କୃଷକ ଆନ୍ଦୋଳନ: ହରିୟାଣାରେ ହାଇ ଆଲର୍ଟ
ଚଣ୍ଡିଗଡ,୨୬ା୧- ସାଧାରଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଟ୍ରାକ୍ଟର ପରେଡ୍ ବେଳେ ଦିଲ୍ଲୀରେ ଘଟିଥିବା ହିଂସାକୁ ନେଇ ପଡୋଶୀ ହରିୟାଣାରେ ହାଇ ଆଲର୍ଟ ଜାରି କରାଯାଇଛି। ହରିୟାଣା ଡିଜିପି ମନୋଜ ଯାଦବ ରାଜ୍ୟର ସମସ୍ତ ଜିଲାରେ ହାଇ ଆଲର୍ଟ ଜାରି କରିଛନ୍ତି। ଏଥିସହିତ…
କୃଷକଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ,୨୬ା୧- ଦିଲ୍ଲୀ ଛାଡ଼ି ସୀମାକୁ ଫେରି ଆସିବାକୁ କୃଷକଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ନୂଆ ଚାଷୀ ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଗତ ନଭେମ୍ବରଠାରୁ ଚାଲିଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିବାକୁ କହିଛନ୍ତି। ହିଂସା କଦାପି ଗ୍ରହଣୀୟ…
ସାଧାରଣତନ୍ତ୍ର ପରେଡ : ଅଯୋଧ୍ୟାର ରାମ ମନ୍ଦିରର ମଡେଲ ଦେଖି ଛିଡ଼ା ହେଲେ ଭକ୍ତ
ନୂଆଦିଲ୍ଲୀ,୨୬ା୧- ଦେଶର ୭୨ତମ ସାଧାରଣତନ୍ତ୍ର ପରେଡରେ ଦେଖିବାକୁ ମିଳିଛି ଅଯୋଧ୍ୟାରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିରର ମଡେଲ। ଏହା ଦେଖି ମଙ୍ଗଳବାର ସକାଳେ ରାଜପଥରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ବହୁ ସଂଖ୍ୟାରେ ଦର୍ଶକମାନେ ଛିଡ଼ା ହୋଇ ତାଳି ମାରିଥିଲେ।…
ଟ୍ରାକ୍ଟର ରାଲିରେ ଅଘଟଣ: କୃଷକ ମୃତ
ନୂଆଦିଲ୍ଲୀ,୨୬ା୧- ନୂଆ କୃଷି ଆଇନ ବିରୋଧରେ ଚାଷୀଙ୍କ ଦ୍ୱାରା ମଙ୍ଗଳବାର ଦିଲ୍ଲୀରେ ଆୟୋଜିତ ଟ୍ରାକ୍ଟର ରାଲିରେ ଘଟିଛି ଅଘଟଣ। ସେଣ୍ଟ୍ରାଲ ଦିଲ୍ଲୀଠାରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ଏ ନେଇ ସ୍ପଷ୍ଟ କରିଛି ସ୍ଥାନୀୟ ପୋଲିସ। ମୃତୁକଙ୍କ…
ସାଧାରଣତନ୍ତ୍ର ଦିବସରେ ଇତିହାସ ରଚିଲେ ଦୁଇ ଆଇଏଏଫ୍ ମହିଳା ପାଇଲଟ୍
ନୂଆଦିଲ୍ଲୀ,୨୬ା୧- ଭାରତୀୟ ବାୟୁ ସେନା (ଆଇଏଏଫ୍)ର ଦୁଇ ମହିଳା ପାଇଲଟ୍ ସାଧାରଣତନ୍ତ୍ର ଦିବସ ପରେଡରେ ଭାଗ ନେଇ ଇତିହାସ ରଚିଛନ୍ତି। ଫ୍ଲାଇଟ୍ ଲ୍ୟୁଟନାଣ୍ଟ ଭଓ୍ବନ କାନ୍ଥ ପ୍ରଥମ ମହିଳା ଫାଇଟର ପାଇଲଟ ଭାବେ ପରେଡରେ ଭାଗ ନେଇଥିଲେ। ଆଇଏଏଫ୍ ଟାବ୍ଲେୟୁ ସଦସ୍ୟ…
ଖଣ୍ଡା ଧରି ପୋଲିସକୁ ଗୋଡାଇଲେ କୃଷକ
ନୂଆଦିଲ୍ଲୀ,୨୬।୧: ମଙ୍ଗଳବାର ସାରା ଦେଶରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଦିଲ୍ଲୀ ସୀମାରେ ଦୀର୍ଘ ଦୁଇ ମାସ ହେବ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକମାନେ ଏକ ଟ୍ରାକ୍ଟର ରାଲି ଆରମ୍ଭ କରିଥିଲେ। ପୋଲିସ…
ଲାଲକିଲ୍ଲାରେ ଅନ୍ନଦାତାଙ୍କ ଉପରେ ଲାଠିଚାର୍ଜ
ନୂଆଦିଲ୍ଲୀ,୨୬ା୧- ଦେଶର ସାଧାରଣତନ୍ତ୍ର ଦିବସ ଅବସରରେ ବହୁ ସଂଖ୍ୟାରେ ଆନ୍ଦୋଳନରତ ଅନ୍ନଦାତାମାନେ ମଙ୍ଗଳବାର ବ୍ୟାରିକେଡ୍ ଡେଇଁ ଲାଲକିଲ୍ଲା ଉପରେ ପତାକା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲା ପରିସରରୁ ଚାଷୀଙ୍କୁ ତଡ଼ିବା ଲାଗି ଲାଠି ଚାଳନା କରିଛି ପୋଲିସ। ମିଳିଥିବା ସୂଚନା ମୁତାବକ, ଟ୍ରାକ୍ଟର…
ଦିଲ୍ଲୀରେ ରାତ୍ର ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ !
ନୂଆଦିଲ୍ଲୀ, ୨୬/୧: କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ଦିଲ୍ଲୀରେ ଅନ୍ନଦାତା ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀର କେତେକ ଅଞ୍ଚଳରେ ରାତ୍ର ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ସିଙ୍ଘୁ…
କୃଷି ଆଇନ ନ ହଟିବା ପଛରେ ଅଦୃଶ୍ୟ ଶକ୍ତି: ସଞ୍ଜୟ ରାଉତ
ନୂଆଦିଲ୍ଲୀ, ୨୬/୧: କୃଷି ଆଇନକୁ ବିରୋଧ କରି ଅନ୍ନଦାତାଙ୍କ ପକ୍ଷରୁ ଦିଲ୍ଲୀରେ ଟ୍ରାକ୍ଟର ରାଲି ସମୟରେ ସ୍ଥିତି ଅଣାୟତ ହୋଇଛି। ଆନ୍ଦୋଳନକାରୀ ଲାଲ୍ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଘଟଣାକୁ ଶିବସେନା ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ଶିବସେନା…
ଲାଲ୍ କିଲ୍ଲାରେ ପତାକା ଉଡାଇଲେ ଆନ୍ଦୋଳନକାରୀ !
ନୂଆଦିଲ୍ଲୀ, ୨୬/୧: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକାରୀଙ୍କ ପକ୍ଷରୁ ଦିଲ୍ଲୀରେ ଟ୍ରାକ୍ଟର ରାଲି ହୋଇଛି। କେତେକ ଆନ୍ଦୋଳନକାରୀ ଲାଲ୍ କିଲ୍ଲାରେ ପ୍ରବେଶ କରି ପତାକା ଉଡାଇଥିଲେ। ସେମାନେ ପୋଲିସ ବାଧାକୁ ଖାତିର ନ କରି ଏଭଳି କରିଥିଲେ। ତେବେ ଆନ୍ଦୋଳନକାରୀମାନେ…
ମନ୍ତ୍ରମୁଗ୍ଧ କଲା କଳାହାଣ୍ଡିର ‘ବଜାସାଲ’ ଲୋକନୃତ୍ୟ
ନୂଆଦିଲ୍ଲୀ, ୨୬।୧: ଦିଲ୍ଲୀ ରାଜପଥରେ ଗଣତନ୍ତ୍ର ଦିବସ ପରେଡରେ ବିଭିନ୍ନ ରାଜ୍ୟର ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ଚଳିତ ଥର କଳାହାଣ୍ଡିର ଲୋକନୃତ୍ୟ ‘ବଜାସାଲ’ ପରେଡରେ ସାମିଲ ହୋଇଛିି। ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା’ ପକ୍ଷରୁ ୮୦ ଜଣିଆ ନୃତ୍ୟଦଳ ରାଜପଥରେ ମାଦଳର…
ବାଡ଼ ଡେଇଁବେ ରାଜକୁମାର ସିଂ !
ପାଟନା, ୨୬/୧: ଏଲ୍ଜେପି ମୁଖ୍ୟ ଚିରାଗ ପାସୱାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଏହାର ମୁଖ୍ୟ କାରଣ ପାଲଟିଛନ୍ତି ଏଲଜେପିର ଏକ ମାତ୍ର ବିଧାୟକ ରାଜକୁମାର ସିଂ। ରାଜକୁମାର ଏଲ୍ଜେପି ବାଡ଼ ଡେଇଁବା ପାଇଁ ଯୋଜନା କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା…
Archives


