ମହାପଞ୍ଚାୟତ ପୂର୍ବରୁ ଶାହାରନପୁରରେ ୧୪୪ ଧାରା
ଶାହାରନପୁର,୧୦।୨: ଉତ୍ତରପ୍ରଦେଶ ଶାହାରନପୁରରେ ବୁଧବାର କୃଷକ ମହାପଞ୍ଚାୟତ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ମହାପଞ୍ଚାୟତରେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ସେ…
ଅଯୋଧ୍ୟା ହେବ ବିଶ୍ୱସ୍ତରୀୟ ସହର
ଅଯୋଧ୍ୟା,୧୦।୨: ଉତ୍ତରପ୍ରଦେଶର ରାମନଗରୀ ଅଯୋଧ୍ୟାକୁ ବିଶ୍ୱସ୍ତରୀୟ ସହର କରାଯିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ଏନେଇ କାନାଡ଼ାର ଏଲ୍ଇଏ ଆସୋସିଏଟ୍ସ୍କୁ କନସଲଟାନ୍ସି ଏଜେନ୍ସି ଦାୟିତ୍ୱ ପ୍ରଦାନ କରାଯାଇଛି। ସହରର ପୂର୍ଣ୍ଣ ବିକାଶ, ନଗର…
୪ ବର୍ଷରେ ଭାରତର ନାଗରିକତ୍ୱ ହରାଇଛନ୍ତି ୬ ଲକ୍ଷରୁ ଅଧିକ
ନୂଆଦିଲ୍ଲୀ,୧୦।୨: ଗତ ୪ ବର୍ଷ ମଧ୍ୟରେ ୬ ଲକ୍ଷ ୭୬ ହଜାର ୭୪ ଜଣ ଭାରତୀୟ ନାଗରିକତ୍ୱ ହରାଇଛନ୍ତି। ସେମାନେ ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରିଥିବା ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକ ସଭାରେ ସୂଚନା ଦେଇଛନ୍ତି। କଂଗ୍ରେସ ଏମ୍ପି…
ବାକି ରହିଲା ୬୦ ମିଟର ମାଟି ଖୋଳା: ଆଶା ଆଶଙ୍କାରେ ପରିବାର ବର୍ଗ
ଡେରାଡୁନ,୧୦।୨: ଉତ୍ତରାଖଣ୍ଡ ଚାମୋଲିରେ ହିମସ୍ଖଳନ ପରେ ତପୋବନ ଟନେଲରେ କେତେକ ଲୋକ ଅଟକି ରହିଛନ୍ତି। ମୋନଙ୍କ ପାଖରେ ପହଞ୍ଚିବା ପାଇଁ ୧୮୦ ମିଟର ବାଟ ଅତିକ୍ରମ କରିବାକୁ ଉଦ୍ଧାରକାରୀ ଦଳଙ୍କ ପାଇଁ କଷ୍ଟକର ହୋଇ ପଡ଼ିଛି। ଇତିମଧ୍ୟରେ ୧୨୦ ମିଟର ବବାଟରୁ…
ଘୋଡ଼ା ଚଢ଼ି ସ୍କୁଲ ଗଲେ
ଭୋପାଳ, ୧୦ା୨: କରୋନା ଯୋଗୁ ସ୍କୁଲ ବସ୍ ବନ୍ଦ ହୋଇଯିବାରୁ ପାଠ ପଢ଼ିବାକୁ ଘୋଡ଼ାରେ ବସି ବିଦ୍ୟାଳୟରେ ପହଞ୍ଚିଲେ ଛାତ୍ର। ମଧ୍ୟପ୍ରଦେଶର ଖଣ୍ଡଓ୍ବା ଜିଲାର ଏକ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, କରୋନା ପରେ ବିଦ୍ୟାଳୟରେ ବସ୍…
ଟିଏମ୍ସିକୁ ଫେରିବେ ୨ ବିଧାୟକ
କୋଲକାତା, ୧୦।୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦଳଡିଆଁ ପର୍ବ ଜୋର୍ ଧରିଛି। ଶାସକ ତୃଣମୂଳ କଂଗ୍ରେସ (ଟିଏମ୍ସି)ର କେତେଜଣ ଅସନ୍ତୁଷ୍ଟ ନେତା ଓ କର୍ମୀ କିଛିଦିନ ମଧ୍ୟରେ ଭାଜପାରେ ସାମିଲ ହୋଇଛନ୍ତି। ୨୦୧୯ରେ ଭାଜପାରେ ଯୋଗଦେଇଥିବା ଟିଏମ୍ସିର ଦୁଇଜଣ ପୂର୍ବତନ…
ହାଜତରେ ଯୌନ ନିର୍ଯାତନା
ଚଣ୍ଡିଗଡ,୧୦ା୨: ପଞ୍ଜାବର ୨୩ ବର୍ଷୀୟା ଦଳିତ ଝିଅ ନୋଦୀପ କୌରଙ୍କ ମୁକ୍ତି ପାଇଁ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ଙ୍କ ଝିଆରୀ ତଥା ଆଇନଜୀବୀ ମୀନା ହାରିସ୍ ଶନିବାର ଟୁଇଟ୍ କରିଛନ୍ତି। ମଜଦୁର ଅଧିକାର ସଙ୍ଗଠନ ସହିତ ଜଡ଼ିତ ଶ୍ରମିକ ଅଧିକାର କର୍ମୀ…
‘ହିନ୍ଦୁସ୍ଥାନୀ ମୁସଲମାନ ଭାବେ ଗର୍ବିତ’
ନୂଆଦିଲ୍ଲୀ, ୧୦।୨: ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ୍ ମଙ୍ଗଳବାର ଉଚ୍ଚ ସଦନରୁ ଅବସର ଗ୍ରହଣ କରିଛନ୍ତି। ହିନ୍ଦୁସ୍ଥାନୀ ମୁସଲମାନ ଭାବେ ଗର୍ବ ଅନୁଭବ କରନ୍ତି। ପାକିସ୍ତାନ ଚାଲିଯାଇ ନ ଥିବା…
ଭାରତୀୟ ମୁସଲମାନ ହୋଇଥିବାରୁ ମୁଁ ଗର୍ବିତ – ଆଜାଦ
ନୂଆଦିଲ୍ଲୀ, ୧୦ା୨- ଆସନ୍ତା ୧୫ ତାରିଖରେ ରାଜ୍ୟ ସଭାରୁ ବିଦାୟ ନେବାକୁ ଯାଉଛନ୍ତି କଂଗ୍ରେସ ନେତା ଗୁଲାମ ନବି ଆଜାଦ। ପାକିସ୍ତାନ ନ ଯାଇ ଭାରତରେ ରହିଥିବାରୁ ମୁଁ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେ କରେ। ଆଉ ଭାରତୀୟ ମୁସଲମାନ ହୋଇଥିବାରୁ…
ଟାଗୋରଙ୍କ ଚୌକିକୁ ଅସମ୍ମାନ କରିଥିବା ଦାବିର ଉତ୍ତର ଦେଲେ ଶାହ
ନୂଆଦିଲ୍ଲୀ, ୯ା୨- ପଶ୍ଚିମବଙ୍ଗର ଶାନ୍ତିନିକେତନ ଗସ୍ତବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ରବୀନ୍ଦ୍ରନାଥ ଟାଗୋରଙ୍କ ଚୌକିରେ ବସିଥିବା ଲୋକସଭାରେ ଦାବି କରିଥିଲେ କଂଗ୍ରେସ ଦଳର ନେତା ଅଧିର ରଞ୍ଜନ ଚୌଧୁରୀ। ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ଭାଜପାର ବରିଷ୍ଠ ନେତା। ବାଚସ୍ପତି…
କାଲିଫର୍ନିଆର ବିଜ୍ଞାପନରେ ଚାଷୀ ଆନ୍ଦୋଳନ
ନ୍ୟୁୟର୍କ, ୯ା୨- ଏଠାରେ ରବିବାର ଖେଳାଯାଇଥିବା ବାର୍ଷିକ ଫୁଟ୍ବଲ ଚାମ୍ପିୟନଶିପ ମ୍ୟାଚ୍(ସୁପର ବାଉଲ)କୁ ପୂରା ଆମେରିକାରେ ଲକ୍ଷ ଲକ୍ଷ ଦର୍ଶକ ଦେଖିଥିଲେ। ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍ ବେଳେ ଦେଖିବାକୁ ମିଳିଥିଲା ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନ ସମ୍ପର୍କିତ ପ୍ରାୟ ୩୦…
ଟୁଇଟର ଛାଡ଼ିବେ ଗୋୟଲ !
ନୂଆଦିଲ୍ଲୀ,୯।୨: ଟୁଇଟର ଛାଡ଼ିବେ ଭାରତର ରେଳ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ। ଏନେଇ ପ୍ରତ୍ୟକ୍ଷରେ ନ ହେଲେ ବି ପରୋକ୍ଷରେ ସଂକେତ ଦେଇଛନ୍ତି ମନ୍ତ୍ରୀ। ନିକଟରେ ଭାରତ ସରକାର ଏବଂ ଟୁଇଟର ମଧ୍ୟରେ ସୋସିଆଲ ମିଡିଆ ମହାଯୁଦ୍ଧ ପରେ…
Archives


