ଜାତୀୟ

୧୨୧ ବର୍ଷରେ ତୃତୀୟ ଉତ୍ତପ୍ତ ଥିଲା ମାର୍ଚ୍ଚ

ନୂଆଦିଲ୍ଲୀ,୭ା୪: ଭାରତରେ ୨୦୦୪ ଓ ୨୦୧୦ ପରେ ୨୦୨୧ର ମାର୍ଚ୍ଚ ମାସ ୧୨୧ ବର୍ଷରେ ତୃତୀୟ ଉତ୍ତପ୍ତ ରହିଥିଲା। ଗତ ମାର୍ଚ୍ଚରେ ଦେଶର ହାରାହାରି ତାପମାତ୍ରା ୩୨.୬୫ ଡିଗ୍ରୀ ସେଲସିୟସ୍‌ ଥିଲା, ଯାହାକି ବିଗତ ୧୧ ବର୍ଷରେ ସର୍ବାଧିକ ଏବଂ ୧୨୧…

ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଯିବେ ବିଶ୍ୱର ଆଉ ୯.୫ କୋଟି

ନୂଆଦିଲ୍ଲୀ,୭।୪: କରୋନାର ଦ୍ୱିତୀୟ ଲହର ବିଶ୍ୱକୁ ସଙ୍କଟ ଆଡ଼କୁ ନେଲାଣି। ବିଭିନ୍ନ ଦେଶର ଅର୍ଥ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଲୋକଙ୍କ ଜୀବନଜୀବିକା ଉପରେ ମହାମାରୀ ଗଭୀର ପ୍ରଭାବ ପକାଇଥିବା ବେଳେ ୨୦୨୦ରେ ଅଧିକ ୯.୫ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଠେଲି…

ରାତି ୮ଟା ପରେ ଫୁଡ୍‌ ଡେଲିଭରି ବନ୍ଦ

ମୁମ୍ବାଇ, ୬ା୪- ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାରି କରିଛନ୍ତି ନାଇଟ୍‌ କର୍ଫ୍ୟୁ। ଏହି କାରଣରୁ ରାତି ୮ଟା ପରେ ଜମାଟୋ ଓ ସ୍ବିଗି ଭଳି ଫୁଡ୍‌ ଡେଲିଭରି ଆପ୍ସ ଅର୍ଡର ନେବେ ନାହିଁି।…

ଆସନ୍ତା ୪ ସପ୍ତାହ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ, ୬ା୪- ବିଭିନ୍ନ ରାଜ୍ୟରେ ମାଢ଼ି ଚାଲିଛି କରୋନା। ବର୍ତ୍ତମାନ ସ୍ଥିତି ଧିରେ ଧିରେ ଗମ୍ଭୀର ହେବାରେ ଲାଗିଛି। ଆସନ୍ତା ୪ ସପ୍ତାହ ଦେଶ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ର ପକ୍ଷରୁ ମଙ୍ଗଳବାର କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ…

ଆମ୍ବୁଲାନ୍ସ ଯୋଗେ ମତଦାନ କେନ୍ଦ୍ରରେ ପହଞ୍ଚିଲେ ଏମ୍‌ପି

ଚେନ୍ନାଇ, ୬ା୪- ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରରେ ଆମ୍ବୁଲାନ୍ସ ଯୋଗେ ପହଞ୍ଚିଛନ୍ତି ଡିଏମ୍‌କେ ଏମ୍‌ପି କାନିମୋଝି। ଡିଏମ୍‌କେ ଦଳର ପ୍ରତିଷ୍ଠାତା ଏମ୍‌. କରୁଣାନିଧିଙ୍କ ଝିଅ ବର୍ତ୍ତମାନ କରୋନାରେ ଆକ୍ରାନ୍ତ। ସେ ପିପିଇ (ବ୍ୟକ୍ତିଗତ ସୁରକ୍ଷା ଉପକରଣ) ସୁଟ୍‌ ପିନ୍ଧି ଦକ୍ଷିଣ…

ପଗଡ଼ି ଦ୍ୱାରା ଆହତ ସୈନ୍ୟଙ୍କ ଜୀବନ ବଞ୍ଚାଇଲେ ଶିଖ୍‌ ଯବାନ

ରାୟପୁର, ୬ା୪- ମାଓବାଦୀଙ୍କ ଆକ୍ରମଣରେ ଆହତ ହୋଇଥିବା ସୈନ୍ୟଙ୍କ ଜୀବନ ବଞ୍ଚାଇଛନ୍ତି ଶିଖ୍‌ ଯବାନ। ଆହତ ସୈନ୍ୟଙ୍କ ରକ୍ତ ରୋକିବା ପାଇଁ ଶିଖ ଯବାନ ପଗଡ଼ି ଖୋଲିଥିଲେ। ଏହାର କିଛି ସମୟ ପରେ ସାଥି ସୈନ୍ୟଙ୍କ ଜୀବନ ବଞ୍ଚାଇଥିତ୍ବା ଶିଖ ଯବାନଙ୍କୁ…

ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ଉପରେ ରୋକ

ହାଇଦ୍ରାବାଦ,୬।୪: ଆନ୍ଧ୍ରପ୍ରଦେଶରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ କରିଦିଆଯାଇଛି। ବିଜ୍ଞପ୍ତିର ୮ ଦିନ ମଧ୍ୟରେ ଭୋଟିଂ ହେଉଥିବାରୁ ଆନ୍ଧ୍ର ହାଇକୋର୍ଟ ମଙ୍ଗଳବାର ଏହା ଉପରେ ରୋକ ଲଗାଇଛନ୍ତି। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଲାଗି ଗତ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।…

ମତଦାନ ସାବ୍ୟସ୍ତ କଲେ ସାଉଥ୍‌ ସୁପରଷ୍ଟାର: ଫ୍ୟାନଙ୍କ ଭିଡ଼କୁ ହଟାଇବା ପାଇଁ ଲାଠିଚାର୍ଜ କଲା ପୋଲିସ

ନୂଆଦିଲ୍ଲୀ, ୬ା୪- ତାମିଲନାଡୁ ବିଧାନସଭା ନିର୍ବାଚନରେ ମତଦାନ ସାବ୍ୟସ୍ତ କରିବା ପାଇଁ ସାଇକେଲରେ ପହଞ୍ଚିଥିଲେ ସାଉଥ୍‌ ସୁପର ଷ୍ଟାର ବିଜୟ। ଏଥି ଯୋଗୁ ପୂରା ରାସ୍ତାରେ ଭିଡ ଜମାଇଥିଲେ ବିଜୟଙ୍କ ଫ୍ୟାନ। ରାସ୍ତାରେ ସୃଷ୍ଟି ହୋଇଥିଲା ଟ୍ରାଫିକ୍‌ ଜାମ୍‌ ଭଳି ପରିସ୍ଥିତି।…

ଅକ୍ସିଜେନ ସପୋର୍ଟରେ ଥିବା ରୋଗୀଙ୍କୁ ମିଳୁନି ବେଡ୍‌

ପୁଣେ, ୬ା୪- ମହାରାଷ୍ଟ୍ର ପୁଣେର ପିମ୍ପରି ଠାରେ ଥିବା ମେଡିକାଲରେ ରୋଗୀଙ୍କ ବେଡ୍‌ର ଅଭାବ ଦେଖାଦେଇଛି। ସ୍ଥିତି ଏଭଳି ଯେ, ଗୁରୁତର ଓ ତୁରନ୍ତ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀଙ୍କୁ ବେଡ୍‌ ପାଇଁ କରିବାକୁ ପଡ଼ୁଛି ଅପେକ୍ଷା। ଏପରି କି ଅକ୍ସଜେନ…

ରାତ୍ରୀକାଳୀନ କର୍ଫ୍ୟୁ ସମୟରେ କାହାକୁ ମିଳିବ ଇ-ପାସ୍‌

ନୂଆଦିଲ୍ଲୀ,୬।୪: ରାଜଧାନୀ ଦିଲ୍ଲୀରେ ବର୍ଦ୍ଧିତ କରୋନା ମାମଲାକୁ ଦେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ମଙ୍ଗଳବାରଠୁଁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ଏପ୍ରିଲ ୩୦ ପର୍ଯ୍ୟନ୍ତ ରାତ୍ର ୧୦ଟାରୁ ସକାଳ ୫ଟା ଯାଏଁ ଏହି କର୍ଫ୍ୟୁ…

ପ୍ରାର୍ଥୀ ଶେୟାର କଲେ ଛିଣ୍ଡା ଚପଲ: କହିଲେ, ସରିଲା ନିର୍ବାଚନ ପ୍ରଚାର

ଚେନ୍ନାଇ,୬।୪: ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି। କରୋନା ନିୟମ ପାଳନ କରି ସକାଳୁ ମତଦାତାମାନେ ଲାଇନ୍‌ରେ ଠିଆ ହୋଇ ମତଦାନ କରିଛନ୍ତି। ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ପାଇଁ ଗତ କିଛି ଦିନରୁ ରାଜନୈତିକ…

ପ୍ରତ୍ୟେକ ମିନିଟ୍‌ରେ ୨ଜଣ ସଂକ୍ରମିତ: କର୍ଫ୍ୟୁ ଲାଗି ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଅହମଦାବାଦ,୬।୪: ଭାରତରେ ପୁଣି ଥରେ କରୋନା କାୟା ମେଲାଇ ଚାଲିଛି। କରୋନାର ନୂଆ ଷ୍ଟ୍ରେନ୍‌ ଏବେ ଭୟଙ୍କର ରୂପ ଧାରଣ କରିଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହିକ୍ରମରେ ଗୁଜରାଟରେ ପ୍ରତିଦିନ ପ୍ରାୟ ୩ହଜାର ଆକ୍ରାନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri