ଜାତୀୟ

ଦୁଇ ମାସ ଯାଏ ମାଗଣା ମିଳିବ ରାସନ: ଅଟୋ-ଟ୍ୟାକ୍ସି ଚାଳକଙ୍କୁ ୫ ହଜାର ଟଙ୍କା ସହାୟତା

ନୂଆଦିଲ୍ଲୀ,୪।୫: କରୋନା ସଙ୍କଟ ମଧ୍ୟରେ ଦିଲ୍ଲୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଦୁଇ ମାସ ଯାଏ ମାଗଣା ରାସନ ଏବଂ ଅଟୋ-ଟ୍ୟାକ୍ସି ଚାଳକଙ୍କୁ ୫ ହଜାର ଟଙ୍କା ସହାୟତା ମିଳିବ ବୋଲି ଘୋଷଣା କରିଛନ୍ତି। ଦିଲ୍ଲୀରେ…

କରୋନା ରୋକିବା ପାଇଁ ଲକଡାଉନ ହେଉଛି ଏକମାତ୍ର ସମାଧାନ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୪।୫:କରୋନା ଭାଇରସର ଦ୍ୱିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିବାରେ ଲାଗିଛି। ଏହାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରିବାକୁ କହିଛନ୍ତି।…

‘୫ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ବଡ଼ ଦୁର୍ଘଟଣା ଘଟିବ’

ଲକ୍ଷ୍ନୌ,୪।୫: ଉତ୍ତରପ୍ରଦେଶ ପୋଲିସର ହ୍ବାଟସଆପ୍‌ ନମ୍ବରରେ ଏକ ଧମକପୂର୍ଣ୍ଣ ମେସେଜ୍‌ ଆସିଛି। ଏହି ମେସେଜ୍‌ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ଆସିଛି। ଯେଉଁଥିରେ ଲେଖାଯାଇଛି ପାଞ୍ଚ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବଡ ଦୁର୍ଘଟଣା ଘଟିବ। ପୋଲିସର ଡାୟଲ୍‌…

୨ କୋଟି ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ଦିନକରେ ୩.୫୭ ଲକ୍ଷ ସଂକ୍ରମିତ, ୩,୪୪୯ ମୃତ

ନୂଆଦିଲ୍ଲୀ,୪।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ କରୋନା ମାମଲା ଆସୁଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର…

ପସନ୍ଦ ଦଳ ଜିତିଥିବାରୁ ଜିଭ କାଟିଲେ ମହିଳା

ଚେନ୍ନାଇ, ୩ା୫: ତାମିଲନାଡୁ ବିଧାନସଭା ନିର୍ବାଚନରେ ଡିଏମ୍‌କେ ଦଳ ବିଜୟ ଲାଭ କରିବା ପରେ ମାନସିକ ପୂରଣ ପାଇଁ ଜଣେ ମହିଳା ଜିଭ କାଟିଦେଇଛନ୍ତି। ଡିଏମ୍‌କେ ନିର୍ବାଚନ ଜିତିଲେ ଜିଭ କାଟି ଠାକୁରଙ୍କୁ ଅର୍ପଣ କରିବେ ବୋଲି ୩୨ ବର୍ଷୀୟା ବନିତା…

‘ଥରେ ଛାତିର ସିଟି-ସ୍କାନ, ୩୦୦ ଥର ଏକ୍ସ-ରେ ସହ ସମାନ’

ନୂଆଦିଲ୍ଲୀ,୩।୫: ସାଧାରଣ ଲକ୍ଷଣ ଥିବା କୋଭିଡ୍‌ ଆକ୍ରାନ୍ତଙ୍କ ପାଇଁ ସିଟି-ସ୍କାନ ଆଦୌ ଦରକାର ନାହିଁ। ସିଟି-ସ୍କାନର ଉପକାରିତା ସାଙ୍ଗକୁ କ୍ଷତିକାରକ ମଧ୍ୟ ରହିଛି। ଥରଟିଏ ଛାତିର ସିଟି-ସ୍କାନ କରିବାର ଅର୍ଥ ହେଉଛି ୩୦୦ ଥର ଏକ୍ସ-ରେ କରିବା ସହ ସମାନ। ସିଟି-ସ୍କାନରେ…

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଦେଲେ ଇସ୍ତଫା

ଚେନ୍ନାଇ,୩।୫: ବିଧାନସଭା ନିର୍ବାଚନରେ ପରାଜୟ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସୱାମୀ। ଏଆଇଏଡିଏମ୍‌କେ ବିଧାନସଭାରେ ମାତ୍ର ୭୭ଟି ଆସନରେ ବିଜୟୀ ହୋଇଥିଲା। ପରାଜୟକୁ ସ୍ବୀକାର କରି ପଲାନିସୱାମୀ ସୋମବାର ରାଜ୍ୟପାଳଙ୍କ ପାଖକୁ ଇସ୍ତଫାପତ୍ର ପଠାଇ ଦେଇଛନ୍ତି।…

ଝିଅକୁ ହରାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୩।୫: କlରୋନା ସାରା ଦେଶରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏହି ଭୂତାଣ ସଂକ୍ରମିତ ହେଉଥିବାବେଳେ ହଜାର ହଜାର ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ସୋମବାର କେନ୍ଦ୍ରମନ୍ତ୍ରୀ ଥାଭର ଚାନ୍ଦ ଗେହଲୋଟଙ୍କ ଝିଅ ଯୋଗିତା…

ନିର୍ବାଚନ ଫଳାଫଳ ପରେ ପଶ୍ଚିମବଙ୍ଗରେ ହିଂସା: ଏପର୍ଯ୍ୟନ୍ତ ଗଲାଣି ୪ ଜୀବନ

କୋଲକାତା, ୩।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳରେ ତୃଣମୂଳ କଂଗ୍ରେସ ଏକ ବଡ଼ ବିଜୟ ହାସଲ କରିଛି। ନିର୍ବାଚନରେ ଟିଏମ୍‌ସି ଭାଜପାକୁ ପରାସ୍ତ କରିଥିବା ସତ୍ତ୍ୱେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁଠାରୁ ହାଇପ୍ରୋଫାଇଲ୍‌ ଆସନ ଭାବରେ ବିବେଚନା କରାଯାଉଥିବା ନନ୍ଦିଗ୍ରାମରୁ…

ଅକ୍ସିଜେନ୍‌ ଅଭାବରୁ ୨୪ ଘଣ୍ଟାରେ ୨୪ ରୋଗୀଙ୍କ ଜୀବନ ଗଲା

ବେଙ୍ଗାଲୁରୁ,୩।୫: କର୍ନାଟକର ଚାମରାଜନଗର ଜିଲାରେଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଥିବା ଜିଲା ହସ୍ପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪ ରୋଗୀଙ୍କ ମୃତ୍ୟୁ ଘଟିଛି। ଏଥିରେ କରୋନା ସଂକ୍ରମିତ ରୋଗୀ ମଧ୍ୟ ସାମିଲ ଅଛନ୍ତି। କୁହାଯାଉଛି ଯେ ଏହି ରୋଗୀମାନେ…

ଟିଏମ୍‌ସି ଝଡରେ ଉଡିଗଲେ ଭାଜପାର ବଡ଼ ବଡ଼ ନେତା: ମନ୍ତ୍ରୀଙ୍କଠାରୁ ଆରମ୍ଭ କରି କ୍ରିକେଟର୍‌ ପର୍ଯ୍ୟନ୍ତ ହାରିଲେ

କୋଲକାତା,୩।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ ଏକ ବଡ଼ ବିଜୟ ହାସଲ କରିଛି। ଟିଏମ୍‌ସି ଝଡରେ ଭାରତୀୟ ଜନତା ପାର୍ଟିର ଅନେକ ତାରକା ପ୍ରାର୍ଥୀଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏଥିରେ କେନ୍ଦ୍ର ମନ୍ତ୍ରୀ ବାବୁଲ…

ପଶ୍ଚିମବଙ୍ଗରେ ‘ଖେଳ ହେଲା’ କହିଲେ ଏହି ଅଭିନେତ୍ରୀ

କୋଲକାତା,୩।୫: ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଏହିସବୁ ରାଜ୍ୟରେ କିଏ ସରକାର ଗଢ଼ିବେ ସେନେଇ ଲୋକେ ବେଶ୍‌ ଉତ୍ସାହର ସହ ଚାହିଁଛନ୍ତି। ସବୁଠୁ ଚର୍ଚ୍ଚାରେ ଥିଲା ପଶ୍ଚିବମଙ୍ଗ ନିର୍ବାଚନ। କାରଣ ଏଠାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri