Posted inଜାତୀୟ

ହସ୍ପିଟାଲରେ ଅଗ୍ନିକାଣ୍ଡ: ୪ ମୃତ…

ଥାଣେ,୨୮।୪: ମହାରାଷ୍ଟ୍ରର ଥାଣେର ମୁମ୍ବ୍ରାସ୍ଥିତ ପ୍ରାଇମ୍‌ କ୍ରିଟିକେୟାର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରୁଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଭୋର୍‌ ୩ଟା ୪୦ରେ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବାରୁ କର୍ମଚାରୀମାନେ ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଧାଁ ଦୌଡ଼ ଆରମ୍ଭ କରିଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିଭଳି ଅଗ୍ନିକାଣ୍ଡ ଘଟିଲା ତାହାର ତଦନ୍ତ ଜାରି ରହିଥିବା ବରିଷ୍ଠ ଇନପ୍ସେକ୍ଟର ମଧୁକର ଶିବାଜୀ କାଡ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମଣରେ ଭାଜପା ନେତାଙ୍କ ପରଲୋକ

ଡେରାଡୁନ,୧୨ ।୧୧: ଉତ୍ତରାଖଣ୍ଡର ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ସୁରେନ୍ଦ୍ର ସିଂ ଜିନାଙ୍କର ପରଲୋକ ହୋଇଛି । କରୋନା ସଂକ୍ରମିତ ହେବା ପରେ ସେ ଦିଲ୍ଲୀର...

୧୯ ଦିନ ଧରି ନିଜାମୁଦ୍ଦିନ୍‌ ପାଲଟିଥିଲା କରୋନା ସଂକ୍ରମଣର କେନ୍ଦ୍ର !

ନୂଆଦିଲ୍ଲୀ,୧।୪: ନିଜାମୁଦ୍ଦିନ୍‌ର ତବଲିଗ୍‌ ଜମାତ୍‌ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି। ଜମାତ୍‌ ମାର୍ଚ୍ଚ ୧୬ରୁ ୨୪ ପର୍ଯ୍ୟନ୍ତ ହେବାର ଯୋଜନା ଥିଲା।...

ମୋଦିଙ୍କୁ ପତ୍ର ଲେଖିଲେ କ୍ୟାନସର ପୀଡ଼ିତ ଶିଶୁ

ନୂଆଦିଲ୍ଲୀ,୪ ।୨: ପାଳନ କରାଯାଉଛି ବିଶ୍ୱ କର୍କଟ ଦିବସ ବା ୱାର୍ଲଡ କ୍ୟାନସର ଡେ । ଏହି ଅବସରରେ ଜଣେ କୋମଳମତି ଶିଶୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ...

ମଧ୍ୟପ୍ରଦେଶ ଉପନିର୍ବାଚନ: ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲଗାଇଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୨୬।୧୦: ମଧ୍ୟପ୍ରଦେଶରେ ହେବାକୁ ଥିବା ଉପନିର୍ବାଚନ ନେଇ ରାଜ୍ୟ ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ଆଦେଶ ଉପରେ ସୁପ୍ରିମ୍‌କୋର୍ଟ ରୋକ ଲଗାଇଛନ୍ତି। କରୋନା ମହାମାରୀ ସଂକ୍ରମଣକୁ...

୬ ବୁଡ଼ାଜାହାଜ ନିର୍ମାଣ ପାଇଁ ଖର୍ଚ୍ଚ କରାଯିବ ୪୩ ହଜାର କୋଟି

ନୂଆଦିଲ୍ଲୀ, ୪।୬: ଭାରତୀୟ ନୌସେନା ପାଇଁ ୬ଟି ପାରମ୍ପରିକ ବୁଡ଼ାଜାହାଜ ନିର୍ମାଣ ନିମନ୍ତେ ଏକ ମେଗା ପ୍ରକଳ୍ପକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ମଞ୍ଜୁରୀ ପ୍ରଦାନ କରିଛି।...

ଉତ୍ତର ପରେ ଏବେ ଦକ୍ଷିଣ ଭାରତ ପାଳି: କର୍ନାଟକ,କେରଳରେ ରେଡ୍‌ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ,୨୨।୧୦: ଉତ୍ତର ଭାରତରେ ପ୍ରବଳ ବର୍ଷା ଜାରି ରହିବା ପରେ ଏବେ ଦକ୍ଷିଣ ଭାରତରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। କର୍ନାଟକ, କେରଳ...

ପାଣି ଭିତରେ ଯୋଗ କଲେ ବିଏସ୍‌ଏଫ୍‌ ଯବାନ

ଗୁଆହାଟି,୧୮।୬: ଆଗକୁ ଅଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହାକୁ ଆଖି ଆଗରେ ରଖି ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଲୋକେ ଯୋଗ ଅଭ୍ୟାସ କରୁଥିବା ଦେଖିବାକୁ...

ନିୟମ ଉଲ୍ଲଂଘନ କରି ପଦୋନ୍ନତି: ୪ ଅଫିସର ହେଲେ ଚୌକିଦାର-ଚପରାସୀ-ଅପରେଟର-ସହାୟକ

ଲକ୍ଷ୍ନୌ,୧୦।୧: ଦୁର୍ନୀତି ବିରୋଧରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ମର୍ମରେ ପ୍ରଚଳିତ ସରକାରୀ ନିୟମର ଉଲ୍ଲଂଘନ କରାଯାଇ...

Advertisement


Archives

Model This Week

Why Dharitri