ଜାତୀୟ

୫୭% ଟିକା ବ୍ୟବହାର, ବାକି ଯାଉଛି କୁଆଡ଼େ

ନୂଆଦିଲ୍ଲୀ, ୨୫ା୫: ଦେଶରେ ଆବଶ୍ୟକ କୋଭିଡ୍‌ ଭାକ୍ସିନ ଅଭାବରୁ ଟିକାକରଣ କାର୍ଯ୍ୟକ୍ରମ ଆଶାନୁରୂପ ଆଗେଇ ପାରୁନାହିଁ। ଏପରିକି ବିଭିନ୍ନ ରାଜ୍ୟରେ ଅନେକ ଟିକାଦାନ କେନ୍ଦ୍ର ବନ୍ଦ ହୋଇଗଲାଣି। ଟିକା ଅଭାବକୁ ନେଇ ସରକାର ସମାଲୋଚିତ ହୋଇଛନ୍ତି। ତେବେ ସୋମବାର କେରଳ ହାଇକୋର୍ଟରେ…

ନୂଆ ଆକାନ୍ତଙ୍କ ସଂଖ୍ୟା ୨ ଲକ୍ଷରୁ କମ୍‌: ମୃତ୍ୟୁ ସଂଖ୍ୟା ଯୋଗୁ ସ୍ଥିତି ଅସମ୍ଭାଳ…

ନୂଆଦିଲ୍ଲୀ,୨୫।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ଲକ୍‌ଡାଉନ୍‌ ପ୍ରଭାବରୁ ଧୀରେଧୀରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ମୃତକଙ୍କ ସଂଖ୍ୟା କିନ୍ତୁ ବଢ଼ି ଚାଲିଛି। ଗତ ୨୪…

ମାଂସ ବିକାଳିଙ୍କୁ ମାଡ଼ ମାରିଲେ ଗୋରକ୍ଷକ

ମୋରଦାବାଦ, ୨୪ା୫: ଉତ୍ତରପ୍ରଦେଶର ମୋରଦାବାଦ୍‌ଠାରେ ରବିବାର ଜଣେ ମାଂସ ବିକାଳି ମହମ୍ମଦ ଶାକିରଙ୍କୁ ନିଜକୁ ‘ଗୋରକ୍ଷକ’ କହୁଥିବା ଏକ ଗ୍ୟାଙ୍ଗ ମାଡ଼ ମାରିଛନ୍ତି। ପୋଲିସ ଶାକିରଙ୍କ ବିରୋଧରେ ଲକ୍‌ଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ…

ମୃତ୍ୟୁ ପ୍ରମାଣପତ୍ର ନୀତି ଉପରେ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୪।୫: ପ୍ରାଣ ହରାଇଥିବା କୋଭିଡ୍‌-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କଲାବେଳେ ଗୋଟିଏ ନୀତି ଅବଲମ୍ବନ କରାଯିବା ଦରକାର ବୋଲି କେନ୍ଦ୍ର ସରକାରଙ୍କୁ ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ଅନେକ କ୍ଷେତ୍ରରେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁର କାରଣ ହୃଦ୍‌ଘାତ କିମ୍ବା ଫୁସ୍‌ଫୁସ୍‌…

ଟିକା ଭୟରେ ନଦୀକୁ ଡେଇଁଲେ ୨ ଶହ ଲୋକ

ଲକ୍ଷ୍ନୌ,୨୪ା୫: ଏବେ ବି’ ଲୋକଙ୍କ ମନରୁ ଯାଇନି କରୋନା ଟିକାର ଭୟ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବାରାବାଙ୍କି ଜିଲା ସିସୋଦା ଗ୍ରାମରେ। ଏହି ଗାଁରେ ଲୋକଙ୍କୁ ଟିକାକରଣ କରାଇବା ପାଇଁ ରବିବାର ପହଞ୍ଚିଥିଲା ମେଡିକାଲ ଦଳ। ସେମାନଙ୍କୁ…

ଗମ୍ଭୀରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୪।୫ : ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଦେଶରେ ଅଭାବ ଥିବା କୋଭିଡ୍‌-୧୯ ଔଷଧକୁ ପ୍ରବଳ ମାତ୍ରରେ କିଣିବା ସହ ନିଜ ନିର୍ବାଚନ ମଣ୍ଡଳିରେ ମାଗଣାରେ ବାଣ୍ଟିଥିଲେ। ଦିଲ୍ଲୀ ହାଇକୋର୍ଟ ସୋମବାର…

ଭାରତରେ ଆରମ୍ଭ ହେଲା ତୃତୀୟ ଟିକାର ଉତ୍ପାଦନ

ନୂଆଦିଲ୍ଲୀ,୨୪।୫: ରଷିଆନ୍‌ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ୍‌ (ଆର୍‌ଡିଆଇଏଫ୍‌) ଏବଂ ଭାରତୀୟ ଔଷଧ କମ୍ପାନୀ ପାନାସିଆ ବାୟୋଟେକ୍‌ ଦେଶରେ ସ୍ପୁଟ୍‌ନିକ ଭି କୋଭିଡ୍‌ ଟିକା ଉତ୍ପାଦନ ଆରମ୍ଭ କରିଥିବା ସୋମବାର ଘୋଷଣା କରିଛନ୍ତି। ହିମାଚଳପ୍ରଦେଶର ବଦ୍ଦିଠାରେ ପାନାସିଆ ବାୟୋଟେକ୍‌ କାରଖାନାରୁ ପ୍ରଥମ ପର୍ଯ୍ୟାୟ…

୩ ମାସରେ ୩ ଝିଅ ନିଖୋଜ ହେବା ପରେ ଲୋଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ମୁଜାଫାରନଗର, ୨୪।୫ : ଉତ୍ତର ପ୍ରଦେଶର ମୁଜାଫରନଗରର ସୁଜୁଦ ଗ୍ରାମର ଜଣେ ବ୍ୟକ୍ତିଙ୍କ ୩ ଝିଅ ଗତ ୩ ମାସରେ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହାୟତା ଲୋଡ଼ିଛନ୍ତି ନିଖୋଜ ୩ ଝିଅଙ୍କ ବାପା ମହମ୍ମଦ…

କୋଭିଡ୍‌ ଟେଷ୍ଟରେ ସହଯୋଗ ନ କରିବାରୁ ନାବାଳକଙ୍କୁ ନିସ୍ତୁକ ମାଡ଼ ଦେଲେ ଅଧିକାରୀ

ବେଙ୍ଗାଲୁରୁ, ୨୪।୫ : କୋଭିଡ୍‌-୧୯ ଟେଷ୍ଟବେଳେ ସହଯୋଗ କରୁ ନ ଥିବା ଜଣେ ନାବାଳକଙ୍କୁ ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଲିକା (ବିବିଏମ୍‌ପି)ର ଦୁଇ ଅଧିକାରୀ ନିସ୍ତୁକ ମାଡ଼ ମାରିଛନ୍ତି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଜଣେ ବିବିଏମ୍‌ପି ଅଧିକାରୀ…

୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଅମିତ ଶାହ

ନୂଆଦିଲ୍ଲୀ,୨୪।୫: ବାତ୍ୟା ‘ୟାସ’ ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ସୋମବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବାତ୍ୟା ମୁକାବିଲାର ସମୀକ୍ଷା କରିଛନ୍ତି। ବାତ୍ୟା ପ୍ରଭାବିତ ହେବାକୁ ଥିବା ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ…

ମହାମାରୀର ମୁକାବିଲା ପାଇଁ ଗାଙ୍ଗୁଲିଙ୍କ ବଡ଼ ଘୋଷଣା

ମୁମ୍ବାଇ, ୨୪।୫ : କୋଭିଡ୍‌-୧୯ ମହାମାରୀ ସହ ପୂରା ଦେଶ ସଂଘର୍ଷ କରୁଥିବାବେଳେ ଭାରତୀୟ କ୍ରିକେଟ କେଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ସୋମବାର ବଡ଼ ଘୋଷଣା କରିଛନ୍ତି। ବିସିସିଆଇ ପକ୍ଷରୁ ଦେଶର ବିଭିନ୍ନ କୋଣକୁ ଦୁଇ ହଜାର ୧୦-ଲିଟର…

ଟିକା ନ ନେଲେ ଦରମା ବନ୍ଦ…

ପାଟନା,୨୪।୫: ବିହାରର ସାରନରୁ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି। ସାରନ ଜିଲାପାଳ ଏକ ଅଜବ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେଉଁ ସରକାରୀ କର୍ମଚାରୀମାନେ କୋଭିଡ ଟିକା ନେବେ ନାହିଁ, ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?