସଂକ୍ରମଣ। ଏହାକୁ ରୋକିବାକୁ ଦେଶରେ ଗତ ମାର୍ଚ୍ଚ ମାସଠାରୁ ଲକ୍‌ଡାଉନ ଜାରି କରାଯାଇଛି। ତେବେ...

୩ ବର୍ଷରେ ମୋଦିଙ୍କ ବିଦେଶ ଗସ୍ତ ପାଇଁ ଚାର୍ଟର୍ଡ ବିମାନ ଖର୍ଚ୍ଚ ୨୫୫ କୋଟି ଟଙ୍କା

ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ତିନି ବର୍ଷରେ ବିଦେଶ ଗସ୍ତ ପାଇଁ ଚାର୍ଟର୍ଡ ବିମାନ ଖର୍ଚ୍ଚ ୨୫୫ କୋଟି ଟଙ୍କା ହୋଇଛି। କେନ୍ଦ୍ର ବର୍ହିିର୍ବ୍ୟାପାର...

ମିଳିଲା ବଳାତ୍କାର ଓ ହତ୍ୟା ଅଭିଯୁକ୍ତଙ୍କ ମୃତଦେହ

ହାଇଦ୍ରାବାଦ୍‌,୧୬।୯: ଗୁରୁବାର ସକାଳେ ରେଳ ଧାରଣରେ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଛି। ହାଇଦ୍ରାବାଦ୍‌ ଠାରୁ ପ୍ରାୟ ୧୩୦ କିମି ଦୂରରେ ମିଳିଥିବା ମୃତଦେହଟି...

ସରକାର ଗଠନ ପାଇଁ ଅଣ୍ଟାଭିଡ଼ା: ଶୁକ୍ରବାର ଶିବସେନା-ଏନ୍‌ସିପି-କଂଗ୍ରେସ ବୈଠକ

ମୁମ୍ବାଇ,୨୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅଣ୍ଟା ଭିଡ଼ିଛନ୍ତି ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ। ଏନେଇ ଶୁକ୍ରବାର ଏହି ତିନି ଦଳଙ୍କ ମଧ୍ୟରେ ବୈଠକ ହେବାର...

ଆତଙ୍କବାଦୀ ଶିବିରରେ ଚାଇନା ପିସ୍ତଲ-ଗ୍ରେନେଡ୍‌

ଶ୍ରୀନଗର,୨୧।୨: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପରେଶନ୍‌ ସମୟରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଜଙ୍ଗଲ ମଧ୍ୟରେ ଥିବା ଏକ ଆତଙ୍କବାଦୀ ଶିବିରରୁ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ କରୋନାରେ ପୀଡ଼ିତ

ପାଟନା,୧୭।୬: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ସଂକ୍ରମଣର ପ୍ରକୋପ ଏବେ ଭାରତରେ ଦିନକୁ ଦିନ ଜଟିଳ ହେବାରେ ଲାଗିିଛି। ଏହାର ମୁକାବିଲା ପାଇଁ...

ଚନ୍ଦ୍ରଯାନରୁ ଚନ୍ଦ୍ରର ପ୍ରଥମ ଫଟୋ

ଚନ୍ଦ୍ରୟାନ-୨ ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ ହେବାର ଦିନକ ପରେ ଅର୍ଥାତ ବୁଧବାର ଏହି ଚିତ୍ର ଉତ୍ତୋଳନ କରି ପ୍ରେରଣ କରିଛି ଲ୍ୟାଣ୍ଡର ବିକ୍ରମ। ଏହି ଫଟୋକୁ...

ମାତ୍ର ଗୋଟିଏ ନିଷ୍ପତ୍ତିରେ ରୋଜଗାର ହରାଇଲେ ୧୬ହଜାର କର୍ମଚାରୀ

ନୂଆଦିଲ୍ଲୀ,୧୯।୪: ଆର୍ଥିକ ସଙ୍କଟ କାରଣରୁ ଜେଟ୍‌ ଏୟାରଓ୍ବେଜ୍‌ ତା’ର ଉଡାଣକୁ ଅସ୍ଥାୟୀ ଭାବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦେଇଛି। ଫଳରେ ଏଥିରେ କାମ...

Advertisement


Archives

Model This Week