ସତର୍କ ରୁହନ୍ତୁ, ଆର୍‌ଟି-ପିସିଆର୍‌ ରିପୋର୍ଟ ନେଗେଟିଭ୍‌ ହେଲେ ବି ହେବ କରୋନା ସଂକ୍ରମଣ…

ନୂଆଦିଲ୍ଲୀ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। କରୋନା ଭୂତାଣୁ ସଂକ୍ରମଣ ରୋକିବା କଷ୍ଟକର ହୋଇପଡ଼ିଛି। ଏପରିସ୍ଥଳେ ଦିଲ୍ଲୀ ଏମ୍ସ୍‌ର ନିର୍ଦ୍ଦେଶକ ଡ. ରଣଦୀପ୍‌ ଗୁଲେରିଆ କହିଛନ୍ତି ଯେ, କରୋନାର ନୂଆ ଷ୍ଟ୍ରେନ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷାରେ କେତେକ କ୍ଷେତ୍ରରେ ଜଣା ପଡୁନାହିଁ। ରିପୋର୍ଟ ନେଗେଟିଭ୍‌ ଅସୁଛି। ମାତ୍ର ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଉଛି। ଏପରିସ୍ଥଳେ ରିପୋର୍ଟକୁ ଫଲ୍ସ୍‌ ନେଗେଟିଭ୍‌ ଧରିନେବା ଆବଶ୍ୟକ। ତୁରନ୍ତ କରୋନାର ଚିକିତ୍ସା ଆରମ୍ଭ କରିବା ଜରୁରୀ ବୋଲି ସେ କହିଛନ୍ତି। ସେହିପରି ଅଧିକ ସଂଖ୍ୟକ ନମୁନା ପରୀକ୍ଷା କରାଯାଉଥିବାରୁ ରିପୋର୍ଟ ମିଳିବାରେ ବିଳମ୍ବ ମଧ୍ୟ ହୋଇପାରେ। କିନ୍ତୁ ଅପେକ୍ଷା ନ କରି ଲକ୍ଷଣ ଆଧାରରେ ଔଷଧ ସେବନ କରିବା ଉପରେ ଗୁଲେରିଆ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମରେ ଆଫ୍ରିକାନ ‘ସ୍ବାଇନ୍‌ ଫ୍ଲୁ’ ଚିହ୍ନଟ

ଦିସପୁର,୧୭।୭: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ଚିନ୍ତା ବଢାଇଲାଣି ଆଫ୍ରିକାନ ‘ସ୍ବାଇନ୍‌ ଫ୍ଲୁ’। ଆସାମରେ ଘୁଷୁରୀମାନଙ୍କ ମଧ୍ୟରେ ଆଫ୍ରିକାନ ‘ସ୍ବାଇନ୍‌ ଫ୍ଲୁ...

ରେଷ୍ଟୁରାଣ୍ଟରେ ଖାଉଥିଲେ ଏମ୍‌ପି, କାର୍‌ ଲକ୍‌ କରିଦେଲା ପୋଲିସ: ଆଉ ତା’ପରେ

ଇନ୍ଦୋର,୫।୧୦: ମଧ୍ୟପ୍ରଦେଶର ଇନ୍ଦୋର ପୋଲିସ ଏକ କଡ଼ା ପଦକ୍ଷେପ ନେଇଛି। ନିୟମ ଭାଙ୍ଗିବାରୁ ଇନ୍ଦୋର ଏମ୍‌ପି ଶଙ୍କର ଲାଲଓ୍ବାନୀ ଚାଲାଣ କାଟିଦେଇଛି ପୋଲିସ। ସୋମବାର ଶଙ୍କର...

‘କୂ’ରେ ଡାଟା ଅସୁରକ୍ଷିତ

ନୂଆଦିଲ୍ଲୀ,୧୨ା୨: ଦିଲ୍ଲୀ ସୀମାରେ ଚାଲିଥିବା କେନ୍ଦ୍ରର କୃଷି ଆଇନ ବିରୋଧୀ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବିଦେଶୀ ସେଲିବ୍ରିଟିମାନେ ଟୁଇଟ୍‌ କରିବାରେ ଲାଗିଛନ୍ତି। ଏହାକୁ ନେଇ...

ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ମେ’ ପହିଲାରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ଆସନ୍ତା ୨୮ ତାରିଖରୁ ନାମ ପଞ୍ଜୀକରଣ ହେବ। ଟିକାକରଣ ନିମନ୍ତେ...

ଅର୍ଣ୍ଣବଙ୍କୁ ସିଧାସଳଖ ଗିରଫ କରିପାରିବ ନାହିଁ ମୁମ୍ବାଇ ପୋଲିସ

ମୁମ୍ବାଇ,୨୪।୩ : ଟେଲିଭିଜନ ରେଟିଂ ପଏଣ୍ଟ (ଟିଆରପି) ଦୁର୍ନୀତିରେ ରିପବ୍ଲିକ୍‌ ଟିଭିର ଏଡିଟର ଇନ୍‌ ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀଙ୍କୁ ସିଧାସଳଖ ଗିରଫ କରିପାରିବ ନାହିଁ ମୁମ୍ବାଇ...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ

ନୂଆଦିଲ୍ଲୀ, ୩୧।୮-ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସୋମବାର ପରଲୋକ ହୋଇଯାଇଛି। ଏ ନେଇ ତାଙ୍କ ପୁଅ ଅଭିଜିତ୍‌ ମୁଖାର୍ଜୀ ଟୁଇଟ କରି ସୂଚନା ଦେଇଛନ୍ତି।...

ପୁଣି ଚାଇନାକୁ ଟାର୍ଗେଟ କଲା ଆମେରିକା

ଓ୍ବାଶିଂଟନ୍‌,୬।୭: କରୋନା ଭାଇରସ୍‌କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ସମୟରେ ଚାଇନାକୁ ଟାର୍ଗେଟ କରିଥାନ୍ତି। ସୋମବାର ପୁଣି ଥରେ ଟ୍ରମ୍ପ ଚାଇନାକୁ ଭର୍ତ୍ସନା...

ମାତାଲ୍‌ ହୋଇ ପାଠ ପଢ଼ାଇଲେ ପ୍ରାଥମିକ ଶିକ୍ଷକ: ଭିଡ଼ିଓ ଭାଇରାଲ

ରାୟପୁର,୩୦।୭: ଛତିଶଗଡ଼ରେ ଜଣେ ପ୍ରାଥମିକ ଶିକ୍ଷକ ମାତାଲ ହୋଇ ଶ୍ରେଣୀ କକ୍ଷରେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଉଥିବା ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।...

Advertisement
Archives

Model This Week