ସିଆର୍ପିଏଫ୍ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୨ ଶହୀଦ୍, ୫ ଆହତ
ଶ୍ରୀନଗର, ୫।୧୦: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାରେ ସିଆର୍ପିଏଫ୍ ୧୧୦ ବାଟାଲିୟନ ଯବାନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୨ ଜଣ ଯବାନ ଶହୀଦ୍ ହେବା ସହିତ ୫ ଆହତ ହୋଇଛନ୍ତି। ଚିକିତ୍ସା ଲାଗି ଆହତଙ୍କୁ ବେସ୍ ହସ୍ପିଟାଲରେ ଭର୍ତ୍ତି...
ଭାରତ ସହ ଯୁଦ୍ଧ ହେଲେ ଅଟଳ ଟନେଲ୍କୁ ଧ୍ୱଂସ କରିବ ଚାଇନା: ଗ୍ଲୋବାଲ ଟାଇମ୍ସ୍ର ଧମକ
ନୂଆଦିଲ୍ଲୀ, ୫।୧୦: ଭାରତ ସହିତ ଯୁଦ୍ଧ ହେଲେ ଅଟଳ ଟନେଲ୍କୁ ଚାଇନା ଧ୍ୱଂସ କରିଦେବ। ଏଭଳି ଖବର ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ୍ରେ ପ୍ରକାଶ ପାଇଛି। ଅଟଳ ଟନେଲ ଯୋଗୁ ଭାରତୀୟ ସେନାଙ୍କୁ କୌଣସି ସହାୟତା ମିଳିପାରିବ...
ଯେ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛି ବାୟୁସେନା: ଭଦୌରିଆ
ନୂଆଦିଲ୍ଲୀ,୫ ।୧୦: ଲଦ୍ଦାଖ ସୀମାରେ ଚାଇନା ସହ ଲାଗି ରହିଥିବା ବିବାଦ ମଧ୍ୟରେ ସୋମବାର ବାୟୁସେନା ମୁଖ୍ୟ ଆର୍କେଏସ୍ ଭଦୌରିଆ କହିଛନ୍ତି ଭାରତ ଦୁଇ ପଟରୁ ଯୁଦ୍ଧ କରିବାକୁ ପ୍ରସ୍ତୁତ ରହିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ଭାରତୀୟ...
ଫେସ୍ବୁକ୍ରୁ ପ୍ରେମ, ବିବାହ ପାଇଁ ପ୍ରେମିକ ମନା କରିବାରୁ ଘଟିଲା ଏମିତି
ଡେରାଡୁନ୍,୫ା୧୦: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ୍ର ଜଣେ ଯୁବତୀ ଏବଂ ଝାଡ଼ଖଣ୍ଡର ଗରଓ୍ବା ଜିଲାର ଜଣେ ଯୁବକଙ୍କ ମଧ୍ୟରେ ଫେସ୍ବୁକ୍ରୁ ବନ୍ଧୁତା ଏବଂ ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଯୁବକଙ୍କ ପରିବାର ଲୋକେ ଯୁବତୀଙ୍କୁ ତାଙ୍କ ପୁଅ ବିବାହ...
କୋଭାକ୍ସିନ୍ରେ ମିଶାଯିବ ଆଲହାଇଡ୍ରୋକ୍ସିକ୍ୟୁଇମ୍-୨
ନୂଆଦିଲ୍ଲୀ, ୫।୧୦: କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଭାରତ ବାୟୋଟେକ୍ ପକ୍ଷରୁ କୋଭାକ୍ସିନ୍ ପ୍ରତିଷେଧକ ଟିକା ପ୍ରସ୍ତୁତ କରାଯାଇଛି। ଅଧିକ ସୁଫଳ ମିଳିବା ପାଇଁ କୋଭାକ୍ସିନ୍ରେ ଆଲହାଇଡ୍ରୋକ୍ସିକ୍ୟୁଇମ୍-୨ ନାମକ ଏକ ବୁଷ୍ଟର ମିଶ୍ରିତ କରାଯିବ। ଏହି ବୁଷ୍ଟର ଟିକାର...
ବିହାର ନିର୍ବାଚନ: ୩ ଯୁବ ଚେହେରା ନେଇ ଚର୍ଚ୍ଚା…
ପାଟନା, ୫।୧୦: ବିହାର ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ବିଭିନ୍ନ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଚଳିତ ନିର୍ବାଚନରେ ଭାଜପା, ଆର୍ଜେଡ଼ି ଏବଂ ଏଲ୍ଜେପି ପକ୍ଷରୁ ୩ ଯୁବ ଚେହେରାଙ୍କୁ ନେଇ ଭୋଟ ରାଜନୀତି କରିବେ...
ନ୍ୟାୟ ଦେବ କିଏ: ରାଜସ୍ଥାନରେ ଭାଜପା,ଉତ୍ତରପ୍ରଦେଶରେ କଂଗ୍ରେସର ପ୍ରଦର୍ଶନ
ବାରାଂ/ହାଥରସ, ୫।୧୦: ଉତ୍ତରପ୍ରଦେଶର ହାଥରସ୍ ଏବଂ ରାଜସ୍ଥାନର ବାରାଂରେ ଘଟିଥିବା ବଳାତ୍କାର ଘଟଣା ନେଇ ଏବେ ଦେଶରେ ରାଜନୈତିକ ସ୍ଥିତି ସରଗରମ ହେବାରେ ଲାଗିଛି। ଭାଜପା ଏବଂ କଂଗ୍ରେସ ଏନେଇ ମୁହାଁମୁହିଁ ହେବାରେ ଲାଗିଛନ୍ତି। ଉତ୍ତରପ୍ରଦେଶରେ କଂଗ୍ରେସ ପକ୍ଷରୁ ଭାଜପା...
ବିହାର ନିର୍ବାଚନ:୩୫ ଲକ୍ଷ ସାଇଲେଣ୍ଟ ଭୋଟରଙ୍କ ଉପରେ ସମସ୍ତଙ୍କ ନଜର!
ପାଟନା,୫ ।୧୦: ବିହାର ବିଧାନସଭା ନିର୍ବାଚନ ୨୦୨୦ ପାଇଁ ବିଗୁଲ ବାଜି ସାରିଛି । ସମସ୍ତେ ସମସ୍ତଙ୍କ ହିସାବରେ ଏହି ଖେଳରେ ବିଜୟ ଲାଭ କରିବାକୁ ଚେଷ୍ଟା ଚଳାଇଛନ୍ତି । କେଉଁଠି ଜାତିଗତ ଦୃଷ୍ଟିକୋଣ ଓ ଆଉ କେଉଁଠି ବିକାଶକୁ...
ବାହୁବଳୀଙ୍କ ପାଇଁ ‘ବିଏଫ୍’ ଫର୍ମୂଲା ଆଣିବେ ନୀତିଶ
ପାଟନା, ୫।୧୦: ଆଗକୁ ବିହାର ବିଧାନସଭା ନିର୍ବାଚନ। ତେବେ ଏଥରକ ନିର୍ବାଚନରେ ଆପରାଧିକ ମାମଲା ଥିବା ବାହୁବଳୀ ନେତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜେଡ଼ିୟୁରେ ନୂଆ ‘ବିଏଫ୍’ ଫର୍ମୂଲା ଅର୍ଥାତ୍ ବାହୁବାଳୀ ଫ୍ୟାମିଲି ଫର୍ମୂଲା ଆଣିବାକୁ ଯାଉଛନ୍ତି। ଏହା...
ସୁଶାନ୍ତ ମୃତ୍ୟୁ ମାମଲା: ଏମ୍ସ ରିପୋର୍ଟକୁ ନେଇ ମୁହଁ ଖୋଲିଲେ ସଞ୍ଜୟ
ମୁମ୍ବାଇ,୫ ।୧୦: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରାଜନୈତିକ ବାକ୍ଯୁଦ୍ଧ ଲାଗି ରହିଛି । ସିବିଆଇ ଦ୍ୱାରା ଗଠନ କରାଯାଇଥିବା ଏମ୍ସ ପ୍ୟାନେଲର ରିପୋର୍ଟ କହିଛି ଯେ ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ନୁହେଁ ବରଂ ଆତ୍ମହତ୍ୟା...
କରୋନା ଭୟ: ସାଧାରଣ ଜ୍ୱରରେ ବି ଲୋକେ କିଣୁଛନ୍ତି କରୋନା ଔଷଧ, ବଢୁଛି ଲିଭର ସମସ୍ୟା
ନୂଆଦିଲ୍ଲୀ, ୫।୧୦: କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଋତୁ ପରିବର୍ତ୍ତନ ସମୟରେ ସାଧାରଣତଃ ସିଜିନାଲ ଜ୍ୱର ହୋଇଥାଏ। ତେବେ ଏବେ କରୋନା ଭୟରେ ଲୋକେ କରୋନା ଆକ୍ରାନ୍ତଙ୍କ ପ୍ରେସକ୍ରିପସନ୍ ଦେଖାଇ ଔଷଧ ଦୋକାନରୁ କରୋନା...
ଦୁର୍ଗା ପେଣ୍ଡାଲରେ ଦେଖିବାକୁ ମିଳିବ ପ୍ରବାସୀ ଶ୍ରମିକଙ୍କ ଦୁଃଖ
କୋଲକତା, ୫।୧୦: ଆଗକୁ ଆସୁଛି ଦୁର୍ଗାପୂଜା। କରୋନା ଯୋଗୁ ଏଥର ଦୁର୍ଗାପୂଜା ଫିକା ପଡିବାର ସମ୍ଭାବନା ରହିଛି। ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କୋଲକତାରେ ଏବର୍ଷ ଏକ ନିଆରା ଦୁର୍ଗାପୂଜା ପାଳନ କରାଯିବ। ଦୁର୍ଗା ପେଣ୍ଡାଲରେ ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣା ଦେଖିବାକୁ...
Archives


