ଜାତୀୟ

ଦରଦାମ୍‌ ବୃଦ୍ଧି ନେଇ ପାର୍ଲାମେଣ୍ଟ ଅଚଳ

ନୂଆଦିଲ୍ଲୀ,୯।୩: ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ଯୋଗୁ ସଙ୍କଟ ଦେଖାଦେଇଛି। ଏହି ପ୍ରସଙ୍ଗକୁ ନେଇ ବିରୋଧୀଦଳ ରାଜ୍ୟ ସଭା ଏବଂ ଲୋକ ସଭାରେ ଶାସକ ଦଳକୁ ଘେରିବା ଜାରି ରଖିଛନ୍ତି। ଉଭୟ ଗୃହରେ ବିରୋଧି ସଦସ୍ୟମାନେ ମଙ୍ଗଳବାର ପ୍ରବଳ ହଟ୍ଟଗୋଳ…

ଶାଶୁଘରେ ନିର୍ଯାତନା ପାଇଁ ସ୍ବାମୀ ଦାୟୀ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଳୀ,୯।୩: ଶାଶୁଘରେ ମହିଳାଙ୍କର ଯେ କୌଣସି ଶାରୀରିକ ଖଣ୍ଡିଆ ଖାବରା ପାଇଁ ସ୍ବାମୀ ହିଁ ଦାୟୀ ହେବେ। ଏହାକୁ ନିର୍ଯାତନା ଭାବେ ଗ୍ରହଣ କରାଯିବ ବୋଲି ସୁପ୍ରିମ୍‌କୋର୍ଟ ଏକ ଆଗୁଆ ଜାମିନ ଆବେଦନର ବିଚାର ସମୟରେ କହିଛନ୍ତି। ଏହା ସହିତ କୋର୍ଟଙ୍କ…

୧୦ ହଜାର ଟଙ୍କାର ଶପିଂ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜାଣନ୍ତୁ କ’ଣ କିଣିଲେ

ନୂଆଦିଲ୍ଲୀ,୯।୩: ସାରା ଦେଶରେ ଅନ୍ତର୍ଜାତୀୟ ମହିଳା ଦିବସ ଧୁମ୍‌ଧାମ୍‌ରେ ପାଳନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମହିଳା ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ମୋଦି ମହିଳାଙ୍କ ହାତ ତିଆରି ଜିନିଷ କିଣିଥିଲେ। ତାମିଲନାଡୁର ମହିଳାଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା…

୪ ବର୍ଷର ପୁଅକୁ ଛାତିରେ ଜାବୁଡି ଧରି ଟ୍ରେନ୍‌ ଆଗକୁ ଡେଇଁଲେ ଶିକ୍ଷକ

ରୋହତକ,୯।୩: ରୋହତକରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ରହୁଥିବା ଜଣେ ଶିକ୍ଷକ ନିଜ ଚାରି ବର୍ଷର ପୁଅକୁ ଛାତି ଧରି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ରେଳବାଇ ପୋଲିସ ପହଞ୍ଚି ଉଭୟଙ୍କ ମୃତଦେହ ପୋଷ୍ଟମର୍ଟମ ପରେ ସମ୍ପୃକ୍ତ ପରିବାରକୁ…

ଅପେକ୍ଷାର ଅନ୍ତ: ପାକିସ୍ତାନରୁ ଭାରତ ଆସିଲେ ଦୁଇ ବୋହୂ

ବାଡମେର,୯।୩: ପାକିସ୍ତାନରେ ରହୁଥିବା ଦୁଇ ନବବିବାହିତା ଭାରତ ଫେରିଛନ୍ତି। ଦୁଇ ବର୍ଷ ପୂର୍ବେ ବିବାହ ସତ୍ତ୍ୱେ ଭିସା ନ ପାଇ ପାକିସ୍ତାନରୁ ଭାରତ ଆସିପାରି ନ ଥିଲେ। ବାଡମେର ଏବଂ ଜୈସଲମେରର ଦୁଇ ବ୍ୟକ୍ତି ବିବାହ ପରେ ପାକିସ୍ତାନରେ ସ୍ତ୍ରୀଙ୍କୁ ଛାଡି…

ମୁମ୍ବାଇରେ କରୋନା ସଂକ୍ରମଣ ୮୯ ପ୍ରତିଶତ ବୃଦ୍ଧି

ମୁମ୍ବାଇ,୯।୩: କରୋନା ସଂକ୍ରମଣ ଯୋଗୁ ମହାରାଷ୍ଟ୍ରରେ ଆତଙ୍କ ଦେଖାଦେଇଛି। ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୮୯.୨୫ ପ୍ରତିଶତ ବୃଦ୍ଧି ଘଟିଛି। ସୁରକ୍ଷା ଦୃଷ୍ଟିରୁ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ କଡ଼ା କଟକଣା ଜାରି କରାଯାଇଛି।…

ରାମମନ୍ଦିର ଚାନ୍ଦା ନ ଦେବାରୁ ଚାକିରି ଗଲା

ବାଲିଆ (ୟୁପି),୯।୩: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ଉତ୍ତରପ୍ରଦେଶର ଜଣେ ଶିକ୍ଷକ ଚାନ୍ଦା ଦେବାକୁ ମନା କରିବାରୁ ତାଙ୍କ ଚାକିରି ଯାଇଛି। ଯଶଓ୍ବନ୍ତ ପ୍ରତାପ ସିଂ ବାଲିଆ ଜିଲାର ଜଗଦୀଶପୁରଠାରେ ଥିବା ଆର୍‌ଏସ୍‌ଏସ୍‌ ପରିଚାଳିତ ସରସ୍ବତୀ ଶିଶୁ ମନ୍ଦିରରେ ଶିକ୍ଷକତା କରୁଥିଲେ।…

ନିର୍ବାଚନ ପୂର୍ବରୁ ଶେଷ ହୋଇପାରେ ଅଧିବେଶନ

ନୂଆଦିଲ୍ଲୀ,୯।୩ (ପି.ଟି.): ପାର୍ଲାମେଣ୍ଟର ବଜେଟ ଅଧିବେଶନ କାଟଛାଣ୍ଟ ହୋଇପାରେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମାର୍ଚ୍ଚ ୨୭ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଅଧିବେଶନ ଶେଷ ହୋଇପାରେ ବୋଲି ଜଣାପଡ଼ିଛି। ମଙ୍ଗଳବାରଠାରୁ ଉଭୟ ଗୃହ ସ୍ବାଭାବିକ ଭାବେ ପୂର୍ବାହ୍ନ ୧୧ଟାରୁ ଆରମ୍ଭ…

ପ୍ରକାଶ ପାଇଲା ଜେଇଇ ମେନ୍‌ ଫଳାଫଳ : ପରଫେକ୍ଟ ୧୦୦ ରଖିଛନ୍ତି ୬ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ, ୮।୩ : ଜେଇଇ (ଯୁଗ୍ମ ପ୍ରବେଶିକା ପରୀକ୍ଷା) ମେନ ପରୀକ୍ଷାର ଫଳାଫଳ ସୋମବାର ପ୍ରକାଶ ପାଇଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସ (ଏନ୍‌ଟିଏ) କର୍ମକର୍ତ୍ତାଙ୍କ ଅନୁଯାୟୀ, ଏହି ପରୀକ୍ଷାରେ ୬ ଜଣ ପରୀକ୍ଷାର୍ଥୀ ପରଫେକ୍ଟ ୧୦୦ ସ୍କୋର କରିଛନ୍ତି। ସେମାନେ ହେଲେ…

ସେଣ୍ଟ୍ରାଲ କୋଲକାତାରେ ଅଗ୍ନିକାଣ୍ଡ: ମୃତାହତଙ୍କ ସଂଖ୍ୟା ଅସ୍ପଷ୍ଟ

କୋଲକାତା, ୮।୩ : ସେଣ୍ଟ୍ରାଲ କୋଲକାତାର ଷ୍ଟ୍ରାଣ୍ଡ ରୋଡ୍‌ ସ୍ଥିତ ଏକ ବହୁ ମହଲା କୋଠାରେ ସୋମବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଆକାଳନ କରାଯାଉଛି। ତେବେ କୌଣସି ଅଧିକାରୀଙ୍କ ପକ୍ଷରୁ ମୃତାହତଙ୍କ ସମ୍ପର୍କରେ…

‘କଂଗ୍ରେସରୁ ମୁଖ୍ୟମନ୍ତ୍ରୀ ହୋଇପାରିଥାନ୍ତେ ସିନ୍ଧିଆ’

ନୂଆଦିଲ୍ଲୀ, ୮।୩ : ଭାଜପା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ମୁଖ୍ୟମନ୍ତ୍ରୀ ହୋଇପାରିଥାନ୍ତେ। କିନ୍ତୁ ଏବେ ସେ ଭାଜପାର ଜଣେ ପଛରେ ବସୁଥିବା (ବ୍ୟାକବେଞ୍ଚର) ନେତା। ଏଭଳି କହିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଦଳର ଯୁବ ଶାଖା ସହ…

ଭୁଲ କରିଥିଲେ ଦଣ୍ଡ ଭୋଗିବି : ତାପସୀ

ମୁମ୍ବାଇ, ୮।୩ : ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘର ଉପରେ ଗତ ସପ୍ତାହରେ ଚଢ଼ାଉ କରିଥିଲା ଆୟକର ବିଭାଗ (ଆଇଟି)। ଏ ସମ୍ପର୍କରେ ସୋମବାର ପ୍ରଥମ ଥର ମୁହଁ ଖୋଲିଛନ୍ତି ତାପସୀ। ” ମୋର ଡରିବାର କିଛି ନାହିଁ। କ’ଣ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri