ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ କରୁଛି ଭାରତ: ମୋଦି

ନୂଆଦିଲ୍ଲୀ,୧୪।୫: ଦେଶରେ କରୋନା ପ୍ରକୋପ ଜାରି ରହିଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସାଢ଼େ ୯କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କ ଖାତାକୁ ୧୯,୦୦୦ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୋଦି କିଶାନ ସମ୍ମାନ ନିଧି ଯୋଜନାର ଅଷ୍ଟମ କିସ୍ତି ପ୍ରଦାନ କରିଛନ୍ତି। ଏହି ସମୟରେ ମୋଦି କୃଷକଙ୍କୁ ସମ୍ବୋଧିତ କରିବା ସହ କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ ଧୈର୍ଯ୍ୟ ରଖିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି। ଏଥିସହ ସେ କହିଛନ୍ତି, କରୋନା ମହାମାରୀ ଦେଶର ଏକ ଅଦୃଶ୍ୟ ଶତ୍ରୁ, ଯିଏ ବାରମ୍ବାର ରୂପ ବଦଳାଉଛି। କରୋନା ସହ ଆମ ସମସ୍ତଙ୍କୁ ମିଳିମିଶି ଲଢ଼େଇ କରିବାକୁ ପଡ଼ିବ। ଏଥିରେ ନା ଭାରତ ହାରିବ ନା ଦେଶବାସୀ ବୋଲି ମୋଦି କହିଛନ୍ତି। ସେହିପରି ଗତ କିଛି ସମୟରୁ ଯେଉଁମାନେ ନିଜ ଆତ୍ମୀୟଙ୍କୁ ହରାଇ ଯେଉଁ କଷ୍ଟ ସହୁଛନ୍ତି ତା’କୁ ମୁଁ ଅନୁଭବ କରିପାରୁଛି। ବର୍ତ୍ତମାନ କରୋନା ଭାଇରସ୍‌ ପରୀକ୍ଷା ନେଉଛି କିନ୍ତୁ ଆମକୁ ସାହସର ସହ ଲଢ଼େଇ କରିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନାକୁ ଝଟ୍‌କା: ମେଣ୍ଟ କରିବେନି ଶରଦ

ମୁମ୍ବାଇ,୨।୧୧: ମହାରାଷ୍ଟ୍ର ବିଧାନସଭାକୁ ନେଇ ସରକାର ଗଠନ କରିବା ଯୋଜନା କରୁଥିବା ଭାରତୀୟ ଜନତା ପାର୍ଟି(ଭାଜପା)କୁ ଝଟ୍‌କା ଦେବାକୁ ଚାହଁୁଥିବା ଶିବସେନାକୁ ଲାଗିଛି ଝଟ୍‌କା। କାରଣ...

ଇଣ୍ଡିଆ ଗେଟରେ ଲାଗିବ ସୁଭାଷ ବୋଷଙ୍କ ହଲୋଗ୍ରାମ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ,୨୩ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତି ଅବସରରେ ଇଣ୍ଡିଆ ଗେଟରେ ନେତାଜୀଙ୍କ ହଲୋଗ୍ରାମ ପ୍ରତିମୂର୍ତ୍ତି...

ବିବାହର କିଛି ସମୟ ପୂର୍ବରୁ କନ୍ୟାଙ୍କୁ ଶକ୍ତ ଚାପୁଡା ମାରିଲେ ବର, ଆଉ ତା’ପରେ…

ଚେନ୍ନାଇ,୨୪।୧: ତାମିଲନାଡୁର କୁଡାଲୋରରେ ଏକ ବିବାହ ଉତ୍ସବରେ ଅଜବ ଘଟଣା ଦେଖିବାକୁ ମିଳିଛି। ବର କୌଣସି ପ୍ରସଙ୍ଗରେ କନ୍ୟାଙ୍କୁ ଚାପୁଡା ମାରିଥିଲେ। ଏହାପରେ କନ୍ୟା ବିବାହ...

୨୪ ପାକିସ୍ତାନୀ ହିନ୍ଦୁଙ୍କୁ ଭାରତୀୟ ନାଗରିକତ୍ୱ

ରାଜକୋଟ,୧୨।୮: ଦୀର୍ଘମିଆଦୀ ଭିଜା ବଳରେ ଗୁଜରାଟର ରାଜକୋଟରେ ରହୁଥିବା ୨୪ ଜଣ ପାକିସ୍ତାନୀ ହିନ୍ଦୁଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ...

ଖବରଦାତାଙ୍କ ଦୀପାବଳି ଉପହାର ମିଠା ଡବାରେ ନଗଦ ଟଙ୍କା, ଭାଜପାକୁ ଘେରିଲା କଂଗ୍ରେସ…

ବେଙ୍ଗାଲୁରୁ,୨୯।୧୦ : କର୍ନାଟକରେ ଶାସକ ଭାଜପା ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ ଦ୍ୱାରା ଦୀପାବଳିରେ କିଛି ଖବରଦାତାଙ୍କୁ ମିଠା ଡବାରେ ଏକ ଲକ୍ଷରୁ ଅଢ଼େଇ...

‘ଉହାନ୍‌ ଲାବ୍‌ରୁ କରୋନା ଉତ୍ପତ୍ତିର ବଳିଷ୍ଠ ପ୍ରମାଣ ରହିଛି’

ଓ୍ବାଶିଂଟନ,୫ା୫: ଚାଇନାର ଉହାନ୍‌ସ୍ଥିତ ଲାବ୍‌ରୁ ହିଁ କରୋନା ଭାଇରସ୍‌ ଉତ୍ପତ୍ତି ହୋଇଛି ବୋଲି ଆମେରିକାର ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌ ମାଇକ୍‌ ପୋମ୍ପେଓ ଦାବି କରିଛନ୍ତି। ଆମ...

ଶଗଡ ଗାଡିରେ ବିବାହ କରିବାକୁ ଗଲେ ବର

ଭୋପାଳ, ୩୦।୫: ବିବାହରେ ଅଯଥା ଖର୍ଚ୍ଚ ରୋକିବା ପାଇଁ ଜଣେ ଯୁବକ ଅଭିନବ ପ୍ରନ୍ଥା ଆପଣାଇଛନ୍ତି। ପୁରୁଣା ପ୍ରଥା ଏବଂ ପରମ୍ପରାକୁ ବଜାୟ ରଖି ଶଗଡ...

ଅଗ୍ନିପଥ ଯୋଜନାକୁ ବିରୋଧ କରି ବିହାରରେ ହିଂସା, ବସ୍‌, ଟ୍ରକରେ ଲଗାଇଲେ ନିଆଁ

ପାଟନା,୧୮ ।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ହେଲେ ବିହାରରେ ଏହା ଉଗ୍ରରୂପ ଧାରଣ...

Advertisement
Archives

Model This Week