ଜାତୀୟ

ମାଙ୍କଡ଼ର ବ୍ରେକ୍‌ଫାଷ୍ଟ ନିଶା, ପ୍ରତିଦିନ ସକାଳୁ ଦୋକାନକୁ ଆସି କରୁଛି ଏପରି…

ଜୟପୁର,୨୮।୧: ରାଜସ୍ଥାନର ଭରତପୁରରେ ଆଜିକାଲି ଏକ ମାଙ୍କଡ଼ର ଦାଦାଗିରି ବେଶ୍‌ ଚର୍ଚ୍ଚାରେ ରହିଛି। କାରଣ ଏହି ମାଙ୍କଡ଼ ଯେତେବେଳେ ଚାହୁଁଛି ସେତେବେଳେ ଯେକୌଣସି ଦୋକାନରେ ପଶି ଖାଉଛି। କେହି ଖାଇବା ଦେବାକୁ ପଡୁନି, ନିଜ ହାତରେ ଆଣି ଖାଉଛି। ଏହା ପରେ…

ଉତ୍ତରପ୍ରଦେଶ, ଝାଡଖଣ୍ଡ ସମେତ ୬ରାଜ୍ୟରେ ନିର୍ବାଚନ ଲଢିବ ଏଏପି: କେଜରିୱାଲ

ନୂଆଦିଲ୍ଲୀ,୨୮ ।୧: ପାଖେଇ ଆସୁଛି କିଛି ରାଜ୍ୟର ନିର୍ବାଚନ ସମୟ । ଏହି କ୍ରମରେ ଗୁରୁବାର ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ପରିଷଦ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ମୁଖ୍ୟ…

ଗତ ୭ଦିନ ମଧ୍ୟରେ ୧୪୭ ଜିଲାରେ ଚିହ୍ନଟ ହୋଇ ନାହାଁନ୍ତି ଜଣେ ବି କରୋନା ସଂକ୍ରମିତ

ନୂଆଦିଲ୍ଲୀ,୨୮ ।୧: କରୋନା ଭାଇରସ ସଂକ୍ରମଣ ସାରା ବିଶ୍ୱକୁ ଅସ୍ଥିର କରି ପକାଇଛି । ତେବେ ଦେଶରେ ବେଳକୁ ବେଳ ନୂଆ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରୁଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗତ…

ଅଭିବ୍ୟକ୍ତି ସ୍ବାଧୀନତା ନିରଙ୍କୁଶ ନୁହେଁ

ନୂଆଦିଲ୍ଲୀ,୨୮।୧: ଆମାଜନ ପ୍ରାଇମ୍‌ ଓ୍ବେବ୍‌ ସିରିଜ୍‌ ‘ତାଣ୍ଡବ’ର ନିର୍ମାତା ଓ ଜଣେ ଅଭିନେତା ଗିରଫଦାରିରୁ ସୁରକ୍ଷା ଲାଗି କରିଥିବା ଆବେଦନକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ଧର୍ମକୁ ଅପମାନିତ କରିବା ସହ ଲୋକଙ୍କ ଧର୍ମୀୟ ଭାବାବେଗକୁ ଆଘାତ ଦେଇଥିବାରୁ ଭାରତୀୟ ଦଣ୍ଡସଂହିତାର…

ବମ୍ବେ ହାଇକୋର୍ଟ ରାୟ ସ୍ଥଗିତ

ନୂଆଦିଲ୍ଲୀ,୨୮।୧(ପି.ଟି.): ପୋକ୍ସୋ (ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା) ଆଇନ ଅନୁଯାୟୀ ଚର୍ମକୁ ସ୍ପର୍ଶ ନ କରି ନାବାଳିକାଙ୍କ ବକ୍ଷସ୍ଥଳ ଛୁଇଁବା ଯୌନ ଅପରାଧ ନୁହେଁ ବୋଲି ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ କହିବା ସହ ଜଣେ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଦେଇଥିଲେ। ଏଭଳି…

ଟିକା ନେଲେ ଡାକ୍ତର, ରାଗିଲେ ପତ୍ନୀ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୮ ।୧: ରାଜଧାନୀ ଦିଲ୍ଲୀର ଜଣେ ବରିଷ୍ଠ ତଥା ନାଁକରା ଡାକ୍ତର ଏକେଲା କରୋନା ଟିକା ନେଇଯିବା ପରେ ତାଙ୍କ ପତ୍ନୀ ଫୋନ୍‌ରେ ହିଁ ତାଙ୍କୁ ଟୁଇସନ କରିଥିବା ଜଣାପଡିଛି । ସବୁଠାରୁ ମଜାକଥା ହେଲା ଯେତେବେଳେ ତାଙ୍କପତ୍ନୀ ତାଙ୍କୁ ଗାଳି…

ଦୀପ ସିଦ୍ଧୁ କିଏ

ନୂଆଦିଲ୍ଲୀ,୨୮।୧: ଦିଲ୍ଲୀରେ କୃଷକ ଆନ୍ଦୋଳନ ହିଂସାମତ୍କ ରୂପ ନେବା ପରେ ଗୋଟିଏ ନାମ ଆଗକୁ ଆସୁଛି। ବିଭ୍ରାଟ ପାଇଁ ଦାୟୀ କରାଯାଉଥିବା ବ୍ୟକ୍ତି ଜଣକ ହେଲେ ଦୀପ ସିଦ୍ଧୁ। ତାଙ୍କୁ ସୋସିଆଲ ମିଡିଆଠୁ ନେଇ କୃଷକ ସଙ୍ଗଠନଗୁଡ଼ିକ ମଧ୍ୟରେ ନାନା ପ୍ରଶ୍ନ…

ଦିଲ୍ଲୀ ହିଂସା: ୨୦୦ ଅଟକ

ନୂଆଦିଲ୍ଲୀ,୨୮।୧: ଟ୍ରାକ୍ଟର ରାଲି ହିଂସା ଘଟଣାରେ ଦିଲ୍ଲୀ ପୋଲିସ ୨୦୦ ଲୋକଙ୍କୁ ଅଟକ ରଖିଛି। ଏପର୍ଯ୍ୟନ୍ତ ୨୫ ଏତଲା ଦାଏର ହୋଇଥିବାବେଳେ ସେଥିରେ ୧୩ କୃଷକ ନେତାଙ୍କ ନାଁ ରହିଛି। ସେମାନେ ହେଲେ ଭାରତୀୟ କିଷାନ ସଂଘ (ବିକେୟୁ) ମୁଖପାତ୍ର ରାକେଶ…

ଆନ୍ଦୋଳନରେ ଫାଟ

ନୂଆଦିଲ୍ଲୀ,୨୮।୧: କେନ୍ଦ୍ର ସରକାରଙ୍କ ୩ ବିବାଦୀୟ ଆଇନ ପ୍ରତ୍ୟାହାର ଦାବିରେ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା କୃଷକ ଆନ୍ଦୋଳନରେ ଏବେ ଫାଟ ସୃଷ୍ଟି ହୋଇଛି। ସାଧାରଣତନ୍ତ୍ର ଦିବସରେ କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଦିଲ୍ଲୀ ସୀମାରୁ ଜାତୀୟ ରାଜଧାନୀର ରାଜପଥକୁ ଯାଇଥିବା…

ଲାଲା ଲଜପତ ରାୟଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮ ।୧: ସ୍ୱାଧିନତା ସଂଗ୍ରାମୀ ଲାଲା ଲଜପତ ରାୟଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୋଦି ଟୁଇଟ୍ କରି ଲେଖିଛନ୍ତି ସ୍ୱାଧିନତା ପାଇଁ ଲାଲା ଲଜପତ ରାୟଙ୍କ ବଳିଦାନ ଅତୁଳନୀୟ ଏବଂ ଏହା ପର ପିଢିକୁ…

ଭୟର ବାତାବରଣ ମଧ୍ୟରେ ରାତି ସାରା ଉଜାଗର ରହିଲେ ଆନ୍ଦୋଳନରତ କୃଷକ

ନୂଆଦିଲ୍ଲୀ,୨୮ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ଗାଜିପୁର ସୀମାରେ ଆନ୍ଦୋଳନରେ ବସିଥିବା କୃଷକ ଓ ପୋଲିସ ମଧ୍ୟରେ ତୁତୁ ମେମେ ଆରମ୍ଭ ହୋଇଛି ।…

ଟେକ୍ସାସ ମେଡିକାଲ ଅଫିସରେ ବନ୍ଧକ: ଦୁଇ ମୃତ

ଅଷ୍ଟିନ,୨୭ା୧- ଟେକ୍ସାସର ଜଣେ ଡାକ୍ତରଙ୍କ ଅଫିସରେ ଦୁଇ ଜଣ ଦୁର୍ବୁତ୍ତ କିଛି ବ୍ୟକ୍ତିଙ୍କୁ ବନ୍ଧକ ରଖିଥିଲେ। ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସ୍ବାଟର ଏକ ଦଳକୁ ମଙ୍ଗଳବାର ରାତିରେ ଦୁଇ ଜଣଙ୍କ ମୃତ ଦେହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri