ଜାତୀୟ

ଚାଇନାର ଗୁପ୍ତଚରୀ ମାମଲା: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଥିଲା କଡ଼ା ନଜର

ନୂଆଦିଲ୍ଲୀ, ୨୧।୧୦: ଚାଇନାର ଗୁପ୍ତଚରୀ ମାମଲାର ଖିଅ ଧିରେ ଧିରେ ଖୋଲିବା ଆରମ୍ଭ କରିଛି। ଚାଇନା ଗୁପ୍ତଚର କ୍ୱିଙ୍ଗ ଶିଙ୍କୁ ପଚରା ଉଚରା ସମୟରେ ଜଣାପଡ଼ିଛି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ଉପରେ କଡ଼ା ନଜର ରଖାଯାଇଥିଲା।...

ବିହାର ବିଧାନସଭା ନିର୍ବାଚନ: ଘୋଷଣା ପତ୍ର ଜାରି କଲା କଂଗ୍ରେସ, ଚାଷୀଙ୍କୁ ଋଣଛାଡ ପ୍ରତିଶ୍ରୁତି

ପାଟନା, ୨୧।୧୦: ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଘୋଷଣା ପତ୍ର ଜାରି କରାଯାଇଛି। ଚାଷୀଙ୍କ ଋଣ ଛାଡ, ବିଦ୍ୟୁତ୍‌ ବିଲ୍‌କୁ ଅଧା କରିବା ସହିତ ବାଳିକାଙ୍କୁ ନ୍ୟାୟ ଦେବାର ପ୍ରତିଶ୍ରୁତି ଘୋଷଣା ପତ୍ରରେ ରହିଛି। ସେହିପରି...

ପାର୍ବଣରେ ପାକିସ୍ତାନର ବଡ଼ ଷଡ଼ଯନ୍ତ୍ର: ସାମ୍ପ୍ରଦାୟିକ ଦଙ୍ଗା-ବାଟ୍‌ ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ

ନୂଆଦିଲ୍ଲୀ/ଇସଲାମାବାଦ୍‌, ୨୧।୧୦: ପାର୍ବଣ ଅବସରରେ ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି। ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ଏବଂ ଏଲ୍‌ଓସିରେ ବାଟ୍‌ ଆକ୍ରମଣ ଲାଗି ପାକିସ୍ତାନ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଛି। ଏଥିରେ ପାକିସ୍ତାନ ଗୋଇନ୍ଦା...

ଦିଲ୍ଲୀ ରାମଲୀଳା: ସୀତା ପ୍ରତିରକ୍ଷା ସେବା ପାଇଁ କରୁଛନ୍ତି ପ୍ରସ୍ତୁତି, ରାମ ବ୍ୟାଙ୍କରେ କରନ୍ତି ଚାକିରି

ନୂଆଦିଲ୍ଲୀ, ୨୧।୧୦: ଦଶହରା ଅବସରରେ ଦିଲ୍ଲୀରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରାୟ ୫୦୦ରୁ ଅଧିକ ସ୍ଥାନରେ ରାମଲୀଳା ଆୟୋଜନ ହେଉଛି। ସଂସ୍କୃତି କଳା ସଙ୍ଗମ ଗ୍ରୁପ୍‌ର ରାମଲୀଳାରେ ସୀତାଙ୍କ ଚରିତ୍ରରେ ଅଭିନୟ କରୁଥିବା ଶୁଭାଶିଂ ଭରଦ୍ୱାଜ...

କଶ୍ମୀର-ଲଦାଖରେ ନିର୍ମାଣ ହେବ ୧୦ ସୁଡ଼ଙ୍ଗ: ଏଲ୍‌ଏସି-ଏଲ୍‌ଓସିରେ ଶୀଘ୍ର ପହଞ୍ଚିବ ସହାୟତା

ନୂଆଦିଲ୍ଲୀ, ୨୧।୧୦: ଏଲ୍‌ଏସି ଏବଂ ଏଲ୍‌ଓସିରେ ଯବାନଙ୍କ ପାଖରେ ଶୀଘ୍ର ସହାୟତା ପହଞ୍ଚାଇବା ପାଇଁ ଲଦାଖ ଏବଂ କଶ୍ମୀରର ଉଚ୍ଚ ପାହାଡ଼ରେ ୧୦ ସୁଡ଼ଙ୍ଗ ନିର୍ମାଣ କରାଯିବ। ଏସବୁ ସୁଡ଼ଙ୍ଗ ପଥ ଦେଶ ଭାରତୀୟ ସେନା ବର୍ଷସାରା ଯିବା ଆସିବା...

କୃଷି ଆଇନ ବିରୋଧରେ ପଞ୍ଜାବରେ ବିଲ୍‌ ପାସ୍‌

ଚଣ୍ଡିଗଡ଼, ୨୧ା୧୦: କେନ୍ଦ୍ରର କୃଷି ଆଇନକୁ ବିରୋଧକରି ପଞ୍ଜାବ ବିଧାନସଭାରେ ସର୍ବସମ୍ମତିକ୍ରମେ ୪ଟି ବିଲ୍‌ ପାସ୍‌ ହୋଇଛି। ଗୃହରେ ଏନେଇ ପ୍ରାୟ ୫ ଘଣ୍ଟାକାଳ ଆଲୋଚନା କରାଯାଇଥିଲା। ଏଥିରେ ଭାଜପା ବିଧାୟକମାନେ ଅଂଶଗ୍ରହଣ କରି ନ ଥିଲେ। କଂଗ୍ରେସ ସରକାରଙ୍କ...

୩୧% ପ୍ରାର୍ଥୀଙ୍କ ନଁ।ରେ ଆପରାଧିକ ମାମଲା

ନୂଆଦିଲ୍ଲୀ, ୨୧ା୧୦: ବିହାର ବିଧାନସଭା ନିର୍ବାଚନ ଲାଗି ୨୮ରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ପ୍ରାର୍ଥୀ ହୋଇଥିବା ୧,୦୬୪ ଜଣଙ୍କ ମଧ୍ୟରୁ ୩୧% (୩୨୮)ଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ (ଏଡିଆର୍‌)...

୩ ଭଉଣୀଙ୍କୁ କାମୁଡ଼ିଲା ସାପ, ରାତି ସାରା ଚାଲିଲା ଝଡ଼ାଫୁଙ୍କା; ଆଉ ସକାଳେ…

ରାଞ୍ଚି, ୨୦।୧୦: ଝାଡ଼ଖଣ୍ଡର ସିମଡେଗାଠାରେ ସାପ କାମୁଡ଼ିବା ପରେ ଅନ୍ଧବିଶ୍ୱାସ ହେତୁ ୩ ଭଉଣୀଙ୍କ ଜୀବନ ଚାଲିଯାଇଛି। ରାତିରେ ଚଟାଣରେ ଶୋଇଥିବାବେଳେ ୩ ଭଉଣୀଙ୍କୁ ସାପ କାମୁଡ଼ିଥିଲା। ଏହାପରେ ୩ ଭଉଣୀଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ପରିବାର ଲୋକ ଅନ୍ଧବିଶ୍ୱାସର...

‘ଆମେ ଭୁଲିବା ନାହିଁ ଲକ୍‌ଡାଉନ ଚାଲିଯାଇଛି, କିନ୍ତୁ ଭାଇରସ୍‌ ନୁହେଁ’

ନୂଆଦିଲ୍ଲୀ, ୨୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୁଣିଥରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୋଦି କହିଥିଲେ, ପାର୍ବଣ ଋତୁରେ ଆମେ ଭୁଲିଯିବା ଉଚିତ୍‌ ନୁହେଁ ଯେ କରୋନାର ଅନ୍ତ ହୋଇନାହିଁ। ଭାରତରେ ଆରୋଗ୍ୟ ହାର ଭଲ ରହିଛି।...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର, ୨୦।୧୦: ଜମ୍ମୂ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ କାଠୁଆ ଜିଲାର ହିରାନଗର ସେକ୍ଟରରେ ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ଏନେଇ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।...

ୟେଦୁରପ୍ପାଙ୍କ ଉପରେ ଭାଜପା ହାଇକମାଣ୍ଡ ଅସନ୍ତୁଷ୍ଟ !

ବେଙ୍ଗାଲୁରୁ, ୨୦।୧୦: କର୍ନାଟକରେ ଭାଜପାରେ ବିଦ୍ରୋହ ଦେଖା ଦେଇଛି। ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପାଙ୍କ ଉପରେ ଭାଜପା ହାଇକମାଣ୍ଡ ଅସନ୍ତୁଷ୍ଟ ରହିଛନ୍ତି। ଏନେଇ ବିଜାପୁର ବିଧାୟକ ବସନଗୌଡ଼ା ପାଟିଲ ଅତନାଲ୍‌ କହିଛନ୍ତି। ଦଳରେ ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ ପାଇଁ ବିଧାୟକମାନେ ଚାହୁଁଥିବା ସେ ପ୍ରକାଶ...

ଅଡୁଆରେ କମଲନାଥ: ‘ଆଇଟମ’ ବୟାନକୁ ନେଇ ରିପୋର୍ଟ ମାଗିଲେ ମହିଳା କମିଶନ

ଭୋପାଳ,୨୦ ।୧୦: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଏକ ଜନସଭାରେ ଉଦ୍‌ବୋଧନ ଦେବା ସମୟରେ ଭାରତୀୟ ଜନତା ପାର୍ଟି(ଭାଜପା) ମନ୍ତ୍ରୀ ଇର୍ମତି ଦେବୀଙ୍କୁ ଆଇଟମ ବୋଲି କହି ଅଡୁଆରେ ପଡି ଯାଇଛନ୍ତି । ଯଦିଓ ସେ ଏକ ପ୍ରକାର ଏଥିପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri