ସୋନିଆଙ୍କୁ ଭେଟିବାକୁ ଗଲେ ସିଦ୍ଧୁ
ନୂଆଦିଲ୍ଲୀ,୮ ।୨: କୃଷକ ଆନ୍ଦୋଳନ ମଧ୍ୟରେ ସୋମବାର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଦିଲ୍ଲୀସ୍ଥିତ ତାଙ୍କ ଘରେ ପହଞ୍ଚିଛନ୍ତି । ଏମାନଙ୍କ ମଧ୍ୟରେ କୃଷକ ଆନ୍ଦୋଳନକୁ ନେଇ…
ଫେବୃୟାରୀ ୧୩ରେ ‘ମହିଳା ଘେରା’ ଆନ୍ଦୋଳନ କରିବେ ଅଖିଳେଶ
ଲକ୍ଷ୍ନୌ, ୮।୨: ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ଫେବୃୟାରୀ ୧୩ରେ ଉତ୍ତରପ୍ରଦେଶରେ ‘ମହିଳା ଘେରା’ ଆନ୍ଦୋଳନ କରିବେ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ସେ ସୋମବାର ରାଜ୍ୟର ସମସ୍ତଙ୍କ ମହିଳାଙ୍କଠାରୁ ସହାୟତା ଲୋଡିଛନ୍ତି। ଏହା ଦ୍ୱାରା ମହଳା ସଶକ୍ତିକରଣ ସମ୍ଭବ…
ଗୁଲାମ ନବୀଙ୍କୁ ପ୍ରଶଂସା କଲେ ମୋଦି
ନୂଆଦିଲ୍ଲୀ, ୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ୍ଙ୍କୁ ପ୍ରଶଂସା କରିଛନ୍ତି। ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ହୋଇଥିବା ଚର୍ଚ୍ଚାରେ ନିଜର ଉତ୍ତର ପ୍ରଦାନ ଅବସରରେ ମୋଦି ଏଭଳି କରିଛନ୍ତି। ଗୁଲାମ…
୬ ବର୍ଷ ବୟସ୍କ ଶିଶୁପୁତ୍ରଙ୍କୁ ହତ୍ୟା କଲେ ଗର୍ଭବତୀ ମହିଳା
ଥିରୁଭାନନ୍ତପୁରମ୍, ୮।୨: କେରଳରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ଗର୍ଭବତୀ ମହିଳା ତାଙ୍କର ୬ ବର୍ଷ ବୟସ୍କ ଶିଶୁପୁତ୍ରଙ୍କୁ ହତ୍ୟା କରିଛନ୍ତି। ପାଲାକ୍କାଡ଼ା ଜିଲାରେ ରବିବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶାହିଦା ନାମ୍ନୀ ମହିଳା ଶିଶୁପୁତ୍ରଙ୍କୁ ପ୍ରଭୁଙ୍କୁ ସମର୍ପଣ…
ଶଶିକଳାଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା
ବେଙ୍ଗାଲୁରୁ,୮ ।୨: ଏଆଇଏଡିଏମ୍କେରୁ ବହିସ୍କୃତ ହୋଇଥିବା ନେତ୍ରୀ ଶଶିକଳା ସୋମବାର ବେଙ୍ଗାଲୁରୁରୁ ତାମିଲନାଡୁ ଫେରୁଛନ୍ତି । ଏଥିପାଇଁ ହୋସୁରର କର୍ନାଟକ-ତାମିଲନାଡୁ ସୀମାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବହୁଦିନ ପରେ ନିଜ ପ୍ରିୟ ନେତାଙ୍କୁ ଦେଖିବାକୁ ବହୁ ସଂଖ୍ୟାରେ ସମର୍ଥକ…
କରୋନାକୁ ହରାଇଛି ଦେଶ, ବିଦେଶୀ ରାଷ୍ଟ୍ର ବି କରୁଛନ୍ତି ପ୍ରଶଂସା: ମୋଦି
ନୂଆଦିଲ୍ଲୀ, ୮।୨: ଦେଶ କରୋନା ଲଢ଼େଇରେ ବିଜୟୀ ହୋଇଛି। ଭାରତର ସଫଳତାକୁ ବିଦେଶୀ ରାଷ୍ଟ୍ର ପ୍ରଶଂସା କରୁଛନ୍ତି। ତେବେ ବିରୋଧୀ ଦଳ ପକ୍ଷରୁ ଏହାକୁ ନେଇ ସମାଲୋଚନା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଜ୍ୟ ସଭାରେ କହିଛନ୍ତି। ରାଷ୍ଟ୍ରପତି…
କୃଷକ ଆନ୍ଦୋଳନ: ଖଲିସ୍ତାନ-ପାକିସ୍ତାନ ଲିଙ୍କ ଥିବା ୧୧୭୮ ଟୁଇଟର ଆକାଉଣ୍ଟକୁ ବନ୍ଦ କରିବାକୁ କହିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୮ ।୨: କୃଷକ ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭୁଲ ତଥ୍ୟ ଯାଉଥିବା ଅଭିଯୋଗ ଆସୁଛି । ଏବେ କେନ୍ଦ୍ର ସରକାର ଟୁଇଟରକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରାୟ ୧୧୭୮ ପାକିସ୍ତାନ-ଖଲିସ୍ତାନ ଲିଙ୍କ ଥିବା ଟୁଇଟର ଆକାଉଣ୍ଟକୁ ବନ୍ଦ କରିବାକୁ…
ମାର୍ଚ୍ଚ ସୁଦ୍ଧା ଭାରତକୁ ମିଳିବ ୧୧ ରାଫାଲ
ନୂଆଦିଲ୍ଲୀ, ୮।୨: ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଭାରତକୁ ୧୧ ରାଫାଲ ଯୁଦ୍ଧ ବିମାନ ମିଳିବ। ସେହିପରି ୨୦୨୨ ଏପ୍ରିଲ୍ ସୁଦ୍ଧା ଅନ୍ୟ ୧୭ଟି ରାଫାଲ ଭାରତ ଆସିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ରାଜ୍ୟ ସଭାରେ ସୂଚନା…
ଯବାନ ଅବା ଚାଷୀ ନୁହନ୍ତି, ମୋଦିଙ୍କ ପାଇଁ ଶ୍ରେଷ୍ଠ କେବଳ ଉଦ୍ୟୋଗପତି: ରାହୁଲ
ନୂଆଦିଲ୍ଲୀ,୮।୨: କେନ୍ଦ୍ର ସରକାରଙ୍କୁ କଂଗ୍ରେସ ଲଗାତାର ଘରିବାର ଉଦ୍ୟମ କରୁଛି। ଏହି ମର୍ମରେ କେନ୍ଦ୍ର ବଜେଟକୁ ନେଇ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ୍ୁ ଟାର୍ଗେଟ୍ କରିଛନ୍ତି। ରାହୁଲ ସୋମବାର ଟୁଇଟ୍ କରି କହିଛନ୍ତି ଯେ, ବଜେଟ ଦେଶର କେତେ ଜଣ…
ଟନେଲରେ ଅଟକି ରହିଛନ୍ତି ୩୦ ଜଣ
ଚାମୋଲି,୮।୨: ହିମସ୍ଖଳନ ଉତ୍ତରାଖଣ୍ଡ ଚାମୋଲିରେ ଲୋକଙ୍କ ଆଖିରେ ଲୁହ ଭରିଛି। ହଠାତ୍ ଏଭଳି ଘଟଣା ଘଟିବାରୁ ନିଜ ନିଜ ନିତିଦିନିଆ କାମରେ ବ୍ୟସ୍ତ ଥିବା ଲୋକେ କିଛି ଜାଣିବା ପୂର୍ବରୁ ନିଖୋଜ ହୋଇଯାଇଛନ୍ତି। ଇତିମଧ୍ୟରେ ନିଖୋଜଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଛି। ଉଦ୍ଧାରକାର୍ଯ୍ୟ…
ବାମ ସରକାରର ସଂସ୍କରଣ ଟିଏମ୍ସି
ନୂଆଦିଲ୍ଲୀ, ୮।୨: ପଶ୍ଚିମବଙ୍ଗର ସାମ୍ପ୍ରତିକ ସ୍ଥିତି ପାଇଁ ସେଠାର ରାଜନୀତିକୁ ଦାୟୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେବଳ ଭାଜପା ବେଙ୍ଗଲରେ ଅସଲ ପରିବର୍ତ୍ତନ ଆଣିପାରିବ ବୋଲି ସେ କହିଛନ୍ତି। ରବିବାର ହଳଦିଆଠାରେ ଏକ ରାଜନୈତିକ ର଼୍ୟାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ…
ସନି ଲିଓନିଙ୍କ ନାଁରେ ମାମଲା
ଥିରୁଭାନନ୍ତପୁରମ୍, ୮ା୨: ବଲିଉଡ୍ ଅଭିନେତ୍ରୀ ସନି ଲିଓନିଙ୍କ ନାଁରେ ୨୯ ଲକ୍ଷ ଟଙ୍କାର ଠକେଇ ମାମଲା ରୁଜୁ କରିଛି କେରଳ ପୋଲିସ। କୋଚି କ୍ରାଇମବ୍ରାଞ୍ଚ ତାଙ୍କୁ ଏ ନେଇ ପଚରାଉଚରା କରିଛି। ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ପକ୍ଷରୁ ସନିଙ୍କ ନାଁରେ…
Archives


