Posted inଜାତୀୟ

ଆଗାମୀ ସପ୍ତାହରେ ବଜାରକୁ ଆସିବ ସ୍ପୁଟନିକ-ଭି ଟିକା: ଏତିକି ଟଙ୍କାରେ ମିଳିବ

ନୂଆଦିଲ୍ଲୀ,୧୪।୫: ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣ ଅଭିଯାନ ଦ୍ରୁତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ କୋଭାକ୍ସିନ ଏବଂ କୋଭିଶିଲ୍ଡ ପରେ ଦେଶରେ ରୁଷିଆ ଟିକା ସ୍ପୁଟନିକ-ଭିକୁ ମଞ୍ଜୁରୀ ମିଳିଛି। ଏହି ଟିକା ଆସନ୍ତା ସପ୍ତାହରେ ବଜାରରେ ଉପଲବ୍ଧ ହେବ। ଶୁକ୍ରବାର ଏହାର ଦାମ ଘୋଷଣା କରାଯାଇଛି। ଏହାର ଦାମ ୯୪୮ ଟଙ୍କା ସହ ଜିଏସ୍‌ଟି ବାବଦକୁ ୫ ପ୍ରତିଶତ ରହିଛି। ଏହାକୁ ମିଶାଇ ମୋଟ ଟିକାର ଦାମ ପ୍ରତି ଡୋଜ୍‌ ୯୯୫.୪୦ ଟଙ୍କା ରହିଛି। ଭାରତରେ ଏହି ଟିକାର ପିରଚାଳନା ଦାୟିତ୍ୱରେ ଥିବା ହାଇଦ୍ରାବାଦର ଜକ୍ଚର ରେଡ୍ଡୀ ଏହି ଦର ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ଳାଙ୍କୁ କ୍ରୀଡ଼ା ଉପରେ ଧ୍ୟାନ ଦେବାକୁ କହିଲେ ମମତା

କୋଲକତା,୫।୧: ପଶ୍ଚିମବଙ୍ଗ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଲକ୍ଷ୍ମୀ ରତନ ଶୁକ୍ଳା ମଙ୍ଗଳବାର ନିଜ  ପଦରୁ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀ ଶୁକ୍ଳାଙ୍କ ଇସ୍ତଫା ଗ୍ରହଣ କରିବାକୁ ରାଜ୍ୟପାଳଙ୍କୁ ସୁପାରିଶ...

ମୁଲାୟମ୍‌ଙ୍କ ଝିଆରିଙ୍କୁ ବିଜେପି ଟିକଟ

ଲକ୍ଷ୍ନୌ,୭।୪: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍‌ ସିଂହ ଯାଦବଙ୍କ ଝିଆରି ସନ୍ଧ୍ୟା ଯାଦବଙ୍କୁ ଭାଜପା ପକ୍ଷରୁ ଜିଲା ପଞ୍ଚାୟତ ପାଇଁ ଟିକଟ ମିଳିଛି। ଘିରୋରର ଓ୍ବାର୍ଡ...

ଏପ୍ରିଲ ୩୦ଯାଏ ନଏଡାରେ ୧୪୪ ଧାରା ଜାରି: ସ୍କୁଲ ଫି’ ଦେୟ ଉପରେ ରୋକୋ ଲଗାଇଲେ ଜିଲାପାଳ

ନଏଡା,୫।୪: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ସହ ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ଗୌତମବୁଦ୍ଧ ନଗରର ଜିଲା ପ୍ରଶାସନ ପକ୍ଷରୁ ରବିବାର ବଡ଼...

ଜେଇଇ-ନିଟ୍‌ ବଦଳରେ ଖେଳନା କଥା ଆଲୋଚନା କରୁଛନ୍ତି ମୋଦି: ରାହୁଲ

ନୂଆଦିଲ୍ଲୀ,୩୦।୮: ଏଥର ବି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରବିବାର ମୋଦିଙ୍କ ‘ମନ କି ମାତ୍‌’ କାର୍ଯ୍ୟକ୍ରମ...

ମେ ୧୭ ପରେ ସରକାରଙ୍କ କରୋନା ରଣନୀତି ନେଇ ପ୍ରଶ୍ନ କଲେ ସୋନିଆ

ନୂଆଦିଲ୍ଲୀ,୬।୫: କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏହାର ସମୟ ସୀମାକୁ ମେ ୧୭ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୃଦ୍ଧି...

ମୋଦିଙ୍କ ଝିଆରୀଙ୍କୁ ମିଳିଲା ନାହିଁ ଟିକେଟ୍‌

ଅହମଦାବାଦ୍‌,୫।୧: ଗୁଜରାଟ ନଗର ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ଏହି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ ସୋନଲ ମୋଦି ମଧ୍ୟ...

‘ପୁରୁଷଙ୍କ ପାଇଁ ଘରୋଇ ହିଂସା ଆଇନ ନ ଥିବା ଦୁର୍ଭାଗ୍ୟଜନକ’

ଚେନ୍ନାଇ, ୩ା୬: ଘରୋଇ ହିଂସାର ଶିକାର ହେଉଥିବା ପୁରୁଷମାନେ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି। ହେଲେ ଏ ନେଇ ଆଇନ ନ ଥିବା ଦୁର୍ଭାଗ୍ୟଜନକ ବୋଲି...

କୃଷିକୁ ଅବଦାନ ପାଇଁ ୩ ଓଡ଼ିଆ ପୁରସ୍କୃତ

ନୂଆଦିଲ୍ଲୀ,୧୯ା୭: କୃଷି ଓ ଆନୁଷଙ୍ଗିକ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ୩ ଜଣ ଓଡ଼ିଆଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପୁରସ୍କୃତ କରିଛନ୍ତି। ଭାରତୀୟ...

Advertisement


Archives

Model This Week