ରୋବୋ କରିବ ନାଳ ସଫା
ବିଶାଖାପଟ୍ଟନମ୍, ୨୧।୧: ନାଳ ସଫା କାର୍ଯ୍ୟରେ ଏବେ ରୋବୋକୁ ନିୟୋଜିତ କରାଯିବ। ବିଶାଖାପଟ୍ଟନମ୍ ମ୍ୟୁନିସ୍ପାଲ୍ କର୍ପୋରେଶନ ପକ୍ଷରୁ ଏଭଳି ରୋବୋ କିଣିବା ଲାଗି ଯୋଜନା କରାଯାଇଛି। ଏହି ମେସିନର ଦାମ୍ ବଜାରରେ ୮୦ ଲକ୍ଷ ଟଙ୍କା ରହିଛି। ଏହାର ବ୍ୟବହାର ଦ୍ୱାରା…
ସ୍କୁଲରେ ଲାଗିଲା ପୋଷ୍ଟର: ଫି ନ ଦେଲେ ପରୀକ୍ଷା ପାଇଁ ଅନୁମତି ନାହିଁ
ମୋରାଦାବାଦ,୨୧।୧: କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଥିଲା। ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ସ୍କୁଲ ପକ୍ଷରୁ ଅନ୍ଲାଇନ୍ରେ ପାଠପଢ଼ା ଜାରି ରଖାଯାଇଥିଲା। ତେବେ କେତେକ ଛାତ୍ରୀଛାତ୍ର ଫି ନ ଦେବାରୁ ଉତ୍ତରପ୍ରଦେଶ ଘରୋଇ ସ୍କୁଲ ସଂଘ ପକ୍ଷରୁ କଡ଼ା…
୧୫ ବର୍ଷ ଧରି ନିଜକୁ ଜୀବିତ ସାବ୍ୟସ୍ତ କରିବା ଲାଗି ଜାରି ରହିଛି ଲଢ଼େଇ
ମିର୍ଜାପୁର,୨୧।୧: ଉତ୍ତରପ୍ରଦେଶ ମିର୍ଜାପୁରରେ ୫୬ ବର୍ଷ ବୟସ୍କ ଭୋଲା ସିଂ ଗତ ୧୫ ବର୍ଷ ଧରି ନିଜକୁ ଜୀବିତ ସାବ୍ୟସ୍ତ କରିବା ଲାଗି ଲଢ଼େଇ ଜାରି ରଖିଛନ୍ତି। ମୁଁ ଜୀବିତ, ଜଣେ ମଣିଷ,ଭୂତ ନୁହେଁ ଲେଖାଥିବା ପୋଷ୍ଟର ଧରି ସେ ଜିଲାପାଳଙ୍କ…
ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ପାଇଁ ୫୦ ହଜାର ଟପିଲା ସେନ୍ସେକ୍ସ
ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଭାବରେ ଜୋ ବାଇଡେନ୍ ଶପଥ ନେବା ପରେ ଭାରତୀୟ ଶେୟାର ବଜାରରେ ଏହାର ପ୍ରଭାବ ଦେଖାଯାଇଛି। ଗୁରୁବାର ଶେୟାର ବଜାର ରେକର୍ଡ ସ୍ତରରେ ପହଞ୍ଚିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଅଗ୍ରଣୀ ସୂଚକାଙ୍କ ସେନ୍ସେକ୍ସ ୨୨୩,୧୭ ପଏଣ୍ଟ (୦.୪୫…
ସଭରକରଙ୍କ ଫଟୋକୁ ନେଇ ବିବାଦ
ଲକ୍ଷ୍ନୌ, ୨୧।୧: ଉତ୍ତରପ୍ରଦେଶ ବିଧାନ ପରିଷଦର ଫଟୋ ଗ୍ୟାଲେରିରେ ହିନ୍ଦୁ ଆଦର୍ଶବାଦୀ ନେତା ବୀର ସଭରକରଙ୍କ ଫଟୋ ଲଗାଯିବାକୁ ନେଇ ବିବାଦ ଦେଖାଦେଇଛି। ବିଧାନ ପରିଷଦର କଂଗ୍ରେସ ସଦସ୍ୟ ଦୀପକ ସିଂ ଏହାର ପ୍ରତିବାଦ କରିବା ସହ ଫଟୋ କାଢ଼ିଦେବାକୁ ଗୃହର…
ଭୁଟାନ, ମାଳଦ୍ୱୀପରେ ପହଞ୍ଚିଲା ଭାରତୀୟ ଟିକା
ନୂଆଦିଲ୍ଲୀ, ୨୧।୧: ଭାରତ ସରକାରଙ୍କ ଟିକା ମୈତ୍ରୀ ଆରମ୍ଭ ହୋଇଛି। ନୂଆଦିଲ୍ଲୀ ପଠାଇଥିବା ୧,୫୦,୦୦୦ କୋଭିଶିଲ୍ଡ ଟିକା ବୁଧବାର ଭୁଟାନରେ ପହଞ୍ଚିଛି । ଭାରତର ‘ପଡୋଶୀ ପ୍ରଥମ’ ନୀତିର ଏହା ଏକ ଉଦାହରଣ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଟୁଇଟ୍…
ବଜେଟ ଅଧିବେଶନ: ୩୦ରେ ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ, ୨୧।୧(ପି.ଟି.): ସଂସଦର ବଜେଟ ଅଧିବେଶନ ଜାନୁୟାରୀ ୨୯ରୁ ଆରମ୍ଭ ହେଉଥିବାବେଳେ ୩୦ରେ ସର୍ବଦଳୀୟ ବୈଠକ ଡକାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା କରିବେ। ସରକାର ଆଣିବାକୁ ଥିବା ବିଧେୟକଗୁଡିକର କାର୍ଯ୍ୟସୂଚୀ ଉପରେ ଉକ୍ତ ବୈଠକରେ ଆଲୋଚନା କରାଯିବ…
ବ୍ରହ୍ମପୁତ୍ରରେ ଚାଇନାର ବନ୍ଧ ନିର୍ମାଣ ଉଦ୍ୟମ
ନୂଆଦିଲ୍ଲୀ, ୨୧।୧(ପି.ଟି.): ତିବ୍ବତର ମେଡୋଙ୍ଗଠାରେ ବ୍ରହ୍ମପୁତ୍ର ନଦୀରେ ଚାଇନା ନଦୀବନ୍ଧ ନିର୍ମାଣ ସହ ସୁପର ହାଇଡ୍ରୋ ପାଓ୍ବାର ପ୍ଲାଣ୍ଟ ସ୍ଥାପନ ଉଦ୍ୟମ କରୁଛି। ବେଜିଂର ଏଭଳି ଉଦ୍ୟମକୁ ଭାରତ ପକ୍ଷରୁ ନିନ୍ଦା କରାଯାଇଛି। ନଦୀବନ୍ଧ ନର୍ମାଣ ତଳମୁଣ୍ଡରେ ଥିବା ଭାରତ ଓ…
ବେତନ ପାଇବା ମୌଳିକ ଅଧିକାର: ହାଇକୋର୍ଟ
ନୂଆଦିଲ୍ଲୀ, ୨୧।୧(ଆଇଏଏନ୍ଏସ୍): ବେତନ ଗ୍ରହଣ କରିବା ଏକ ମୌଳିକ ଅଧିକାର। ଭାରତୀୟ ସମ୍ବିଧାନରେ ଏହା ପ୍ରତିଷ୍ଠାପିତ ହୋଇଥିବା ଦିଲ୍ଲୀ ହାଇକୋର୍ଟ ବୁଧବାର କହିଛନ୍ତି। ଦିଲ୍ଲୀ ପୌର ନିଗମ ଏହାର କର୍ମଚାରୀମାନଙ୍କୁ ବେତନ ଓ ପେନ୍ସନ ଦେଇ ନ ଥିବାରୁ ଅଦାଲତ ଏହାକୁ…
ନିଷ୍ପତ୍ତି କ୍ଷମତା କମିଟିର ନାହିଁ
ନୂଆଦିଲ୍ଲୀ, ୨୧।୧: ନୂଆ କୃଷି ଆଇନକୁ ନେଇ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୁପ୍ରିମକୋର୍ଟ ବିଶେଷଜ୍ଞମାନଙ୍କର ଏକ କମିଟି ଗଠନ କରିଥିଲେ। କୃଷକ ସଂଗଠନଗୁଡ଼ିକ ଉକ୍ତ କମିଟିର ନିରପେକ୍ଷତାକୁ ନେଇ ସମାଲୋଚନା କରିଥିବାରୁ ସର୍ବୋଚ୍ଚ ଅଦାଲତ ସେମାନଙ୍କୁ ଭର୍ତ୍ସନା କରିଛନ୍ତିି। ଆଇନ…
ସରକାରଙ୍କ ପଛଘୁଞ୍ଚା
ନୂଆଦିଲ୍ଲୀ, ୨୧।୧(ପି.ଟି.):ନୂଆ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ କୃଷକଙ୍କ ଆନ୍ଦୋଳନ ୫୮ ଦିନରେ ପହଞ୍ଚିଥିବାବେଳେ ଏଥିରେ ବ୍ୟତିବ୍ୟସ୍ତ ହୋଇ ସରକାର ପଛଘୁଞ୍ଚା ଦେଇଛନ୍ତି। ଶେଷରେ ନୂଆ କୃଷି ଆଇନକୁ ୧୮ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ…
ଚାଷୀ ଆଇନ ସ୍ଥଗିତ ରଖିବାକୁ ପ୍ରସ୍ତୁତ: ସରକାର
ନୂଆଦିଲ୍ଲୀ, ୨୦।୧- ବିବାଦୀୟ ୩ ଚାଷୀ ଆଇନକୁ ଦେଢ଼ ବର୍ଷ ପାଇଁ ସ୍ଥଗିତ ରଖିବାକୁ ପ୍ରସ୍ତୁତ। ଏ ନେଇ ଏକ ଆଫିଡେଭିଟ୍ ମାଧ୍ୟମରେ ସୁପ୍ରିମକୋର୍ଟଙ୍କୁ ଜଣାଇବୁ ବୋଲି ବୁଧବାର ସନ୍ଧ୍ୟାରେ କୃଷକଙ୍କ ସହ ୧୦ମ ରାଉଣ୍ଡ ଆଲୋଚନାବେଳେ ଏହା କହିଛନ୍ତି ସରକାର।…
Archives


