ଜାତୀୟ

ପ୍ରଥମଥର ମୁଖ୍ୟମନ୍ତ୍ରୀ ସିଂହାସନରେ ବସିବେ ଷ୍ଟାଲିନ୍‌: ୭ରେ ନେବେ ଶପଥ

ଚେନ୍ନାଇ,୩।୫: ଡିଏମକେ ସଭାପତି ଏମ.କେ ଷ୍ଟାଲିନ ଆସନ୍ତା ମେ ୭ରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ସିଂହାସନରେ ବସିବେ। ଏହାପୂର୍ବରୁ ରବିବାର ଷଷ୍ଠ ଥର ତାମିଲନାଡୁର ଶାସନ କରିବାକୁ ତାଙ୍କ ଦଳକୁ…

ଜିଲାପାଳଙ୍କୁ ଦାଦାଗିରି ପଡିଲା ମହଙ୍ଗା

ଅଗରତାଲା,୩।୫: କୋଭିଡ ନିୟମକୁ ପାଳନ କରିବା ଆଳରେ ପଶ୍ଚିମ ତ୍ରିପୁରା ଜିଲାପାଳ ଦାଦାଗିରି କରିବା ତାଙ୍କୁ ମହଙ୍ଗା ପଡିଛି। ଜିଲାପାଳ ଶୈଳେଶ କୁମାର ଯାଦବ ବିବାହ ମଣ୍ଡପରେ ପଶି ବର, ପଣ୍ଡିତ ଏବଂ ଅତିଥିଙ୍କ ସହ ଦୁର୍ବବ୍ୟବହାର କରିବା ଘଟଣାରେ ତାଙ୍କୁ…

ଟିଏମ୍‌ସି ନେତାଙ୍କୁ ହରାଇଲେ ଝୁମ୍ପୁଡ଼ିରେ ରହୁଥିବା ଏହି ମହିଳା, ହେଲେ ଭାଜପା ବିଧାୟକ

କୋଲକାତା,୩।୫: ପଶ୍ଚିମବଙ୍ଗର ସାଲତୋରା ନିର୍ବାଚନ ମଣ୍ଡଳୀରୁ ଜଣେ ଦିନ ମଜୁରିଆଙ୍କ ସ୍ତ୍ରୀ ଚନ୍ଦନା ବାଉରୀଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟୁଛି। ୩୦ ବର୍ଷୀୟା ଚନ୍ଦନା ତୃଣମୂଳ କଂଗ୍ରେସ(ଟିଏମ୍‌ସି) ନେତା ସନ୍ତୋଷ କୁମାର ମଣ୍ଡଳଙ୍କୁ ୪୦୦୦ରୁ ଅଧିକ ଭୋଟ୍‌ରେ ପରାସ୍ତ କରିଛନ୍ତି।…

ହାରିଗଲେ ମମତା: ଜାଣନ୍ତୁ କେମିତି ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା, ୩।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳରେ ତୃଣମୂଳ କଂଗ୍ରେସ ଏକ ବଡ଼ ବିଜୟ ହାସଲ କରିଛି। ନିର୍ବାଚନରେ ଟିଏମ୍‌ସି ଭାଜପାକୁ ପରାସ୍ତ କରିଥିବା ସତ୍ତ୍ୱେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁଠାରୁ ହାଇପ୍ରୋଫାଇଲ୍‌ ଆସନ ଭାବରେ ବିବେଚନା କରାଯାଉଥିବା ନନ୍ଦିଗ୍ରାମରୁ…

ଜୁଲାଇ ପର୍ଯ୍ୟନ୍ତ ରହିବ ଟିକା ସଙ୍କଟ: ଅଦାର ପୁନାଓ୍ବାଲା

ନୂଆଦିଲ୍ଲୀ,୩।୫: କରୋନା ଏବେ ସାରା ଦେଶରେ ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି। କରୋନା ବିରୋଧ ଲଢେଇରେ ଏକମାତ୍ର ଅସ୍ତ୍ର ହେଉଛି ଏହାର ଟିକା। କିନ୍ତୁ ଦେଶରେ ଅନେକ ରାଜ୍ୟ ଏବଂ ଜିଲାରେ ଟିକା ଅଭାବ ଅଭିଯୋଗ ରହିଛି। ଦେଶରେ ତୃତୀୟ…

ମାଡି ଚାଲିଛି କରୋନା: ଦିନକରେ ୩.୬୮ ଲକ୍ଷ ସଂକ୍ରମିତ, ୩,୪୧୭ ମୃତ

ନୂଆଦିଲ୍ଲୀ,୩।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ କରୋନା ମାମଲା ଆସୁଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର…

ମୋଦିଙ୍କୁ ହରାଇଲେ ମମତା

ନୂଆଦିଲ୍ଲୀ/କୋଲକାତା/ଚେନ୍ନାଇ/ଥିରୁଭାନନ୍ତପୁରମ/ଗୁଆହାଟୀ,୩।୫: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ପଶ୍ଚିମବଙ୍ଗ ଖେଳରେ ବାଜି ମାରିଛନ୍ତି ଦିଦି। ୨୯୪ ସଦସ୍ୟ ବିଶିଷ୍ଟ ବିଧାନସଭାର ଭୋଟ ଗ୍ରହଣ କରାଯାଇଥିବା ୨୯୨ ଆସନରୁ ୨୧୩ରେ ବିଜୟୀ ହୋଇଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ(ଟିଏମ୍‌ସି)। ଏଥିସହ ମମତା ଦିଦି…

ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ଷ୍ଟାଲିନ

ନୂଆଦିଲ୍ଲୀ, ୨।୫: ତାମିଲନାଡୁ ନିର୍ବାଚନରେ ଡିଏମ୍‌କେ ନେତୃତ୍ୱାଧୀନ ମେଣ୍ଟ ବିଜୟୀ ହୋଇ ସରକାର ଗଢ଼ିବାକୁ ଯାଉଛି। ୨୩୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ଡିଏମ୍‌କେ ମେଣ୍ଟ ୧୪୮ ଆସନରେ ଆଗୁଆ ରହିଛି। ଦଳର ଏହି ସଫଳତା ପାଇଁ ଡିଏମ୍‌କେ ଅଧ୍ୟକ୍ଷ ଏମ୍‌.କେ.…

ଜନାଦେଶକୁ ସ୍ବୀକାର କଲେ ରାହୁଲ

ନୂଆଦିଲ୍ଲୀ,୨।୫: ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଜନାଦେଶକୁ ବିନମ୍ରତାର ସହ ଗ୍ରହଣ କରୁଛୁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର କହିଛନ୍ତି। ତେବେ ଦଳ ଏହାର…

ନନ୍ଦିଗ୍ରାମ ଫଳାଫଳକୁ ନେଇ ଦ୍ୱନ୍ଦ୍ୱ : କୋର୍ଟ ଯିବେ ମମତା

କୋଲକାତା,୨।୫ : ପଶ୍ଚିମବଙ୍ଗରେ ବୃହତ୍‌ ବିଜୟ ହାସଲ କରିଛନ୍ତି ମମତା ବାନାର୍ଜୀ। କିନ୍ତୁ ନନ୍ଦିମ୍ରାମ ଆସନରେ ଭାଜପାର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ଆସୁଛି। ମୁଁ ନନ୍ଦିଗ୍ରାମବାସୀଙ୍କ ନିଷ୍ପତ୍ତିକୁ ଗ୍ରହଣ କରୁଛି। ଏହା ବଡ଼ କଥା…

‘ କେରଳରେ ଭାଜପା ପାଇଁ ଯାଗା ନାହିଁ ’

ଥିରୁଭାନ୍ଥପୁରମ,୨।୫ : କେରଳରେ ଭାଜପା ପାଇଁ ଯାଗା ନାହିଁ। ଆମ ରାଜ୍ୟ କଦାପି ସାମ୍ପ୍ରଦାୟିକତା ଓ ଧାର୍ମିକ ବିଭେଦକୁ ଗ୍ରହଣ କରିବ ନାହିଁ। ୟୁଡିଏଫ୍‌ର କ୍ରସ ଭୋଟିଂ ଯୋଗୁ ଭାଜପା ଗତ ଥର ଗୋଟିଏ ସିଟ୍‌ ହାତେଇଥିଲା। ଆମେ କହିଥିଲୁ ରାଜ୍ୟରେ…

ଦିଦିଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨।୫: ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଡିଏମକେ ନେତା ଏମ.କେ ଷ୍ଟାଲିନ ଏବଂ ଅନ୍ୟ ରାଜ୍ୟର ବିଜେତା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri